"ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୪୭ କ ଧାଡ଼ି: ୪୭ କ ଧାଡ଼ି:
}}
}}


'''ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା''', ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ସାହିତ୍ୟିକ ଓ ସମ୍ପାଦକ ।<ref name="MeheraPati2001">{{cite book|author1=Gaṅgādhara Mehera|author2=Madhusūdana Pati|author3=Sambalpur University|title=Gangadhar Meher, selected works|url=http://books.google.com/books?id=JJpjAAAAMAAJ|year=2001|publisher=Sambalpur University}}</ref> ବୃତ୍ତିରେ ଶିକ୍ଷାବିତ ଗୋବିନ୍ଦ ଚନ୍ଦ୍ର, କବିତା, ପ୍ରବନ୍ଧ, ନାଟକ ଓ ଅନୁବାଦ ଆଦି ସାହିତ୍ୟର ବହୁ ବିଭାଗରେ ଲେଖନି ଚାଳନା କରିଛନ୍ତି । ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ।
'''ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା''', (ଜନ୍ମ: ୪ ମାର୍ଚ୍ଚ ୧୯୨୦) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ସାହିତ୍ୟିକ ଓ ସମ୍ପାଦକ ।<ref name="MeheraPati2001">{{cite book|author1=Gaṅgādhara Mehera|author2=Madhusūdana Pati|author3=Sambalpur University|title=Gangadhar Meher, selected works|url=http://books.google.com/books?id=JJpjAAAAMAAJ|year=2001|publisher=Sambalpur University}}</ref> ବୃତ୍ତିରେ ଶିକ୍ଷାବିତ ଗୋବିନ୍ଦ ଚନ୍ଦ୍ର, କବିତା, ପ୍ରବନ୍ଧ, ନାଟକ ଓ ଅନୁବାଦ ଆଦି ସାହିତ୍ୟର ବହୁ ବିଭାଗରେ ଲେଖନି ଚାଳନା କରିଛନ୍ତି । ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ।


== ବ୍ୟକ୍ତିଗତ ଜୀବନ ==
== ବ୍ୟକ୍ତିଗତ ଜୀବନ ==
୬୬ କ ଧାଡ଼ି: ୬୬ କ ଧାଡ଼ି:


== ସମ୍ମାନ ଓ ପୁରସ୍କାର ==
== ସମ୍ମାନ ଓ ପୁରସ୍କାର ==
* କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୪ (କାବ୍ୟଶିଳ୍ପୀ ଗଙ୍ଗାଧର ପୁସ୍ତକ ପାଇଁ)
* କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୪ (କାବ୍ୟଶିଳ୍ପୀ ଗଙ୍ଗାଧର ପୁସ୍ତକ ପାଇଁ)<ref>{{cite web |title=AKADEMI AWARDS (1955-2020) |url=http://sahitya-akademi.gov.in/awards/akademi%20samman_suchi.jsp#ODIA |publisher=କେନ୍ଦ୍ର ସାହିତ୍ୟ ଏକାଡେମୀ |accessdate=18June 2021}}</ref>
* [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]] - ୧୯୮୦ (ଅଳଙ୍କାର ପ୍ରସଙ୍ଗ ପାଇଁ)<ref>http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf</ref>
* [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]] - ୧୯୮୦ (ଅଳଙ୍କାର ପ୍ରସଙ୍ଗ ପାଇଁ)<ref>http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf</ref>
== ଆଧାର ==
== ଆଧାର ==
{{ଆଧାର}}
{{Reflist|30em}}
{{କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ମୂଳ ରଚନା)}}

{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ପ୍ରବନ୍ଧ ଓ ସମାଲୋଚନା)}}
{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ପ୍ରବନ୍ଧ ଓ ସମାଲୋଚନା)}}
{{Authority control}}
{{Authority control}}


[[ଶ୍ରେଣୀ:୧୯୨୦ ଜନ୍ମ]]
[[ଶ୍ରେଣୀ:୧୯୨୦ ଜନ୍ମ]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ସାହିତ୍ୟିକ]]
[[ଶ୍ରେଣୀ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ]]
[[ଶ୍ରେଣୀ:ବଲାଙ୍ଗୀର ଜିଲ୍ଲାର ଲୋକ]]
[[ଶ୍ରେଣୀ:ବଲାଙ୍ଗୀର ଜିଲ୍ଲାର ଲୋକ]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ]]
[[ଶ୍ରେଣୀ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ]]

୨୦:୧୨, ୧୮ ଜୁନ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା
Born (1920-03-04) ୪ ମାର୍ଚ୍ଚ ୧୯୨୦ (ବୟସ ୧୦୪)
ଟିକରପଡା, ବଲାଙ୍ଗୀର
Nationalityଭାରତୀୟ
Alma materଉତ୍କଳ ବିଶ୍ୱବିଦ୍ୟାଳୟ
Relativesଶ୍ରୀନିବାସ ଉଦ୍‌ଗାତା (ସାନ ଭାଇ)
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା, (ଜନ୍ମ: ୪ ମାର୍ଚ୍ଚ ୧୯୨୦) ଜଣେ ଓଡ଼ିଆ ସାହିତ୍ୟିକ ଓ ସମ୍ପାଦକ ।[୧] ବୃତ୍ତିରେ ଶିକ୍ଷାବିତ ଗୋବିନ୍ଦ ଚନ୍ଦ୍ର, କବିତା, ପ୍ରବନ୍ଧ, ନାଟକ ଓ ଅନୁବାଦ ଆଦି ସାହିତ୍ୟର ବହୁ ବିଭାଗରେ ଲେଖନି ଚାଳନା କରିଛନ୍ତି । ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ।

ବ୍ୟକ୍ତିଗତ ଜୀବନ

ଗୋବିନ୍ଦ୍ର ଚନ୍ଦ୍ର ୧୯୨୦ ମସିହା ମାର୍ଚ୍ଚ ୪ ତାରିଖରେ ବଲାଙ୍ଗୀର ଜିଲ୍ଲାର ଟିକରପଡାଠାରେ ଜନ୍ମଗ୍ରହଣ କରିଥିଲେ । ପାରିବାରିକ ଅସୁବିଧା ଯୋଗୁ ସେ ବିଧିବଦ୍ଧଭାବେ ମହାବିଦ୍ୟାଳୟରେ ଅଧ୍ୟୟନ ନକରି, ଘରୋଇ ଭାବରେ ପାଠ ପଢି ସ୍ନାତକ ହୋଇଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି । ସେ ସଂସ୍କୃତରେ ମଧ୍ୟ ନାଗପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଲାଭ କରିଛନ୍ତି । ବିଦ୍ୟାଳୟ ଶିକ୍ଷକ ଭାବରେ ସେ ନିଜ କର୍ମମୟ ଜୀବନ ଆରମ୍ଭ କରି, ପରବର୍ତ୍ତୀ ସମୟରେ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ।[୨] [୩]

ସାହିତ୍ୟିକ ଜୀବନ

ସପ୍ତମ ଶ୍ରେଣୀରେ ପଢୁଥିବା ସମୟରେ "ମଞ୍ଜରୀ" ନାମକ ହାତଲେଖା ପତ୍ରିକା ସମ୍ପାଦନାରୁ ଗୋବିନ୍ଦ ଚନ୍ଦ୍ରଙ୍କ ସାହିତ୍ୟ ସର୍ଜନା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ପତ୍ରିକା ସମ୍ପାଦନା ସହିତ, ମୌଳିକ ସାହିତ୍ୟ ରଚନା ମଧ୍ୟ କରିଥିଲେ ।

ସମ୍ପାଦନା

  • ଚତ୍ତୁରଙ୍ଗ
  • ଦ ରାଭେନସାଭିଆନ୍
  • ଶାଶ୍ୱତୀ[୪]
  • ସପ୍ତର୍ଷି
  • ହୀରାଖଣ୍ଡ[୫]

ଅନ୍ୟାନ୍ୟ

  • କାବ୍ୟଶିଳ୍ପୀ ଗଙ୍ଗାଧର[୬]
  • ରମାକାନ୍ତ ରଥଙ୍କ କବିତା ସଂକଳନ ଶ୍ରୀରାଧାର ସଂସ୍କୃତ ଅନୁବାଦ
  • ଅଳଙ୍କାର ପ୍ରସଙ୍ଗ
  • ମାଘ କବି (ଚନ୍ଦ୍ରିକା ପ୍ରସାଦ ଶୁକ୍ଳଙ୍କ ହିନ୍ଦୀ ପୁସ୍ତକର ଓଡ଼ିଆ ଅନୁବାଦ)[୭]

ସମ୍ମାନ ଓ ପୁରସ୍କାର

ଆଧାର

  1. Gaṅgādhara Mehera; Madhusūdana Pati; Sambalpur University (2001). Gangadhar Meher, selected works. Sambalpur University.
  2. All India Civil List. Published under the authority of the Government of India by the Associated Advertisers & Printers. July 1968.
  3. ସମ୍ବାଦ ୦୪/୦୩/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪ http://sambadepaper.com/Details.aspx?id=236577&boxid=22243427. Retrieved 4 March 2016. {{cite news}}: Missing or empty |title= (help)
  4. Indian Periodicals Record. 1969.
  5. Giridhari Prasad Guru (2003). The tides of time: a memoir. Geeta Guru.
  6. Sahitya Akademi (2000). General Information as on ... The Akademi.
  7. Chandika Prasad Sukla (1 January 1991). Magha Kabi. Sahitya Akademi Publications. ISBN 978-81-7201-108-6.
  8. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 18June 2021. {{cite web}}: Check date values in: |accessdate= (help)
  9. http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf