"ରାମ ଦୁଲାରି ସିହ୍ନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
Removing Flag_of_the_Indian_National_Congress.svg, it has been deleted from Commons by EugeneZelenko because: Copyright violation; see c:Commons:Licensing ([[:c:COM:CSD#F
୩ କ ଧାଡ଼ି: ୩ କ ଧାଡ଼ି:
| image = Ram Dulari Sinha Governor.jpg
| image = Ram Dulari Sinha Governor.jpg
| caption = ରାମ ଦୁଲାରି ସିହ୍ନା
| caption = ରାମ ଦୁଲାରି ସିହ୍ନା
| party = [[Indian National Congress]] [[File:Flag of the Indian National Congress.svg|25px]]
| party = [[Indian National Congress]]
| birth_date = {{Birth date|df=yes|1922|12|08}}
| birth_date = {{Birth date|df=yes|1922|12|08}}
| birth_place = [[Gopalganj, Bihar|Gopalganj]], [[Bihar]]
| birth_place = [[Gopalganj, Bihar|Gopalganj]], [[Bihar]]

୨୧:୦୧, ୧୦ ଜୁଲାଇ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ରାମ ଦୁଲାରି ସିହ୍ନା
ରାମ ଦୁଲାରି ସିହ୍ନା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1922-12-08)୮ ଡିସେମ୍ବର ୧୯୨୨
Gopalganj, Bihar
ମୃତ୍ୟୁ31 August 1994
New Delhi
ଜାତୀୟତାIndian
ରାଜନୀତିକ ଦଳIndian National Congress
ଜୀବନ ସାଥୀThakur Jugal Kishore Sinha
ସନ୍ତାନMadhurendra Kumar Singh
ଘରPatna

ରାମ ଦୁଲାରି ସିହ୍ନା (୧୯୨୨-୧୯୯୪) ଜଣେ ଭାରତୀୟ ମହିଳା ପାର୍ଲିଆମେଣ୍ଟାରିଆନ ଓ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟପାଳ । ସେ ଆନ୍ତର୍ଜାତିକ ଶ୍ରମିକ ସଂଗଠନର ଭାଇସ- ଚେୟାରମେନ ନିର୍ବାଚିତ ହେଇଥିଲେ । ସେ ବିହାର ରାଜ୍ୟର ପ୍ରଥମ ମହିଳା ପୋଷ୍ଟ ଗ୍ରାଜୁଏଟ । ସେ ମଧ୍ୟ ବିହାରର ପ୍ରଥମ ମହିଳା ଯିଏ ରାଜ୍ୟପାଳ ଭାବରେ ରହିଥିଲେ । ସେ ୧୯୮୮ ମସିହାରୁ ୧୯୯୦ ମସିହା ଯାଏ କେରଳ ରାଜ୍ୟର ରାଜ୍ୟପାଳ ଥିଲେ । [୧]

ରାଜନୈତିକ ଜୀବନୀ 

କେରଲର ରାଜ୍ୟପାଳ ଭାବେ ରାମ ଦୁଲାରି ସିହ୍ନା
କେରଲର ନେତା ମାନଙ୍କ ସହ ରାଜ୍ୟପାଳ ରାମ ଦୁଲାରି ସିହ୍ନା
  • ୧୯୫୨ ମସିହାରେ ପ୍ରଥମ ବିହାର ବିଧାନ ସଭାର ସଦସ୍ୟା 
  • ୧୯୬୨ ପାଟଣା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ 
  • ୧୯୬୯  ବିହାର ବିଧାନ ସଭା ସଦସ୍ୟା ଭାବେ ନିର୍ବାଚିତ 
  • ୧୯୭୧ରୁ ୧୯୭୭ ରାଜ୍ୟ କେବିନେଟ ମନ୍ତ୍ରୀ 
  • ୧୯୮୦  ଲୋକ ସଭା ସଦସ୍ୟା 
  • ୧୯୮୦ କେନ୍ଦ୍ରରେ ରାଜ୍ୟ ପାହ୍ୟା ମନ୍ତ୍ରୀ 
  • ୧୯୮୪ ଲୋକ ସଭା ପାଇଁ ପୁନର- ନିର୍ବାଚିତ 
  • ୧୯୮୪ରୁ ୧୯୮୮ କେନ୍ଦ୍ର ଗୃହ ବ୍ୟାପାର ବିଭାଗ  ମନ୍ତ୍ରୀ 
  • ୧୯୮୮ରୁ ୧୯୯୦  କେରଳ ରାଜ୍ୟର ରାଜ୍ୟପାଳ 
Year Constituency Votes Polled Vote % Winner
1951 98. Majorganj 11520 51.73% Yes
1969 22. Gopalganj 15197 36.09% Yes
1972 22. Gopalganj 19749 42.36% Yes
Year Constituency Votes Polled Vote % Winner
1962 35. Patna 101687 44.89% Yes
1980 12. Sheohar 174188 41.95% Yes
1984 12. Sheohar 254881 52.45% Yes

ପୁନଶ୍ଚ ଦେଖାଣ 

ଆଧାର ସମୂହ 

  1. "INDIA PROBES DEATH PLOT, BOMBING TIES". Chicago Tribune. 17 May 1985. Retrieved 2009-08-24.

ବାହ୍ୟ ସଂଯୋଗ