"ମତେ ତ ଲଭ ହେଲାରେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ fixing error
ଟିକେ ଉଚିତ ଛାଞ୍ଚ ନାମକୁ ବଦଳାଇଲି
୯୭ କ ଧାଡ଼ି: ୯୭ କ ଧାଡ଼ି:
* {{Imdb title|tt1437855}}
* {{Imdb title|tt1437855}}


{{ଓଡ଼ିଆ ସିନେମା}}
{{ଓଡ଼ିଆ କଥାଚିତ୍ର}}


[[ଶ୍ରେଣୀ:୨୦୦୮ର ଓଡ଼ିଆ କଥାଚିତ୍ର]]
[[ଶ୍ରେଣୀ:୨୦୦୮ର ଓଡ଼ିଆ କଥାଚିତ୍ର]]

୦୨:୨୦, ୪ ଜାନୁଆରୀ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ମତେ ତ' ଲଭ ହେଲାରେ
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକବିଜୟ ପଟ୍ଟନାୟକ
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟଅଶୋକ ପତି
କାହାଣୀବିଜୟ ପଟ୍ଟନାୟକ
କଳାକାରଅନୁଭବ ମହାନ୍ତି, ଶୁଭଶ୍ରୀ ଗାଙ୍ଗୁଲୀ, ସିଦ୍ଧାନ୍ତ ମହାପାତ୍ର, ଇଲୁ ବାନାର୍ଜୀ, ଅନିତା ଦାସ, ମିହିର ଦାସ, ବବି ମିଶ୍ର
ସଙ୍ଗୀତବଚୁ ମୁଖାର୍ଜୀ
ଚିତ୍ରଗ୍ରହଣରମେଶ କ୍ରିଷ୍ଣା
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
ମାର୍ଚ୍ଚ ୨୦୦୮
ଦେଶ ଭାରତ
ଭାଷାଓଡ଼ିଆ

ମତେ ତ ଲଭ ହେଲାରେ, ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ବିଜୟ ପଟ୍ଟନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଓ ଶୁଭଶ୍ରୀ ଗାଙ୍ଗୁଲୀ । ସିଦ୍ଧାନ୍ତ ମହାପାତ୍ର, ଇଲୁ ବାନାର୍ଜୀ, ଅନିତା ଦାସ, ମିହିର ଦାସ, ବବି ମିଶ୍ର, ସାତ୍ୱକୀ ମିଶ୍ର, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବଚୁ ମୁଖାର୍ଜୀ । ଅରୁଣ ମନ୍ତ୍ରୀ, ପୂର୍ଣ୍ଣେନ୍ଦୁ ଦାସ ମହାପାତ୍ର, ସ୍ୱରୂପ ନାୟକ, ନିଜାମ୍ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । କୁମାର ବାପି, ଶୁଭାସିଷ ମହାକୁଡ଼, ତପୁ ମିଶ୍ର, ପମି, ଶୈଳଭାମା ମହାପାତ୍ର, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ମୋ ଆଖି ବନ୍ଧୁକ" 
2."ଆଖି ବୁଜି ଦେଲେ" 
3."କଲେଜକୁ ଆସିଚି ମୁଁ" 
4."ମତେ ତ ଲଭ୍ ହେଲାରେ (ଦୁଃଖ)" 
5."ଭଲ ମୁଁ ପାଇଚି" 
6."ମତେ ତ ଲଭ୍ ହେଲାରେ" 

ଆଧାର

  1. "ପଜିଟିଭ୍‌ ରୋଲ୍‌ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.

ବାହାର ଆଧାର