"ନବୀନ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ →‎ଅଧିକ ତଥ୍ୟ: naveen patanaik
୬୦ କ ଧାଡ଼ି: ୬୦ କ ଧାଡ଼ି:


* [http://www.naveenpatnaik.com/ ନବୀନ ପଟ୍ଟନାୟକଙ୍କ ନିଜ ସାଇଟ]
* [http://www.naveenpatnaik.com/ ନବୀନ ପଟ୍ଟନାୟକଙ୍କ ନିଜ ସାଇଟ]
* [http://orissadiary.com/personality/index.asp ଓଡ଼ିଶା ଡାଇରି]
*[http://orissadiary.com/personality/index.naveen patnaik ଓଡ଼ିଶା ଡାଇରି]
* [https://archive.is/20130113230920/www.bbc.co.uk/blogs/indiaelection09/2009/05/orissas_accidental_politician.html ଓଡ଼ିଶାରେ ଅଚାନକ ରାଜନିତି ଭିତରକୁ ଆସିଥିବା ନବୀନ, ବିବିସି]
* [https://archive.is/20130113230920/www.bbc.co.uk/blogs/indiaelection09/2009/05/orissas_accidental_politician.html ଓଡ଼ିଶାରେ ଅଚାନକ ରାଜନିତି ଭିତରକୁ ଆସିଥିବା ନବୀନ, ବିବିସି]
{{ଓଡ଼ିଶାର ମୁଖ୍ୟମନ୍ତ୍ରୀ}}
{{ଓଡ଼ିଶାର ମୁଖ୍ୟମନ୍ତ୍ରୀ}}

୧୩:୪୫, ୨୭ ମଇ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ନବୀନ ପଟ୍ଟନାୟକ
ନବୀନ ପଟ୍ଟନାୟକ ଏସୀୟ ଆଥଲେଟିକ୍ସ ଚ୍ୟାମ୍ପିୟନସିପ ୨୦୧୭ ଅବସରରେ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
ନିର୍ବାଚନ ମଣ୍ଡଳୀହିଞ୍ଜିଳି[୧]
କାର୍ଯ୍ୟକାଳ
୫ ମାର୍ଚ୍ଚ ୨୦୦୦ – ଏପର୍ଯ୍ୟନ୍ତ
ପୂର୍ବ ଅଧିକାରୀହେମାନନ୍ଦ ବିଶ୍ୱାଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1946-10-16) ୧୬ ଅକ୍ଟୋବର ୧୯୪୬ (ବୟସ ୭୭)
କଟକ, ଓଡ଼ିଶା, ଭାରତ
ଜାତୀୟତାଭାରତ
ରାଜନୀତିକ ଦଳବିଜୁ ଜନତା ଦଳ
ବୃତ୍ତିରାଜନୀତି
ୱେବସାଇଟOfficial website
ଓଡ଼ିଶାର ମୁଖ୍ୟମନ୍ତ୍ରୀ
21 May, 2010 ସୁଦ୍ଧା
ଆଧାର: [୧]

ନବୀନ ପଟ୍ଟନାୟକ (୧୬ ଅକ୍ଟୋବର ୧୯୪୬) ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳର ମୁଖ୍ୟ । ସେ କ୍ରମାଗତ ଭାବେ ପଞ୍ଚମ ଥର ନିର୍ବାଚିତ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଉଛନ୍ତି ।[୨]

୨୦୧୮ ପୁରୁଷ ହକି ବିଶ୍ୱକପ ଉଦଘାଟନ ସମାରୋହରେ ନବୀନ

ଜୀବନ

ନବୀନ ପଟ୍ଟନାୟକ ପିତା ବିଜୁ ପଟ୍ଟନାୟକ ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ଭାବରେ କଟକଠାରେ ଜନ୍ମ ନେଇଥିଲେ । ସେ ଡେରାଡୁନର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ତାହା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୀ ରୋକି ମଲ୍ଲ ମହାବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ସେ ଜଣେ ଅବିବାହିତ ପୁରୁଷ । ସେ ବିଦ୍ୟାଳୟରେ ପଢୁଥିବାବେଳେ ଗୋଲରକ୍ଷକଭାବେ ହକି ଖେଳୁଥିଲେ ।[୩] ନବୀନ ପଟ୍ଟନାୟକ ଯୁବକ ବେଳରେ ଥିଲେ ଜଣେ ଲେଖକ ଏବଂ ଯୁବା ଅବସ୍ଥା ସେ ଓଡ଼ିଶା ଓ ରାଜନୀତି ଠାରୁ ଦୂରରେ ଥାଇ କଟାଇଥିଲେ କିନ୍ତୁ ତାଙ୍କ ପିତା ସ୍ୱର୍ଗତ ବିଜୁ ବାବୁଙ୍କ ଦେହାନ୍ତ ପରେ ସେ ୧୯୯୭ରେ ରାଜନୀତି ଭିତରକୁ ପ୍ରବେଶ କରିଥିଲେ । ଏହାର ୧ ବର୍ଷ ପରେ ସେ ବିଜୁ ଜନତା ଦଳର ସ୍ଥାପନ କରିଥିଲେ ।

ଆଇ.ଆଇ.ଟି. ଭୁବନେଶ୍ୱରରେ ନବୀନ ପଟ୍ଟନାୟକ

ରାଜନୀତିକ ଜୀବନ

କଲେଜ ଜୀବନରେ ନବୀନ ରାଜନୀତିଠୁ ଦୂରରେ ଥିଲେ । ବିଜୁ ପଟ୍ଟନାୟକଙ୍କ ତିରୋଧାନ ପରେ ସେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ । ଏହାର ବର୍ଷକ ଭିତରେ ସେ ଜନତା ଦଳକୁ ବିଜୁବାବୁଙ୍କ ନାମରେ ବିଜୁ ଜନତା ଦଳ ଭାବରେ ତିଆରି କରିଥିଲେ ।

ଲେଖକ ଜୀବନ

ନବୀନଙ୍କ ଲିଖିତ ତିନୋଟି ବହି ହେଲା:

ପୁରସ୍କାର ଏବଂ ସମ୍ମାନ

ପୁରସ୍କାର

  • ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ନବୀନଙ୍କୁ ହକି ଖେଳର ପ୍ରଚାର ଓ ପ୍ରସାର ନିମନ୍ତେ ଅବଦାନ ପାଇଁ "ଏଫ.ଆଇ.ଏଚ. ସଭାପତି ପୁରସ୍କାର" ପ୍ରଦାନ କରାଯଇଛି ।[୪]

ଆଧାର

  1. "Naveen Patnaik wins from Hinjili in Orissa : Orissa, News - India Today". indiatoday.intoday.in. 2009. Retrieved 30 December 2012. Naveen Patnaik has won from the Hinjili Assembly constituency
  2. "Naveen Patnaik takes oath as CM of Odisha for 5th consecutive term | News - Times of India Videos". The Times of India (in ଇଂରାଜୀ). Retrieved 2019-05-30.
  3. http://www.samajalive.in/naveen-pattnaik-3-in-kbc/41816.html
  4. http://www.samajalive.in/naveen-pattnaik-4/46587.html

ଅଧିକ ତଥ୍ୟ