"ଶାନ୍ତନୁ କୁମାର ଆଚାର୍ଯ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ +ଯୋଗସୂତ୍ର ପେଡ଼ି
୯୭ କ ଧାଡ଼ି: ୯୭ କ ଧାଡ଼ି:


== ପୁରସ୍କାର ଓ ସମ୍ମାନ ==
== ପୁରସ୍କାର ଓ ସମ୍ମାନ ==
* କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୩ (ଚଳନ୍ତି ଠାକୁର କ୍ଷୁଦ୍ରଗଳ୍ପ ସଂକଳନ ନିମନ୍ତେ)<ref>{{cite web |title=AKADEMI AWARDS (1955-2020) |url=http://sahitya-akademi.gov.in/awards/akademi%20samman_suchi.jsp#ODIA |publisher=କେନ୍ଦ୍ର ସାହିତ୍ୟ ଏକାଡେମୀ |accessdate=18June 2021}}</ref>
* [[ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ]], ୨୦୧୪<ref>{{cite web|title=Atibadi award for Dhaneswar, Shantanu|url=http://timesofindia.indiatimes.com/city/bhubaneswar/Atibadi-award-for-Dhaneswar-Shantanu/articleshow/37832277.cms|publisher=Times of India|accessdate=5 July 2014}}</ref>
* [[ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ]], ୨୦୧୪<ref>{{cite web|title=Atibadi award for Dhaneswar, Shantanu|url=http://timesofindia.indiatimes.com/city/bhubaneswar/Atibadi-award-for-Dhaneswar-Shantanu/articleshow/37832277.cms|publisher=Times of India|accessdate=5 July 2014}}</ref>
* [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]], ୧୯୬୫ (ନରକିନ୍ନର ଉପନ୍ୟାସ ନିମନ୍ତେ)<ref>{{cite web |title=ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ |url=http://odishasahityaakademi.org/sahitya-award1.php |website=odishasahityaakademi.org |accessdate=15 March 2021 |archiveurl=https://web.archive.org/web/20200221195559/http://odishasahityaakademi.org:80/sahitya-award1.php |archivedate=୨୧ ଫେବୃଆରୀ ୨୦୨୦}}</ref>
* କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, (୧୯୯୩, ଚଳନ୍ତି ଠାକୁର କ୍ଷୁଦ୍ରଗଳ୍ପ ସଂକଳନ ନିମନ୍ତେ)
* ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୬୫, ନରକିନ୍ନର ଉପନ୍ୟାସ ନିମନ୍ତେ)<ref>{{cite web |title=ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ |url=http://odishasahityaakademi.org/sahitya-award1.php |website=odishasahityaakademi.org |accessdate=15 March 2021 |archiveurl=https://web.archive.org/web/20200221195559/http://odishasahityaakademi.org:80/sahitya-award1.php |archivedate=୨୧ ଫେବୃଆରୀ ୨୦୨୦}}</ref>
* ବିଷୁବ ପୁରସ୍କାର, ୧୯୯୬ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
* ବିଷୁବ ପୁରସ୍କାର, ୧୯୯୬ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
* [[ଶାରଳା ପୁରସ୍କାର]] (୧୯୮୭, ଶକୁନ୍ତଳା ଉପନ୍ୟାସ ନିମନ୍ତେ)
* [[ଶାରଳା ପୁରସ୍କାର]] (୧୯୮୭, ଶକୁନ୍ତଳା ଉପନ୍ୟାସ ନିମନ୍ତେ)
୧୧୪ କ ଧାଡ଼ି: ୧୧୪ କ ଧାଡ଼ି:
==ଅଧିକ ତଥ୍ୟ==
==ଅଧିକ ତଥ୍ୟ==
{{Commons category|Santanu Kumar Acharya|ଶାନ୍ତନୁ କୁମାର ଆଚାର୍ଯ୍ୟ}}
{{Commons category|Santanu Kumar Acharya|ଶାନ୍ତନୁ କୁମାର ଆଚାର୍ଯ୍ୟ}}
{{କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ମୂଳ ରଚନା)}}
{{ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର}}
{{ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର}}
{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଉପନ୍ୟାସ)}}
{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଉପନ୍ୟାସ)}}

୨୧:୦୫, ୧୮ ଜୁନ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ଶାନ୍ତନୁ କୁମାର ଆଚାର୍ଯ୍ୟ
ଜନ୍ମ ଓ ଜନ୍ମସ୍ଥାନ (1933-05-15) ୧୫ ମଇ ୧୯୩୩ (ବୟସ ୯୦)
ମୋମିନପୁର, ଖିଦିରପୁର, କଲିକତା
ବୃତ୍ତିଅଧ୍ୟାପନା
ଭାଷାଓଡ଼ିଆ
ଶିକ୍ଷାସ୍ନାତକୋତ୍ତର (ରସାୟନ ବିଜ୍ଞାନ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତିନର କିନ୍ନର
ଚଳନ୍ତି ଠାକୁର
ପୁରସ୍କାରଶାରଳା ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀନିରୁପମା ଆଚାର୍ଯ୍ୟ
ସନ୍ତାନପ୍ରଜେଶ ନନ୍ଦିନୀ, ନିବେଦିତା, ଜୁଲି
ପିତାମାତାଅନନ୍ତ ନାରାୟଣ ଆଚାର୍ଯ୍ୟ, କୃଷ୍ଣପ୍ରିୟା ଦେବୀ

ଶାନ୍ତନୁ ଆଚାର୍ଯ୍ୟ (ଜନ୍ମ: ୧୫ ମଇ ୧୯୩୩)[୧] ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ । [୨]

ଶାନ୍ତନୁ ପ୍ରଥମେ ସମ୍ବଲପୁରର ଓରିଏଣ୍ଟ କାଗଜ କଳରେ କେମିଷ୍ଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମନାନ୍ତର ହେବା ପରେ ୧୯୫୮ ମସିହା ଜାନୁଆରୀ ୩ତାରିଖରେ ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ରସାୟନ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ ‌। ତା'ଙ୍କ ସହ ସେହି ଦିନ ମହାପାତ୍ର ନୀଳମଣି ସାହୁ ମଧ୍ୟ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ସେହି ମହାବିଦ୍ୟାଳୟରେ କାର୍ଯ୍ୟାରମ୍ଭ କରିଥିଲେ । ୧୯୯୨ ମସିହା ଜୁନ ୩୦ ତାରିଖ ଦିନ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପଦବୀରୁ ଅବସର ଗ୍ରହଣ କରିଥିଲେ ।[୩]

ସାହିତ୍ୟ ସର୍ଜନା

ଶାନ୍ତନୁ ଆଚାର୍ଯ୍ୟ ୧୫ଟି ଉପନ୍ୟାସ, ୨୦ଟି କ୍ଷୁଦ୍ରଗଳ୍ପ ସଂକଳନ ୧୦ ଶିଶୁସାହିତ୍ୟ ପୁସ୍ତକ ସହ ଏକାଧିକ ବହିର ରଚୟିତା ।[୪]

ଉପନ୍ୟାସ

  • ଅନୋମାର କନ୍ୟା (୨୦୦୩)
  • ତୃଷ୍ଣା: ଏକ ଅନାବିଷ୍କୃତ ଆମେରିକା (୧୯୯୯)
  • ସ୍ୱର୍ଣ୍ଣ ତ୍ରୀଭୁଜ (୧୯୯୮)
  • ବିଲି ଗୋଟ ବନାମ ଉରୁବେଳ ଘୋଟକ (୧୯୯୭)
  • ଅନୁ ହଜିଯିବାପରେ (୧୯୯୬)
  • ଅଦୃଶ୍ୟ ଜଗତର ବାର୍ତ୍ତା (୧୯୯୬)
  • ଧରିତ୍ରୀର କାନ୍ଦ (୧୯୯୪)
  • ମନ୍ତ୍ରୀଙ୍କ ସେୟାର (୧୯୮୮)
  • ଶକୁନ୍ତଳା (୧୯୮୦)
  • ଅନ୍ୟ ଏକ ସକାଳ ଅନ୍ୟ ଏକ ଭାରତ (୧୯୭୭)
  • ଯାତ୍ରାର ପ୍ରଥମ ପାଦ (୧୯୭୬)
  • ଦକ୍ଷିଣାବର୍ତ୍ତ, (୧୯୭୩)
  • ତିନୋଟି ରାତିର ସକାଳ (୧୯୬୯)
  • ଶତାବ୍ଦୀର ନଚିକେତା (୧୯୬୫)
  • ନର କିନ୍ନର (୧୯୬୨)

ଗଳ୍ପ

  • ପିତ ପ୍ରସ୍ତର ଉଦ୍ୟାନ, ୨୦୧୦
  • ଶାନ୍ତନୁ ଆଚାର୍ଯ୍ୟଙ୍କ ଗଳ୍ପ ସମଗ୍ର, ପ୍ରଥମ ଖଣ୍ଡ-୨୦୦୯
  • ତୃତୀୟ ନେତ୍ର, ୨୦୦୭
  • ରେକର୍ଡ ବ୍ରେକର, ୨୦୦୬
  • ଛାୟା ପୁରୁଷ, ୨୦୦୫
  • ଦୃଶ୍ୟ ଅଦୃଶ୍ୟ, ୨୦୦୨
  • ଜଳଛବିର ରାତି, ୧୯୯୯
  • ଶ୍ରେଷ୍ଠ ଗଳ୍ପ, ୧୯୯୮
  • ଗଳ୍ପ ବର୍ଣ୍ଣାଳୀ, ୧୯୯୭
  • ନାତାଲିଆର ଓଁକାର, ୧୯୯୫
  • ଚଳନ୍ତି ଠାକୁର, ୧୯୯୧
  • ସର୍ପ ଯାନ, ୧୯୮୪
  • ଆଦ୍ୟ ସକାଳ, ୧୯୮୫
  • କରଞ୍ଜିଆ ଡାଏରୀ, ୧୯୮୪
  • ଏକବିଂଶ ଶତାବ୍ଦୀ ପାଇଁ ଗଳ୍ପ, ୧୯୭୮
  • ଅଦିନ ବଉଳ, ୧୯୭୮
  • ଅରଣ୍ୟର ଚୁଳ, ୧୯୭୪
  • ଏଇ ଶେଷ ପଦଟି, ୧୯୭୨
  • ଦୂର୍ବାର, ୧୯୬୫
  • ମନ ମର୍ମର, ୧୯୬୨

ଶିଶୁ ସାହିତ୍ୟ

  • ମୋ କାଠ ଘୋଡ଼ା କଥା କହେ (୧୯୬୧)
  • ବାଗ ବଗିଚାର ସୌଦାଗର (୧୯୬୨)
  • ଆକାଶକୁ ସାତୋଟି ପାହାଚ (୧୯୬୩)
  • କୋଶୀ ଉପତ୍ୟକାର ରାଜକୁମାର ମୋହନ (୧୯୬୪)
  • ଶକ୍ତିର କରାମତି (୧୯୭୧)
  • ମୋ ନାମ ଡା ଭିନ୍‌ସି ଓ ନିଆଁ ଲଗା ଓପି (୧୯୮୦)
  • ନିତିଦିନିଆ ଜୀବନରେ ବିଜ୍ଞାନ (୧୯୮୯)
  • ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ (୧୯୮୯)
  • ଦିନେ ଆକାଶ ବି ନଥିଲା (୨୦୦୧)
  • ପୀତ ପ୍ରସ୍ତର ଜାତୀୟ ଉଦ୍ୟାନ (୨୦୧୦)

ପୁରସ୍କାର ଓ ସମ୍ମାନ

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୩ (ଚଳନ୍ତି ଠାକୁର କ୍ଷୁଦ୍ରଗଳ୍ପ ସଂକଳନ ନିମନ୍ତେ)[୫]
  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୪[୬]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୫ (ନରକିନ୍ନର ଉପନ୍ୟାସ ନିମନ୍ତେ)[୭]
  • ବିଷୁବ ପୁରସ୍କାର, ୧୯୯୬ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଶାରଳା ପୁରସ୍କାର (୧୯୮୭, ଶକୁନ୍ତଳା ଉପନ୍ୟାସ ନିମନ୍ତେ)
  • ସାହିତ୍ୟ ଭାରତୀ ସମ୍ମାନ, ୨୦୦୩
  • ଅନନ୍ତ ପଟ୍ଟନାୟକ ଶିଶୁ ସାହିତ୍ୟ ସମ୍ମାନ,୨୦୨୧(ଶିଶୁ ସାହିତ୍ୟ ଲେଖକ ସମ୍ମେଳନ, ଓଡ଼ିଶା ପ୍ରଦତ୍ତ)[୮]
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୬ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୯]
  • ଶିଶୁ ସାହିତ୍ୟ ପୁରସ୍କାର, ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାର
    • ୧୯୬୧: ମୋ କାଠଘୋଡ଼ା କଥା କହେ
    • ୧୯୬୩: ଆକାଶକୁ ସାତୋଟି ପାହାଚ

ସହାୟକ ଗ୍ରନ୍ଥ

  • ଆମ ସମୟର ସୃଜନୀ, ୨୦୧୦-୧୧ (ଶାନ୍ତନୁ କୁମାର ଆଚାର୍ଯ୍ୟ ବିଶେଷାଙ୍କ)

ଆଧାର

  1. "ବୟସକୁ ନଜରରେ ରଖି ପୁରସ୍କାର ଦିଆଯାଇ ନାହିଁ". dharitri.com. ୧୦ ଜୁଲାଇ ୨୦୧୪. p. ୧୧. Retrieved 15 March 2021. {{cite web}}: Check date values in: |date= (help)
  2. Santanu Kumar Acharya
  3. "Katha | Writers". katha.org. Retrieved 30 January 2013. in 1992 he retired as the registrar of Utkal University, Orissa.
  4. "Odisha News | A Complete Information Portal on Odisha | Santanu Kumar Acharya". odisha.360.batoi.com. Retrieved 30 January 2013. He was published 15 full length novels, 20 volumes of short story collections, 10 books of Children's Literature apart from many more books on general literature {{cite web}}: Cite has empty unknown parameter: |1= (help)
  5. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 18June 2021. {{cite web}}: Check date values in: |accessdate= (help)
  6. "Atibadi award for Dhaneswar, Shantanu". Times of India. Retrieved 5 July 2014.
  7. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Archived from the original on ୨୧ ଫେବୃଆରୀ ୨୦୨୦. Retrieved 15 March 2021. {{cite web}}: Check date values in: |archivedate= (help)
  8. "ଶିଶୁର ମାନସିକତା ପାଇଁ ସୃଜନଶୀଳତା ଅପରିହାର୍ଯ୍ୟ". dharitriepaper.in. ୧୫ ମାର୍ଚ୍ଚ ୨୦୨୧. p. ୮. Retrieved 15 March 2021. {{cite web}}: Check date values in: |date= (help)
  9. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୨ ଜୁନ ୨୦୨୧. {{cite web}}: Check date values in: |accessdate= (help)

ଅଧିକ ତଥ୍ୟ