"ଅଷ୍ଟ୍ରାଲୋଡକସ୍" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ ଲିଭାଇ ପାଇଁ ପ୍ରସ୍ତାବ ଦିଅଗଲା ଟ୍ୟାଗସବୁ: Reverted PAWS [2.1] |
ଟିକେ ଦରକାର ନାହିଁ ଟ୍ୟାଗ: Manual revert |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{ଲିଭାନ୍ତୁ|ଆଲୋଚନା ସଭାର ଏହି [[ବିଷୟ:Vtki891mghtl41x3|ଆଲୋଚନା ବିଷୟ]] ଅନୁସାରେ ।}} |
|||
{{ଛୋଟ|Australodocus}} |
{{ଛୋଟ|Australodocus}} |
||
[[File:Australodocus.jpeg|thumb|right|ବେକର ଅସ୍ଥି]] |
[[File:Australodocus.jpeg|thumb|right|ବେକର ଅସ୍ଥି]] |
୦୦:୪୦, ୧୪ ନଭେମ୍ବର ୨୦୨୦ ହୋଇଥିବା ରିଭିଜନ
ଅଷ୍ଟ୍ରାଲୋଡକସ୍ (ଯାହାର ଅର୍ଥ ଦକ୍ଷିଣୀ ବିମ୍, ଲାଟିନ୍ ଶବ୍ଦ ଅଷ୍ଟାଲିସ୍ ଏବଂ ଗ୍ରୀକ୍ ଶବ୍ଦ ଡୋକସ୍ରୁ ଏହି ଶବ୍ଦର ସୃଷ୍ଟି ।) ଏକ ପ୍ରକାରର ଡାଇନୋସର । ଏହି ପ୍ରକାରର ଡାଇନୋସର ୧୫କୋଟି ବର୍ଷ ପୂର୍ବରୁ ଜୁରାସିକ ଯୁଗରେ ବାସ କରୁଥିଲେ । ଏହି ଅଞ୍ଚଳ ସେବେକାର ଜର୍ମାନ ଏବଂ ଏବେକାର ପୂର୍ବ ଆଫ୍ରିକାର ତାଞ୍ଜାନିଆ ଭାବରେ ଜଣା । ଏହାର ବୈଜ୍ଞାନିକ ନାମ ଫାଇନଲକୋସର ଦକ୍ଷିଣୀ (ଗୋଣ୍ଡବାନ) ଶ୍ରେଣୀ ଅନୁସାରେ ନାମିତ କରାଯାଇଛି । ଏହି ପ୍ରାଜାତିର ନାମ ତାଞ୍ଜାନିଆର ଏକ ପ୍ରସିଦ୍ଧ ଦଳ ବୋହେତି ବିନ୍ ଅମରାନି ଅନୁସାରେ ହୋଇଛି । [୧]
ଇତିହାସ[ସମ୍ପାଦନା]
ଅଷ୍ଟ୍ରାଲୋଡକସ୍ ବେବିଟିର ଅବଶେଷ ତାଞ୍ଜାନିଆର ତାରାଗୁଏ ଉପତ୍ୟକାରୁ ଉଦ୍ଧାର କାରଯାଇଥିଲା । ଏହି ଯାଗାକୁ ଅନେକ ଜୁରାସିକ୍ ଡାଇନୋସରଙ୍କର ସ୍ଥଳୀ ଭାବରେ ମଧ୍ୟ ଗଣନା କରାଯାଏ । ଅଷ୍ଟ୍ରାଲୋଡକସ୍ ନିଜେ ଦୁଇଟି ବେକ ଥିବା ଡିନୋସର । ୧୯୦୯ ମସିହାରେ ଏହି ଡାଇନୋସରର ଅସ୍ଥି ଉଦ୍ଦାର କରାଯାଇଥିଲା, ମାତ୍ର ୨ୟ ବିଶ୍ୱଯୁଦ୍ଧ ସମୟରେ ଏହା ନଷ୍ଟ ହୋଇଯାଇଥିଲା ।[୧]
ଆକାର[ସମ୍ପାଦନା]
ଗ୍ରେଗୋରୀ ଏସ୍. ପଲ୍ ୨୦୧୦ରେ ଅନୁମାନ ଲାଗାଇଥିଲେ ଯେ ଏହି ଡାଇନୋସରର ଲମ୍ବ ପାଖାପାଖି ୧୭ ମିଟର ହେବ ଏବଂ ଓଜନ ୪୦୦୦କିଲୋଗ୍ରାମ ହେବ ।[୨]
ଆହୁରି ଦେଖନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ Remes, Kristian (2007). "A second Gondwanan diplodocid dinosaur from the Upper Jurassic Tendaguru Beds of Tanzania, East Africa". Palaeontology. 50 (3): 653–667. doi:10.1111/j.1475-4983.2007.00652.x.
- ↑ Paul, G.S., 2010, The Princeton Field Guide to Dinosaurs, Princeton University Press p. 189 - 190.
ବହି ଆଧାର[ସମ୍ପାଦନା]
- Walters, M. & J. Paker (1995). Dictionary of Prehistoric Life. Claremont Books. ISBN 1-85471-648-4.
- Weishampel, D.B., P. Dodson & H. Osmólska (eds.) (2004). The Dinosauria, Second Edition. University of California Press. ISBN 0-520-24209-2.