"ବୀଣାପାଣି ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୧ କ ଧାଡ଼ି: ୧ କ ଧାଡ଼ି:
{{About|ଲେଖିକା||ବୀଣାପାଣି ମହାନ୍ତି}}
{{ଛୋଟ|Binapani Mohanty}}
{{ଛୋଟ|Binapani Mohanty}}
{{Infobox writer <!-- For more information see [[:Template:Infobox Writer/doc]]. -->
{{Infobox writer <!-- For more information see [[:Template:Infobox Writer/doc]]. -->
୧୬ କ ଧାଡ଼ି: ୧୫ କ ଧାଡ଼ି:
| occupation = ଅଧ୍ୟାପିକା
| occupation = ଅଧ୍ୟାପିକା
| language = [[ଓଡ଼ିଆ ଭାଷା|ଓଡ଼ିଆ]], [[ଇଂରାଜୀ ଭାଷା|ଇଂରାଜୀ]]
| language = [[ଓଡ଼ିଆ ଭାଷା|ଓଡ଼ିଆ]], [[ଇଂରାଜୀ ଭାଷା|ଇଂରାଜୀ]]
| ethnicity = [[ଓଡ଼ିଆ ଲୋକ|ଓଡ଼ିଆ]]
| citizenship = ଭାରତୀୟ
| citizenship = ଭାରତୀୟ
| education = ସ୍ନାତକୋତ୍ତର (ଅର୍ଥନୀତି)<ref>{{cite web |url= http://www.womenswriting.com/WomensWriting/AuthorProfileDetail.asp?AuthorID=266 |title=Women's Writing |first= |last=|work=womenswriting.com|quote=She graduated from Ravenshaw College with a master’s degree in economics in 1959 |accessdate=8 January 2013}}</ref>
| education = ସ୍ନାତକୋତ୍ତର (ଅର୍ଥନୀତି)<ref>{{cite web |url= http://www.womenswriting.com/WomensWriting/AuthorProfileDetail.asp?AuthorID=266 |title=Women's Writing |first= |last=|work=womenswriting.com|quote=She graduated from Ravenshaw College with a master’s degree in economics in 1959 |accessdate=8 January 2013}}</ref>
୨୮ କ ଧାଡ଼ି: ୨୬ କ ଧାଡ଼ି:
| partner =
| partner =
| children =
| children =
| relatives =
| relatives = [[ନିରୁପମା ରଥ]] (ବଡ଼ ଭଉଣୀ)
| influences =
| influences =
| influenced =
| influenced =
୩୮ କ ଧାଡ଼ି: ୩୬ କ ଧାଡ଼ି:
}}
}}


'''ବୀଣାପାଣି ମହାନ୍ତି''' (ଜନ୍ମ: ୧୧ ନଭେମ୍ବର ୧୯୩୬) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଗାଳ୍ପିକା । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ସେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ [[ପଦ୍ମଶ୍ରୀ|ପଦ୍ମଶ୍ରୀ]] ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର [[ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ]] ଲାଭ କରିଥିଲେ <ref name="padmashree">{{cite web |title=MINISTRY OF HOME AFFAIRS: PRESS NOTE |url=https://padmaawards.gov.in/PDFS/2020AwardeesList.pdf |website=https://padmaawards.gov.in |accessdate=26 January 2020}}</ref> ଓ ପୂର୍ବରୁ [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ|କେନ୍ଦ୍ର ସାହିତ୍ୟ ଏକାଡେମୀ]] ଓ [[ଶାରଳା ପୁରସ୍କାର]]ରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।<ref>{{cite journal |title=କଥା ଝରକା |journal=କଥା ପତ୍ରିକା |issue=ମାର୍ଚ୍ଚ ୨୦୨୦ |page=ପୃଷ୍ଠା ୨୪ |url=http://web.archive.org/save/http://sambadepaper.com/epaper/1/82/2020-03-01/1 |accessdate=16 March 2020}}</ref>
'''ବୀଣାପାଣି ମହାନ୍ତି''' (ଜନ୍ମ: ୧୧ ନଭେମ୍ବର ୧୯୩୬) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଗାଳ୍ପିକା । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ସେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ [[ପଦ୍ମଶ୍ରୀ|ପଦ୍ମଶ୍ରୀ]] ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର [[ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ]] ଲାଭ କରିଥିଲେ ଓ ପୂର୍ବରୁ [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ|କେନ୍ଦ୍ର ସାହିତ୍ୟ ଏକାଡେମୀ]] ଓ [[ଶାରଳା ପୁରସ୍କାର]]ରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।<ref>{{cite journal |title=କଥା ଝରକା |journal=କଥା ପତ୍ରିକା |issue=ମାର୍ଚ୍ଚ ୨୦୨୦ |page=ପୃଷ୍ଠା ୨୪ |url=http://web.archive.org/save/http://sambadepaper.com/epaper/1/82/2020-03-01/1 |accessdate=16 March 2020}}</ref>


== ପ୍ରାରମ୍ଭିକ ଜୀବନ ==
== ପ୍ରାରମ୍ଭିକ ଜୀବନ ==
ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ [[ବ୍ରହ୍ମପୁର]]<nowiki/>ରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ [[କେନ୍ଦ୍ରାପଡ଼ା ଜିଲ୍ଲା|କେନ୍ଦ୍ରାପଡ଼ା]] ନିକଟସ୍ଥ ଚାନ୍ଦୋଳଠାରେ ଥିଲା । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇ ଥିଲା । ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ରେ ଏଥିରୁ ଅବସର ଗ୍ରହଣ କରିଥିଲେ । ସେ ଆଜୀବନ ଅବିବାହିତା ।<ref> Binapani Mohanty - Sahitya Akademi </ref>
ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ [[ବ୍ରହ୍ମପୁର]]<nowiki/>ରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ [[କେନ୍ଦ୍ରାପଡ଼ା ଜିଲ୍ଲା|କେନ୍ଦ୍ରାପଡ଼ା]] ନିକଟସ୍ଥ ଚାନ୍ଦୋଳଠାରେ ଥିଲା । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇ ଥିଲା । ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ରେ ଏଥିରୁ ଅବସର ଗ୍ରହଣ କରିଥିଲେ । ସେ ଆଜୀବନ ଅବିବାହିତା ।<ref name="mta sa">{{cite web |title=meet the author Binapani Mohanty |url=http://sahitya-akademi.gov.in/library/meettheauthor/binapani_mohanty.pdf |publisher=sahitya-akademi.gov.in |accessdate=26 July 2020}}</ref>


== ସାହିତ୍ୟ ସର୍ଜନା ==
== ସାହିତ୍ୟ ସର୍ଜନା ==
୮୪ କ ଧାଡ଼ି: ୮୨ କ ଧାଡ଼ି:


== ସମ୍ମାନ ଓ ପୁରସ୍କାର ==
== ସମ୍ମାନ ଓ ପୁରସ୍କାର ==
* [[ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ]] - ୨୦୨୦<ref>{{cite news |title=ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର |url=http://web.archive.org/save/http://dharitriepaper.in/edition/4897/bhubaneswar/page/3 |accessdate=3 March 2020 |issue=ଧରିତ୍ରୀ ୦୩।୦୩।୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩ |publisher=ଧରିତ୍ରୀ}}</ref>
* [[ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ]] - ୨୦୨୦<ref>{{cite news |title=ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର |url=https://web.archive.org/web/20200303073429/http://dharitriepaper.in/edition/4897/bhubaneswar/page/3|accessdate=3 March 2020 |issue=ଧରିତ୍ରୀ ୦୩।୦୩।୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩ |publisher=ଧରିତ୍ରୀ}}</ref>
* [[ପଦ୍ମଶ୍ରୀ|ପଦ୍ମଶ୍ରୀ]] (୨୦୨୦) <ref name="padmashree"/>
* [[ପଦ୍ମଶ୍ରୀ]] (୨୦୨୦) <ref name="padmashree">{{cite web |title=MINISTRY OF HOME AFFAIRS: PRESS NOTE |url=https://padmaawards.gov.in/PDFS/2020AwardeesList.pdf |website=padmaawards.gov.in |accessdate=26 January 2020}}</ref>
* [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର]] ([[ପାଟଦେଇ]] ପାଇଁ ୧୯୯୦ରେ)<ref>[http://orissa.gov.in/e-magazine/orissaannualreference/ORA-2005/pdf/recipients_of_kendra_sahitya.pdf କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ]</ref>
* କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ([[ପାଟଦେଇ]] ପାଇଁ ୧୯୯୦ରେ)<ref>[http://orissa.gov.in/e-magazine/orissaannualreference/ORA-2005/pdf/recipients_of_kendra_sahitya.pdf କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ]</ref>
* [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]], ୧୯୬୯ ([[କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ]] ପାଇଁ)<ref>{{cite web|title=ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ|url=http://odishasahityaakademi.org/sahitya-award1.php|publisher=ଓଡ଼ିଶା ସାହିତ୍ୟ ଏକାଡେମୀ|accessdate=10 March 2017}}</ref>
* [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]], ୧୯୬୯ ([[କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ]] ପାଇଁ)<ref>{{cite web|title=ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ|url=http://odishasahityaakademi.org/sahitya-award1.php|publisher=ଓଡ଼ିଶା ସାହିତ୍ୟ ଏକାଡେମୀ|accessdate=10 March 2017}}</ref>
* [[ଶାରଳା ପୁରସ୍କାର]], ୨୦୧୦ <ref>{{cite web |url= http://www.hindu.com/2010/06/16/stories/2010061652550300.htm |title=The Hindu : Other States / Orissa News : Sarla Puraskar presented to Binapani Mohanty |first= |last=|work=hindu.com |year=2010|quote=Celebrated writer Binapani Mohanty was conferred the coveted literary award - Sarala Puraskar - for 2010 |accessdate=8 January 2013}}</ref>
* [[ଶାରଳା ପୁରସ୍କାର]], ୨୦୧୦ <ref>{{cite web |url= http://www.hindu.com/2010/06/16/stories/2010061652550300.htm |title=The Hindu : Other States / Orissa News : Sarla Puraskar presented to Binapani Mohanty |first= |last=|work=hindu.com |year=2010|quote=Celebrated writer Binapani Mohanty was conferred the coveted literary award - Sarala Puraskar - for 2010 |accessdate=8 January 2013}}</ref>
* ସାହିତ୍ୟ ଭାରତୀ ସମ୍ମାନ, ୨୦୦୧
* ସାହିତ୍ୟ ଭାରତୀ ସମ୍ମାନ, ୨୦୦୧<ref>{{cite news |title=Binapani Mohanty gets Sahitya Bharati Samman |url=https://timesofindia.indiatimes.com/india/Binapani-Mohanty-gets-Sahitya-Bharati-Samman/articleshow/1542445388.cms |accessdate=26 July 2020 |work=Times of India |date=21 January 2002}}</ref>
* ଧରିତ୍ରୀ ସମ୍ମାନ, ୧୯୮୦<ref>{{cite web|title=ଅନୁଭୂତିରେ ଜର୍ଜରିତ ହେଲେ ଯାଇ ଗଳ୍ପରେ ତାକୁ ରୂପ ଦିଏ|url=http://www.dharitri.com/sahityayan/261215/p7.htm|publisher=ଧରିତ୍ରୀ, ସାହିତ୍ୟାୟାନ|accessdate=10 March 2017|date=26 December 2015}}</ref>
* ଧରିତ୍ରୀ କ୍ଷୁଦ୍ରଗଳ୍ପ ସମ୍ମାନ, ୧୯୮୦<ref>{{cite web|title=ଅନୁଭୂତିରେ ଜର୍ଜରିତ ହେଲେ ଯାଇ ଗଳ୍ପରେ ତାକୁ ରୂପ ଦିଏ|url=http://www.dharitri.com/sahityayan/261215/p7.htm|publisher=ଧରିତ୍ରୀ, ସାହିତ୍ୟାୟାନ|accessdate=10 March 2017|date=26 December 2015}}</ref>


== ଆଧାର ==
== ଆଧାର ==
{{Reflist|30em}}
{{Reflist|30em}}{{ଓଡ଼ିଶାର ପଦ୍ମ ବିଜେତା}}{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କ୍ଷୁଦ୍ରଗଳ୍ପ)}}
{{ଓଡ଼ିଶାର ପଦ୍ମ ବିଜେତା}}
{{ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ}}
{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କ୍ଷୁଦ୍ରଗଳ୍ପ)}}
{{ଶାରଳା ପୁରସ୍କାର}}
{{ଶାରଳା ପୁରସ୍କାର}}
{{ସାହିତ୍ୟ ଭାରତୀ ସମ୍ମାନ}}
{{ସାହିତ୍ୟ ଭାରତୀ ସମ୍ମାନ}}
{{Authority control}}
{{Authority control}}

[[ଶ୍ରେଣୀ:୧୯୩୬ ଜନ୍ମ]]
[[ଶ୍ରେଣୀ:୧୯୩୬ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:କଟକ ଜିଲ୍ଲାର ଲୋକ]]
[[ଶ୍ରେଣୀ:ପଦ୍ମଶ୍ରୀ ସମ୍ମାନିତ]]
[[ଶ୍ରେଣୀ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ]]
[[ଶ୍ରେଣୀ:ଓଡ଼ିଆ ଗାଳ୍ପିକ]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା]]
[[ଶ୍ରେଣୀ:ଶାରଳା ପୁରସ୍କାର ବିଜେତା]]
[[ଶ୍ରେଣୀ:ଶାରଳା ପୁରସ୍କାର ବିଜେତା]]
[[ଶ୍ରେଣୀ:କଟକ ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଆ ଗାଳ୍ପିକ]]
[[ଶ୍ରେଣୀ:୨୦୧୭ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]
[[ଶ୍ରେଣୀ:୨୦୧୭ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ]]
[[ଶ୍ରେଣୀ:ପଦ୍ମଶ୍ରୀ ସମ୍ମାନିତ]]

୧୧:୨୪, ୨୬ ଜୁଲାଇ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ବୀଣାପାଣି ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ (1936-11-11) ୧୧ ନଭେମ୍ବର ୧୯୩୬ (ବୟସ ୮୭)
ବ୍ରହ୍ମପୁର, ଗଞ୍ଜାମ
ବୃତ୍ତିଅଧ୍ୟାପିକା
ଭାଷାଓଡ଼ିଆ, ଇଂରାଜୀ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଅର୍ଥନୀତି)[୧]
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତିପାଟଦେଇ
କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଶାରଳା ପୁରସ୍କାର
ସମ୍ପର୍କୀୟନିରୁପମା ରଥ (ବଡ଼ ଭଉଣୀ)

ବୀଣାପାଣି ମହାନ୍ତି (ଜନ୍ମ: ୧୧ ନଭେମ୍ବର ୧୯୩୬) ଜଣେ ଓଡ଼ିଆ ଗାଳ୍ପିକା । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ସେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଲାଭ କରିଥିଲେ ଓ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୨]

ପ୍ରାରମ୍ଭିକ ଜୀବନ

ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ ବ୍ରହ୍ମପୁରରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡ଼ା ନିକଟସ୍ଥ ଚାନ୍ଦୋଳଠାରେ ଥିଲା । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇ ଥିଲା । ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ରେ ଏଥିରୁ ଅବସର ଗ୍ରହଣ କରିଥିଲେ । ସେ ଆଜୀବନ ଅବିବାହିତା ।[୩]

ସାହିତ୍ୟ ସର୍ଜନା

ବୀଣାପାଣି, ଜଣେ କବି ଭାବରେ ଲେଖାଲେଖି ଆରମ୍ଭ କରି, ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସକୁ ଆବୋରୀ ନେଇଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା "ତନ୍ଦ୍ରାହତ" ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା । ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ "ଗୋଟିଏ ରାତ୍ରୀର କାହାଣୀ" ରବିବାସରୀୟ ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା । ୧୯୬୧ମସିହାରେ ତାଙ୍କ ଗଳ୍ପ "ନାଉଗଛ" ତାଙ୍କୁ ବହୁ ପାଠକୀୟ ସ୍ୱୀକୃତି ଆଣି ଦେଇଥିଲା ଓ ସେ କବିତା ଛାଡି ସମ୍ପୂର୍ଣ୍ଣ ଭାବରେ ଗଳ୍ପ ଲେଖିବାକୁ ଲାଗିଥିଲେ । ଚଳନ୍ତି ଜୀବନରୁ ସତସତିକା ଘଟଣାକୁ ସାଉଁଟି ନେଇ ତାହାକୁ ଗପ ରୂପ ଦେଇଥାନ୍ତି ବୀଣାପାଣି । "ନାଉଗଛ" ଗଳ୍ପଟି ବାଲେଶ୍ୱର କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ଲେଖାଯାଇଥିଲା । କଲେଜରେ ଆପେ ଆପେ ମାଡ଼ିଥିବା ନାଉଗଛ ଥିଲା ଏ ଗଳ୍ପ ପଛର ପ୍ରେରଣା । ସେହିପରି ପାଟଦେଈ ଗଳ୍ପଟି ଭୁବନେଶ୍ୱରର ରସୁଲଗଡ଼ ଛକରେ ବସରେ ଜୋର କରି ଠେଲି ବସାଯାଇଥିବା ଏକ ଝିଅକୁ ଦେଖି ଲେଖାଯାଇଥିଲା ।

ରଚନାବଳୀ

ଗପ

  • କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
  • ପାଟଦେଇ
  • ବସ୍ତ୍ର ହରଣ
  • ଆରୋହଣ
  • ଇଣ୍ଟରଭିଉ
  • ଏକାକୀ ପରାଶର
  • ନବ ତରଙ୍ଗ
  • ଅନ୍ଧକାରର ଛାଇ
  • ମଧ୍ୟାନ୍ତର
  • ପାଟଦେଈ
  • ବହ୍ନି ବଳୟ
  • ଉତ୍ତରାୟଣ
  • ସାୟାହ୍ନର ସ୍ୱର
  • ତଟିନୀର ତୃଷ୍ଣା
  • କାଳାନ୍ତର
  • ମଧ୍ୟାନ୍ତର
  • ଜନ୍ମାନ୍ତର
  • ଅଶ୍ରୁଅନଳ
  • ଶକୁନିର ଚକା
  • ଅପହଞ୍ଚ ଆକାଶ
  • ପାଚେରୀ ସେପଟେ ନଈ
  • ଖେଳ ଚାଲିଛି
  • ଦୃଶ୍ୟାନ୍ତର
  • ଖେଳନା
  • ଚରିତ୍ର ହସୁଛି

ଉପନ୍ୟାସ

  • ସୀତାର ଶୋଣିତ
  • ମନସ୍ୱିନୀ
  • କୁନ୍ତି କୁନ୍ତଳା ଶକୁନ୍ତଳା

ଆତ୍ମଜୀବନୀ

  • ବିତିଯାଇଥିବା ଦିନ (ପ୍ରକାଶନ ଅପେକ୍ଷାରେ)

ସମ୍ମାନ ଓ ପୁରସ୍କାର

ଆଧାର

  1. "Women's Writing". womenswriting.com. Retrieved 8 January 2013. She graduated from Ravenshaw College with a master's degree in economics in 1959
  2. "କଥା ଝରକା". କଥା ପତ୍ରିକା (ମାର୍ଚ୍ଚ ୨୦୨୦): ପୃଷ୍ଠା ୨୪. Retrieved 16 March 2020.
  3. "meet the author Binapani Mohanty" (PDF). sahitya-akademi.gov.in. Retrieved 26 July 2020.
  4. "ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର". No. ଧରିତ୍ରୀ ୦୩।୦୩।୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. ଧରିତ୍ରୀ. Retrieved 3 March 2020.
  5. "MINISTRY OF HOME AFFAIRS: PRESS NOTE" (PDF). padmaawards.gov.in. Retrieved 26 January 2020.
  6. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
  7. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 10 March 2017.
  8. "The Hindu : Other States / Orissa News : Sarla Puraskar presented to Binapani Mohanty". hindu.com. 2010. Retrieved 8 January 2013. Celebrated writer Binapani Mohanty was conferred the coveted literary award - Sarala Puraskar - for 2010
  9. "Binapani Mohanty gets Sahitya Bharati Samman". Times of India. 21 January 2002. Retrieved 26 July 2020.
  10. "ଅନୁଭୂତିରେ ଜର୍ଜରିତ ହେଲେ ଯାଇ ଗଳ୍ପରେ ତାକୁ ରୂପ ଦିଏ". ଧରିତ୍ରୀ, ସାହିତ୍ୟାୟାନ. 26 December 2015. Retrieved 10 March 2017.