"ରାଧାଗୋବିନ୍ଦ ସାହୁ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ added Category:ଜୀବିତ ବ୍ୟକ୍ତି using HotCat |
ଟିକେ →ଆଧାର |
||
୪୬ କ ଧାଡ଼ି: | ୪୬ କ ଧାଡ଼ି: | ||
[[ଶ୍ରେଣୀ:୧୯୨୮ ଜନ୍ମ]] |
[[ଶ୍ରେଣୀ:୧୯୨୮ ଜନ୍ମ]] |
||
⚫ | |||
[[ଶ୍ରେଣୀ:ଓଡ଼ିଆ ଲୋକ]] |
[[ଶ୍ରେଣୀ:ଓଡ଼ିଆ ଲୋକ]] |
||
[[ଶ୍ରେଣୀ:ଗଞ୍ଜାମ ଜିଲ୍ଲାର ଲୋକ]] |
[[ଶ୍ରେଣୀ:ଗଞ୍ଜାମ ଜିଲ୍ଲାର ଲୋକ]] |
||
[[ଶ୍ରେଣୀ:୮ମ ଓଡ଼ିଶା ବିଧାନ ସଭାର ସଭ୍ୟ]] |
[[ଶ୍ରେଣୀ:୮ମ ଓଡ଼ିଶା ବିଧାନ ସଭାର ସଭ୍ୟ]] |
||
[[ଶ୍ରେଣୀ:୯ମ ଓଡ଼ିଶା ବିଧାନ ସଭାର ସଭ୍ୟ]] |
[[ଶ୍ରେଣୀ:୯ମ ଓଡ଼ିଶା ବିଧାନ ସଭାର ସଭ୍ୟ]] |
||
⚫ |
୨୧:୩୨, ୨୮ ଜାନୁଆରୀ ୨୦୨୧ ଅନୁସାରେ କରାଯାଇଥିବା ବଦଳ
ରାଧାଗୋବିନ୍ଦ ସାହୁ | |
---|---|
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୯୦ | |
ପୂର୍ବ ଅଧିକାରୀ | ତାରିଣୀ ପଟ୍ଟନାୟକ |
ପର ଅଧିକାରୀ | ନିତ୍ୟାନନ୍ଦ ପ୍ରଧାନ |
ନିର୍ବାଚନ ମଣ୍ଡଳୀ | କବିସୂର୍ଯ୍ୟ ନଗର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୫ ମଇ ୧୯୨୮ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଶଶିରେଖା ସାହୁ |
ବାପା/ବୋଉ | ନଟବର ସାହୁ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରାଧାଗୋବିନ୍ଦ ସାହୁ (ମୃତ୍ୟୁ: ୫ ମଇ ୧୯୨୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୮୦ ଓ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ରାଧାଗୋବିନ୍ଦ ୧୯୨୮ ମସିହାର ମଇ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନଟବର ସାହୁ ଓ ପତ୍ନୀଙ୍କ ନାମ ଶଶିରେଖା ସାହୁ ।[୧]
ରାଜନୈତିକ ଜୀବନ
ରାଧାଗୋବିନ୍ଦ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୧]
ଆଧାର
- ↑ ୧.୦ ୧.୧ "Shri Radha Govinda Sahu". odishaassembly.nic.in. Odisha Assembly. Retrieved 28 January 2021.