"ଭାରତୀୟ ଜନତା ପାର୍ଟି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
ଟିକେ Regular Character Changes |
||
୩୩ କ ଧାଡ଼ି: | ୩୩ କ ଧାଡ଼ି: | ||
{{BJPSegmentsUnderInfoBox}} |
{{BJPSegmentsUnderInfoBox}} |
||
'''ଭାରତୀୟ ଜନତା ପାର୍ଟି '''[[ଭାରତ]]ର ଏକ ରାଜନୈତିକ ଦଳ । |
'''ଭାରତୀୟ ଜନତା ପାର୍ଟି '''[[ଭାରତ]]ର ଏକ ରାଜନୈତିକ ଦଳ । |
||
ଭାରତୀୟ ଜନତା ପାର୍ଟି ସଙ୍ଘ ପରିବାରର ବିଭିନ୍ନ କ୍ଷେତ୍ରରେ ଏକ ପ୍ରମୁଖ ସଦସ୍ୟ ଭାବେ କାର୍ଯ୍ୟ କରିଥାଏ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍) ଉପରେ ସବୁବେଳେ ସାମ୍ପ୍ରଦାୟିକ, ପ୍ରତିକ୍ରିୟାତ୍ମକ ବୋଲି ଅଭିଯୋଗ ହୋଇଥାଏ । ତେବେ କେବଳ |
ଭାରତୀୟ ଜନତା ପାର୍ଟି ସଙ୍ଘ ପରିବାରର ବିଭିନ୍ନ କ୍ଷେତ୍ରରେ ଏକ ପ୍ରମୁଖ ସଦସ୍ୟ ଭାବେ କାର୍ଯ୍ୟ କରିଥାଏ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍) ଉପରେ ସବୁବେଳେ ସାମ୍ପ୍ରଦାୟିକ, ପ୍ରତିକ୍ରିୟାତ୍ମକ ବୋଲି ଅଭିଯୋଗ ହୋଇଥାଏ । ତେବେ କେବଳ ଆରଏସ୍ଏସ୍ର ସମାଲୋଚକମାନେ ଏଭଳି କହି ନଥାନ୍ତି, ଅନ୍ୟମାନେ ମଧ୍ୟ ଏପରି ଚିନ୍ତା କରିଥାନ୍ତି । କିନ୍ତୁ ସଂଘର ସ୍ୱୟଂସେବକମାନେ ଏଭଳି ସମାଲୋଚନାକୁ ଅଗ୍ରାହ୍ୟ କରିଦିଅନ୍ତି । କାରଣ ସେମାନଙ୍କ ହୃଦୟରେ କୌଣସି ଦ୍ୱନ୍ଦ ନଥାଏ ଯେ, ଆରଏସ୍ଏସ୍ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା, ରାଷ୍ଟ୍ରୀୟତା ଓ ରାଷ୍ଟ୍ରୀୟ ଶକ୍ତି ବୃଦ୍ଧି ପାଇଁ ବ୍ୟକ୍ତିଗତ ଓ ରାଷ୍ଟ୍ରୀୟ ଚରିତ୍ରକୁ ଶାଣିତ କରିବାରେ କାର୍ଯ୍ୟ କରେ । ଏବେ ଏହି ସଂଗଠନ ଏକ୍ ସନ୍ତୁଳିତ ବ୍ୟବସ୍ଥା ସହ ଦୃଢ ତଥା ଅଗ୍ରଗାମୀ କ୍ରମବର୍ଦ୍ଧିଷ୍ଣ ଦେଶପ୍ରେମୀ ସଂଗଠନରେ ପରିଣତ ହୋଇଛି। ବିଜେପିର ସମାଲୋଚକମାନେ ମଧ୍ୟ ଏହା ସ୍ୱୀକାର କରୁଛନ୍ତି ଯେ, ବିଜେପି ଏବେ ଏକ ମହାଦୃମରେ ପରିଣତ ହୋଇଛି। ଏହାର ରାଷ୍ଟ୍ରବ୍ୟାପୀ ମହାକାୟାକୁ ପ୍ରତିହତ କରିବା ଆଉ ସମ୍ଭବ ନୁହେଁ । |
||
ଗୋଟିଏ ରାଷ୍ଟ୍ରର ଇତିହାସ ଏହାର ଦର୍ଶନକୁ ପ୍ରତିଫଳିତ କରିଥାଏ ଏବଂ ସଂଘ ପରିବାର ଭାରତୀୟ ଇତିହାସ ସମ୍ପର୍କରେ ଏକ ସ୍ପଷ୍ଟ ଓ ତୀର୍ଯ୍ୟକ ଅବଧାରଣା ରଖିଛନ୍ତି। ଜମ୍ବୁଦ୍ୱୀପ ଭାରତ ବର୍ଷରେ ଦିନେ ଏକ ମହାନ ସଭ୍ୟତା ଗଢି ଉଠିଥିଲା। ଯାହା ଦକ୍ଷିଣାତ୍ୟରେ [[ଶ୍ରୀଲଙ୍କା]]ଠାରୁ ଆରମ୍ଭ କରି ଜାଭା, ପୂର୍ବରେ ଜାପାନ, ଉତ୍ତରରେ ତିଦ୍ଦତ ମଙ୍ଗୋଲିଆରୁ [[ଚୀନ]] ଏପରିକି ସାଇବେରିଆ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଆର୍ଯ୍ୟଭୂମି [[ଭାରତ]]ବର୍ଷ ହୁନ, ଶାକ ଓ ଗ୍ରୀକମାନଙ୍କ ଆକ୍ରମଣରୁ ନିଜକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିବା ବେଳେ ତୁର୍କୀମାନଙ୍କ ଇସଲାମିସକ୍ ଝଡ଼ ନିକଟରେ ଶିଥିଳ ପଡ଼ିଯାଇଥିଲା । ତେବେ ହଜାରେ ବର୍ଷ ଧରି ଏହି ଝଡ଼ ଯୋଗୁଁ [[ଭାରତ]] ରକ୍ତରଞ୍ଜିତ ହୋଇଛି। ତଥାପି କେବେ ହେଲେ ଏହି ଝଡ ନିକଟରେ ଆତ୍ମସମର୍ପଣ କରିନାହିଁ। ବିଜୟନଗରର ମହାରାଜା, ଶିବାଜୀ, ରାଣାପ୍ରତାପ, ଗୁରୁ ଗୋବିନ୍ଦ ସିଂହ ଓ ଶହୀଦ ହୋଇଯାଇଥିବା ଅସଂଖ୍ୟ ଯୋଗଜନ୍ମା ବୀରପୁତ୍ରଙ୍କ ତ୍ୟାଗ ଓ ଚେଷ୍ଟା ଯୋଗୁଁ ଭାରତୀୟ ସଭ୍ୟତା ଆଜି ମଧ୍ୟ ତୀର୍ଯ୍ୟକ ଓ ଯାଜୁଲ୍ୟମାନ ହୋଇ ରହିଛି। ପୂର୍ବରୁ ଭାରତୀୟ ସଭ୍ୟତାର ଏହି ମଶାଲ ସ୍ୱାମୀ ଦୟାନନ୍ଦ ଓ [[ସ୍ୱାମୀ ବିବେକାନନ୍ଦ]]ଙ୍କ ଭଳି ବରପୁତ୍ରଙ୍କ ହାତରେ ସୁରକ୍ଷିତ ରହିଥିଲା। ଚଳିତ ଶତାଦ୍ଦୀରେ ମଧ୍ୟ ଶ୍ରୀ ଅରବିନ୍ଦ, ଲୋକମାନ୍ୟ ତିଲକ ଓ [[ମହାତ୍ମା ଗାନ୍ଧୀ]]ଙ୍କ ପରି ତ୍ୟାଗପୁତ୍ର ଭାରତୀୟଙ୍କ ସତ୍ୟନିଷ୍ଠ କର୍ମରେ ଏହା ଅଧିକ ରୁଦ୍ଧିମନ୍ତ ହୋଇଛି। ଠିକ୍ ସେହିପରି ଜଣେ ତ୍ୟାଗପୁତ ସଚ୍ଚା ଭାରତୀୟ, ଡକ୍ଟର ହେଗଡେୱ୍ଆରଙ୍କଦ୍ୱାରା ୧୯୨୫ରେ ସ୍ଥାପିତା ହୋଇଥିଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍)। ୧୯୪୦ରେ ଶ୍ରୀ ଗୁରୁଜୀଙ୍କଦ୍ୱାରା ଏହାକୁ ଏକ ସାଙ୍ଗଠନିକ ରୂପେ ଦିଆଗଲା । ଏହା ଭାରତରେ ଥିବା [[ମୁସଲମାନ]] ସଂପ୍ରଦାୟର ବିରୋଧି ନୁହଁ । ଏହି ପ୍ରସଙ୍ଗରେ ଆରଏସ୍ଏସ୍ର ଆଭିମୁଖ୍ୟ ସମସ୍ତଙ୍କୁ ନ୍ୟାୟ ଦେବା ଓ କାହାରିକୁ ଅସନ୍ତୋଷ ନକରିବା ରହି ଆସିଛି । ତେବେ ଏହା ନିଃସନ୍ଦେହ ଯେ, ଆମେ ପୂର୍ବରୁ ଏକ ହିନ୍ଦୁ ରାଷ୍ଟ୍ର ଥିଲୁ ଓ ଏବେ ମଧ୍ୟ ଏକ ହିନ୍ଦୁ ରାଷ୍ଟ୍ର ଭାବେ ରହି ଆସିଛୁ । ଅତଏବ ଧାର୍ମିକ ବିଶ୍ୱାସ କିମ୍ବା ଉପାସନା ପଦ୍ଧତିରେ ପରିବର୍ତ୍ତନ ଯୋଗୁଁ ଆମ ରାଷ୍ଟ୍ରୀୟତା ପରିବର୍ତ୍ତନ ହୋଇପାରିବ ନାହିଁ । |

୧୩:୨୦, ୧୫ ମାର୍ଚ୍ଚ ୨୦୨୦ ଅନୁସାରେ କରାଯାଇଥିବା ବଦଳ
ଭାରତୀୟ ଜନତା ପାର୍ଟି | |
---|---|
ଅଧକ୍ଷ | ଜଗତ୍ ପ୍ରକାଶ ନଡ୍ଡା |
ସଂସଦରେ ଅଧକ୍ଷ | ଲାଲକୃଷ୍ଣ ଆଡଭାନୀ |
ଲୋକସଭା ନେତା | ଶ୍ରୀ ନରେନ୍ଦ୍ର ମୋଦି (ପ୍ରଧାନମନ୍ତ୍ରୀ) |
ରାଜ୍ୟସଭା ନେତା | ଅରୁଣ ଜେଟଲୀ (ଅର୍ଥ ମନ୍ତ୍ରୀ) |
ଗଠନ | ୬ ଅପ୍ରେଲ ୧୯୮୦ |
ପୂର୍ବେ ଥିଲା | ଭାରତୀୟ ଜନସଂଘ |
ମୁଖ୍ୟ କାର୍ଯ୍ୟାଳୟ | 11 Ashoka Road, New Delhi, 110001 |
ଯୁବକ ଶାଖା | ଭାରତୀୟ ଜନ ଯୁବ ମୋର୍ଚା |
ମହିଳା ଶାଖା | ଭାଜପା ମହିଳା ମୋର୍ଚା |
କୃଷକ ଶାଖା | ଭାରତୀୟ କିଶାନ ସଂଘ |
ବିଚାରଧାରା | Indian Nationalism Integral humanism Economic liberalism Gandhian Socialism[ଆଧାର ଲୋଡ଼ା] Conservatism Social conservatism |
ରାଜନୈତିକ ଅବସ୍ଥାନ | Centre-right |
ଅନ୍ତର୍ଜାତୀୟ ଅନୁବନ୍ଧନ | None |
ରଙ୍ଗ | Saffron |
ଭା. ନି. କ. ସ୍ଥିତି | ଜାତୀୟ ଦଳ |
ମେଣ୍ଟ | National Democratic Alliance (NDA) |
ଲୋକସଭାରେ ଆସନ ସଂଖ୍ୟା | ୨୮୨ / ୫୪୩ |
ରାଜ୍ୟସଭାରେ ଆସନ ସଂଖ୍ୟା | ୪୩ / ୨୪୫ |
ୱେବସାଇଟ | |
www |
This article is part of a series about Bharatiya Janata Party |
||
---|---|---|
Bharatiya Jana Sangh · History of the BJP · Organisation of the BJP · Bharatiya Janata Yuva Morcha · Bharatiya Mazdoor Sangh · Bharatiya Kisan Sangh · BJP Mahila Morcha · BJP Minority Morcha · List of MP in the 14th Lok Sabha |
ଭାରତୀୟ ଜନତା ପାର୍ଟି ଭାରତର ଏକ ରାଜନୈତିକ ଦଳ । ଭାରତୀୟ ଜନତା ପାର୍ଟି ସଙ୍ଘ ପରିବାରର ବିଭିନ୍ନ କ୍ଷେତ୍ରରେ ଏକ ପ୍ରମୁଖ ସଦସ୍ୟ ଭାବେ କାର୍ଯ୍ୟ କରିଥାଏ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍) ଉପରେ ସବୁବେଳେ ସାମ୍ପ୍ରଦାୟିକ, ପ୍ରତିକ୍ରିୟାତ୍ମକ ବୋଲି ଅଭିଯୋଗ ହୋଇଥାଏ । ତେବେ କେବଳ ଆରଏସ୍ଏସ୍ର ସମାଲୋଚକମାନେ ଏଭଳି କହି ନଥାନ୍ତି, ଅନ୍ୟମାନେ ମଧ୍ୟ ଏପରି ଚିନ୍ତା କରିଥାନ୍ତି । କିନ୍ତୁ ସଂଘର ସ୍ୱୟଂସେବକମାନେ ଏଭଳି ସମାଲୋଚନାକୁ ଅଗ୍ରାହ୍ୟ କରିଦିଅନ୍ତି । କାରଣ ସେମାନଙ୍କ ହୃଦୟରେ କୌଣସି ଦ୍ୱନ୍ଦ ନଥାଏ ଯେ, ଆରଏସ୍ଏସ୍ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା, ରାଷ୍ଟ୍ରୀୟତା ଓ ରାଷ୍ଟ୍ରୀୟ ଶକ୍ତି ବୃଦ୍ଧି ପାଇଁ ବ୍ୟକ୍ତିଗତ ଓ ରାଷ୍ଟ୍ରୀୟ ଚରିତ୍ରକୁ ଶାଣିତ କରିବାରେ କାର୍ଯ୍ୟ କରେ । ଏବେ ଏହି ସଂଗଠନ ଏକ୍ ସନ୍ତୁଳିତ ବ୍ୟବସ୍ଥା ସହ ଦୃଢ ତଥା ଅଗ୍ରଗାମୀ କ୍ରମବର୍ଦ୍ଧିଷ୍ଣ ଦେଶପ୍ରେମୀ ସଂଗଠନରେ ପରିଣତ ହୋଇଛି। ବିଜେପିର ସମାଲୋଚକମାନେ ମଧ୍ୟ ଏହା ସ୍ୱୀକାର କରୁଛନ୍ତି ଯେ, ବିଜେପି ଏବେ ଏକ ମହାଦୃମରେ ପରିଣତ ହୋଇଛି। ଏହାର ରାଷ୍ଟ୍ରବ୍ୟାପୀ ମହାକାୟାକୁ ପ୍ରତିହତ କରିବା ଆଉ ସମ୍ଭବ ନୁହେଁ ।
ଗୋଟିଏ ରାଷ୍ଟ୍ରର ଇତିହାସ ଏହାର ଦର୍ଶନକୁ ପ୍ରତିଫଳିତ କରିଥାଏ ଏବଂ ସଂଘ ପରିବାର ଭାରତୀୟ ଇତିହାସ ସମ୍ପର୍କରେ ଏକ ସ୍ପଷ୍ଟ ଓ ତୀର୍ଯ୍ୟକ ଅବଧାରଣା ରଖିଛନ୍ତି। ଜମ୍ବୁଦ୍ୱୀପ ଭାରତ ବର୍ଷରେ ଦିନେ ଏକ ମହାନ ସଭ୍ୟତା ଗଢି ଉଠିଥିଲା। ଯାହା ଦକ୍ଷିଣାତ୍ୟରେ ଶ୍ରୀଲଙ୍କାଠାରୁ ଆରମ୍ଭ କରି ଜାଭା, ପୂର୍ବରେ ଜାପାନ, ଉତ୍ତରରେ ତିଦ୍ଦତ ମଙ୍ଗୋଲିଆରୁ ଚୀନ ଏପରିକି ସାଇବେରିଆ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଆର୍ଯ୍ୟଭୂମି ଭାରତବର୍ଷ ହୁନ, ଶାକ ଓ ଗ୍ରୀକମାନଙ୍କ ଆକ୍ରମଣରୁ ନିଜକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିବା ବେଳେ ତୁର୍କୀମାନଙ୍କ ଇସଲାମିସକ୍ ଝଡ଼ ନିକଟରେ ଶିଥିଳ ପଡ଼ିଯାଇଥିଲା । ତେବେ ହଜାରେ ବର୍ଷ ଧରି ଏହି ଝଡ଼ ଯୋଗୁଁ ଭାରତ ରକ୍ତରଞ୍ଜିତ ହୋଇଛି। ତଥାପି କେବେ ହେଲେ ଏହି ଝଡ ନିକଟରେ ଆତ୍ମସମର୍ପଣ କରିନାହିଁ। ବିଜୟନଗରର ମହାରାଜା, ଶିବାଜୀ, ରାଣାପ୍ରତାପ, ଗୁରୁ ଗୋବିନ୍ଦ ସିଂହ ଓ ଶହୀଦ ହୋଇଯାଇଥିବା ଅସଂଖ୍ୟ ଯୋଗଜନ୍ମା ବୀରପୁତ୍ରଙ୍କ ତ୍ୟାଗ ଓ ଚେଷ୍ଟା ଯୋଗୁଁ ଭାରତୀୟ ସଭ୍ୟତା ଆଜି ମଧ୍ୟ ତୀର୍ଯ୍ୟକ ଓ ଯାଜୁଲ୍ୟମାନ ହୋଇ ରହିଛି। ପୂର୍ବରୁ ଭାରତୀୟ ସଭ୍ୟତାର ଏହି ମଶାଲ ସ୍ୱାମୀ ଦୟାନନ୍ଦ ଓ ସ୍ୱାମୀ ବିବେକାନନ୍ଦଙ୍କ ଭଳି ବରପୁତ୍ରଙ୍କ ହାତରେ ସୁରକ୍ଷିତ ରହିଥିଲା। ଚଳିତ ଶତାଦ୍ଦୀରେ ମଧ୍ୟ ଶ୍ରୀ ଅରବିନ୍ଦ, ଲୋକମାନ୍ୟ ତିଲକ ଓ ମହାତ୍ମା ଗାନ୍ଧୀଙ୍କ ପରି ତ୍ୟାଗପୁତ୍ର ଭାରତୀୟଙ୍କ ସତ୍ୟନିଷ୍ଠ କର୍ମରେ ଏହା ଅଧିକ ରୁଦ୍ଧିମନ୍ତ ହୋଇଛି। ଠିକ୍ ସେହିପରି ଜଣେ ତ୍ୟାଗପୁତ ସଚ୍ଚା ଭାରତୀୟ, ଡକ୍ଟର ହେଗଡେୱ୍ଆରଙ୍କଦ୍ୱାରା ୧୯୨୫ରେ ସ୍ଥାପିତା ହୋଇଥିଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍)। ୧୯୪୦ରେ ଶ୍ରୀ ଗୁରୁଜୀଙ୍କଦ୍ୱାରା ଏହାକୁ ଏକ ସାଙ୍ଗଠନିକ ରୂପେ ଦିଆଗଲା । ଏହା ଭାରତରେ ଥିବା ମୁସଲମାନ ସଂପ୍ରଦାୟର ବିରୋଧି ନୁହଁ । ଏହି ପ୍ରସଙ୍ଗରେ ଆରଏସ୍ଏସ୍ର ଆଭିମୁଖ୍ୟ ସମସ୍ତଙ୍କୁ ନ୍ୟାୟ ଦେବା ଓ କାହାରିକୁ ଅସନ୍ତୋଷ ନକରିବା ରହି ଆସିଛି । ତେବେ ଏହା ନିଃସନ୍ଦେହ ଯେ, ଆମେ ପୂର୍ବରୁ ଏକ ହିନ୍ଦୁ ରାଷ୍ଟ୍ର ଥିଲୁ ଓ ଏବେ ମଧ୍ୟ ଏକ ହିନ୍ଦୁ ରାଷ୍ଟ୍ର ଭାବେ ରହି ଆସିଛୁ । ଅତଏବ ଧାର୍ମିକ ବିଶ୍ୱାସ କିମ୍ବା ଉପାସନା ପଦ୍ଧତିରେ ପରିବର୍ତ୍ତନ ଯୋଗୁଁ ଆମ ରାଷ୍ଟ୍ରୀୟତା ପରିବର୍ତ୍ତନ ହୋଇପାରିବ ନାହିଁ ।
ଆଧାର
ବାହାର ତଥ୍ୟ
Organisations
- Bharatiya Janata Party — Official website
- Akhil Bharatiya Vidyarthi Parishad
- Bharatiya Janata Yuva Morcha
- BJP India
- Punjab BJP
- BJP Punjab
General
- Bharatiya Janata Party at Curlie
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |