"ଲବଣାସୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୧ କ ଧାଡ଼ି: ୧ କ ଧାଡ଼ି:
{{prettyurl|Lavanasura}}
{{prettyurl|Lavanasura}}
'''ଲବଣାସୁର''' ହେଉଛି [[ରାମାୟଣ]]<nowiki></nowiki>ରେ ବର୍ଣ୍ଣିତ ଏକ ରାକ୍ଷସ ଯିଏକି [[ଶତୃଘ୍ନ]]<nowiki></nowiki>ଙ୍କଦ୍ଵାରା ନିହତ ହୋଇଥିଲା ।<ref name="Krittibasi Ramayan">{{cite web |last1=Roy |first1=Babu |title=Krittibasi Ramayan - Retelling: Killing of Lavanasura |url=http://babubanglaramayanretell.blogspot.com/2016/10/killing-of-lavanasura.html |website=Krittibasi Ramayan - Retelling |accessdate=12 March 2021 |date=27 October 2016}}</ref>
'''ଲବଣାସୁର''' ହେଉଛି [[ରାମାୟଣ]]<nowiki></nowiki>ରେ ବର୍ଣ୍ଣିତ ଏକ ରାକ୍ଷସ ଯିଏକି [[ଶତୃଘ୍ନ]]<nowiki></nowiki>ଙ୍କଦ୍ୱାରା ନିହତ ହୋଇଥିଲା ।<ref name="Krittibasi Ramayan">{{cite web |last1=Roy |first1=Babu |title=Krittibasi Ramayan - Retelling: Killing of Lavanasura |url=http://babubanglaramayanretell.blogspot.com/2016/10/killing-of-lavanasura.html |website=Krittibasi Ramayan - Retelling |accessdate=12 March 2021 |date=27 October 2016}}</ref>
== ଜନ୍ମ ==
== ଜନ୍ମ ==
ଲବଣାସୁର ମଧୁରାକ୍ଷସର ଔରସରେ କୁମ୍ଭୀନସୀ ରାକ୍ଷସୀର ଗର୍ଭରୁ ଜାତ ହୋଇଥିଲେ । ସେ ନିଜ ପିତାଙ୍କ ନିକଟରୁ ଶିବଦତ୍ତ ତ୍ରିଶୂଳ ପ୍ରାପ୍ତ ହୋଇ ତହିଁ ବଳରେ ଅତ୍ୟନ୍ତ ଅତ୍ୟାଚାରୀ ହୋଇ ଉଠିଲା ଏବଂ ଉକ୍ତ ଅସ୍ତ୍ରର ସହାୟତାରେ ମହାବୀର ମାନ୍ଧାତାଙ୍କୁ ସସୈନ୍ୟ ନଷ୍ଟ କଲା । ଏହାର ଦୌରାତ୍ମ୍ୟ କ୍ରମଶଃ ଅସହ୍ୟ ହେବାରୁ ଯମୁନାକୂଳବାସୀ ଚ୍ୟବନାଦି ମୁନିମାନେ ରାଚମନ୍ଦ୍ରଙ୍କ ଶରଣାପନ୍ନ ହେଲେ । ମଧୁ—କୈଟଭ ରାକ୍ଷସଙ୍କୁ ବଧ କରିବା ସମୟରେ ବିଷ୍ଣୁଙ୍କ ବ୍ୟବହୃତ ଶରମାନ ରାମଚନ୍ଦ୍ର ଶତ୍ରୁଘ୍ନଙ୍କୁ ଦେଇ ଏହାକୁ ବଧ କରିବା ପାଇଁ ପଠାଇଲେ । ଶତ୍ରୁଘ୍ନ ଏ ରାକ୍ଷସକୁ ମଧୁବନରେ ନିହତ କରି ସେହିଠାରେ ରାଜ୍ୟ ସ୍ଥାପନ କଲେ । ଏହି ଲବଣରାକ୍ଷସ ମଧୁପୂରୀ ସ୍ଥାପନ କରିଥିଲା, ପରେ ତାହା ମଥୁରା ନାମରେ ପ୍ରସିଦ୍ଧ ହେଲା ।

ରାଜା ରାମଙ୍କ ଶାସନ କାଳରେ, ରାଜ୍ୟର ଅଧିକାଂଶ ସ୍ଥାନରେ ଶାନ୍ତି ବିରାଜମାନ କରୁଥିବାବେଳେ, ଲବଣାସୁର ନାମକ ଏକ ରାକ୍ଷସ ନିରୀହମାନଙ୍କୁ ଯନ୍ତ୍ରଣା ଦେବା ଜାରି ରଖିଥିଲେ ଏବଂ ଋଷିମାନଙ୍କର ତପସ୍ୟାରେ ଅନେକ ବ୍ୟାଘାତ ସୃଷ୍ଟି କରି ସେମାନଙ୍କୁ ଅନେକ ଉପାୟରେ ଭୟଭୀତ କରୁଥିଲେ । ଅନେକ ରାଜା ତାଙ୍କଦ୍ୱାରା ପରାସ୍ତ ହେଲେ । ତେଣୁ ଦିନେ ଋଷି ଚ୍ୟବନଙ୍କ ନେତୃତ୍ଵରେ ଅନେକ ଋଷି ତାଙ୍କୁ ରକ୍ଷା କରିବା ପାଇଁ ଭଗବାନ ରାମଙ୍କୁ ପ୍ରାର୍ଥନା କରିବା ପାଇଁ ମଧୁବନରୁ ଆସିଥିଲେ । ଲବଣାସୁର ମଧୁ ନାମକ ଏକ ରାକ୍ଷସ ରାଜାଙ୍କ ପୁତ୍ର ଥିଲେ । ମଧୁ ବ୍ରାହ୍ମଣମାନଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲେ । ସେ ଦେବମାନଙ୍କୁ ବ୍ୟକ୍ତିଗତ ଭାବେ ବନ୍ଧୁତା କଲେ ଫଳରେ ଅସୁର ଏବଂ ସୁରମାନଙ୍କ ମଧ୍ୟରେ ଶାନ୍ତି ଥିଲା । ତାଙ୍କର ଏହି ଉତ୍ତମ ଗୁଣ ଯୋଗୁଁ ଦେବତାମାନଙ୍କ ସେ ଏତେ ପ୍ରିୟପାତ୍ର ଥିଲେ ଯେ, ଏକ ସମୟରେ ଭଗବାନ ଶିବ ତାଙ୍କୁ ଆତ୍ମରକ୍ଷା ପାଇଁ ନିଜର ତ୍ରିଶୂଳର ଏକ ବିସ୍ତାରିତ ସ୍ଵରୂପ ତାଙ୍କୁ ଦେଇଥିଲେ । ମଧୁ ଏକ ପ୍ରାସାଦ ନିର୍ମାଣ କରି ସେହି ସ୍ଥାନର ନାମ ମଧୁପୁରୀ (ସମ୍ଭବତଃ ବର୍ତ୍ତମାନର ମଥୁରା) ରଖିଲେ । ମଧୁଙ୍କର ଲବଣ ନାମକ ଏହି ପୁତ୍ରର କିନ୍ତୁ ପିତାଙ୍କ ବିପରୀତ ଗୁଣ ଥିଲା ।
ରାଜା ରାମଙ୍କ ଶାସନ କାଳରେ, ରାଜ୍ୟର ଅଧିକାଂଶ ସ୍ଥାନରେ ଶାନ୍ତି ବିରାଜମାନ କରୁଥିବାବେଳେ, ଲବଣାସୁର ନାମକ ଏକ ରାକ୍ଷସ ନିରୀହମାନଙ୍କୁ ଯନ୍ତ୍ରଣା ଦେବା ଜାରି ରଖିଥିଲେ ଏବଂ ଋଷିମାନଙ୍କର ତପସ୍ୟାରେ ଅନେକ ବ୍ୟାଘାତ ସୃଷ୍ଟି କରି ସେମାନଙ୍କୁ ଅନେକ ଉପାୟରେ ଭୟଭୀତ କରୁଥିଲେ । ଅନେକ ରାଜା ତାଙ୍କଦ୍ୱାରା ପରାସ୍ତ ହେଲେ । ତେଣୁ ଦିନେ ଋଷି ଚ୍ୟବନଙ୍କ ନେତୃତ୍ୱରେ ଅନେକ ଋଷି ତାଙ୍କୁ ରକ୍ଷା କରିବା ପାଇଁ ଭଗବାନ ରାମଙ୍କୁ ପ୍ରାର୍ଥନା କରିବା ପାଇଁ ମଧୁବନରୁ ଆସିଥିଲେ । ଲବଣାସୁର ମଧୁ ନାମକ ଏକ ରାକ୍ଷସ ରାଜାଙ୍କ ପୁତ୍ର ଥିଲେ । ମଧୁ ବ୍ରାହ୍ମଣମାନଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲେ । ସେ ଦେବମାନଙ୍କୁ ବ୍ୟକ୍ତିଗତ ଭାବେ ବନ୍ଧୁତା କଲେ ଫଳରେ ଅସୁର ଏବଂ ସୁରମାନଙ୍କ ମଧ୍ୟରେ ଶାନ୍ତି ଥିଲା । ତାଙ୍କର ଏହି ଉତ୍ତମ ଗୁଣ ଯୋଗୁଁ ଦେବତାମାନଙ୍କ ସେ ଏତେ ପ୍ରିୟପାତ୍ର ଥିଲେ ଯେ, ଏକ ସମୟରେ ଭଗବାନ ଶିବ ତାଙ୍କୁ ଆତ୍ମରକ୍ଷା ପାଇଁ ନିଜର ତ୍ରିଶୂଳର ଏକ ବିସ୍ତାରିତ ସ୍ୱରୂପ ତାଙ୍କୁ ଦେଇଥିଲେ । ମଧୁ ଏକ ପ୍ରାସାଦ ନିର୍ମାଣ କରି ସେହି ସ୍ଥାନର ନାମ ମଧୁପୁରୀ (ସମ୍ଭବତଃ ବର୍ତ୍ତମାନର ମଥୁରା) ରଖିଲେ । ମଧୁଙ୍କର ଲବଣ ନାମକ ଏହି ପୁତ୍ରର କିନ୍ତୁ ପିତାଙ୍କ ବିପରୀତ ଗୁଣ ଥିଲା ।

== ପିଲାଦିନ ==
== ପିଲାଦିନ ==
ପିଲାଟି ଦିନରୁ ହିଁ ଲବଣାସୁର ଦୃଷ୍ଟ ପ୍ରକୃତି ପ୍ରକାସ ପାଇଥିଲା । ପିଲାବେଳେ ମଧ୍ୟ ସେ ଖେଳ ସାଥୀଙ୍କୁ ପିଟିବା, ମାରିବା ଆରମ୍ଭ କରିଦେଇଥିଲା । ପିତା ମଧୁ ତାଙ୍କର ସାଧୁ ପ୍ରକୃତି ହେତୁ ଏସବୁ ସହି ନପାରି ଲଜ୍ଜା ହେତୁ ପ୍ରଭୁ ଶିବଙ୍କ ପ୍ରଦତ୍ତ ତ୍ରିଶୂଳ ସମେତ ପୁଅକୁ ସବୁକିଛି ଦେଇ ନିଜକୁ ସମୁଦ୍ରରେ ସମାଧି ଦେଇଥିଲେ ।

ଇକ୍ଷ୍ଵାକୁ ବଂଶର ମାନ୍ଧାତା ନାମକ ଜଣେ ରାଜା ଥିଲେ ଯିଏ ସାରା ପୃଥିବୀ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଥିଲେ । ସେ ଏତେ ଗର୍ବି ଥିଲେ ଯେ ସେ ସ୍ୱର୍ଗକୁ ମଧ୍ୟ ଶାସନ କରିବାକୁ ଚାହୁଁଥିଲେ । ତେଣୁ ସେ ଇନ୍ଦ୍ରଙ୍କୁ ଆହ୍ଵାନ ଦେଇ କହିଲେ ଯେ ସେ ତାଙ୍କ ବଶ୍ୟତା ସ୍ଵୀକାର ପୂର୍ବକ ତାଙ୍କୁ ସ୍ଵର୍ଗ ରାଜ୍ୟ ହସ୍ତାନ୍ତର କରନ୍ତୁ କିମ୍ବା ତାଙ୍କ ସହିତ ଯୁଦ୍ଧରେ ଯୁଦ୍ଧ କରନ୍ତୁ । ତେବେ ଇନ୍ଦ୍ର କହିଛନ୍ତି, ଯଦି ସେ ପୃଥିବୀର ସମସ୍ତ ଯୋଦ୍ଧାଙ୍କୁ ପରାସ୍ତ କରିଦିଏ, ତେବେ ସେ ତାଙ୍କୁ ତାଙ୍କ ରାଜ୍ୟ ଦେଇଦେବେ । ହେଲେ, ଏହି ଅବସରରେ ଲବଣାସୁର ସହ ଯୁଦ୍ଧ ବେଲେ ଲବଣାସୁର ଶିବ ପ୍ରଦତ୍ତ ତ୍ରିଶୂଳ ସହାୟତାରେ ସସନ୍ୟ ମାନ୍ଧାତଙ୍କୁ ପରାସ୍ତ କଲେ । ଏସବୁ ଶୁଣି ପ୍ରଭୁ ରାମ ପ୍ରତିଜ୍ଞା କଲେ ଯେ ସେ ଦେବତା ତଥା ସାଧୁଙ୍କ ସହାୟତା କରିବା ଅବସରରେ ମଧୁପୁରୀ ରାଜ୍ୟକୁ ସୁରକ୍ଷା ଦେବେ ଏବଂ ଲବଣାସୁରକୁ ବଦ୍ଧ କରିବେ ।
ଇକ୍ଷ୍ୱାକୁ ବଂଶର ମାନ୍ଧାତା ନାମକ ଜଣେ ରାଜା ଥିଲେ ଯିଏ ସାରା ପୃଥିବୀ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଥିଲେ । ସେ ଏତେ ଗର୍ବି ଥିଲେ ଯେ ସେ ସ୍ୱର୍ଗକୁ ମଧ୍ୟ ଶାସନ କରିବାକୁ ଚାହୁଁଥିଲେ । ତେଣୁ ସେ ଇନ୍ଦ୍ରଙ୍କୁ ଆହ୍ୱାନ ଦେଇ କହିଲେ ଯେ ସେ ତାଙ୍କ ବଶ୍ୟତା ସ୍ୱୀକାର ପୂର୍ବକ ତାଙ୍କୁ ସ୍ୱର୍ଗ ରାଜ୍ୟ ହସ୍ତାନ୍ତର କରନ୍ତୁ କିମ୍ବା ତାଙ୍କ ସହିତ ଯୁଦ୍ଧରେ ଯୁଦ୍ଧ କରନ୍ତୁ । ତେବେ ଇନ୍ଦ୍ର କହିଛନ୍ତି, ଯଦି ସେ ପୃଥିବୀର ସମସ୍ତ ଯୋଦ୍ଧାଙ୍କୁ ପରାସ୍ତ କରିଦିଏ, ତେବେ ସେ ତାଙ୍କୁ ତାଙ୍କ ରାଜ୍ୟ ଦେଇଦେବେ । ହେଲେ, ଏହି ଅବସରରେ ଲବଣାସୁର ସହ ଯୁଦ୍ଧ ବେଲେ ଲବଣାସୁର ଶିବ ପ୍ରଦତ୍ତ ତ୍ରିଶୂଳ ସହାୟତାରେ ସସନ୍ୟ ମାନ୍ଧାତଙ୍କୁ ପରାସ୍ତ କଲେ । ଏସବୁ ଶୁଣି ପ୍ରଭୁ ରାମ ପ୍ରତିଜ୍ଞା କଲେ ଯେ ସେ ଦେବତା ତଥା ସାଧୁଙ୍କ ସହାୟତା କରିବା ଅବସରରେ ମଧୁପୁରୀ ରାଜ୍ୟକୁ ସୁରକ୍ଷା ଦେବେ ଏବଂ ଲବଣାସୁରକୁ ବଦ୍ଧ କରିବେ ।

== ଯୁଦ୍ଧ ==
== ଯୁଦ୍ଧ ==
ଲବଣାସୁରକୁ ବଦ୍ଧ କରିବା ପାଇଁ ରାମ ନିଜର ଇଛା ପ୍ରକଟ କରିବା ବେଲେ ସ୍ଵେଚ୍ଛାକୃତ ଭାବରେ ଶତ୍ରୁଘନ ଲବଣାସୁର ବିରୁଦ୍ଧରେ ଲଢିବାକୁ ଚାହିଁଲେ । ଭରତ ମଧ୍ୟ ଏହି ଅବସରରେ ରାମଙ୍କ ସେବା କରିବା ଆଳରେ ଲବଣାସୁର ସହ ଲଢିବାକୁ ଚାହୁଁଥିଲେ । ରାମଙ୍କ ସେବା କରିବାର ଏକ ସୁଯୋଗ ଚାହୁଁଥିବା ଶତୃଘ୍ନ ଲବଣାସୁର ସହିତ ଲଢିବାର ଇଚ୍ଛା ପ୍ରକାଶ କରି କହିଥିଲେ ଯେ ଅତୀତରେ ଭାଇ ଭରତ ମଧ୍ୟ ରାମଙ୍କର ଅନେକ ସେବା କରିଛନ୍ତି, ତେଣୁ ଏ ସୂଯୋଗ ତାଙ୍କୁ ଦିଆଯାଉ । ତା’ପରେ, ସମସ୍ତ ଭାଇ ଏକମତ ହେଲେ ଯେ ଶତୃଘ୍ନ ଯୁଦ୍ଧ ପାଇଁ ଯାଇପାରନ୍ତି । ବଡ଼ ଭାଇ ଭରତଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ଏଭଳି କରିଥିବାରୁ ସେ ମଧ୍ୟ କ୍ଷମା ମାଗିଥିଲେ, ଏବଂ ତା’ପରେ ଯୁଦ୍ଧକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ । ଏହା ପରେ ରାମ ଶତୃଘ୍ନଙ୍କୁ ବରାହ ଦେବଙ୍କ ଏକ ମୂର୍ତ୍ତି ଦେଇଥିଲେ, ଯାହା ଭଗବାନ କପିଳ ଋଷିଙ୍କ ମାନସରୁ ଜାତ ପାଇଥିଲା । ଯେତେବେଳେ ଭଗବାନ ରାମ ରାବଣଙ୍କୁ ପରାସ୍ତ କରିଥିଲେ, ଏହି ଦେବତାଙ୍କୁ ରାମଙ୍କଦ୍ଵାରା ଅଯୋଧ୍ୟାକୁ ନିଆଯାଇଥିଲା ।
ଲବଣାସୁରକୁ ବଦ୍ଧ କରିବା ପାଇଁ ରାମ ନିଜର ଇଛା ପ୍ରକଟ କରିବା ବେଲେ ସ୍ୱେଚ୍ଛାକୃତ ଭାବରେ ଶତ୍ରୁଘନ ଲବଣାସୁର ବିରୁଦ୍ଧରେ ଲଢିବାକୁ ଚାହିଁଲେ । ଭରତ ମଧ୍ୟ ଏହି ଅବସରରେ ରାମଙ୍କ ସେବା କରିବା ଆଳରେ ଲବଣାସୁର ସହ ଲଢିବାକୁ ଚାହୁଁଥିଲେ । ରାମଙ୍କ ସେବା କରିବାର ଏକ ସୁଯୋଗ ଚାହୁଁଥିବା ଶତୃଘ୍ନ ଲବଣାସୁର ସହିତ ଲଢିବାର ଇଚ୍ଛା ପ୍ରକାଶ କରି କହିଥିଲେ ଯେ ଅତୀତରେ ଭାଇ ଭରତ ମଧ୍ୟ ରାମଙ୍କର ଅନେକ ସେବା କରିଛନ୍ତି, ତେଣୁ ଏ ସୂଯୋଗ ତାଙ୍କୁ ଦିଆଯାଉ । ତା’ପରେ, ସମସ୍ତ ଭାଇ ଏକମତ ହେଲେ ଯେ ଶତୃଘ୍ନ ଯୁଦ୍ଧ ପାଇଁ ଯାଇପାରନ୍ତି । ବଡ଼ ଭାଇ ଭରତଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ଏଭଳି କରିଥିବାରୁ ସେ ମଧ୍ୟ କ୍ଷମା ମାଗିଥିଲେ, ଏବଂ ତା’ପରେ ଯୁଦ୍ଧକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ । ଏହା ପରେ ରାମ ଶତୃଘ୍ନଙ୍କୁ ବରାହ ଦେବଙ୍କ ଏକ ମୂର୍ତ୍ତି ଦେଇଥିଲେ, ଯାହା ଭଗବାନ କପିଳ ଋଷିଙ୍କ ମାନସରୁ ଜାତ ପାଇଥିଲା । ଯେତେବେଳେ ଭଗବାନ ରାମ ରାବଣଙ୍କୁ ପରାସ୍ତ କରିଥିଲେ, ଏହି ଦେବତାଙ୍କୁ ରାମଙ୍କଦ୍ୱାରା ଅଯୋଧ୍ୟାକୁ ନିଆଯାଇଥିଲା ।

ଏହା ପରେ ଶତୃଘ୍ନ ଏକ ବିରାଟ ସୈନ୍ୟବାହିନୀ ସହିତ ଲବଣାସୁର ସହିତ ଯୁଦ୍ଧ କରିବାକୁ ଚାଲିଗଲେ । ରାମ ଏହି ଅବସରରେ ଶତୃଘ୍ନଙ୍କୁ ଏହି ଉପଦେଶ ଦେଇଥିଲେ ଯେ ଶିବଙ୍କ ଦତ୍ତ ତ୍ରିଶୂଳ ଅଜେୟ, ତେଣୁ ଲବଣାସୁର ତ୍ରିଶୂଳ ଧରି ନ ଥିବା ଅବସ୍ଥାରେ ସେ ଲବଣାସୁର ସହ ଯୁଦ୍ଧ କରିବା ଉପାୟ ଖୋଜନ୍ତୁ । ଲବଣାସୁରକୁ ବଦ୍ଧ କରିବା ଉଦ୍ଦେଶ୍ୟରେ ଶତୃଘ୍ନ ଲବଣାସୁରର ଘର ସାମନା ଫାଟକରେ ଜଗି ରହିଲେ । ଲବଣ ଏବଂ ଶତୃଘ୍ନଙ୍କ ମଧ୍ୟରେ ଘମାଘୋତ ଯୁଦ୍ଧ ହେଲା ଏବଂ ପରିଶେଷରେ ଶତୃଘ୍ନ ଲବଣର ହୃଦୟକୁ ଲକ୍ଷ୍ୟ କରି ଏକ ତୀର ଘାତ କରି ତାଙ୍କୁ ମାରିବାରେ ସଫଲ ହେଲେ । ଏହାପରେ ରାମଙ୍କଦ୍ଵାରା ଶତୃଘ୍ନଙ୍କୁ ମଧୁପୁରୀର ରାଜା ଭାବରେ ମୁକୁଟ ପିନ୍ଧାଯାଇଥିଲା ।
ଏହା ପରେ ଶତୃଘ୍ନ ଏକ ବିରାଟ ସୈନ୍ୟବାହିନୀ ସହିତ ଲବଣାସୁର ସହିତ ଯୁଦ୍ଧ କରିବାକୁ ଚାଲିଗଲେ । ରାମ ଏହି ଅବସରରେ ଶତୃଘ୍ନଙ୍କୁ ଏହି ଉପଦେଶ ଦେଇଥିଲେ ଯେ ଶିବଙ୍କ ଦତ୍ତ ତ୍ରିଶୂଳ ଅଜେୟ, ତେଣୁ ଲବଣାସୁର ତ୍ରିଶୂଳ ଧରି ନ ଥିବା ଅବସ୍ଥାରେ ସେ ଲବଣାସୁର ସହ ଯୁଦ୍ଧ କରିବା ଉପାୟ ଖୋଜନ୍ତୁ । ଲବଣାସୁରକୁ ବଦ୍ଧ କରିବା ଉଦ୍ଦେଶ୍ୟରେ ଶତୃଘ୍ନ ଲବଣାସୁରର ଘର ସାମନା ଫାଟକରେ ଜଗି ରହିଲେ । ଲବଣ ଏବଂ ଶତୃଘ୍ନଙ୍କ ମଧ୍ୟରେ ଘମାଘୋତ ଯୁଦ୍ଧ ହେଲା ଏବଂ ପରିଶେଷରେ ଶତୃଘ୍ନ ଲବଣର ହୃଦୟକୁ ଲକ୍ଷ୍ୟ କରି ଏକ ତୀର ଘାତ କରି ତାଙ୍କୁ ମାରିବାରେ ସଫଲ ହେଲେ । ଏହାପରେ ରାମଙ୍କଦ୍ୱାରା ଶତୃଘ୍ନଙ୍କୁ ମଧୁପୁରୀର ରାଜା ଭାବରେ ମୁକୁଟ ପିନ୍ଧାଯାଇଥିଲା ।
== ଆଧାର ==
== ଆଧାର ==
{{Reflist}}
{{Reflist}}

୧୨:୪୬, ୨୭ ଅପ୍ରେଲ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ଲବଣାସୁର ହେଉଛି ରାମାୟଣରେ ବର୍ଣ୍ଣିତ ଏକ ରାକ୍ଷସ ଯିଏକି ଶତୃଘ୍ନଙ୍କଦ୍ୱାରା ନିହତ ହୋଇଥିଲା ।[୧]

ଜନ୍ମ

ଲବଣାସୁର ମଧୁରାକ୍ଷସର ଔରସରେ କୁମ୍ଭୀନସୀ ରାକ୍ଷସୀର ଗର୍ଭରୁ ଜାତ ହୋଇଥିଲେ । ସେ ନିଜ ପିତାଙ୍କ ନିକଟରୁ ଶିବଦତ୍ତ ତ୍ରିଶୂଳ ପ୍ରାପ୍ତ ହୋଇ ତହିଁ ବଳରେ ଅତ୍ୟନ୍ତ ଅତ୍ୟାଚାରୀ ହୋଇ ଉଠିଲା ଏବଂ ଉକ୍ତ ଅସ୍ତ୍ରର ସହାୟତାରେ ମହାବୀର ମାନ୍ଧାତାଙ୍କୁ ସସୈନ୍ୟ ନଷ୍ଟ କଲା । ଏହାର ଦୌରାତ୍ମ୍ୟ କ୍ରମଶଃ ଅସହ୍ୟ ହେବାରୁ ଯମୁନାକୂଳବାସୀ ଚ୍ୟବନାଦି ମୁନିମାନେ ରାଚମନ୍ଦ୍ରଙ୍କ ଶରଣାପନ୍ନ ହେଲେ । ମଧୁ—କୈଟଭ ରାକ୍ଷସଙ୍କୁ ବଧ କରିବା ସମୟରେ ବିଷ୍ଣୁଙ୍କ ବ୍ୟବହୃତ ଶରମାନ ରାମଚନ୍ଦ୍ର ଶତ୍ରୁଘ୍ନଙ୍କୁ ଦେଇ ଏହାକୁ ବଧ କରିବା ପାଇଁ ପଠାଇଲେ । ଶତ୍ରୁଘ୍ନ ଏ ରାକ୍ଷସକୁ ମଧୁବନରେ ନିହତ କରି ସେହିଠାରେ ରାଜ୍ୟ ସ୍ଥାପନ କଲେ । ଏହି ଲବଣରାକ୍ଷସ ମଧୁପୂରୀ ସ୍ଥାପନ କରିଥିଲା, ପରେ ତାହା ମଥୁରା ନାମରେ ପ୍ରସିଦ୍ଧ ହେଲା ।

ରାଜା ରାମଙ୍କ ଶାସନ କାଳରେ, ରାଜ୍ୟର ଅଧିକାଂଶ ସ୍ଥାନରେ ଶାନ୍ତି ବିରାଜମାନ କରୁଥିବାବେଳେ, ଲବଣାସୁର ନାମକ ଏକ ରାକ୍ଷସ ନିରୀହମାନଙ୍କୁ ଯନ୍ତ୍ରଣା ଦେବା ଜାରି ରଖିଥିଲେ ଏବଂ ଋଷିମାନଙ୍କର ତପସ୍ୟାରେ ଅନେକ ବ୍ୟାଘାତ ସୃଷ୍ଟି କରି ସେମାନଙ୍କୁ ଅନେକ ଉପାୟରେ ଭୟଭୀତ କରୁଥିଲେ । ଅନେକ ରାଜା ତାଙ୍କଦ୍ୱାରା ପରାସ୍ତ ହେଲେ । ତେଣୁ ଦିନେ ଋଷି ଚ୍ୟବନଙ୍କ ନେତୃତ୍ୱରେ ଅନେକ ଋଷି ତାଙ୍କୁ ରକ୍ଷା କରିବା ପାଇଁ ଭଗବାନ ରାମଙ୍କୁ ପ୍ରାର୍ଥନା କରିବା ପାଇଁ ମଧୁବନରୁ ଆସିଥିଲେ । ଲବଣାସୁର ମଧୁ ନାମକ ଏକ ରାକ୍ଷସ ରାଜାଙ୍କ ପୁତ୍ର ଥିଲେ । ମଧୁ ବ୍ରାହ୍ମଣମାନଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲେ । ସେ ଦେବମାନଙ୍କୁ ବ୍ୟକ୍ତିଗତ ଭାବେ ବନ୍ଧୁତା କଲେ ଫଳରେ ଅସୁର ଏବଂ ସୁରମାନଙ୍କ ମଧ୍ୟରେ ଶାନ୍ତି ଥିଲା । ତାଙ୍କର ଏହି ଉତ୍ତମ ଗୁଣ ଯୋଗୁଁ ଦେବତାମାନଙ୍କ ସେ ଏତେ ପ୍ରିୟପାତ୍ର ଥିଲେ ଯେ, ଏକ ସମୟରେ ଭଗବାନ ଶିବ ତାଙ୍କୁ ଆତ୍ମରକ୍ଷା ପାଇଁ ନିଜର ତ୍ରିଶୂଳର ଏକ ବିସ୍ତାରିତ ସ୍ୱରୂପ ତାଙ୍କୁ ଦେଇଥିଲେ । ମଧୁ ଏକ ପ୍ରାସାଦ ନିର୍ମାଣ କରି ସେହି ସ୍ଥାନର ନାମ ମଧୁପୁରୀ (ସମ୍ଭବତଃ ବର୍ତ୍ତମାନର ମଥୁରା) ରଖିଲେ । ମଧୁଙ୍କର ଲବଣ ନାମକ ଏହି ପୁତ୍ରର କିନ୍ତୁ ପିତାଙ୍କ ବିପରୀତ ଗୁଣ ଥିଲା ।

ପିଲାଦିନ

ପିଲାଟି ଦିନରୁ ହିଁ ଲବଣାସୁର ଦୃଷ୍ଟ ପ୍ରକୃତି ପ୍ରକାସ ପାଇଥିଲା । ପିଲାବେଳେ ମଧ୍ୟ ସେ ଖେଳ ସାଥୀଙ୍କୁ ପିଟିବା, ମାରିବା ଆରମ୍ଭ କରିଦେଇଥିଲା । ପିତା ମଧୁ ତାଙ୍କର ସାଧୁ ପ୍ରକୃତି ହେତୁ ଏସବୁ ସହି ନପାରି ଲଜ୍ଜା ହେତୁ ପ୍ରଭୁ ଶିବଙ୍କ ପ୍ରଦତ୍ତ ତ୍ରିଶୂଳ ସମେତ ପୁଅକୁ ସବୁକିଛି ଦେଇ ନିଜକୁ ସମୁଦ୍ରରେ ସମାଧି ଦେଇଥିଲେ ।

ଇକ୍ଷ୍ୱାକୁ ବଂଶର ମାନ୍ଧାତା ନାମକ ଜଣେ ରାଜା ଥିଲେ ଯିଏ ସାରା ପୃଥିବୀ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଥିଲେ । ସେ ଏତେ ଗର୍ବି ଥିଲେ ଯେ ସେ ସ୍ୱର୍ଗକୁ ମଧ୍ୟ ଶାସନ କରିବାକୁ ଚାହୁଁଥିଲେ । ତେଣୁ ସେ ଇନ୍ଦ୍ରଙ୍କୁ ଆହ୍ୱାନ ଦେଇ କହିଲେ ଯେ ସେ ତାଙ୍କ ବଶ୍ୟତା ସ୍ୱୀକାର ପୂର୍ବକ ତାଙ୍କୁ ସ୍ୱର୍ଗ ରାଜ୍ୟ ହସ୍ତାନ୍ତର କରନ୍ତୁ କିମ୍ବା ତାଙ୍କ ସହିତ ଯୁଦ୍ଧରେ ଯୁଦ୍ଧ କରନ୍ତୁ । ତେବେ ଇନ୍ଦ୍ର କହିଛନ୍ତି, ଯଦି ସେ ପୃଥିବୀର ସମସ୍ତ ଯୋଦ୍ଧାଙ୍କୁ ପରାସ୍ତ କରିଦିଏ, ତେବେ ସେ ତାଙ୍କୁ ତାଙ୍କ ରାଜ୍ୟ ଦେଇଦେବେ । ହେଲେ, ଏହି ଅବସରରେ ଲବଣାସୁର ସହ ଯୁଦ୍ଧ ବେଲେ ଲବଣାସୁର ଶିବ ପ୍ରଦତ୍ତ ତ୍ରିଶୂଳ ସହାୟତାରେ ସସନ୍ୟ ମାନ୍ଧାତଙ୍କୁ ପରାସ୍ତ କଲେ । ଏସବୁ ଶୁଣି ପ୍ରଭୁ ରାମ ପ୍ରତିଜ୍ଞା କଲେ ଯେ ସେ ଦେବତା ତଥା ସାଧୁଙ୍କ ସହାୟତା କରିବା ଅବସରରେ ମଧୁପୁରୀ ରାଜ୍ୟକୁ ସୁରକ୍ଷା ଦେବେ ଏବଂ ଲବଣାସୁରକୁ ବଦ୍ଧ କରିବେ ।

ଯୁଦ୍ଧ

ଲବଣାସୁରକୁ ବଦ୍ଧ କରିବା ପାଇଁ ରାମ ନିଜର ଇଛା ପ୍ରକଟ କରିବା ବେଲେ ସ୍ୱେଚ୍ଛାକୃତ ଭାବରେ ଶତ୍ରୁଘନ ଲବଣାସୁର ବିରୁଦ୍ଧରେ ଲଢିବାକୁ ଚାହିଁଲେ । ଭରତ ମଧ୍ୟ ଏହି ଅବସରରେ ରାମଙ୍କ ସେବା କରିବା ଆଳରେ ଲବଣାସୁର ସହ ଲଢିବାକୁ ଚାହୁଁଥିଲେ । ରାମଙ୍କ ସେବା କରିବାର ଏକ ସୁଯୋଗ ଚାହୁଁଥିବା ଶତୃଘ୍ନ ଲବଣାସୁର ସହିତ ଲଢିବାର ଇଚ୍ଛା ପ୍ରକାଶ କରି କହିଥିଲେ ଯେ ଅତୀତରେ ଭାଇ ଭରତ ମଧ୍ୟ ରାମଙ୍କର ଅନେକ ସେବା କରିଛନ୍ତି, ତେଣୁ ଏ ସୂଯୋଗ ତାଙ୍କୁ ଦିଆଯାଉ । ତା’ପରେ, ସମସ୍ତ ଭାଇ ଏକମତ ହେଲେ ଯେ ଶତୃଘ୍ନ ଯୁଦ୍ଧ ପାଇଁ ଯାଇପାରନ୍ତି । ବଡ଼ ଭାଇ ଭରତଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ଏଭଳି କରିଥିବାରୁ ସେ ମଧ୍ୟ କ୍ଷମା ମାଗିଥିଲେ, ଏବଂ ତା’ପରେ ଯୁଦ୍ଧକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ । ଏହା ପରେ ରାମ ଶତୃଘ୍ନଙ୍କୁ ବରାହ ଦେବଙ୍କ ଏକ ମୂର୍ତ୍ତି ଦେଇଥିଲେ, ଯାହା ଭଗବାନ କପିଳ ଋଷିଙ୍କ ମାନସରୁ ଜାତ ପାଇଥିଲା । ଯେତେବେଳେ ଭଗବାନ ରାମ ରାବଣଙ୍କୁ ପରାସ୍ତ କରିଥିଲେ, ଏହି ଦେବତାଙ୍କୁ ରାମଙ୍କଦ୍ୱାରା ଅଯୋଧ୍ୟାକୁ ନିଆଯାଇଥିଲା ।

ଏହା ପରେ ଶତୃଘ୍ନ ଏକ ବିରାଟ ସୈନ୍ୟବାହିନୀ ସହିତ ଲବଣାସୁର ସହିତ ଯୁଦ୍ଧ କରିବାକୁ ଚାଲିଗଲେ । ରାମ ଏହି ଅବସରରେ ଶତୃଘ୍ନଙ୍କୁ ଏହି ଉପଦେଶ ଦେଇଥିଲେ ଯେ ଶିବଙ୍କ ଦତ୍ତ ତ୍ରିଶୂଳ ଅଜେୟ, ତେଣୁ ଲବଣାସୁର ତ୍ରିଶୂଳ ଧରି ନ ଥିବା ଅବସ୍ଥାରେ ସେ ଲବଣାସୁର ସହ ଯୁଦ୍ଧ କରିବା ଉପାୟ ଖୋଜନ୍ତୁ । ଲବଣାସୁରକୁ ବଦ୍ଧ କରିବା ଉଦ୍ଦେଶ୍ୟରେ ଶତୃଘ୍ନ ଲବଣାସୁରର ଘର ସାମନା ଫାଟକରେ ଜଗି ରହିଲେ । ଲବଣ ଏବଂ ଶତୃଘ୍ନଙ୍କ ମଧ୍ୟରେ ଘମାଘୋତ ଯୁଦ୍ଧ ହେଲା ଏବଂ ପରିଶେଷରେ ଶତୃଘ୍ନ ଲବଣର ହୃଦୟକୁ ଲକ୍ଷ୍ୟ କରି ଏକ ତୀର ଘାତ କରି ତାଙ୍କୁ ମାରିବାରେ ସଫଲ ହେଲେ । ଏହାପରେ ରାମଙ୍କଦ୍ୱାରା ଶତୃଘ୍ନଙ୍କୁ ମଧୁପୁରୀର ରାଜା ଭାବରେ ମୁକୁଟ ପିନ୍ଧାଯାଇଥିଲା ।

ଆଧାର

  1. Roy, Babu (27 October 2016). "Krittibasi Ramayan - Retelling: Killing of Lavanasura". Krittibasi Ramayan - Retelling. Retrieved 12 March 2021.