"ଗୁରୁଚରଣ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ Bot: Automated text replacement (-୍ଵ +୍ୱ) |
ଟିକେ +ଯୋଗସୂତ୍ର ପେଡ଼ି, +ଶ୍ରେଣୀ:ଉତ୍କଳ ରତ୍ନ ସମ୍ମାନିତ; ±ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ→ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ସାହିତ୍ୟିକ using HotCat |
||
୮ କ ଧାଡ଼ି: | ୮ କ ଧାଡ଼ି: | ||
| pseudonym = |
| pseudonym = |
||
| birth_name = |
| birth_name = |
||
| birth_date = {{Birth date|df=yes| |
| birth_date = {{Birth date|df=yes|1914|09|29}} |
||
| birth_place = ଚଣାହାଟ, ବାଲିପାଟଣା |
| birth_place = ଚଣାହାଟ, ବାଲିପାଟଣା |
||
| death_date = {{death date and age|2008|11|09| |
| death_date = {{death date and age|2008|11|09|1914|10|31|df=yes}} |
||
| death_place = ଅନନ୍ତ-ଆଲୋକ, ଶଙ୍କରପୁର, [[କଟକ]] |
| death_place = ଅନନ୍ତ-ଆଲୋକ, ଶଙ୍କରପୁର, [[କଟକ]] |
||
| resting_place = |
| resting_place = |
||
୪୦ କ ଧାଡ଼ି: | ୪୦ କ ଧାଡ଼ି: | ||
== ଜୀବନୀ == |
== ଜୀବନୀ == |
||
ଗୁରୁଚରଣ ୧୯୧୪ ମସିହାରେ ବାଲିପାଟଣା ଥାନା ଅନ୍ତର୍ଗତ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଡାକ ନାମ ଥିଲା 'ବାଉ' । ମାତ୍ର ୪ମାସ ବୟସରେ ସେ ଏକାଦିନରେ ଉଭୟ ବାପା ଓ ମାଙ୍କୁ ହରେଇଥିଲେ । ଅଗ୍ରଜ [[ଅନନ୍ତ ପଟ୍ଟନାୟକ]] ତାଙ୍କଠାରୁ ୪ବର୍ଷ ବଡ଼ । ଚଣାହାଟରେ ସେ ପ୍ରାଥମିକ ଶିକ୍ଷାରମ୍ଭ କରିଥିଲେ ଓ ପରେ [[କଟକ]]ରେ ପିଉସା-ପିଉସୀଙ୍କ ପାଖରେ ରହି ପାଠ ପଢୁଥିଲେ । ଅଳ୍ପବୟସରୁ ସେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଓ ''ବାନରସେନା''ର ଅଂଶ ଥିଲେ । [[ନବକୃଷ୍ଣ ଚୌଧୁରୀ]] ଓ [[ଭଗବତୀ ଚରଣ ପାଣିଗ୍ରାହୀ]]ଙ୍କ ସହ ମିଶି ଗୁରୁଚରଣ [[ଓଡ଼ିଶା]]ରେ ''କଂଗ୍ରେସ ସୋସିଆଲିଷ୍ଟ ପାର୍ଟି''ର ପ୍ରତିଷ୍ଠା କରିଥିଲେ । ୧୯୩୬ ମସିହାରେ ସେ ପ୍ରଥମ [[ଓଡ଼ିଆ ଲୋକ|ଓଡ଼ିଆ]] ଭାବେ କଲିକତାର ''ଅଣ୍ଡରଗ୍ରାଉଣ୍ଡ କମ୍ୟୁନିଷ୍ଟ ପାର୍ଟି''ରେ ଯୋଗଦାନ କରିଥିଲେ । ତାଙ୍କ ପରେ ବଡ଼ଭାଇ ଅନନ୍ତ, ଭଗବତୀ ଚରଣ, [[ପ୍ରାଣନାଥ ପଟ୍ଟନାୟକ]]ଆଦି ସେହି ପାର୍ଟିରେ ଯୋଗ ଦେଇଥିଲେ । ସେ ନିଜ ଲେଖା ମାଧ୍ୟମରେ ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନକୁ ଆଗେଇ ନେଇଥିଲେ । [[ଭାରତୀୟ କମ୍ୟୁନିଷ୍ଟ ପାର୍ଟି]]ର ସାପ୍ତାହିକ ମୁଖପତ୍ର ନୂଆ ଦୁନିଆ ଆଦି ତାଙ୍କରି ସମ୍ପାଦନାରେ ପ୍ରକାଶ ପାଉଥିଲା । ନବଯୁଗ ସାହିତ୍ୟ ସଂସଦ, କୃଷକ ସଭା ଆଦି ପ୍ରଗତିଶୀଳ ଅନୁଷ୍ଠାନର ପ୍ରତିଷ୍ଠାତା ଥିଲେ ଗୁରୁଚରଣ ପଟ୍ଟନାୟକ ।<ref name="Pati2001">{{cite book|author=Biswamoy Pati|title=Situating Social History: Orissa, 1800-1997|url=https://books.google.com/books?id=uJtnQN3KueEC&pg=PA86|year=2001|publisher=Orient Blackswan|isbn=978-81-250-2007-3|pages=86–}}</ref> ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବାରୁ ସେ ୧୩ଥର କାରାବରଣ କରିଥିଲେ । <ref>https://www.mainstreamweekly.net/article1443.html</ref> |

== ସମ୍ମାନ ଓ ପୁରସ୍କାର == |
|||
⚫ | |||
* ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୫(ଜୀବନବ୍ୟାପି ଅବଦାନ ପାଇଁ) |
|||
⚫ | |||
⚫ | |||
== ରଚନାବଳୀ == |
== ରଚନାବଳୀ == |
||
୫୪ କ ଧାଡ଼ି: | ୪୮ କ ଧାଡ଼ି: | ||
* ଓଡ଼ିଆ ସାହିତ୍ୟର ମତି ଓ ଗତି |
* ଓଡ଼ିଆ ସାହିତ୍ୟର ମତି ଓ ଗତି |
||
* ସଂକଟରେ ସମାଜ<ref>{{cite news |title=ତିରୋଧାନ ଦିବସ |url=https://sambadepaper.com/imageview_196852_0461455_4_71_23-11-2020_6_i_1_sf.html |accessdate=23 November 2020 |issue=ସମ୍ବାଦ ୨୩/୧୧/୨୦୨୦ ଭୁବନେଶ୍ୱର ସଂସ୍କରଣ |publisher=ଇଷ୍ଟର୍ଣ୍ଣ ମିଡିଆ |archiveurl=https://web.archive.org/web/20201123053636/https://sambadepaper.com/imageview_196852_0461455_4_71_23-11-2020_6_i_1_sf.html |archivedate=23 November 2020 |page=୨}}</ref> |

== ପୁରସ୍କାର ଓ ସମ୍ମାନ == |
|||
⚫ | |||
⚫ | |||
⚫ | |||
== ଆଧାର == |
== ଆଧାର == |
||
{{ |
{{Reflist|30em}} |
||
{{ |
{{କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ମୂଳ ରଚନା)}} |
||
{{ଉତ୍କଳ ରତ୍ନ}} |
|||
{{Authority control}} |
|||
[[ଶ୍ରେଣୀ: |
[[ଶ୍ରେଣୀ:୧୯୧୪ ଜନ୍ମ]] |
||
[[ଶ୍ରେଣୀ:୨୦୦୮ ମୃତ୍ୟୁ]] |
[[ଶ୍ରେଣୀ:୨୦୦୮ ମୃତ୍ୟୁ]] |
||
⚫ | |||
[[ଶ୍ରେଣୀ:ଉତ୍କଳ ରତ୍ନ ସମ୍ମାନିତ]] |
|||
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ]] |
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ]] |
||
⚫ |
୨୦:୨୪, ୧୮ ଜୁନ ୨୦୨୧ ହୋଇଥିବା ରିଭିଜନ
ଗୁରୁଚରଣ ପଟ୍ଟନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଚଣାହାଟ, ବାଲିପାଟଣା | ୨୯ ସେପ୍ଟେମ୍ବର ୧୯୧୪
ମୃତ୍ୟୁ | ୯ ନଭେମ୍ବର ୨୦୦୮ ଅନନ୍ତ-ଆଲୋକ, ଶଙ୍କରପୁର, କଟକ | (ବୟସ ୯୪)
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସମ୍ପର୍କୀୟ | ଅନନ୍ତ ପଟ୍ଟନାୟକ(ଭାଇ) ଅମରେଶ ପଟ୍ଟନାୟକ (ପୁତୁରା) |
ଗୁରୁଚରଣ ପଟ୍ଟନାୟକ(୨୯ ସେପ୍ଟେମ୍ବର ୧୯୧୪- ୯ ନଭେମ୍ବର ୨୦୦୮) ଜଣେ ଓଡ଼ିଆ ସାହିତ୍ୟିକ, ସ୍ୱାଧୀନତା ସଂଗ୍ରାମୀ ଓ ବାମପନ୍ଥୀ ନେତା ଥିଲେ ।[୧] କଂଗ୍ରେସ ସୋସିଆଲିଷ୍ଟ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ଭାବରେ, ସେ ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନର ମୂଳଦୁଆ ପକେଇଥିଲେ ।[୨] ସାହିତ୍ୟ ସାଧନାପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୩]
ଜୀବନୀ[ସମ୍ପାଦନା]
ଗୁରୁଚରଣ ୧୯୧୪ ମସିହାରେ ବାଲିପାଟଣା ଥାନା ଅନ୍ତର୍ଗତ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଡାକ ନାମ ଥିଲା 'ବାଉ' । ମାତ୍ର ୪ମାସ ବୟସରେ ସେ ଏକାଦିନରେ ଉଭୟ ବାପା ଓ ମାଙ୍କୁ ହରେଇଥିଲେ । ଅଗ୍ରଜ ଅନନ୍ତ ପଟ୍ଟନାୟକ ତାଙ୍କଠାରୁ ୪ବର୍ଷ ବଡ଼ । ଚଣାହାଟରେ ସେ ପ୍ରାଥମିକ ଶିକ୍ଷାରମ୍ଭ କରିଥିଲେ ଓ ପରେ କଟକରେ ପିଉସା-ପିଉସୀଙ୍କ ପାଖରେ ରହି ପାଠ ପଢୁଥିଲେ । ଅଳ୍ପବୟସରୁ ସେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଓ ବାନରସେନାର ଅଂଶ ଥିଲେ । ନବକୃଷ୍ଣ ଚୌଧୁରୀ ଓ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସହ ମିଶି ଗୁରୁଚରଣ ଓଡ଼ିଶାରେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିର ପ୍ରତିଷ୍ଠା କରିଥିଲେ । ୧୯୩୬ ମସିହାରେ ସେ ପ୍ରଥମ ଓଡ଼ିଆ ଭାବେ କଲିକତାର ଅଣ୍ଡରଗ୍ରାଉଣ୍ଡ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦାନ କରିଥିଲେ । ତାଙ୍କ ପରେ ବଡ଼ଭାଇ ଅନନ୍ତ, ଭଗବତୀ ଚରଣ, ପ୍ରାଣନାଥ ପଟ୍ଟନାୟକଆଦି ସେହି ପାର୍ଟିରେ ଯୋଗ ଦେଇଥିଲେ । ସେ ନିଜ ଲେଖା ମାଧ୍ୟମରେ ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନକୁ ଆଗେଇ ନେଇଥିଲେ । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସାପ୍ତାହିକ ମୁଖପତ୍ର ନୂଆ ଦୁନିଆ ଆଦି ତାଙ୍କରି ସମ୍ପାଦନାରେ ପ୍ରକାଶ ପାଉଥିଲା । ନବଯୁଗ ସାହିତ୍ୟ ସଂସଦ, କୃଷକ ସଭା ଆଦି ପ୍ରଗତିଶୀଳ ଅନୁଷ୍ଠାନର ପ୍ରତିଷ୍ଠାତା ଥିଲେ ଗୁରୁଚରଣ ପଟ୍ଟନାୟକ ।[୪] ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବାରୁ ସେ ୧୩ଥର କାରାବରଣ କରିଥିଲେ । [୫]
ରଚନାବଳୀ[ସମ୍ପାଦନା]
- ଜଗତ ଦର୍ଶନରେ ଜଗନ୍ନାଥ
- British Rule in India[୬]
- ପ୍ରଳୟ ଗର୍ଭରୁ
- ସୃଷ୍ଟି ଦୃଷ୍ଟି କୃଷ୍ଟି
- ଓଡ଼ିଆ ସାହିତ୍ୟର ମତି ଓ ଗତି
- ସଂକଟରେ ସମାଜ[୭]
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୪ (ଜଗତ ଦର୍ଶନରେ ଜଗନ୍ନାଥ ପାଇଁ)[୮]
- ସୋଭିଏତ ଲ୍ୟାଣ୍ଡ ନେହେରୁ ପୁରସ୍କାର - ୧୯୭୧
- ଉତ୍କଳ ରତ୍ନ - ୨୦୦୭ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
ଆଧାର[ସମ୍ପାଦନା]
- ↑ http://www.thehindu.com/todays-paper/tp-national/tp-otherstates/Gurucharan-Patnaik-remembered/article15353632.ece
- ↑ Immortal Heroes: Lives of Communist Leaders. Communist Party of India. 1975.
- ↑ General Information as on ... The Akademi. 2008.
- ↑ Biswamoy Pati (2001). Situating Social History: Orissa, 1800-1997. Orient Blackswan. pp. 86–. ISBN 978-81-250-2007-3.
- ↑ https://www.mainstreamweekly.net/article1443.html
- ↑ D. N. Malhotra (2006). Sixty Years of Book Publishing in India, 1947-2007. Federation of Indian Publishers. ISBN 978-81-86519-06-6.
- ↑ "ତିରୋଧାନ ଦିବସ". No. ସମ୍ବାଦ ୨୩/୧୧/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡିଆ. p. ୨. Archived from the original on 23 November 2020. Retrieved 23 November 2020.
- ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 18June 2021.
{{cite web}}
: Check date values in:|accessdate=
(help)