"ଧଉଳି ଏକ୍ସପ୍ରେସ୍ (କଥାଚିତ୍ର)" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ବ/ୱ ଫଳା ବଦଳ |
Hellohappy (ଆଲୋଚନା | ଅବଦାନ) ଟିକେNo edit summary |
||
୬ କ ଧାଡ଼ି: | ୬ କ ଧାଡ଼ି: | ||
| alt = |
| alt = |
||
| caption = |
| caption = |
||
| director = [[ଚିତ୍ତ ରଞ୍ଜନ ତ୍ରିପାଠୀ]]<ref>{{cite web |title=After Sacred Games, it's a busy year for Odia actor in Bollywood |url=https://www.newindianexpress.com/entertainment/hindi/2019/aug/30/after-sacred-games-its-a-busy-year-for-odia-actor-in-bollywood-2026597.html |website=www.newindianexpress.com/ |publisher=The New Indian Express |accessdate=23 May 2020}}</ref> |
|||
| director = [[ଚିତ୍ତ ରଞ୍ଜନ ତ୍ରିପାଠୀ]] |
|||
| producer = ଚିତ୍ତ ରଞ୍ଜନ ତ୍ରିପାଠୀ |
| producer = ଚିତ୍ତ ରଞ୍ଜନ ତ୍ରିପାଠୀ |
||
| writer = ଭରଦ୍ୱାଜ ପଣ୍ଡା (ସଂଳାପ) |
| writer = ଭରଦ୍ୱାଜ ପଣ୍ଡା (ସଂଳାପ) |
||
୨୬ କ ଧାଡ଼ି: | ୨୬ କ ଧାଡ଼ି: | ||
| gross = |
| gross = |
||
}} |
}} |
||
'''ଧଉଳି ଏକ୍ସପ୍ରେସ''' |
'''ଧଉଳି ଏକ୍ସପ୍ରେସ''' ୨୦୦୭ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ନିର୍ମାତା ନିର୍ଦେଶକ [[ଚିତ୍ତରଞ୍ଜନ ତ୍ରିପାଠୀ]]ଙ୍କଦ୍ୱାରା ନିର୍ମିତ<ref>{{cite book|title=Indian Panorama|url=https://books.google.com/books?id=nAEO0VqmhqcC|year=2010|publisher=Directorate of Film Festivals, Ministry of Information and Broadcasting, Government of India}}</ref> ଏହି କଥାଚିତ୍ରରେ ସମରେଶ ରାଉତରାୟ, ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ ତଥା ଅପରାଜିତା ଅଭିନୟ କରିଥିଲେ । |
||
== କାହାଣୀ == |
== କାହାଣୀ == |
୨୧:୦୪, ୨୩ ମଇ ୨୦୨୦ ଅନୁସାରେ କରାଯାଇଥିବା ବଦଳ
ଧଉଳି ଏକ୍ସପ୍ରେସ୍ | |
---|---|
ନିର୍ଦ୍ଦେଶକ | ଚିତ୍ତ ରଞ୍ଜନ ତ୍ରିପାଠୀ[୧] |
ପ୍ରଯୋଜକ | ଚିତ୍ତ ରଞ୍ଜନ ତ୍ରିପାଠୀ |
ସଂଳାପ | ଭରଦ୍ୱାଜ ପଣ୍ଡା (ସଂଳାପ) |
କାହାଣୀ | ଚିତ୍ତ ରଞ୍ଜନ ତ୍ରିପାଠୀ |
କଳାକାର | ସମରେଶ, ସିଦ୍ଧାନ୍ତ ମହାପାତ୍ର, କାଜଲ ମିଶ୍ର, ମିହିର ଦାସ |
ସଙ୍ଗୀତ | ଚିତ୍ତ ରଞ୍ଜନ ତ୍ରିପାଠୀ |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ୧୬ ମଇ ୨୦୦୭ [୨] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୧କୋଟି ୨୩ଲକ୍ଷ ୬୦ହଜାର |
ଧଉଳି ଏକ୍ସପ୍ରେସ ୨୦୦୭ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ନିର୍ମାତା ନିର୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀଙ୍କଦ୍ୱାରା ନିର୍ମିତ[୩] ଏହି କଥାଚିତ୍ରରେ ସମରେଶ ରାଉତରାୟ, ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ ତଥା ଅପରାଜିତା ଅଭିନୟ କରିଥିଲେ ।
କାହାଣୀ
ପୋଷ୍ଟମେନ ଥିବା ଦିବାକର ଦାସଙ୍କ ଉଚ୍ଚାଭିଳାଷୀ ପୁତ୍ର ଧଉଳିଙ୍କ କାହାଣୀକୁ ନେଇ ଧଉଳି ଏକ୍ସପ୍ରେସ ନିର୍ମିତ । ଏକ ସଙ୍ଗୀତଜ୍ଞ ହେବା ଲକ୍ଷ୍ୟ ନେଇ ଯାଉଥିବା ଧଉଳି ପରିସ୍ଥିତି କ୍ରମେ ଜଣେ ଅପରାଧୀ ଜଗା ଭାଇଙ୍କ ସହ ପରିଚିତ ହେଇ ପରେ ଅପରାଧ ଦୁନିଆକୁ ଟାଣି ହେଇ ଯିବା ଏହି ଚିତ୍ରର କାହାଣୀର ମୁଖ୍ୟ କଥାବସ୍ତୁ ।
ପୁରସ୍କାର
ଏହା ୨୦୦୭ରେ ଶ୍ରେଷ୍ଠ କଥାଚିତ୍ର ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।
ଅଭିନୟରେ
ଓଡ଼ିଆ କଥାଚିତ୍ର ‘ଧଉଳି ଏକ୍ସପ୍ରେସ୍’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର
- ↑ "After Sacred Games, it's a busy year for Odia actor in Bollywood". www.newindianexpress.com/. The New Indian Express. Retrieved 23 May 2020.
- ↑ ଅନୁପମ ଭାରତ, ୧୬ ସେପ୍ଟେମ୍ବର ୨୦୧୧
- ↑ Indian Panorama. Directorate of Film Festivals, Ministry of Information and Broadcasting, Government of India. 2010.
ଅଧିକ ତଥ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ଧଉଳି ଏକ୍ସପ୍ରେସ୍