"ସିଦ୍ଧାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୨୧ କ ଧାଡ଼ି: ୨୧ କ ଧାଡ଼ି:


==ପ୍ରାରମ୍ଭିକ ଜୀବନ ଓ ଶିକ୍ଷା==
==ପ୍ରାରମ୍ଭିକ ଜୀବନ ଓ ଶିକ୍ଷା==
''{{PAGENAME}}'' [[ବାଲୁଗାଁ]], [[ଓଡ଼ିଶା]] ଠାରେ ୪ ମଇ ୧୯୯୬୬ ରେ ଜନ୍ମ ଗ୍ରହଣ କରିଥିଲେ । ସେ ବ୍ରହ୍ମପୁର, [[ଗଞ୍ଜାମ ଜିଲା|ଗଞ୍ଜାମ]] ରେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ଧରଣିଧର କଲେଜ, [[କେନ୍ଦୁଝର ଜିଲା|କେନ୍ଦୁଝର]] ରୁ ବାଣିଜ୍ୟରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ ୤ ଫେକଲ୍ଟି ମ୍ୟାନେଜମେଣ୍ଟ ଷ୍ଟଡ଼ିଜ, [[ଦିଲ୍ଲୀ|ନୂଆଦିଲ୍ଲୀ]] ରୁ ସେ ବିଜନେସ ମ୍ୟାନେଜମେଣ୍ଟ ରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଅଛନ୍ତି ୤ [[ଓଡ଼ିଆ ସିନେମା ଜଗତ]]ର ଜଣାଶୁଣା ଅଭିନେତ୍ରୀ [[ମାମା ମିଶ୍ର]] ତାଙ୍କ ଧର୍ମପତ୍ନୀ ୤
''{{PAGENAME}}'' [[ବାଲୁଗାଁ]], [[ଓଡ଼ିଶା]] ଠାରେ ୪ ମଇ ୧୯୬୬ ରେ ଜନ୍ମ ଗ୍ରହଣ କରିଥିଲେ । ସେ ବ୍ରହ୍ମପୁର, [[ଗଞ୍ଜାମ ଜିଲା|ଗଞ୍ଜାମ]] ରେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ଧରଣିଧର କଲେଜ, [[କେନ୍ଦୁଝର ଜିଲା|କେନ୍ଦୁଝର]] ରୁ ବାଣିଜ୍ୟରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ ୤ ଫେକଲ୍ଟି ମ୍ୟାନେଜମେଣ୍ଟ ଷ୍ଟଡ଼ିଜ, [[ଦିଲ୍ଲୀ|ନୂଆଦିଲ୍ଲୀ]] ରୁ ସେ ବିଜନେସ ମ୍ୟାନେଜମେଣ୍ଟ ରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଅଛନ୍ତି ୤ [[ଓଡ଼ିଆ ସିନେମା ଜଗତ]]ର ଜଣାଶୁଣା ଅଭିନେତ୍ରୀ [[ମାମା ମିଶ୍ର]] ତାଙ୍କ ଧର୍ମପତ୍ନୀ ୤


==ସିନେମା ଜୀବନ==
==ସିନେମା ଜୀବନ==

୧୮:୦୭, ୭ ଜୁଲାଇ ୨୦୧୧ ଅନୁସାରେ କରାଯାଇଥିବା ବଦଳ

ସିଦ୍ଧାନ୍ତ ମହାପାତ୍ର
ଜନ୍ମ୧୯୬୬
ଜାତୀୟତାଭାରତୀୟ
ବୃତ୍ତିସିନେମା ଅଭିନେତା
ସକ୍ରିୟ ବର୍ଷ୧୯୯୩-ଏବେଯାଏଁ
ପ୍ରସିଦ୍ଧିଓଡ଼ିଆ ସିନେମା ଅଭିନେତା
ବୈବାହିକ-ସାଥୀମାମା ମିଶ୍ର


ସିଦ୍ଧାନ୍ତ ମହାପାତ୍ର ଜଣେ ଜଣାଶୁଣା ଓଡ଼ିଆ ସିନେ ଅଭିନେତା ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ସିଦ୍ଧାନ୍ତ ମହାପାତ୍ର ବାଲୁଗାଁ, ଓଡ଼ିଶା ଠାରେ ୪ ମଇ ୧୯୬୬ ରେ ଜନ୍ମ ଗ୍ରହଣ କରିଥିଲେ । ସେ ବ୍ରହ୍ମପୁର, ଗଞ୍ଜାମ ରେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ଧରଣିଧର କଲେଜ, କେନ୍ଦୁଝର ରୁ ବାଣିଜ୍ୟରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ ୤ ଫେକଲ୍ଟି ମ୍ୟାନେଜମେଣ୍ଟ ଷ୍ଟଡ଼ିଜ, ନୂଆଦିଲ୍ଲୀ ରୁ ସେ ବିଜନେସ ମ୍ୟାନେଜମେଣ୍ଟ ରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଅଛନ୍ତି ୤ ଓଡ଼ିଆ ସିନେମା ଜଗତର ଜଣାଶୁଣା ଅଭିନେତ୍ରୀ ମାମା ମିଶ୍ର ତାଙ୍କ ଧର୍ମପତ୍ନୀ ୤

ସିନେମା ଜୀବନ

୧୯୯୩ ମସିହାରେ ଶ୍ରଦ୍ଧାଞ୍ଜଳି ସିନେମାରୁ ଅଭିନେତା ଜୀବନ ଆରମ୍ଭ କରିଥିବା ସିଦ୍ଧାନ୍ତ , ବର୍ତ୍ତମାନ ସୁଦ୍ଧା ୧୩୦ଟି ଓଡ଼ିଆ ସିନେମାରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ସିନେମା


ରାଜନୈତିକ ଜୀବନ

ସେ ୨୦୦୯ ମସିହାରେ ବିଜୁ ଜନତା ଦଳରେ ଯୋଗଦେଇ ଲୋକସଭା ନିର୍ବାଚନରେ ଅଂଶଗ୍ରହଣ କରିଥିଲେ ୤ ଓଡ଼ିଶାର ବ୍ରହ୍ମପୁର ନିର୍ବାଚନମଣ୍ଡଳିରୁ ବିଜୟୀ ହୋଇ ଚଳିତ ପଞ୍ଚଦଶ ଲୋକସଭାର ସଦସ୍ୟ (ସାଂସଦ) ଅଛନ୍ତି ୤

ପୁରସ୍କାର

ଦ୍ରଷ୍ଟବ୍ୟ

ବାହାର ଲିଙ୍କ