"ଗୋଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
→‎ଇତିହାସ: ଇଂରାଜୀ ବାକ୍ୟ କଢ଼ାଗଲା
→‎ଇତିହାସ: ଓଡ଼ିଆ ଲିପିରେ
୭୩ କ ଧାଡ଼ି: ୭୩ କ ଧାଡ଼ି:
== ଇତିହାସ ==
== ଇତିହାସ ==
[[File:Usgalimal.PNG|thumb|ଉସ୍‌ଗାଲିମାଲ୍‌ଠାରେ ଅବସ୍ଥିତ ପଥର ଖୋଦେଇ ଚିତ୍ର]]
[[File:Usgalimal.PNG|thumb|ଉସ୍‌ଗାଲିମାଲ୍‌ଠାରେ ଅବସ୍ଥିତ ପଥର ଖୋଦେଇ ଚିତ୍ର]]
ଗୋଆର ଇତିହାସ ୨୦,୦୦୦ରୁ ୩୦,୦୦୦ ବର୍ଷ ପୁରୁଣା । ଏହି ପଥର ଖୋଦେଇ ଭାରତରେ ପ୍ରାଚୀନ ମାନବ ସଭ୍ୟତାର ଚିହ୍ନ ବହନ କରେ ।<ref>{{cite book|last=Indian Archaeological Society|title=Purātattva, Issue 36|year=2006|publisher=Indian Archaeological Society}}</ref>{{rp|p.254}} [[Upper Paleolithic]] କିମ୍ବା [[Mesolithic]] ପଥର ଖୋଦେଇ ଚିତ୍ର, ଉସ୍‌ଗାଲିମାଲ୍‌ଠାରେ [[କୁଶାବତୀ]] ନଦୀ ତଟରେ ମିଳିଥିଲା ।<ref name=usgal>{{cite book|last=Kalyan Kumar Chakravarty, Robert G. Bednarik, Indirā Gāndhī Rāshṭrīya Mānava Saṅgrahālaya|title=Indian Rock Art and Its Global Context|year=1997|publisher=Motilal Banarsidass Publ.,|isbn= 9788120814646|pages=228 pages (see page 34)}}</ref>
ଗୋଆର ଇତିହାସ ୨୦,୦୦୦ରୁ ୩୦,୦୦୦ ବର୍ଷ ପୁରୁଣା । ଏହି ପଥର ଖୋଦେଇ ଭାରତରେ ପ୍ରାଚୀନ ମାନବ ସଭ୍ୟତାର ଚିହ୍ନ ବହନ କରେ ।<ref>{{cite book|last=Indian Archaeological Society|title=Purātattva, Issue 36|year=2006|publisher=Indian Archaeological Society}}</ref>{{rp|p.254}} [[ଉପର ପାଲିଓଲିଥିକ]] କିମ୍ବା [[ମେସୋଲିଥିକ]] ପଥର ଖୋଦେଇ ଚିତ୍ର, ଉସ୍‌ଗାଲିମାଲ୍‌ଠାରେ [[କୁଶାବତୀ]] ନଦୀ ତଟରେ ମିଳିଥିଲା ।<ref name=usgal>{{cite book|last=Kalyan Kumar Chakravarty, Robert G. Bednarik, Indirā Gāndhī Rāshṭrīya Mānava Saṅgrahālaya|title=Indian Rock Art and Its Global Context|year=1997|publisher=Motilal Banarsidass Publ.,|isbn= 9788120814646|pages=228 pages (see page 34)}}</ref>


== ଭାଷା ଓ ସାହିତ୍ୟ ==
== ଭାଷା ଓ ସାହିତ୍ୟ ==

୧୭:୫୬, ୧୦ ଜୁନ ୨୦୨୦ ଅନୁସାରେ କରାଯାଇଥିବା ବଦଳ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଗୋଆ
गोंय
ଭାରତରେ ଗୋଆର ଅବସ୍ଥାନ
ଭାରତରେ ଗୋଆର ଅବସ୍ଥାନ
ଗୋଆର ମାନଚିତ୍ର
ଗୋଆର ମାନଚିତ୍ର
ଦେଶ ଭାରତ
ସ୍ଥାପନ୩୦ ମଇ ୧୯୮୭
ରାଜଧାନୀପାଣାଜୀ
ବୃହତ୍ତମ ନଗରଭାସ୍କୋ ଡା ଗାମା
ଜିଲ୍ଲା ସଂଖ୍ୟା
Government
 • ରାଜ୍ୟପାଳକେ. ଶଙ୍କରନାରାୟଣନ
 • ମୁଖ୍ୟମନ୍ତ୍ରୀମନୋହର ପରୀକର
 • ନ୍ୟାୟପାଳିକାଏକ ନ୍ୟାୟପାଳିକା (୪୦ ଆସନ)
Area
 • ସମୁଦାୟ3,702 km2 (1,429 sq mi)
 • Rank୨୮ଶ
Population
 (୨୦୧୧)
 • Total୧୪୫୭୭୨୩
 • Rank୨୫
 • Density390/km2 (1,000/sq mi)
Time zoneUTC+୦୫:୩୦ (IST)
ISO 3166 codeIN-GA
HDIIncrease ୦.୭୭୯ (ମଧ୍ୟମ)
HDI କ୍ରମାଙ୍କ୩ୟ (୨୦୦୫)
ସାକ୍ଷରତା୮୭%
ସରକାରୀ ଭାଷାକୋଙ୍କଣୀ
Websitewww.goa.gov.in

'ଗୋଆ' ଭାରତର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଏକ ରାଜ୍ୟ । କ୍ଷେତ୍ରଫଳ ହିସାବରେ ଏହା ଭାରତର କ୍ଷୁଦ୍ରତମ ତଥା ଜନସଂଖ୍ୟା ହିସାବରେ ଏହା ଭାରତର ଚତୁର୍ଥ କ୍ଷୁଦ୍ର ରାଜ୍ୟ । ଆରବ ସାଗର କୁଳରେ ଥିବା ଏହି ରାଜ୍ୟକୁ ଉତ୍ତରଦିଗରେ ମହାରାଷ୍ଟ୍ର, ପୂର୍ବ ଓ ଦକ୍ଷିଣ ଦିଗରେ କର୍ଣ୍ଣାଟକ ଘେରି ରହିଛି । ଗୋଆ ଭାରତର ସବୁଠାରୁ ଧନୀ ରାଜ୍ୟ । ଏହାର ମୋଟ ଘରୋଇ ଉତ୍ପାଦ (ଜି. ଡ଼ି. ପି.) ଦେଶର ଜି. ଡ଼ି. ପି.ର ଅଢେଇଗୁଣ ଅଧିକ। । ୧୧ଶ ବିତ୍ତ କମିଶନ ଗୋଆକୁ ଭିତ୍ତିଭୂମି ପାଇଁ ସବୁଠୁ ଭଲ ରାଜ୍ୟ ଭାବେ ଗଣନା କରିଛନ୍ତି । ପାନାଜି ବା ପାଞ୍ଜିମ ଗୋଆର ରାଜଧାନୀ ଆଟେ । ପ୍ରାୟ ୪୫୦ବର୍ଷ ଧରି ଗୋଆ ପର୍ତ୍ତୁଗୀଜ କଲୋନୀ ରହି ଆସିଥିଲା । ୧୯୬୧ ମସିହାରେ ଏହା ଭାରତବର୍ଷ ସାଙ୍ଗରେ ଯୋଗ କରାଗଲା । ଗୋଆ ରାଜ୍ୟ ଏହାର ବେଳାଭୂମି, ବିଶ୍ୱବିଖ୍ୟାତ ଗୀର୍ଜାଘର, ଭରପୁର ଖଣିଜ ପଦାର୍ଥ ଓ ସବୁଜ ପଶ୍ଚିମଘାଟ ପର୍ବତ ମାଳା ପାଇଁ ପ୍ରସିଦ୍ଧ ଅଟେ ।

ଭୂଗୋଳ

ଇତିହାସ

ଉସ୍‌ଗାଲିମାଲ୍‌ଠାରେ ଅବସ୍ଥିତ ପଥର ଖୋଦେଇ ଚିତ୍ର

ଗୋଆର ଇତିହାସ ୨୦,୦୦୦ରୁ ୩୦,୦୦୦ ବର୍ଷ ପୁରୁଣା । ଏହି ପଥର ଖୋଦେଇ ଭାରତରେ ପ୍ରାଚୀନ ମାନବ ସଭ୍ୟତାର ଚିହ୍ନ ବହନ କରେ ।[୧]:p.254 ଉପର ପାଲିଓଲିଥିକ କିମ୍ବା ମେସୋଲିଥିକ ପଥର ଖୋଦେଇ ଚିତ୍ର, ଉସ୍‌ଗାଲିମାଲ୍‌ଠାରେ କୁଶାବତୀ ନଦୀ ତଟରେ ମିଳିଥିଲା ।[୨]

ଭାଷା ଓ ସାହିତ୍ୟ

ଆଧାର

  1. Indian Archaeological Society (2006). Purātattva, Issue 36. Indian Archaeological Society.
  2. Kalyan Kumar Chakravarty, Robert G. Bednarik, Indirā Gāndhī Rāshṭrīya Mānava Saṅgrahālaya (1997). Indian Rock Art and Its Global Context. Motilal Banarsidass Publ.,. pp. 228 pages (see page 34). ISBN 9788120814646.{{cite book}}: CS1 maint: extra punctuation (link) CS1 maint: multiple names: authors list (link)

ଅଧିକ ତଥ୍ୟ