"ତାରିଣୀ ଚରଣ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Ssgapu22 ପୃଷ୍ଠାଟିକୁ ତାରିଣୀ ପଟ୍ଟନାୟକରୁ ତାରିଣୀ ଚରଣ ପଟ୍ଟନାୟକକୁ ଘୁଞ୍ଚାଇଲେ: ମୂଳ ନାମ
୪୩ କ ଧାଡ଼ି: ୪୩ କ ଧାଡ଼ି:


== ମୃତ୍ୟୁ ==
== ମୃତ୍ୟୁ ==
ତାରିଣୀ ୨୦୧୫ ମସିହାରେ ଜାନୁଆରୀ ୧୬ ତାରିଖରେ ୮୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।<ref name="Tarini Charan Pattnaik"/>
ତାରିଣୀ ୨୦୧୫ ମସିହାରେ ଜାନୁଆରୀ ୧୬ ତାରିଖରେ ୯୮ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।<ref name="Tarini Charan Pattnaik"/>


== ଆଧାର ==
== ଆଧାର ==

୨୧:୨୫, ୨୫ ଜାନୁଆରୀ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ତାରିଣୀ ପଟ୍ଟନାୟକ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀସଦାନନ୍ଦ ମହାନ୍ତି
ପର ଅଧିକାରୀରାଧାଗୋବିନ୍ଦ ସାହୁ
ନିର୍ବାଚନ ମଣ୍ଡଳୀକବିସୂର୍ଯ୍ୟ ନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1916-02-17)୧୭ ଫେବୃଆରୀ ୧୯୧୬
ମୃତ୍ୟୁ୧୬ ଜାନୁଆରୀ ୨୦୧୫(2015-01-16) (ବୟସ ୯୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଜୀବନ ସାଥୀମହାଲକ୍ଷ୍ମୀ ପଟ୍ଟନାୟକ
ବାପା/ବୋଉଜଗନ୍ନାଥ ପଟ୍ଟନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ତାରିଣୀ ପଟ୍ଟନାୟକ (୧୭ ଫେବୃଆରୀ ୧୯୧୬ - ୧୬ ଜାନୁଆରୀ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ତାରିଣୀ ୧୯୧୬ ମସିହାର ଫେବୃଆରୀ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜଗନ୍ନାଥ ପଟ୍ଟନାୟକ ଓ ପତ୍ନୀଙ୍କ ନାମ ମହାଲକ୍ଷ୍ମୀ ପଟ୍ଟନାୟକ ।[୧]

ରାଜନୈତିକ ଜୀବନ

ତାରିଣୀ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ

ତାରିଣୀ ୨୦୧୫ ମସିହାରେ ଜାନୁଆରୀ ୧୬ ତାରିଖରେ ୯୮ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର

  1. ୧.୦ ୧.୧ ୧.୨ "Shri Tarini Charan Pattnaik". odishaassembly.nic.in. Odisha Assembly. Retrieved 25 January 2021.