"ହାଡ଼ୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ଅଧିକ ତଥ୍ୟ ଯୋଡ଼ାଗଲା
୨୪ କ ଧାଡ଼ି: ୨୪ କ ଧାଡ଼ି:


=== ଅଭିନୀତ କଥାଚିତ୍ର ===
=== ଅଭିନୀତ କଥାଚିତ୍ର ===
{| class="wikitable"
|+
!ବର୍ଷ
!ଚଳଚ୍ଚିତ୍ର
!ଭୂମିକା
!ମନ୍ତବ୍ୟ
|-
|୧୯୯୫
|ମୁଁ ତୋରି ପାଇଁ
|ହାଡ଼ୁ ମାମୁ
|ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର
|-
|୧୯୯୯
|ପ୍ରେମ ବନ୍ଧନ
|ଡମ୍ବୁରୁ
|
|-
|୨୦୦୩
|ଅ ଆକାରେ ଆ
|
|
|-
|
|ସତ ମିଛ
|
|
|-
|୨୦୦୪
|ଜ୍ୱାଇଁର ଚଉକାକୁ ଶଶୁରର ଛକା
|
|
|}


=== ଅଭିନୀତ ଧାରାବାହିକ ===
=== ଅଭିନୀତ ଧାରାବାହିକ ===

୨୩:୧୬, ୨୧ ସେପ୍ଟେମ୍ବର ୨୦୨୦ ଅନୁସାରେ କରାଯାଇଥିବା ବଦଳ

ହାଡ଼ୁ
୨୦୧୪ ମସିହାର ଏକ ମଞ୍ଚ ନାଟକରେ ହାଡ଼ୁ
ଜନ୍ମ
ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ
ବୃତ୍ତି(ଓଡ଼ିଆ) ଅଭିନେତା
ସକ୍ରିୟ ବର୍ଷ୧୯୯୫ - ଏବେଯାଏଁ

ହାଡ଼ୁ ଜଣେ ଓଡ଼ିଆ ଅଭିନେତା, ଯିଏକି ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ ଓ ମଞ୍ଚ ନାଟକରେ ଅଭିନୟ କରନ୍ତି । ସେ ମୁଖ୍ୟତଃ ହାସ୍ୟ କଳାକାର ଭାବରେ ଓଡ଼ିଶାରେ ଜଣାଶୁଣା । ତାଙ୍କର ପ୍ରକୃତ ନାମ ହେଉଛି ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ । ସେ ୧୯୯୫ ମସିହାରେ ତୁ ମୋରି ପାଇଁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ଏହାପରେ ସେ ଅନେକ ଓଡ଼ିଆ କଥାଚିତ୍ର, ଧାରାବାହିକ ଏବଂ ମଞ୍ଚ ଆଦିରେ ଅଭିନୟ କରିଛନ୍ତି ।

ଅଭିନୟ ଜୀବନ

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୯୫ ମୁଁ ତୋରି ପାଇଁ ହାଡ଼ୁ ମାମୁ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର
୧୯୯୯ ପ୍ରେମ ବନ୍ଧନ ଡମ୍ବୁରୁ
୨୦୦୩ ଅ ଆକାରେ ଆ
ସତ ମିଛ
୨୦୦୪ ଜ୍ୱାଇଁର ଚଉକାକୁ ଶଶୁରର ଛକା

ଅଭିନୀତ ଧାରାବାହିକ

ଆଧାର

ବାହାର ଆଧାର

  • ଇଣ୍ଟରନେଟ ମୁଭି ଡାଟାବେସରେ ହାଡ଼ୁ