"ଇଣ୍ଟର ମିଲାନ ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେNo edit summary
୬ କ ଧାଡ଼ି: ୬ କ ଧାଡ଼ି:


ଇଣ୍ଟର ନିଜର ଘର ମ୍ୟାଚ୍ ସାନ୍ ସିରୋ ଷ୍ଟାଡିୟମରେ ଖେଳିଥାଏ । ଉଭୟ ଇଣ୍ଟର ଓ ମିଲାନ ସହରରେ ଥିବା ଏହାର ପ୍ରତିଦ୍ଵନ୍ଦୀ ଏସି ମିଲାନ କ୍ଲବ ସାନ୍ ସିରୋକୁ ନିଜର ଘର ମ୍ୟାଚ ପାଇଁ ବ୍ୟବହାର କରନ୍ତି । ୮୦,୦୧୮ ଦର୍ଶକ ବସିପାରୁଥିବା ସାନ୍ ସିରୋ ଇଟାଲୀୟ ଫୁଟବଲରେ ସର୍ବବୃହତ ଷ୍ଟାଡିୟମ୍ ।<ref name="sansirosize">{{cite web|title=Struttura|url=http://www.sansiro.net/struttura.asp|publisher=[[San Siro]]|access-date=4 October 2010|language=it|url-status=dead|archive-url=https://web.archive.org/web/20100612094451/http://sansiro.net/struttura.asp|archive-date=12 June 2010}}</ref> ଏସି ମିଲାନ ଫୁଟବଲ କ୍ଲବ ଓ ୟୁଭେଣ୍ଟସ୍ ଏଫ୍‍ସି କ୍ଲବ ହେଉଛନ୍ତି ଇଣ୍ଟର ମିଲାନ କ୍ଲବର ପାରମ୍ପରିକ ପ୍ରତିଦ୍ଵନ୍ଦୀ । ଏମାନଙ୍କ ସହିତ ଇଣ୍ଟର ଦଳ ଯଥାକ୍ରମେ ଡର୍ବି ଡେଲା ମାଡୋନିନା ଓ ଡର୍ବି ଡି’ଇଟାଲିଆରେ ପ୍ରତିଦ୍ଵନ୍ଦିତା କରିଥାଏ । ଏସି ମିଲାନ ଓ ଇଣ୍ଟର ମିଲାନର ପ୍ରତିଦ୍ୱନ୍ଦିତା ଇଟାଲୀରେ ଖୁବ୍ ଲୋକପ୍ରିୟ ।<ref>{{cite web|url=http://www.theroar.com.au/2010/01/26/is-this-the-greatest-derby-in-the-world/|title=Is this the greatest derby in world sports?|publisher=Theroar.com.au|date=26 January 2010|access-date=28 September 2011|archive-url=https://web.archive.org/web/20111020204305/http://www.theroar.com.au/2010/01/26/is-this-the-greatest-derby-in-the-world/|archive-date=20 October 2011|url-status=live}}</ref> ୧୯୧୯ ମସିହା ବେଳକୁ ଇଣ୍ଟରର ଘର ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକଙ୍କ ସଂଖ୍ୟା ଇଟାଲୀରେ ସର୍ବାଧିକ ଏବଂ ବିଶ୍ଵରେ ଷଷ୍ଠ ସର୍ବାଧିକ ରହିଥିଲା ।<ref>{{cite web|url=https://talksport.com/football/477635/best-supported-clubs-aggregate-attendance-celtic-liverpool-manchester-united/|title=Best supported clubs who attract more than a million fans every season|date=31 March 2019|website=talkSPORT|access-date=29 May 2019|archive-url=https://web.archive.org/web/20190629131419/https://talksport.com/football/477635/best-supported-clubs-aggregate-attendance-celtic-liverpool-manchester-united/|archive-date=29 June 2019|url-status=live}}</ref> ଇଟାଲୀୟ ଓ ବିଶ୍ଵ ବ୍ୟବସାୟିକ ଫୁଟବଲରେ ଇଣ୍ଟର ମିଲାନ ଏକ ମୂଲ୍ୟବାନ ଦଳ ।<ref name="Football Team Valuations">{{cite news|url=https://www.forbes.com/pictures/mlm45eigjk/14-inter-milan/|title=The World's Most Valuable Soccer Teams|date=17 April 2013|work=Forbes|access-date=13 July 2013|archive-url=https://web.archive.org/web/20130704152116/http://www.forbes.com/pictures/mlm45eigjk/14-inter-milan/|archive-date=4 July 2013|url-status=live}}</ref>
ଇଣ୍ଟର ନିଜର ଘର ମ୍ୟାଚ୍ ସାନ୍ ସିରୋ ଷ୍ଟାଡିୟମରେ ଖେଳିଥାଏ । ଉଭୟ ଇଣ୍ଟର ଓ ମିଲାନ ସହରରେ ଥିବା ଏହାର ପ୍ରତିଦ୍ଵନ୍ଦୀ ଏସି ମିଲାନ କ୍ଲବ ସାନ୍ ସିରୋକୁ ନିଜର ଘର ମ୍ୟାଚ ପାଇଁ ବ୍ୟବହାର କରନ୍ତି । ୮୦,୦୧୮ ଦର୍ଶକ ବସିପାରୁଥିବା ସାନ୍ ସିରୋ ଇଟାଲୀୟ ଫୁଟବଲରେ ସର୍ବବୃହତ ଷ୍ଟାଡିୟମ୍ ।<ref name="sansirosize">{{cite web|title=Struttura|url=http://www.sansiro.net/struttura.asp|publisher=[[San Siro]]|access-date=4 October 2010|language=it|url-status=dead|archive-url=https://web.archive.org/web/20100612094451/http://sansiro.net/struttura.asp|archive-date=12 June 2010}}</ref> ଏସି ମିଲାନ ଫୁଟବଲ କ୍ଲବ ଓ ୟୁଭେଣ୍ଟସ୍ ଏଫ୍‍ସି କ୍ଲବ ହେଉଛନ୍ତି ଇଣ୍ଟର ମିଲାନ କ୍ଲବର ପାରମ୍ପରିକ ପ୍ରତିଦ୍ଵନ୍ଦୀ । ଏମାନଙ୍କ ସହିତ ଇଣ୍ଟର ଦଳ ଯଥାକ୍ରମେ ଡର୍ବି ଡେଲା ମାଡୋନିନା ଓ ଡର୍ବି ଡି’ଇଟାଲିଆରେ ପ୍ରତିଦ୍ଵନ୍ଦିତା କରିଥାଏ । ଏସି ମିଲାନ ଓ ଇଣ୍ଟର ମିଲାନର ପ୍ରତିଦ୍ୱନ୍ଦିତା ଇଟାଲୀରେ ଖୁବ୍ ଲୋକପ୍ରିୟ ।<ref>{{cite web|url=http://www.theroar.com.au/2010/01/26/is-this-the-greatest-derby-in-the-world/|title=Is this the greatest derby in world sports?|publisher=Theroar.com.au|date=26 January 2010|access-date=28 September 2011|archive-url=https://web.archive.org/web/20111020204305/http://www.theroar.com.au/2010/01/26/is-this-the-greatest-derby-in-the-world/|archive-date=20 October 2011|url-status=live}}</ref> ୧୯୧୯ ମସିହା ବେଳକୁ ଇଣ୍ଟରର ଘର ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକଙ୍କ ସଂଖ୍ୟା ଇଟାଲୀରେ ସର୍ବାଧିକ ଏବଂ ବିଶ୍ଵରେ ଷଷ୍ଠ ସର୍ବାଧିକ ରହିଥିଲା ।<ref>{{cite web|url=https://talksport.com/football/477635/best-supported-clubs-aggregate-attendance-celtic-liverpool-manchester-united/|title=Best supported clubs who attract more than a million fans every season|date=31 March 2019|website=talkSPORT|access-date=29 May 2019|archive-url=https://web.archive.org/web/20190629131419/https://talksport.com/football/477635/best-supported-clubs-aggregate-attendance-celtic-liverpool-manchester-united/|archive-date=29 June 2019|url-status=live}}</ref> ଇଟାଲୀୟ ଓ ବିଶ୍ଵ ବ୍ୟବସାୟିକ ଫୁଟବଲରେ ଇଣ୍ଟର ମିଲାନ ଏକ ମୂଲ୍ୟବାନ ଦଳ ।<ref name="Football Team Valuations">{{cite news|url=https://www.forbes.com/pictures/mlm45eigjk/14-inter-milan/|title=The World's Most Valuable Soccer Teams|date=17 April 2013|work=Forbes|access-date=13 July 2013|archive-url=https://web.archive.org/web/20130704152116/http://www.forbes.com/pictures/mlm45eigjk/14-inter-milan/|archive-date=4 July 2013|url-status=live}}</ref>
==ପ୍ରାରମ୍ଭିକ ଇତିହାସ (୧୯୦୮-୧୯୬୭)==
[[File:Internazionale1910Scudetto.jpg|thumb|୧୯୧୦ ମସିହା ଇଣ୍ଟର ଦଳ]]

{| border=0
|-
| valign=top |
{{quote|1="''Questa notte splendida darà i colori al nostro stemma: il nero e l'azzurro sullo sfondo d'oro delle stelle. Si chiamerà Internazionale, perchè noi siamo fratelli del mondo.''" |2=9 March 1908, Milan<ref>{{cite web|url=http://www.inter.it/it/news/61746|title=Qualcosa di speciale? La patch 105|language=it|website=inter.it|access-date=18 September 2014|archive-url=https://web.archive.org/web/20150402094227/http://www.inter.it/it/news/61746|archive-date=2 April 2015|url-status=live}}</ref>}}
| valign=top |
{{quote|1="''ଆଜିର ଏହି ମନୋରମ ରାତ୍ରି ଆମକୁ ଆମର ଦଳୀୟ ଚିହ୍ନର ରଙ୍ଗ ପ୍ରଦାନ କରିଛି : କଳା-ନୀଳ ରଙ୍ଗ ଏକ ତାରକାପୂର୍ଣ୍ଣ ପୃଷ୍ଠଭୂମିରେ ଦୃଶ୍ୟମାନ । ଆମେ ଇଣ୍ଟରନ୍ୟାସନାଲ ବୋଲାଇବା, କାରଣ ଆମେ ସମଗ୍ର ବିଶ୍ଵ ସହ ଭ୍ରାତୃତ୍ଵ ଭାବନା ରଖୁ ।''" |2=ତା ୦୯-୦୨-୧୯୦୮ରିଖ, ମିଲାନ}}
|}

ମତଭେଦ ଯୋଗୁଁ ତତ୍କାଳୀନ ‘‘ମିଲାନ କ୍ରିକେଟ୍ ଓ ଫୁଟବଲ’’ (ବର୍ତ୍ତମାନ ସମୟର ଏସି ମିଲାନ) କ୍ଲବଠାରୁ ବିଚ୍ଛିନ୍ନ ହୋଇ ୧୯୦୮ ମସିହା ମାର୍ଚ୍ଚ ୯ ତାରିଖ ଦିନ ''ଫୁଟବଲ କ୍ଲୁବ ଇଣ୍ଟରନାଜିଓନାଲେ'' ସୃଷ୍ଟି ହୋଇଥିଲା । ଏହି କ୍ଲବର ସଂସ୍ଥାପକମାନଙ୍କ ଇଚ୍ଛା ଥିଲା ଯେ ତାଙ୍କ କ୍ଲବ ଇଟାଲୀୟ ସହିତ ବିଦେଶୀ ଖେଳାଳୀଙ୍କୁ କୌଣସି ଆରକ୍ଷଣ ନିୟମର ଅନୁସରଣ ନକରି ଦଳରେ ଖେଳିବାର ସୁଯୋଗ ଦେବ । ଏହି କାରଣରୁ କ୍ଲବର ନାମ ଇଣ୍ଟରନ୍ୟାସନାଲ (ଅନ୍ତର୍ଜାତୀୟ) ବୋଲି ରଖାଯାଇଥିଲା । ୧୯୧୦ ଓ ୧୯୨୦ ମସିହାରେ ଇଣ୍ଟର କ୍ଲବ ନିଜର ପ୍ରଥମ ଓ ଦ୍ଵିତୀୟ ଚାମ୍ପିୟନ୍‍ସିପ୍ ଜିତିଥିଲା । ୧୯୧୦ରେ ପ୍ରଥମ ଥର ଚାମ୍ପିୟନ୍ ହୋଇଥିବା ଇଣ୍ଟର ଦଳର ଅଧିନାୟକ ଓ ପ୍ରଶିକ୍ଷକ ଭିର୍ଜିଲିଓ ଫୋସାଟି [[ପ୍ରଥମ ବିଶ୍ୱଯୁଦ୍ଧ|ପ୍ରଥମ ବିଶ୍ଵଯୁଦ୍ଧ]]<nowiki/>ରେ ଇଟାଲୀୟ ସେନା ପକ୍ଷରୁ ଯୁଦ୍ଧ କରିବା ସମୟରେ ପ୍ରାଣ ହରାଇଥିଲେ । ୧୯୨୨ ମସିହାରେ ଇଣ୍ଟର କ୍ଲବ ସର୍ବୋଚ୍ଚ ଫୁଟବଲ ଲିଗରେ ଅଯୋଗ୍ୟ ଘୋଷିତ ହୋଇ ନିମ୍ନ ସ୍ତରକୁ ଅବନତି ପାଇବାର ଅତି ନିକଟତର ଥିଲା, କିନ୍ତୁ ଶେଷ ଦୁଇ ପ୍ଲେ-ଅଫ୍ ମ୍ୟାଚ ଜିତି ସର୍ବୋଚ୍ଚ ସ୍ତରରେ ଖେଳିବାକୁ ସମର୍ଥ ହୋଇଥିଲା ।

୬ ବର୍ଷ ପରେ ଫାସିବାଦୀ ସରକାର ସମୟରେ ଇଣ୍ଟର କ୍ଲବକୁ ବାଧ୍ୟ କରି ''ଉନିଓନେ ସ୍ପୋର୍ଟିଭା ମିଲାନିଜ୍ (Unione Sportiva Milanese, ମିଲାନ କ୍ରୀଡ଼ା ସଂଘ)''ରେ ବିଲୟ କରି ଦିଆଗଲା ଓ ଏହାର ନାମ ''ସୋଶିଏଟା ସ୍ପୋର୍ଟିଭା ଆମ୍ଵ୍ରୋସିଆନା'' ବୋଲି ରଖାଯାଇଥିଲା ।<ref>{{cite web|url=http://www.inter.it/en/societa/storia.html|publisher=FC Internazionale Milano|title=Storia|access-date=6 September 2007|archive-url=https://web.archive.org/web/20100130141713/http://www.inter.it/en/societa/storia.html|archive-date=30 January 2010|url-status=live}}</ref> ୧୯୨୮-୨୯ କ୍ରୀଡ଼ାବର୍ଷରେ ଏହି ଫୁଟବଲ ଦଳ ମିଲାନର ପ୍ରାଦେଶିକ ଧ୍ଵଜା ଓ ରାଜସଙ୍କେତରୁ ଅନୁପ୍ରାଣିତ ହୋଇ ଲାଲ କ୍ରଶ୍ ଚିହ୍ନ ଥିବା ଧଳା ରଙ୍ଗର ପୋଷାକ ପିନ୍ଧି ଖେଳିଥିଲା । ୧୯୨୯ ମସିହାରେ କ୍ଲବର ନୂଆ ଅଧ୍ୟକ୍ଷ ଓରେଷ୍ଟେ ସିମୋନୋଟି ଏହି କ୍ଲବର ନାମ ପରିବର୍ତ୍ତନ କରି ''ଆସୋସିଆଜିଓନେ ସ୍ପୋର୍ଟିଭା ଆମ୍ଵ୍ରୋସିଆନା (Associazione Sportiva Ambrosiana)'' ରଖିଲେ ଏବଂ ଦଳ ପୂର୍ବେ ବ୍ୟବହାର କରି ଆସୁଥିବା କଳା-ନୀଳ ପୋଷାକର ପ୍ରଚଳନ କରାଇଲେ । କିନ୍ତୁ ଦଳର ସମର୍ଥକମାନେ ସେହି ସମୟରେ ମଧ୍ୟ ଦଳକୁ ''ଇଣ୍ଟର'' ବୋଲି ହିଁ କହୁଥିଲେ । ୧୯୩୧ ମସିହାରେ ନୂଆ ଅଧ୍ୟକ୍ଷ ନିଯୁକ୍ତି ପାଇବା ପରେ ପୋଜ୍ଜାନି ଅଂଶୀଦାରମାନଙ୍କ ଚାପର ବଶବର୍ତ୍ତୀ ହୋଇ କ୍ଲବର ନାମ ''ଆସୋସିଆଜିଓନେ ସ୍ପୋର୍ଟିଭା ଆମ୍ଵ୍ରୋସିଆନା - ଇଣ୍ଟର'' ବୋଲି ରଖିଥିଲେ ।
[[File:Giuseppe Meazza 1935.jpg|thumb|upright|left|ନିଜ ପ୍ରଥମ କ୍ରୀଡ଼ାବର୍ଷ ୧୯୨୯-୩୦ରେ ସିରି ଏ ଲିଗରେ ଜ୍ୟୁସେପ୍ ମେଆଜ୍ଜା ୩୧ଟି ଗୋଲ କରିଥିଲେ ଯାହାକି ଏକ ରେକର୍ଡ]]

ଜ୍ୟୁସେପ୍ ମେଆଜ୍ଜାଙ୍କ ନେତୃତ୍ଵରେ ୧୯୩୮-୩୯ କ୍ରୀଡ଼ାବର୍ଷରେ ଇଣ୍ଟର ଦଳ ନିଜର ପ୍ରଥମ କୋପା ଇଟାଲିଆ ଟ୍ରଫି ଜିତିଥିଲା । ସାନ୍ ସିରୋ ଷ୍ଟାଡିୟମର ପଞ୍ଜୀକୃତ ନାମ “ଷ୍ଟାଡିଓ ଜ୍ୟୁସେପ୍ ମେଆଜ୍ଜା” ତାଙ୍କରି ସମ୍ମାନରେ ରଖାଯାଇଛି । ୧୯୪୦ ମସିହାରେ ମେଆଜ୍ଜା ଆହତ ହେବା ସତ୍ତ୍ୱେ ଇଣ୍ଟର ଦଳ ନିଜର ପଞ୍ଚମ ଚାମ୍ପିୟନ୍‍ସିପ୍ ଜିତିଥିଲା । [[ଦ୍ଵିତୀୟ ବିଶ୍ଵଯୁଦ୍ଧ]]ର ସମାପ୍ତି ପରେ କ୍ଲବ ପୁଣି ନିଜର ପୂର୍ବ ମୂଳନାମ ଫେରି ପାଇଲା । ୧୯୫୩ ଓ ୧୯୫୪ ମସିହାରେ ଇଣ୍ଟର ଦଳ ନିଜର ଷଷ୍ଠ ଓ ସପ୍ତମ ଚାମ୍ପିୟନ୍‍ସିପ୍ ଜିତିଥିଲା ।

=== ଗ୍ରାଣ୍ଡେ ଇଣ୍ଟର (୧୯୬୦-୧୯୬୭) ===
୧୯୬୦ ମସିହାରେ ହେଲେନିଓ ହେରେରା [[ବାର୍ସେଲୋନା ଫୁଟବଲ କ୍ଲବ|ଏଫ୍‍ସି ବାର୍ସେଲୋନା]] ଛାଡ଼ି ଇଣ୍ଟର କ୍ଲବରେ ପରିଚାଳକ ଭାବେ ଯୋଗ ଦେଇଥିଲେ । ତାଙ୍କ ସହିତ ସେ ମିଡ୍-ଫିଲ୍‍ଡର୍ ଲୁଇ ସୁଆରେଜ୍‍ଙ୍କୁ (୧୯୩୫ ମସିହାରେ ଜାତ ଫୁଟବଲ ଖେଳାଳି) ଇଣ୍ଟର ଦଳକୁ ଆଣିଥିଲେ । ସୁଆରେଜ ସେହି ବର୍ଷ ବାର୍ସେଲୋନା ପକ୍ଷରୁ ଲା ଲିଗା ଓ ଫେୟାର୍ସ କପରେ ଉତ୍କୃଷ୍ଟ କ୍ରୀଡ଼ା ପ୍ରଦର୍ଶନ ପାଇଁ ସେ ବର୍ଷର ଶ୍ରେଷ୍ଠ ୟୁରୋପୀୟ ଫୁଟବଲ ଖେଳାଳି ବିବେଚିତ ହୋଇଥିଲେ । ହେରେରାଙ୍କ ଆଗମନ ପରେ ଇଣ୍ଟର ମିଲାନ ୟୁରୋପର ଏକ ମହାନ ଦଳରେ ପରିଣତ ହୋଇଥିଲା । ସେ ଇଣ୍ଟରରେ ୫-୩-୨"''ଭେରୌ''" ("ଦୁଆର କବଜା") ଖେଳାଳି ସଜ୍ଜାର ପ୍ରଚଳନ କରାଇଲେ ଯାହା ପ୍ରତ୍ୟାକ୍ରମଣ ପାଇଁ ସୁଯୋଗ ସୃଷ୍ଟି କରୁଥିଲା । କାର୍ଲ ରାପାନ୍ ନାମକ ଜଣେ ଅଷ୍ଟ୍ରୀୟ ପ୍ରଶିକ୍ଷକ ''କାଟେନାଚ୍ଚିଓ (catenaccio)'' ସଜ୍ଜା ରଣନୀତିର ପ୍ରୟୋଗ କରୁଥିଲେ । ଏହି ବ୍ୟବସ୍ଥା ଅନୁଯାୟୀ ଗୋଲକିପର ସମ୍ମୁଖରେ ୪ ଜଣ ସ୍ଥାୟୀ ପ୍ରତିରକ୍ଷକ (ଡିଫେଣ୍ଡର୍) ରହୁଥିଲେ ଯେଉଁମାନେ ପ୍ରତିପକ୍ଷ ଆକ୍ରମଣକାରୀଙ୍କୁ (ଫରୱାର୍ଡ) ମ୍ୟାନ୍-ଟୁ-ମ୍ୟାନ୍ ମାର୍କିଂ ଯୋଗେ ଅଟକାଇବାକୁ ଚେଷ୍ଟା କରୁଥିଲେ । ମଝି ପଡ଼ିଆରେ ଆଉ ଜଣେ ପ୍ଲେମେକର୍ ଖେଳାଳି ରହି ଦୁଇ ଡେଣାର ଖେଳାଳିଙ୍କ (ୱିଂଗର୍) ସହଯୋଗରେ ବଲ ପାସ୍ କରି ଆଗକୁ ବଢ଼ିବାର ସୁଯୋଗ ସୃଷ୍ଟି କରୁଥିଲେ । ହେରେରା ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ଦୁଇ ସେଣ୍ଟର-ବ୍ୟାକ୍‍ଙ୍କ ପଛରେ ‘‘ସ୍ଵିପର୍’’ ବା ‘‘ଲିବେରୋ’’ ବୋଲାଉଥିବା ଆଉ ଜଣେ ପଞ୍ଚମ ପ୍ରତିରକ୍ଷକ ରଖିଲେ । ଲିବେରୋ ସ୍ଥାନର ଖେଳାଳି ମୁକ୍ତ ଭାବେ ଖେଳୁଥିଲା ଓ ସେଣ୍ଟର୍-ବ୍ୟାକ୍‍ଙ୍କୁ ପ୍ରତିହତ କରି ଆଗକୁ ବଢ଼ୁଥିବା ଆକ୍ରମଣକାରୀକୁ ଅଟକାଇବାରେ ଉପଯୋଗୀ ହେଉଥିଲା । ଇଣ୍ଟର ଦଳ ସିରି ଏ ଲିଗରେ ହେରେରାଙ୍କ ପ୍ରଥମ କ୍ରୀଡ଼ାବର୍ଷରେ ତୃତୀୟ ସ୍ଥାନ, ଦ୍ଵିତୀୟ କ୍ରୀଡ଼ାବର୍ଷରେ ଦ୍ଵିତୀୟ ସ୍ଥାନ ଅକ୍ତିଆର କରିବା ପରେ ତୃତୀୟ ବର୍ଷ ବିଜୟୀ ହୋଇଥିଲା । ତା’ ପରେ ୧୯୬୪ ଓ ୧୯୬୫ ମସିହାରେ ୟୁଇଫା ଚାମ୍ପିୟନ୍ସ ଲିଗରେ ବିଜୟୀ ହେବା ପରେ ହେରେରାଙ୍କୁ "''ଇଲ୍ ମାଗୋ''" ("ଜାଦୁଗର") ଉପାଧି ଦିଆଯାଇଥିଲା । ହେରେରାଙ୍କ ଖେଳାଳି ସଜ୍ଜା ଅନୁସାରେ ଆକ୍ରମଣକାରୀ ଫୁଲ୍‍ବ୍ୟାକ୍ ସ୍ଥାନରେ ତାର୍ଚିସିଓ ବୁର୍ଗନିଶ ଓ ଜିଆଚିନ୍ତୋ ଫାଚ୍ଚେଟି; ସ୍ଵିପର୍ ସ୍ଥାନରେ ଆର୍ମାଣ୍ଡୋ ପିଚ୍ଚି, ପ୍ଲେମେକର୍ ସ୍ଥାନରେ ସୁଆରେଜ୍, ହାଏର୍ ଡା କୋଷ୍ଟା ୱିଂଗର୍ ସ୍ଥାନରେ, ମାରିଓ କୋର୍ସୋ ବାମ ମିଡ୍‍ଫିଲ୍‍ଡର୍ ଭାବରେ ଓ ସାଣ୍ଡ୍ରୋ ମାଜ୍ଜୋଲା ଇନ୍‍ସାଇଡ୍‍-ଡାହାଣ ସ୍ଥାନରେ ରହି ଖେଳୁଥିଲେ ।<ref name="Helenio Herrera: More than just catenaccio">{{cite web|url=https://www.fifa.com/fifa-tournaments/players-coaches/people=61622/profile.html|title=Helenio Herrera: More than just catenaccio|website=www.fifa.com|publisher=FIFA|access-date=10 September 2014|archive-url=https://web.archive.org/web/20170116143638/http://www.fifa.com/fifa-tournaments/players-coaches/people=61622/profile.html|archive-date=16 January 2017|url-status=live}}</ref><ref>{{cite web|url=https://www.fifa.com/world-match-centre/news/newsid/707/431/index.html|title=Mazzola: Inter is my second family|publisher=FIFA|access-date=11 September 2014|archive-url=https://web.archive.org/web/20141009215949/http://www.fifa.com/world-match-centre/news/newsid/707/431/index.html|archive-date=9 October 2014|url-status=live}}</ref><ref name=leggenda>{{cite web|url=http://www.inter.it/it/societa/storia2005-2.html |title=La leggenda della Grande Inter|trans-title=The legend of the Grande Inter|publisher=Inter.it|language=it|access-date=10 September 2014 |url-status=dead|archive-url=https://web.archive.org/web/20121019213304/http://www.inter.it/it/societa/storia2005-2.html|archive-date=19 October 2012}}</ref><ref name=sempreinter>{{cite web|url=http://www.sempreinter.com/2012/10/15/la-grande-inter-helenio-herrera-1910-1997-il-mago/|title=La Grande Inter: Helenio Herrera (1910–1997) – "Il Mago"|publisher=Sempre Inter|language=it|access-date=10 September 2014|archive-url=https://web.archive.org/web/20140911110359/http://www.sempreinter.com/2012/10/15/la-grande-inter-helenio-herrera-1910-1997-il-mago/|archive-date=11 September 2014|url-status=live}}</ref><ref>{{cite web|url=http://bleacherreport.com/articles/1606149-great-team-tactics-breaking-down-helenio-herreras-la-grande-inter|title=Great Team Tactics: Breaking Down Helenio Herrera's 'La Grande Inter'|work=Bleacher Report|access-date=10 September 2014|archive-url=https://web.archive.org/web/20141220192454/http://bleacherreport.com/articles/1606149-great-team-tactics-breaking-down-helenio-herreras-la-grande-inter|archive-date=20 December 2014|url-status=live}}</ref><ref name=Obituary>{{cite news |url=https://www.independent.co.uk/news/obituaries/obitaury-helenio-herrera-1293412.html |title=Obituary: Helenio Herrera – Obituaries, News |work=The Independent |location=UK |first=Norman |last=Fox |date=11 November 1997 |access-date=22 April 2011 |archive-url=https://web.archive.org/web/20100303163359/http://www.independent.co.uk/news/obituaries/obitaury-helenio-herrera-1293412.html |archive-date=3 March 2010 |url-status=live }}</ref>
[[File:Sandro mazzola inter.jpg|thumb|upright|୧୯୬୦ ଦଶନ୍ଧିର ପ୍ରସିଦ୍ଧ "ଲା ଗ୍ରାଣ୍ଡେ ଇଣ୍ଟର" ଦଳର ଖେଳାଳି ସାଣ୍ଡ୍ରୋ ମାଜ୍ଜୋଲା]]

୧୯୬୪ ମସିହାରେ ଇଣ୍ଟର ଦଳ [[ବୋରୁସିଆ ଡୋର୍ଟମୁଣ୍ଡ]] ଦଳକୁ ହରାଇ ୟୁରୋପୀୟ କପ ଫାଇନାଲରେ ପ୍ରବେଶ କରିଥିଲା । ଇଣ୍ଟର ଦଳ ସେ ସମୟରେ ୯ରୁ ୭ଟି ଫାଇନାଲ ଖେଳି ଉନ୍ନତ ଫର୍ମରେ ଥିବା [[ରିଆଲ ମାଦ୍ରିଦ]] ବିପକ୍ଷରେ ଫାଇନାଲ ଖେଳିଥିଲା । ମାଜ୍ଜୋଲାଙ୍କ ଦୁଇଟି ଗୋଲ ସହାୟତାରେ ଇଣ୍ଟର ମିଲାନ ଫାଇନାଲରେ ୩-୧ ଗୋଲରେ ବିଜୟୀ ହୋଇଥିଲା । ପରେ ଇଣ୍ଟର ଦଳ ଇଣ୍ଡିପେଣ୍ଡିଏଣ୍ଟେ ବିପକ୍ଷରେ ଅନ୍ତଃ-ମହାଦେଶୀୟ କପ ମଧ୍ୟ ଜିତିଥିଲା । ୧୯୬୫ ୟୁରୋପୀୟ କପ ଫାଇନାଲରେ ଇଣ୍ଟର ଦଳ ବେନ୍‍ଫିସିଆ ଫୁଟବଲ ଦଳକୁ ଏବଂ ହାଏର୍‍ଙ୍କ ଗୋଲ ଯୋଗୁଁ ଅନ୍ତଃ-ମହାଦେଶୀୟ କପରେ ଇଣ୍ଡିପେଣ୍ଡିଏଣ୍ଟେକୁ ପରାସ୍ତ କରିଥିଲା । ୧୯୬୭ ମସିହା ବେଳକୁ ହାଏର୍ କ୍ଲବରୁ ବିଦାୟ ନେଇଥିଲେ ଓ ସୁଆରେଜ୍ ଆହତ ଥିଲେ । ସେହି ବର୍ଷ ୟୁରୋପୀୟ କପ ଫାଇନାଲରେ ଇଣ୍ଟର ଦଳ [[ସେଲ୍‍ଟିକ୍ ଏଫ୍‍ସି]]ଠାରୁ ୧-୨ ଗୋଲରେ ପରାଜିତ ହୋଇଥିଲା । ଏହି ସମୟରେ କ୍ଲବର ନାମ ''ଫୁଟବଲ କ୍ଲୁବ୍ ଇଣ୍ଟରନାଜିଓନାଲେ ମିଲାନୋ''କୁ ପରିବର୍ତ୍ତିତ କରାଯାଇଥିଲା ।


==ପୋଷାକ ଯୋଗାଣକାରୀ ଓ ପ୍ରାୟୋଜକ==
{| class="wikitable" style="text-align: center"
|-
!ସମୟ
!କିଟ୍ ନିର୍ମାତା
!ପୋଷାକ ପ୍ରାୟୋଜକ
|-
|୧୯୭୯-୧୯୮୧
|rowspan=2|ପ୍ୟୁମା
|
|-
|୧୯୮୧-୧୯୮୨
|ଇନ୍ନୋ-ହିଟ୍
|-
|୧୯୮୨-୧୯୮୬
|ମେକସ୍ପୋର୍ଟ୍
|rowspan=3|ମିସୁରା
|-
|୧୯୮୬-୧୯୮୮
|ଲେ କୋକ୍ ସ୍ପୋର୍ଟିଫ୍
|-
|୧୯୮୮-୧୯୯୧
| ଉଃଲସ୍ପୋର୍ଟ୍
|-
|୧୯୯୧-୧୯୯୨
|rowspan=3|ଉମ୍ଵ୍ରୋ
| ଫିଟ୍‍ଗାର୍
|-
| ୧୯୯୨-୧୯୯୫
|ସିଜାରେ ଫିଓରୁଚ୍ଚି
|-
|୧୯୯୫-୧୯୯୮
| rowspan=2|ପିରେଲି
|-
|୧୯୯୮-୨୦୧୬
| rowspan=2|ନାଇକି
|-
| ୨୦୧୬–
|{{unbulleted list|ପିରେଲି (ପ୍ରକୃତ ମ୍ୟାଚ ପୋଷାକ)|ସୁନିଂଗ୍ ଡଟ୍ କମ୍ (ପ୍ରଶିକ୍ଷଣ ପୋଷାକ)<ref>{{cite press release|url=http://www.inter.it/it/news/77843|title=Comunicato di FC Internazionale Milano|date=20 December 2016|access-date=15 July 2017|work=inter.it|publisher=FC Internazionale Milano|language=it|archive-url=https://web.archive.org/web/20170716075644/http://www.inter.it/it/news/77843|archive-date=16 July 2017|url-status=dead}}</ref>}}
|}


== ଆହୁରି ଦେଖନ୍ତୁ ==
== ଆହୁରି ଦେଖନ୍ତୁ ==
୨୧ କ ଧାଡ଼ି: ୮୬ କ ଧାଡ଼ି:
== ଅନ୍ୟାନ୍ୟ ଲିଂକ୍ ==
== ଅନ୍ୟାନ୍ୟ ଲିଂକ୍ ==
{{Commons category|FC Internazionale Milano}}
{{Commons category|FC Internazionale Milano}}
{{Wikinews category|FC Internazionale Milano}}


* {{Official website}} {{in lang|it|en|es|ja|zh|id}}
* [http://www.legaseriea.it/en/serie-a/teams/inter FC Internazionale Milano] at [[Serie A]] {{in lang|en|it}}
* [http://www.legaseriea.it/en/serie-a/teams/inter FC Internazionale Milano] at [[Serie A]] {{in lang|en|it}}
* [https://www.uefa.com/teamsandplayers/teams/club=50138/profile/index.html FC Internazionale Milano] at [[UEFA]]
* [https://www.uefa.com/teamsandplayers/teams/club=50138/profile/index.html FC Internazionale Milano] at [[UEFA]]

୧୬:୧୬, ୭ ଜାନୁଆରୀ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ଇଣ୍ଟର ମିଲାନ
ପୂର୍ଣ୍ଣ ନାମଫୁଟବଲ କ୍ଲବ୍ ଇଣ୍ଟରନାଜିଓନାଲେ ମିଲାନୋ[୧]
ଡାକ ନାମ
  • ଇ ନେରାଜ୍ଜୁରି (କଳା ଓ ନୀଳ ଦଳ)
  • ଲା ବାନିଆମାଟା (ସୁପୋଷିତ ଓ ଆଦୃତ ଦଳ)
  • ଇଲ୍ ବିଶ୍ୟୋନେ (ବୃହତ୍ ତୃଣଭୂମି ସର୍ପ)
କ୍ଷୁଦ୍ର ନାମଇଣ୍ଟର
ପ୍ରତିଷ୍ଠା୦୯-ମାର୍ଚ୍ଚ-୧୯୦୮
ଷ୍ଟାଡ଼ିୟମ୍ସାନ୍ ସିରେ
ଦର୍ଶକ କ୍ଷମତା୭୮,୨୭୫
ମାଲିକ
  • ସୁନିଂଗ୍ ହୋଲ୍‍ଡିଂଗ୍ସ ଗ୍ରୁପ୍ (୬୮.୫୫%)[୨][୩]
  • ଲାୟନ୍‍ରକ୍ କ୍ୟାପିଟାଲ (୩୧.୦୫%)[୪]
  • ପିରେଲି (୦.୩୭%)[୫]
  • ଅନ୍ୟାନ୍ୟ ଅଂଶୀଦାର (୦.୦୩%)[୬]
ଅଧ୍ୟକ୍ଷ ବା ସଭାପତିଷ୍ଟିଭେନ୍ ଝାଂଗ୍[୭]
ମୁଖ୍ୟ ପ୍ରଶିକ୍ଷକଆଣ୍ଟୋନିଓ କୋଣ୍ଟେ[୮]
ଲିଗ୍ସିରି ଏ
ୱେବସାଇଟ୍Club website
ବାହାର ରଙ୍ଗ
ତୃତୀୟ ରଙ୍ଗ

ଇଣ୍ଟର ମିଲାନ ଫୁଟବଲ କ୍ଲବ (ଇଟାଲୀ ଭାଷାରେ ମୂଳନାମ Football Club Internazionale Milano, ଇଟାଲୀର ବ୍ୟବହାରିକ ଭାଷାରେ ଇଣ୍ଟରନାଜିଓନାଲେ ବା ଇଣ୍ଟର, ଇଟାଲୀ ବାହାରେ ଇଣ୍ଟର ମିଲାନ[୯][୧୦]) ଇଟାଲୀର ଲୋମ୍ଵାର୍ଡ଼ି ପ୍ରାନ୍ତର ମିଲାନ ସହରର ଏକ ବ୍ୟବସାୟିକ ଫୁଟବଲ କ୍ଲବ । ଇଟାଲୀର ସିରି ଏ ଫୁଟବଲ ଲିଗରେ ଏହି କ୍ଲବ ଦଳ ଖେଳିଥାଏ । ଇଟାଲୀ କ୍ଲବ ଫୁଟବଲରେ ଇଣ୍ଟର ମିଲାନ ଦଳ ଏଯାବତ ସବୁ ବର୍ଷ ଯୋଗ୍ୟତା ହାସଲ କରିଆସିଛି ଓ ଏପରି କରିପାରିଥିବା ଏହା ଏକମାତ୍ର ଇଟାଲୀୟ କ୍ଲବ ।

ତତ୍କାଳୀନ ମିଲାନ କ୍ରିକେଟ ଓ ଫୁଟବଲ କ୍ଲବରେ (ବର୍ତ୍ତମାନ ଏସି ମିଲାନ ନାମରେ ଖ୍ୟାତ) ଏକ ମତଭେଦ ଯୋଗୁଁ ୧୯୦୮ ମସିହାରେ କ୍ଲବରୁ ବିଚ୍ଛିନ୍ନ ହୋଇ ଇଣ୍ଟର ମିଲାନ କ୍ଲବ ସ୍ଥାପିତ ହୋଇଥିଲା । ୧୯୧୦ ମସିହାରେ ଇଣ୍ଟର ନିଜର ପ୍ରଥମ ଚାମ୍ପିୟନ୍‍ସିପ୍ ଜିତିଥିଲା । ସ୍ଥାପନା ପରଠାରୁ ଇଣ୍ଟର କ୍ଲବ ସମୁଦାୟ ୩୦ଟି ଘରୋଇ ବା ଜାତୀୟ ପ୍ରତିଯୋଗିତାରେ ବିଜୟ ଲାଭ କରିଆସିଛି । ତନ୍ମଧ୍ୟରେ ୧୮ ଥର ସିରି ଏ ଲିଗ୍, ୭ ଥର କୋପା ଇଟାଲିଆ ଓ ୫ ଥର ସୁପରକୋପା ଇଟାଲିଆନା ବିଜୟ ଅନ୍ତର୍ଭୁକ୍ତ । ୨୦୦୬ରୁ ୨୦୧୦ ମଧ୍ୟରେ ଇଣ୍ଟର ଦଳ ୫ ବର୍ଷ କ୍ରମାଗତ ଭାବେ ଲିଗ୍ ବିଜେତା ହୋଇ ଯୁଗ୍ମ ରେକର୍ଡର ଅଧିକାରୀ ହୋଇଥିଲା ।[୧୧] ୧୯୬୪, ୧୯୬୫ ଓ ୨୦୧୦ ମସିହାରେ ଇଣ୍ଟର ଦଳ ୟୁଇଫା ଚାମ୍ପିୟନ୍ସ ଲିଗରେ ମଧ୍ୟ ବିଜୟୀ ହୋଇ ତିନି ଥର ୟୁରୋପୀୟ ଚାମ୍ପିୟନ୍ ହେବାର ଗୌରବ ଲାଭ କରିଛି । ୨୦୧୦ ମସିହାରେ ଇଣ୍ଟର କୋପା ଇଟାଲିଆ ଓ ଶୁଡେଟୋ ପ୍ରତିଯୋଗିତାରେ ବିଜୟୀ ହୋଇ ତ୍ରି-ବିଜୟ ହାସଲ କରିଥିଲା ।[୧୨] ଇଣ୍ଟର ମିଲାନ ଫୁଟବଲ ଦଳ ୩ ଥର ୟୁଇଫା ୟୁରୋପା ଲିଗ୍, ୨ ଥର ଅନ୍ତର୍ମହାଦେଶୀୟ (ଇଣ୍ଟରକଣ୍ଟିନେଣ୍ଟାଲ) କପ ଓ ଥରେ ଫିଫା କ୍ଲବ ବିଶ୍ଵକପ ପ୍ରତିଯୋଗିତାରେ ମଧ୍ୟ ବିଜୟ ଲାଭ କରିଛି ।

ଇଣ୍ଟର ନିଜର ଘର ମ୍ୟାଚ୍ ସାନ୍ ସିରୋ ଷ୍ଟାଡିୟମରେ ଖେଳିଥାଏ । ଉଭୟ ଇଣ୍ଟର ଓ ମିଲାନ ସହରରେ ଥିବା ଏହାର ପ୍ରତିଦ୍ଵନ୍ଦୀ ଏସି ମିଲାନ କ୍ଲବ ସାନ୍ ସିରୋକୁ ନିଜର ଘର ମ୍ୟାଚ ପାଇଁ ବ୍ୟବହାର କରନ୍ତି । ୮୦,୦୧୮ ଦର୍ଶକ ବସିପାରୁଥିବା ସାନ୍ ସିରୋ ଇଟାଲୀୟ ଫୁଟବଲରେ ସର୍ବବୃହତ ଷ୍ଟାଡିୟମ୍ ।[୧୩] ଏସି ମିଲାନ ଫୁଟବଲ କ୍ଲବ ଓ ୟୁଭେଣ୍ଟସ୍ ଏଫ୍‍ସି କ୍ଲବ ହେଉଛନ୍ତି ଇଣ୍ଟର ମିଲାନ କ୍ଲବର ପାରମ୍ପରିକ ପ୍ରତିଦ୍ଵନ୍ଦୀ । ଏମାନଙ୍କ ସହିତ ଇଣ୍ଟର ଦଳ ଯଥାକ୍ରମେ ଡର୍ବି ଡେଲା ମାଡୋନିନା ଓ ଡର୍ବି ଡି’ଇଟାଲିଆରେ ପ୍ରତିଦ୍ଵନ୍ଦିତା କରିଥାଏ । ଏସି ମିଲାନ ଓ ଇଣ୍ଟର ମିଲାନର ପ୍ରତିଦ୍ୱନ୍ଦିତା ଇଟାଲୀରେ ଖୁବ୍ ଲୋକପ୍ରିୟ ।[୧୪] ୧୯୧୯ ମସିହା ବେଳକୁ ଇଣ୍ଟରର ଘର ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକଙ୍କ ସଂଖ୍ୟା ଇଟାଲୀରେ ସର୍ବାଧିକ ଏବଂ ବିଶ୍ଵରେ ଷଷ୍ଠ ସର୍ବାଧିକ ରହିଥିଲା ।[୧୫] ଇଟାଲୀୟ ଓ ବିଶ୍ଵ ବ୍ୟବସାୟିକ ଫୁଟବଲରେ ଇଣ୍ଟର ମିଲାନ ଏକ ମୂଲ୍ୟବାନ ଦଳ ।[୧୬]

ପ୍ରାରମ୍ଭିକ ଇତିହାସ (୧୯୦୮-୧୯୬୭)

୧୯୧୦ ମସିହା ଇଣ୍ଟର ଦଳ

"Questa notte splendida darà i colori al nostro stemma: il nero e l'azzurro sullo sfondo d'oro delle stelle. Si chiamerà Internazionale, perchè noi siamo fratelli del mondo."

— 9 March 1908, Milan[୧୭]

"ଆଜିର ଏହି ମନୋରମ ରାତ୍ରି ଆମକୁ ଆମର ଦଳୀୟ ଚିହ୍ନର ରଙ୍ଗ ପ୍ରଦାନ କରିଛି : କଳା-ନୀଳ ରଙ୍ଗ ଏକ ତାରକାପୂର୍ଣ୍ଣ ପୃଷ୍ଠଭୂମିରେ ଦୃଶ୍ୟମାନ । ଆମେ ଇଣ୍ଟରନ୍ୟାସନାଲ ବୋଲାଇବା, କାରଣ ଆମେ ସମଗ୍ର ବିଶ୍ଵ ସହ ଭ୍ରାତୃତ୍ଵ ଭାବନା ରଖୁ ।"

— ତା ୦୯-୦୨-୧୯୦୮ରିଖ, ମିଲାନ

ମତଭେଦ ଯୋଗୁଁ ତତ୍କାଳୀନ ‘‘ମିଲାନ କ୍ରିକେଟ୍ ଓ ଫୁଟବଲ’’ (ବର୍ତ୍ତମାନ ସମୟର ଏସି ମିଲାନ) କ୍ଲବଠାରୁ ବିଚ୍ଛିନ୍ନ ହୋଇ ୧୯୦୮ ମସିହା ମାର୍ଚ୍ଚ ୯ ତାରିଖ ଦିନ ଫୁଟବଲ କ୍ଲୁବ ଇଣ୍ଟରନାଜିଓନାଲେ ସୃଷ୍ଟି ହୋଇଥିଲା । ଏହି କ୍ଲବର ସଂସ୍ଥାପକମାନଙ୍କ ଇଚ୍ଛା ଥିଲା ଯେ ତାଙ୍କ କ୍ଲବ ଇଟାଲୀୟ ସହିତ ବିଦେଶୀ ଖେଳାଳୀଙ୍କୁ କୌଣସି ଆରକ୍ଷଣ ନିୟମର ଅନୁସରଣ ନକରି ଦଳରେ ଖେଳିବାର ସୁଯୋଗ ଦେବ । ଏହି କାରଣରୁ କ୍ଲବର ନାମ ଇଣ୍ଟରନ୍ୟାସନାଲ (ଅନ୍ତର୍ଜାତୀୟ) ବୋଲି ରଖାଯାଇଥିଲା । ୧୯୧୦ ଓ ୧୯୨୦ ମସିହାରେ ଇଣ୍ଟର କ୍ଲବ ନିଜର ପ୍ରଥମ ଓ ଦ୍ଵିତୀୟ ଚାମ୍ପିୟନ୍‍ସିପ୍ ଜିତିଥିଲା । ୧୯୧୦ରେ ପ୍ରଥମ ଥର ଚାମ୍ପିୟନ୍ ହୋଇଥିବା ଇଣ୍ଟର ଦଳର ଅଧିନାୟକ ଓ ପ୍ରଶିକ୍ଷକ ଭିର୍ଜିଲିଓ ଫୋସାଟି ପ୍ରଥମ ବିଶ୍ଵଯୁଦ୍ଧରେ ଇଟାଲୀୟ ସେନା ପକ୍ଷରୁ ଯୁଦ୍ଧ କରିବା ସମୟରେ ପ୍ରାଣ ହରାଇଥିଲେ । ୧୯୨୨ ମସିହାରେ ଇଣ୍ଟର କ୍ଲବ ସର୍ବୋଚ୍ଚ ଫୁଟବଲ ଲିଗରେ ଅଯୋଗ୍ୟ ଘୋଷିତ ହୋଇ ନିମ୍ନ ସ୍ତରକୁ ଅବନତି ପାଇବାର ଅତି ନିକଟତର ଥିଲା, କିନ୍ତୁ ଶେଷ ଦୁଇ ପ୍ଲେ-ଅଫ୍ ମ୍ୟାଚ ଜିତି ସର୍ବୋଚ୍ଚ ସ୍ତରରେ ଖେଳିବାକୁ ସମର୍ଥ ହୋଇଥିଲା ।

୬ ବର୍ଷ ପରେ ଫାସିବାଦୀ ସରକାର ସମୟରେ ଇଣ୍ଟର କ୍ଲବକୁ ବାଧ୍ୟ କରି ଉନିଓନେ ସ୍ପୋର୍ଟିଭା ମିଲାନିଜ୍ (Unione Sportiva Milanese, ମିଲାନ କ୍ରୀଡ଼ା ସଂଘ)ରେ ବିଲୟ କରି ଦିଆଗଲା ଓ ଏହାର ନାମ ସୋଶିଏଟା ସ୍ପୋର୍ଟିଭା ଆମ୍ଵ୍ରୋସିଆନା ବୋଲି ରଖାଯାଇଥିଲା ।[୧୮] ୧୯୨୮-୨୯ କ୍ରୀଡ଼ାବର୍ଷରେ ଏହି ଫୁଟବଲ ଦଳ ମିଲାନର ପ୍ରାଦେଶିକ ଧ୍ଵଜା ଓ ରାଜସଙ୍କେତରୁ ଅନୁପ୍ରାଣିତ ହୋଇ ଲାଲ କ୍ରଶ୍ ଚିହ୍ନ ଥିବା ଧଳା ରଙ୍ଗର ପୋଷାକ ପିନ୍ଧି ଖେଳିଥିଲା । ୧୯୨୯ ମସିହାରେ କ୍ଲବର ନୂଆ ଅଧ୍ୟକ୍ଷ ଓରେଷ୍ଟେ ସିମୋନୋଟି ଏହି କ୍ଲବର ନାମ ପରିବର୍ତ୍ତନ କରି ଆସୋସିଆଜିଓନେ ସ୍ପୋର୍ଟିଭା ଆମ୍ଵ୍ରୋସିଆନା (Associazione Sportiva Ambrosiana) ରଖିଲେ ଏବଂ ଦଳ ପୂର୍ବେ ବ୍ୟବହାର କରି ଆସୁଥିବା କଳା-ନୀଳ ପୋଷାକର ପ୍ରଚଳନ କରାଇଲେ । କିନ୍ତୁ ଦଳର ସମର୍ଥକମାନେ ସେହି ସମୟରେ ମଧ୍ୟ ଦଳକୁ ଇଣ୍ଟର ବୋଲି ହିଁ କହୁଥିଲେ । ୧୯୩୧ ମସିହାରେ ନୂଆ ଅଧ୍ୟକ୍ଷ ନିଯୁକ୍ତି ପାଇବା ପରେ ପୋଜ୍ଜାନି ଅଂଶୀଦାରମାନଙ୍କ ଚାପର ବଶବର୍ତ୍ତୀ ହୋଇ କ୍ଲବର ନାମ ଆସୋସିଆଜିଓନେ ସ୍ପୋର୍ଟିଭା ଆମ୍ଵ୍ରୋସିଆନା - ଇଣ୍ଟର ବୋଲି ରଖିଥିଲେ ।

ନିଜ ପ୍ରଥମ କ୍ରୀଡ଼ାବର୍ଷ ୧୯୨୯-୩୦ରେ ସିରି ଏ ଲିଗରେ ଜ୍ୟୁସେପ୍ ମେଆଜ୍ଜା ୩୧ଟି ଗୋଲ କରିଥିଲେ ଯାହାକି ଏକ ରେକର୍ଡ

ଜ୍ୟୁସେପ୍ ମେଆଜ୍ଜାଙ୍କ ନେତୃତ୍ଵରେ ୧୯୩୮-୩୯ କ୍ରୀଡ଼ାବର୍ଷରେ ଇଣ୍ଟର ଦଳ ନିଜର ପ୍ରଥମ କୋପା ଇଟାଲିଆ ଟ୍ରଫି ଜିତିଥିଲା । ସାନ୍ ସିରୋ ଷ୍ଟାଡିୟମର ପଞ୍ଜୀକୃତ ନାମ “ଷ୍ଟାଡିଓ ଜ୍ୟୁସେପ୍ ମେଆଜ୍ଜା” ତାଙ୍କରି ସମ୍ମାନରେ ରଖାଯାଇଛି । ୧୯୪୦ ମସିହାରେ ମେଆଜ୍ଜା ଆହତ ହେବା ସତ୍ତ୍ୱେ ଇଣ୍ଟର ଦଳ ନିଜର ପଞ୍ଚମ ଚାମ୍ପିୟନ୍‍ସିପ୍ ଜିତିଥିଲା । ଦ୍ଵିତୀୟ ବିଶ୍ଵଯୁଦ୍ଧର ସମାପ୍ତି ପରେ କ୍ଲବ ପୁଣି ନିଜର ପୂର୍ବ ମୂଳନାମ ଫେରି ପାଇଲା । ୧୯୫୩ ଓ ୧୯୫୪ ମସିହାରେ ଇଣ୍ଟର ଦଳ ନିଜର ଷଷ୍ଠ ଓ ସପ୍ତମ ଚାମ୍ପିୟନ୍‍ସିପ୍ ଜିତିଥିଲା ।

ଗ୍ରାଣ୍ଡେ ଇଣ୍ଟର (୧୯୬୦-୧୯୬୭)

୧୯୬୦ ମସିହାରେ ହେଲେନିଓ ହେରେରା ଏଫ୍‍ସି ବାର୍ସେଲୋନା ଛାଡ଼ି ଇଣ୍ଟର କ୍ଲବରେ ପରିଚାଳକ ଭାବେ ଯୋଗ ଦେଇଥିଲେ । ତାଙ୍କ ସହିତ ସେ ମିଡ୍-ଫିଲ୍‍ଡର୍ ଲୁଇ ସୁଆରେଜ୍‍ଙ୍କୁ (୧୯୩୫ ମସିହାରେ ଜାତ ଫୁଟବଲ ଖେଳାଳି) ଇଣ୍ଟର ଦଳକୁ ଆଣିଥିଲେ । ସୁଆରେଜ ସେହି ବର୍ଷ ବାର୍ସେଲୋନା ପକ୍ଷରୁ ଲା ଲିଗା ଓ ଫେୟାର୍ସ କପରେ ଉତ୍କୃଷ୍ଟ କ୍ରୀଡ଼ା ପ୍ରଦର୍ଶନ ପାଇଁ ସେ ବର୍ଷର ଶ୍ରେଷ୍ଠ ୟୁରୋପୀୟ ଫୁଟବଲ ଖେଳାଳି ବିବେଚିତ ହୋଇଥିଲେ । ହେରେରାଙ୍କ ଆଗମନ ପରେ ଇଣ୍ଟର ମିଲାନ ୟୁରୋପର ଏକ ମହାନ ଦଳରେ ପରିଣତ ହୋଇଥିଲା । ସେ ଇଣ୍ଟରରେ ୫-୩-୨"ଭେରୌ" ("ଦୁଆର କବଜା") ଖେଳାଳି ସଜ୍ଜାର ପ୍ରଚଳନ କରାଇଲେ ଯାହା ପ୍ରତ୍ୟାକ୍ରମଣ ପାଇଁ ସୁଯୋଗ ସୃଷ୍ଟି କରୁଥିଲା । କାର୍ଲ ରାପାନ୍ ନାମକ ଜଣେ ଅଷ୍ଟ୍ରୀୟ ପ୍ରଶିକ୍ଷକ କାଟେନାଚ୍ଚିଓ (catenaccio) ସଜ୍ଜା ରଣନୀତିର ପ୍ରୟୋଗ କରୁଥିଲେ । ଏହି ବ୍ୟବସ୍ଥା ଅନୁଯାୟୀ ଗୋଲକିପର ସମ୍ମୁଖରେ ୪ ଜଣ ସ୍ଥାୟୀ ପ୍ରତିରକ୍ଷକ (ଡିଫେଣ୍ଡର୍) ରହୁଥିଲେ ଯେଉଁମାନେ ପ୍ରତିପକ୍ଷ ଆକ୍ରମଣକାରୀଙ୍କୁ (ଫରୱାର୍ଡ) ମ୍ୟାନ୍-ଟୁ-ମ୍ୟାନ୍ ମାର୍କିଂ ଯୋଗେ ଅଟକାଇବାକୁ ଚେଷ୍ଟା କରୁଥିଲେ । ମଝି ପଡ଼ିଆରେ ଆଉ ଜଣେ ପ୍ଲେମେକର୍ ଖେଳାଳି ରହି ଦୁଇ ଡେଣାର ଖେଳାଳିଙ୍କ (ୱିଂଗର୍) ସହଯୋଗରେ ବଲ ପାସ୍ କରି ଆଗକୁ ବଢ଼ିବାର ସୁଯୋଗ ସୃଷ୍ଟି କରୁଥିଲେ । ହେରେରା ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ଦୁଇ ସେଣ୍ଟର-ବ୍ୟାକ୍‍ଙ୍କ ପଛରେ ‘‘ସ୍ଵିପର୍’’ ବା ‘‘ଲିବେରୋ’’ ବୋଲାଉଥିବା ଆଉ ଜଣେ ପଞ୍ଚମ ପ୍ରତିରକ୍ଷକ ରଖିଲେ । ଲିବେରୋ ସ୍ଥାନର ଖେଳାଳି ମୁକ୍ତ ଭାବେ ଖେଳୁଥିଲା ଓ ସେଣ୍ଟର୍-ବ୍ୟାକ୍‍ଙ୍କୁ ପ୍ରତିହତ କରି ଆଗକୁ ବଢ଼ୁଥିବା ଆକ୍ରମଣକାରୀକୁ ଅଟକାଇବାରେ ଉପଯୋଗୀ ହେଉଥିଲା । ଇଣ୍ଟର ଦଳ ସିରି ଏ ଲିଗରେ ହେରେରାଙ୍କ ପ୍ରଥମ କ୍ରୀଡ଼ାବର୍ଷରେ ତୃତୀୟ ସ୍ଥାନ, ଦ୍ଵିତୀୟ କ୍ରୀଡ଼ାବର୍ଷରେ ଦ୍ଵିତୀୟ ସ୍ଥାନ ଅକ୍ତିଆର କରିବା ପରେ ତୃତୀୟ ବର୍ଷ ବିଜୟୀ ହୋଇଥିଲା । ତା’ ପରେ ୧୯୬୪ ଓ ୧୯୬୫ ମସିହାରେ ୟୁଇଫା ଚାମ୍ପିୟନ୍ସ ଲିଗରେ ବିଜୟୀ ହେବା ପରେ ହେରେରାଙ୍କୁ "ଇଲ୍ ମାଗୋ" ("ଜାଦୁଗର") ଉପାଧି ଦିଆଯାଇଥିଲା । ହେରେରାଙ୍କ ଖେଳାଳି ସଜ୍ଜା ଅନୁସାରେ ଆକ୍ରମଣକାରୀ ଫୁଲ୍‍ବ୍ୟାକ୍ ସ୍ଥାନରେ ତାର୍ଚିସିଓ ବୁର୍ଗନିଶ ଓ ଜିଆଚିନ୍ତୋ ଫାଚ୍ଚେଟି; ସ୍ଵିପର୍ ସ୍ଥାନରେ ଆର୍ମାଣ୍ଡୋ ପିଚ୍ଚି, ପ୍ଲେମେକର୍ ସ୍ଥାନରେ ସୁଆରେଜ୍, ହାଏର୍ ଡା କୋଷ୍ଟା ୱିଂଗର୍ ସ୍ଥାନରେ, ମାରିଓ କୋର୍ସୋ ବାମ ମିଡ୍‍ଫିଲ୍‍ଡର୍ ଭାବରେ ଓ ସାଣ୍ଡ୍ରୋ ମାଜ୍ଜୋଲା ଇନ୍‍ସାଇଡ୍‍-ଡାହାଣ ସ୍ଥାନରେ ରହି ଖେଳୁଥିଲେ ।[୧୯][୨୦][୨୧][୨୨][୨୩][୨୪]

୧୯୬୦ ଦଶନ୍ଧିର ପ୍ରସିଦ୍ଧ "ଲା ଗ୍ରାଣ୍ଡେ ଇଣ୍ଟର" ଦଳର ଖେଳାଳି ସାଣ୍ଡ୍ରୋ ମାଜ୍ଜୋଲା

୧୯୬୪ ମସିହାରେ ଇଣ୍ଟର ଦଳ ବୋରୁସିଆ ଡୋର୍ଟମୁଣ୍ଡ ଦଳକୁ ହରାଇ ୟୁରୋପୀୟ କପ ଫାଇନାଲରେ ପ୍ରବେଶ କରିଥିଲା । ଇଣ୍ଟର ଦଳ ସେ ସମୟରେ ୯ରୁ ୭ଟି ଫାଇନାଲ ଖେଳି ଉନ୍ନତ ଫର୍ମରେ ଥିବା ରିଆଲ ମାଦ୍ରିଦ ବିପକ୍ଷରେ ଫାଇନାଲ ଖେଳିଥିଲା । ମାଜ୍ଜୋଲାଙ୍କ ଦୁଇଟି ଗୋଲ ସହାୟତାରେ ଇଣ୍ଟର ମିଲାନ ଫାଇନାଲରେ ୩-୧ ଗୋଲରେ ବିଜୟୀ ହୋଇଥିଲା । ପରେ ଇଣ୍ଟର ଦଳ ଇଣ୍ଡିପେଣ୍ଡିଏଣ୍ଟେ ବିପକ୍ଷରେ ଅନ୍ତଃ-ମହାଦେଶୀୟ କପ ମଧ୍ୟ ଜିତିଥିଲା । ୧୯୬୫ ୟୁରୋପୀୟ କପ ଫାଇନାଲରେ ଇଣ୍ଟର ଦଳ ବେନ୍‍ଫିସିଆ ଫୁଟବଲ ଦଳକୁ ଏବଂ ହାଏର୍‍ଙ୍କ ଗୋଲ ଯୋଗୁଁ ଅନ୍ତଃ-ମହାଦେଶୀୟ କପରେ ଇଣ୍ଡିପେଣ୍ଡିଏଣ୍ଟେକୁ ପରାସ୍ତ କରିଥିଲା । ୧୯୬୭ ମସିହା ବେଳକୁ ହାଏର୍ କ୍ଲବରୁ ବିଦାୟ ନେଇଥିଲେ ଓ ସୁଆରେଜ୍ ଆହତ ଥିଲେ । ସେହି ବର୍ଷ ୟୁରୋପୀୟ କପ ଫାଇନାଲରେ ଇଣ୍ଟର ଦଳ ସେଲ୍‍ଟିକ୍ ଏଫ୍‍ସିଠାରୁ ୧-୨ ଗୋଲରେ ପରାଜିତ ହୋଇଥିଲା । ଏହି ସମୟରେ କ୍ଲବର ନାମ ଫୁଟବଲ କ୍ଲୁବ୍ ଇଣ୍ଟରନାଜିଓନାଲେ ମିଲାନୋକୁ ପରିବର୍ତ୍ତିତ କରାଯାଇଥିଲା ।


ପୋଷାକ ଯୋଗାଣକାରୀ ଓ ପ୍ରାୟୋଜକ

ସମୟ କିଟ୍ ନିର୍ମାତା ପୋଷାକ ପ୍ରାୟୋଜକ
୧୯୭୯-୧୯୮୧ ପ୍ୟୁମା
୧୯୮୧-୧୯୮୨ ଇନ୍ନୋ-ହିଟ୍
୧୯୮୨-୧୯୮୬ ମେକସ୍ପୋର୍ଟ୍ ମିସୁରା
୧୯୮୬-୧୯୮୮ ଲେ କୋକ୍ ସ୍ପୋର୍ଟିଫ୍
୧୯୮୮-୧୯୯୧ ଉଃଲସ୍ପୋର୍ଟ୍
୧୯୯୧-୧୯୯୨ ଉମ୍ଵ୍ରୋ ଫିଟ୍‍ଗାର୍
୧୯୯୨-୧୯୯୫ ସିଜାରେ ଫିଓରୁଚ୍ଚି
୧୯୯୫-୧୯୯୮ ପିରେଲି
୧୯୯୮-୨୦୧୬ ନାଇକି
୨୦୧୬–
  • ପିରେଲି (ପ୍ରକୃତ ମ୍ୟାଚ ପୋଷାକ)
  • ସୁନିଂଗ୍ ଡଟ୍ କମ୍ (ପ୍ରଶିକ୍ଷଣ ପୋଷାକ)[୨୫]

ଆହୁରି ଦେଖନ୍ତୁ

ଟୀକା

ଆଧାର

  1. "FC Internazionale Milano S.p.A." Financial Times (in ଇଂରାଜୀ). Archived from the original on 13 June 2018. Retrieved 13 June 2018.
  2. "Suning Holdings Group acquires majority stake of FC Internazionale Milano S.p.A." inter.it (in ଇଂରାଜୀ). Archived from the original on 9 June 2016. Retrieved 6 June 2016.
  3. "Inter, Suning si prende il 68,55%, Moratti lascia dopo 21 anni". gazzetta.it (in ଇଟାଲୀୟ). Archived from the original on 6 June 2016. Retrieved 6 June 2016.
  4. "LionRock Capital acquires 31.05% of FC Internazionale Milano S.p.A." inter.it (in ଇଂରାଜୀ). Archived from the original on 25 January 2019. Retrieved 25 January 2019.
  5. ଆଧାର ଭୁଲ: ଅଚଳ <ref> ଚିହ୍ନ; Pirelli2015bilancio ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. List of shareholders on 30 June 2016, document purchased from Italian C.C.I.A.A.
  7. "Steven Zhang named President of FC Internazionale Milano S.p.A." inter.it (in ଇଂରାଜୀ). Archived from the original on 26 October 2018. Retrieved 26 October 2018.
  8. "ANTONIO CONTE WILL BE INTER'S NEW COACH" (in ଇଟାଲୀୟ). inter.it. 31 May 2019. Archived from the original on 31 May 2019. Retrieved 31 May 2019.
  9. "Inter Milan arrives in Jakarta to prepare for two friendlies". The Jakarta Post. 24 May 2012. Archived from the original on 28 September 2013. Retrieved 25 July 2013.
  10. Grove, Daryl (22 December 2014). "10 Soccer Things You Might Be Saying Incorrectly". Paste. Archived from the original on 30 July 2017. Retrieved 21 June 2017.
  11. "Italy – List of Champions". RSSSF.[permanent dead link]
  12. "Inter join exclusive treble club". uefa.com. Archived from the original on 11 November 2012. Retrieved 9 August 2012.
  13. "Struttura" (in ଇଟାଲୀୟ). San Siro. Archived from the original on 12 June 2010. Retrieved 4 October 2010.
  14. "Is this the greatest derby in world sports?". Theroar.com.au. 26 January 2010. Archived from the original on 20 October 2011. Retrieved 28 September 2011.
  15. "Best supported clubs who attract more than a million fans every season". talkSPORT. 31 March 2019. Archived from the original on 29 June 2019. Retrieved 29 May 2019.
  16. "The World's Most Valuable Soccer Teams". Forbes. 17 April 2013. Archived from the original on 4 July 2013. Retrieved 13 July 2013.
  17. "Qualcosa di speciale? La patch 105". inter.it (in ଇଟାଲୀୟ). Archived from the original on 2 April 2015. Retrieved 18 September 2014.
  18. "Storia". FC Internazionale Milano. Archived from the original on 30 January 2010. Retrieved 6 September 2007.
  19. "Helenio Herrera: More than just catenaccio". www.fifa.com. FIFA. Archived from the original on 16 January 2017. Retrieved 10 September 2014.
  20. "Mazzola: Inter is my second family". FIFA. Archived from the original on 9 October 2014. Retrieved 11 September 2014.
  21. "La leggenda della Grande Inter" [The legend of the Grande Inter] (in ଇଟାଲୀୟ). Inter.it. Archived from the original on 19 October 2012. Retrieved 10 September 2014.
  22. "La Grande Inter: Helenio Herrera (1910–1997) – "Il Mago"" (in ଇଟାଲୀୟ). Sempre Inter. Archived from the original on 11 September 2014. Retrieved 10 September 2014.
  23. "Great Team Tactics: Breaking Down Helenio Herrera's 'La Grande Inter'". Bleacher Report. Archived from the original on 20 December 2014. Retrieved 10 September 2014.
  24. Fox, Norman (11 November 1997). "Obituary: Helenio Herrera – Obituaries, News". The Independent. UK. Archived from the original on 3 March 2010. Retrieved 22 April 2011.
  25. "Comunicato di FC Internazionale Milano". inter.it (Press release) (in ଇଟାଲୀୟ). FC Internazionale Milano. 20 December 2016. Archived from the original on 16 July 2017. Retrieved 15 July 2017.

ଅନ୍ୟାନ୍ୟ ଲିଂକ୍