"ଖେଚେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
୨୫ କ ଧାଡ଼ି: ୨୫ କ ଧାଡ଼ି:


==ପ୍ରକାର==
==ପ୍ରକାର==
[[File:Simei Palau Odia Cuisine.jpg|thumb|ସିମେଇ ଖେଚେଡ଼ି]]
*ପଞ୍ଚୁବର୍ଣ ଖେଚେଡ଼ି
*ପଞ୍ଚୁବର୍ଣ ଖେଚେଡ଼ି
: ନାନା ପ୍ରକାରର ପରିବାକୁ ଡାଲି ଓ ଚାଉଳ ସହ ମିଶାଇ ଏହା ତିଆରି କରାଯାଏ । ଏହା ଶୁଖିଲା ହୋଇଥାଏ । ପଞ୍ଚୁବର୍ଣ ଖେଚେଡ଼ି ପର୍ବ ପର୍ବାଣୀରେ ତିଆରି କରାଯାଇଥାଏ ।
: ନାନା ପ୍ରକାରର ପରିବାକୁ ଡାଲି ଓ ଚାଉଳ ସହ ମିଶାଇ ଏହା ତିଆରି କରାଯାଏ । ଏହା ଶୁଖିଲା ହୋଇଥାଏ । ପଞ୍ଚୁବର୍ଣ ଖେଚେଡ଼ି ପର୍ବ ପର୍ବାଣୀରେ ତିଆରି କରାଯାଇଥାଏ ।
*କାଦୁଆ ଖେଚେଡ଼ି
*କାଦୁଆ ଖେଚେଡ଼ି
:ଏହା ସାଧାରଣତଃ ବହଳିଆ ହୋଇଥାଏ ।
:ଏହା ସାଧାରଣତଃ ବହଳିଆ ହୋଇଥାଏ ।
*ସିମେଇ [[ଖେଚେଡ଼ି]]/ପଲଉ: ଏହା ସିମେଇ, [[ଗାଜର]], [[କ୍ୟାପ୍ସିକମ]], [[ପିଆଜ]] ଆଦି ପକାଇ ଓଡ଼ିଆ ରାନ୍ଧଣା ପ୍ରଣାଳୀରେ ତିଆରି କରାଯାଇଥାଏ ।


==ପ୍ରଣାଳୀ==
==ପ୍ରଣାଳୀ==

୧୫:୫୬, ୧ ଜୁଲାଇ ୨୦୧୧ ଅନୁସାରେ କରାଯାଇଥିବା ବଦଳ

ଖେଚେଡ଼ି
କାଦୁଆ ଖେଚେଡ଼ି
ଆରମ୍ଭ
ମୂଳ ଜାଗାଭାରତୀୟ ଉପମହାଦେଶ
ଅଞ୍ଚଳଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗଳା, ପଞ୍ଜାବ
ଖାଇବାର ସବିଶେଷ
ମୂଳ ଉପାଦାନଚାଉଳ, ଡାଲି, ମସଲା

ଖେଚେଡ଼ି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ, ତେବେ ଭାରତର ବାକି ଜାଗାରେ ମଧ୍ୟ ଏହା ଖିଆଯାଇଥାଏ । ତିଆରି କରିବାର ପ୍ରଣାଳୀ ଅଲଗା ଅଲଗା ଜାଗାରେ ଅଲଗା ପ୍ରକାର ହୋଇଥାଏ ଓ ନାଆଁ ମଧ୍ୟ ଅଲଗା ହୋଇଥାଏ । ଓଡ଼ିଶାରେ ତିଆରି ଖେଚେଡ଼ି ଶୁଖିଲା ହୋଇଥାଏ ଓ ଏଥିରେ ଚିନିର ବ୍ୟବହାର ହୋଇଥାଏ ।

ଉପାଦାନ

ପ୍ରକାର

ସିମେଇ ଖେଚେଡ଼ି
  • ପଞ୍ଚୁବର୍ଣ ଖେଚେଡ଼ି
ନାନା ପ୍ରକାରର ପରିବାକୁ ଡାଲି ଓ ଚାଉଳ ସହ ମିଶାଇ ଏହା ତିଆରି କରାଯାଏ । ଏହା ଶୁଖିଲା ହୋଇଥାଏ । ପଞ୍ଚୁବର୍ଣ ଖେଚେଡ଼ି ପର୍ବ ପର୍ବାଣୀରେ ତିଆରି କରାଯାଇଥାଏ ।
  • କାଦୁଆ ଖେଚେଡ଼ି
ଏହା ସାଧାରଣତଃ ବହଳିଆ ହୋଇଥାଏ ।

ପ୍ରଣାଳୀ

ପରିବା (ବିନ, ଗାଜର, ବିଟ ଆଦି)କୁ ଧୋଇ ତେଲ/ଘିଅରେ ଭାଜି ଦିଆୟାଏ । ଚାଉଳକୁ ଧୋଇ ଘିଅ/ତେଲରେ ଭାଜି ପରିବା, ଘିଅରେ ମସଲା ଭାଜି ଡାଲି ସହ ମିଶାଇ ପାଣି ଦେଇ ସିଝାଇ ଦିଆଯାଏ ।

ପରଷା

ପଞ୍ଚୁବର୍ଣ ଖେଚେଡ଼ିକୁ ଘୁଗୁନି, ଆଳୁଦମ ଓ ବାକି ଅନେକ ତରକାରି ସହ ପରଷାଯାଇପାରେ ।

ଓଡ଼ିଆ ରାନ୍ଧଣା ଓଡ଼ିଆ ଖାଦ୍ୟ