"୧୨ଶ ଲୋକ ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Removing AIADMK_flag.PNG, it has been deleted from Commons by Ellin Beltz because: Copyright violation; see Commons:Licensing !s.
Removing Flag_of_the_Indian_National_Congress.svg, it has been deleted from Commons by EugeneZelenko because: Copyright violation; see c:Commons:Licensing ([[:c:COM:CSD#F
୫୫ କ ଧାଡ଼ି: ୫୫ କ ଧାଡ଼ି:
|୨
|୨
|[[ଭାରତୀୟ ଜାତୀୟ କଂଗ୍ରେସ]]
|[[ଭାରତୀୟ ଜାତୀୟ କଂଗ୍ରେସ]]
|
|[[Image:Flag of the Indian National Congress.svg|75px]]
|୧୪୧
|୧୪୧
|-
|-

୨୧:୦୧, ୧୦ ଜୁଲାଇ ୨୦୨୦ ଅନୁସାରେ କରାଯାଇଥିବା ବଦଳ


ଭାରତୀୟ ସଂସଦର ତଳ ସଦନ ଲୋକ ସଭା୧୨ଶ ଲୋକ ସଭାକୁ ୧୯୯୮ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭାର ସମୟସୀମା ଥିଲା ୧୦ ମାର୍ଚ୍ଚ ୧୯୯୮ରୁ ୨୬ ଅପ୍ରେଲ ୧୯୯୯ । ୧୯୯୮ ସାଧାରଣ ନିର୍ବାଚନ ଫେବୃଆରୀ-ମାର୍ଚ୍ଚ ୧୯୯୮ରେ ଅନୁଷ୍ଠିତ ହୋଇଥିଲା । ଏହି ଲୋକ ସଭା ସାଧାରଣ ନିର୍ବାଚନ ପରେ ସଂସଦର ରାଜ୍ୟ ସଭାରେ ଥିବା ୯ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଏହି ଲୋକ ସଭା ନିର୍ବାଚନରେ ପୂର୍ବ ଦୁଇ ଲୋକ ସଭା ୧୦ମ ଲୋକ ସଭା୧୧ଶ ଲୋକ ସଭା ଭଳି ଝୁଲା ସରକାର ହୋଇଥିଲା, କାରଣ କୌଣସି ନିର୍ଦ୍ଦିଷ୍ଟ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିନଥିଲେ । ଅଟଳ ବିହାରୀ ବାଜପେୟୀ ଏହି ଲୋକ ସଭାର ପ୍ରଧାନମନ୍ତ୍ରୀ ହୋଇଥିଲେ, ମାତ୍ର ସ୍ପଷ୍ଟ ଜନାଦେଶ ନ ହେବାରୁ ତାଙ୍କର ସରକାର ମାତ୍ର ୧୩ ମାସ ଚାଲିଥିଲା । ଏ.ଆଇ.ଏ ଡି.ଏମ୍.କେର ସମର୍ଥନ ପ୍ରତ୍ୟାହାର ପରେ ଅନ୍ୟାନ୍ୟ ରାଜନୈତିକ ଦଳମାନେ ସଂଖ୍ୟାଗରିଷ୍ଠତା ପାଇଁ ସମର୍ଥନ ଦେଇ ନଥିଲେ ।[୨] ଅଟଳ ବିହାରୀ ବାଜପେୟୀଙ୍କର ଇସ୍ତଫା ପରେ ରାଷ୍ଟ୍ରପତି କେ. ଆର. ନାରାୟଣନ ଲୋକ ସଭାର ବିରୋଧୀ ଦଳର ନେତା ସୋନିଆ ଗାନ୍ଧୀଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଦେଇଥିଲେ, ମାତ୍ର ସେମାନେ ମଧ୍ୟ ସଂଖ୍ୟା ଗରିଷ୍ଠତା ପାଇଁ ସମର୍ଥନ ପାଇନଥିଲେ । ଫଳରେ ରାଷ୍ଟ୍ରପତି ଏହି ଲୋକ ସଭାକୁ ଭାଙ୍ଗିଦେଇଥିଲେ । ଏହାପରେ ୧୯୯୯ ମସିହାରେ ଦେଶରେ ୧୩ଶ ଲୋକ ସଭା ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେତେବେଳେ ଏକ ସ୍ଥାୟୀ ସରକାର ଗଠନ ହୋଇଥିଲା ଏବଂ ପାଞ୍ଚବର୍ଷଯାଏଁ କାର୍ଯ୍ୟ କରିଥିଲେ ।

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ

କ୍ରମିକ ସଂଖ୍ୟା ପଦ ନାମ କାର୍ଯ୍ଯ-ଆରମ୍ଭ କାର୍ଯ୍ୟ-ଶେଷ କାର୍ଯ୍ୟକାଳ ଦିନ
୦୧ ବାଚସ୍ପତି ଜି. ଏମ୍. ସି. ବାଳଯୋଗୀ ୨୪ ମାର୍ଚ୍ଚ ୧୯୯୮ ୨୨ ଅକ୍ଟୋବର ୧୯୯୯ ୫୭୭
୦୨ ଉପ-ବାଚସ୍ପତି ପି ଏମ୍ ସଇଦ୍ ୧୭ ଡିସେମ୍ବର ୧୯୯୮ ୨୬ ଅପ୍ରେଲ ୧୯୯୯ ୧୩୦
୦୩ ମହା ସଚିବ ଏସ୍. ଗୋପାଳନ୍

ଜି ସି ମାଲହୋତ୍ରା

୧୫ ଜୁଲାଇ ୧୯୯୬

୧୪ ଜୁଲାଇ ୧୯୯୯

୧୪ ଜୁଲାଇ ୧୯୯୯

୨୮ ଜୁଲାଇ ୨୦୦୫

୧,୦୯୪

୨,୨୦୬[୩]

ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ

S.No. Party Name Party flag Number of MPs
ଭାରତୀୟ ଜନତା ପାର୍ଟି ୧୮୨
ଭାରତୀୟ ଜାତୀୟ କଂଗ୍ରେସ ୧୪୧
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ୩୨
ସମାଜବାଦୀ ପାର୍ଟି ୨୦
ଏ.ଆଇ.ଏ ଡି.ଏମ୍.କେ ୧୮
ରାଷ୍ଟ୍ରିଅ ଜନତା ଦଳ ୧୭
ସମତା ପାର୍ଟି ୧୨
ତେଲୁଗୁ ଦେଶମ ପାର୍ଟି ୧୨
ବିଜୁ ଜନତା ଦଳ
୧୦ ଭାରତୀୟ କମ୍ୟୁନିଷ୍ଟ ପାର୍ଟି
୧୧ ଶ୍ରୀରମଣୀ ଅକାଳୀ ଦଳ
୧୨ ପଶ୍ଚିମ ବଙ୍ଗ ତୃଣମୂଳ କଂଗ୍ରେସ
୧୩ ଡି.ଏମ୍.କେ
୧୪ ସ୍ୱାଧୀନ 6
୧୫ ଜନତା ଦଳ
୧୬ ଶିବ ସେନା
୧୭ ବହୁଜନ ସମାଜ ପାର୍ଟି
୧୮ ଆର୍.ଏସ୍.ପି
୧୯ ହରିୟାଣା ଲୋକ ଦଳ (ରାଷ୍ଟ୍ରିୟ)
୨୦ ପି.ଏମ୍.କେ.
୨୧ ରିପବ୍ଲିକ୍ ପାର୍ଟି ଅଫ୍ ଇଣ୍ଡିଆ
୨୨ ଜାମ୍ମୁ ଆଣ୍ଡ କାଶ୍ମୀର ନେସ୍‌ନାଲ କନ୍‌ଫରେନ୍ସ
୨୩ ଲୋକ ଶକ୍ତି
୨୪ ଏମ୍.ଡି.ଏମ୍.କେ.
୨୫ ଟି.ଏମ୍.ସି.
୨୬ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ
୨୭ ଅରୁଣାଞ୍ଚଳ କଂଗ୍ରେସ
୨୮ ଇଣ୍ଡିଆନ ଇଉନିଅନ ମୁସ୍‌ଲିମ୍ ଲିଗ୍
୨୯ ଅଲ୍ ଇଣ୍ଡିଆ ଇନ୍ଦିରା କଂଗ୍ରେସ
୩୦ ଏଆଇଏମ୍ଆଇଏମ୍
୩୧ ଅଲ୍ ଇଣ୍ଡିଆ ରାଷ୍ଟ୍ରିୟ ଜନତା ପାର୍ଟି
୩୨ ଅଟୋନୋମନସ୍ ଷ୍ଟେଟ୍ ଡିମାଣ୍ଡ କମିଟି
୩୩ ହରିୟାଣା ବିକାଶ ଦଳ
୩୪ ଜନତା ପାର୍ଟି
୩୫ କେରଳ କଂଗ୍ରେସ Kerala Congress(m) Flag
୩୬ ମଣିପୁର ଷ୍ଟେଟ୍ କଂଗ୍ରେସ ପାର୍ଟି
୩୭ ଭାରତୀୟ କୃଷକ ଓ କର୍ମଚାରୀ ଦଳ
୩୮ ସମାଜବାଦୀ ଜନତା ପାର୍ଟି (ରାଷ୍ଟ୍ରିୟ)
୩୯ ସିକିମ୍ ଡେମୋକ୍ରେଟିକ୍ ଫ୍ରଣ୍ଟ
୪୦ ଇଉନାଇଟେଡ୍ ମାଇନରିଟିଜ୍ ଫ୍ରଣ୍ଟ, ଆସାମ


ଆଧାର

  1. "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 29 August 2017.
  2. BBC World Service (19 April 1999). "Jayalalitha: Actress-turned-politician". BBC News. Retrieved 11 December 2008.
  3. "Twelfth Lok Sabha". Lok Sabha Secretariat, New Delhi.

ବାହାର ଆଧାର