"୨୦୧୯ ନାଗରିକତା (ସଂଶୋଧନୀ) ନିୟମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
No edit summary
୪୨ କ ଧାଡ଼ି: ୪୨ କ ଧାଡ଼ି:


ଆଇନଟି ପାରିତ ହେବା ପରେ ଭାରତରେ [[ନାଗରିକତା ସଂଶୋଧନୀ ନିୟମ‌ ଧାରଣାମାନ|ବଡ଼ ଧରଣର ଧାରଣା]] ଆରମ୍ଭ ହୋଇଥିଲା ।<ref name="Sigal Samuel">Sigal Samuel, "[https://www.vox.com/future-perfect/2019/12/12/21010975/india-muslim-citizenship-bill-national-register India just redefined its citizenship criteria to exclude Muslims], "''[[Vox (website)|Vox]]'', 12 December 2019.</ref> ମୁସଲିମ ଓ ଧର୍ମନିରପେକ୍ଷ ଦଳଗୁଡ଼ିକ ଧର୍ମଗତ ବୈଷମ୍ୟକୁ ବିରୋଧ କରି ଆନ୍ଦୋଳନ କରିଥିଲେ । [[ଆସାମ]] ଓ ଅନ୍ୟାନ୍ୟ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଅଣ-ମୁସଲିମ ବେଆଇନ ଶରଣାର୍ଥୀ ସେମାନଙ୍କ ଅଞ୍ଚଳକୁ ଆସିବା ଭୟରେ ଆନ୍ଦୋଳନ କରିଥିଲେ ।<ref name="angry"/>
ଆଇନଟି ପାରିତ ହେବା ପରେ ଭାରତରେ [[ନାଗରିକତା ସଂଶୋଧନୀ ନିୟମ‌ ଧାରଣାମାନ|ବଡ଼ ଧରଣର ଧାରଣା]] ଆରମ୍ଭ ହୋଇଥିଲା ।<ref name="Sigal Samuel">Sigal Samuel, "[https://www.vox.com/future-perfect/2019/12/12/21010975/india-muslim-citizenship-bill-national-register India just redefined its citizenship criteria to exclude Muslims], "''[[Vox (website)|Vox]]'', 12 December 2019.</ref> ମୁସଲିମ ଓ ଧର୍ମନିରପେକ୍ଷ ଦଳଗୁଡ଼ିକ ଧର୍ମଗତ ବୈଷମ୍ୟକୁ ବିରୋଧ କରି ଆନ୍ଦୋଳନ କରିଥିଲେ । [[ଆସାମ]] ଓ ଅନ୍ୟାନ୍ୟ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଅଣ-ମୁସଲିମ ବେଆଇନ ଶରଣାର୍ଥୀ ସେମାନଙ୍କ ଅଞ୍ଚଳକୁ ଆସିବା ଭୟରେ ଆନ୍ଦୋଳନ କରିଥିଲେ ।<ref name="angry"/>

<gallery>
Flyer used during CAA protest in Bhubaneswar.jpg|
Participants of CAA protest in Bhubaneswar 2.jpg| ୨୦୧୯ ନାଗରିକତା (ସଂଶୋଧନୀ) ନିୟମ ବିପକ୍ଷ୍ୟରେ ଭୁବନେଶ୍ୱରରେ ଆନ୍ଦୋଳନ
Participants of CAA protest in Bhubaneswar 3.jpg| ୨୦୧୯ ନାଗରିକତା (ସଂଶୋଧନୀ) ନିୟମ ବିପକ୍ଷ୍ୟରେ ଭୁବନେଶ୍ୱରରେ ଆନ୍ଦୋଳନ
Participants of CAA protest in Bhubaneswar 4.jpg| ୨୦୧୯ ନାଗରିକତା (ସଂଶୋଧନୀ) ନିୟମ ବିପକ୍ଷ୍ୟରେ ଭୁବନେଶ୍ୱରରେ ଆନ୍ଦୋଳନ
Participants of CAA protest in Bhubaneswar.jpg| ୨୦୧୯ ନାଗରିକତା (ସଂଶୋଧନୀ) ନିୟମ ବିପକ୍ଷ୍ୟରେ ଭୁବନେଶ୍ୱରରେ ଆନ୍ଦୋଳନ

</gallery>


==ଟୀକା==
==ଟୀକା==

୨୧:୨୬, ୧୯ ଡିସେମ୍ବର ୨୦୧୯ ଅନୁସାରେ କରାଯାଇଥିବା ବଦଳ

୨୦୧୯ ନାଗରିକତା (ସଂଶୋଧନୀ) ନିୟମ
ଭାରତୀୟ ସଂସଦ
୧୯୫୫ ନାଗରିକତା (ସଂଶୋଧନୀ) ନିୟମର ଏକ ସଂଶୋଧନ ।
ଆଧାର୨୦୧୯ର ୪୭ ନଂ ନିୟମ
ନିୟମାକାରକଲୋକ ସଭା
Date passed10 ଡିସେମ୍ବର 2019 (2019-12-10)
Enacted byରାଜ୍ୟ ସଭା
Date passed11 ଡିସେମ୍ବର 2019 (2019-12-11)
Date assented to12 ଡିସେମ୍ବର 2019 (2019-12-12)
Date signed12 ଡିସେମ୍ବର 2019 (2019-12-12)
Signed byରାମ ନାଥ କୋବିନ୍ଦ
ଭାରତୀୟ ରାଷ୍ଟ୍ରପତି
Date effectiveଏବେ ଯାଏ ନୁହେଁ; ସରକାରଙ୍କ ଦ୍ୱାରା ଏକ ମନୋନୀତ ତାରିକ ସୂଚିତ କରାଯିବ । (ଏବେ ଯାଏ ନୁହେଁ; ସରକାରଙ୍କ ଦ୍ୱାରା ଏକ ମନୋନୀତ ତାରିକ ସୂଚିତ କରାଯିବ ।)[୧]
ପରିଚାଳିକା ଇତିହାସ
Bill introduced in the ଲୋକ ସଭା୨୦୧୯ ନାଗରିକତା (ସଂଶୋଧନୀ) ବିଧେୟକ
ବିଲ ଟୀକା୨୦୧୯ର ୩୭୦ ନଂ ବିଧେୟକ
Bill published on9 ଡିସେମ୍ବର 2019; 4 years ago (2019-୧୨-09)
Introduced byଅମିତ ଶାହା
ଗୃହ ମନ୍ତ୍ରଣାଳୟ ମନ୍ତ୍ରୀ
First reading9 ଡିସେମ୍ବର 2019 (2019-12-09)
Second reading10 ଡିସେମ୍ବର 2019 (2019-12-10)
Third reading11 ଡିସେମ୍ବର 2019 (2019-12-11)
Status: Unknown

ଭାରତୀୟ ସଂସଦର ୨୦୧୯ ନାଗରିକତା (ସଂଶୋଧନୀ) ନିୟମ ୧୯୫୫ ନାଗରିକତା ନିୟମର ସଂଶୋଧନ କରି ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନର ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ ପାଇଁ ପଥ ପ୍ରସ୍ତୁତ କରିଥାଏ ।[୨] ଏଥି ପାଇଁ ଯୋଗ୍ୟ ସଂଖ୍ୟାଲଘୁମାନେ ହେଲେ ହିନ୍ଦୁ ଶିଖ, ବୌଦ୍ଧ, ଜୈନ, ପାର୍ସୀଖ୍ରୀଷ୍ଟିଆନ[୨] ମୁସଲିମମାନେ ଏଥି ପାଇଁ ଯୋଗ୍ୟ ନୁହଁନ୍ତି ।[୩][୪][୫][୬][୭] ଏଥି ପାଇଁ ଯୋଗ୍ୟ ବିବେଚିତ ହେବା ନିମନ୍ତେ ପ୍ରାର୍ଥୀମାନେ ୨୦୧୪ ଡିସେମ୍ବର ୩୧ ଆଗରୁ ଭାରତରେ ପ୍ରବେଶ କରିଥିବା ଓ ନିଜ ମୂଳ ଦେଶରେ "ଧର୍ମଗତ ଅତ୍ୟାଚାର ସହିଥିବା ବା ଧର୍ମଗତ ଅତ୍ୟାଚାରର ଭୟ ଥିବା" ବିଧେୟ ।[a] ଏହି ନିୟମ ଉପୋରକ୍ତ ସଂଖ୍ୟାଲଘୁମାନଙ୍କ ପାଇଁ ନାଗରିକତାର ଆବଶ୍ୟକତାକୁ କୋହଳ କରି ୧୧ ବର୍ଷରୁ ୫ ବର୍ଷ କରିଥିଲା [୧୦]

କ୍ଷମତାସୀନ ଭାରତୀୟ ଜନତା ପାର୍ଟି ତା'ର ୨୦୧୪ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ଯେ ତାହା ହିନ୍ଦୁ ଶରଣାର୍ଥୀମାନଙ୍କୁ ଏକ ପ୍ରାକୃତିକ ବାସଭୂମି ଯୋଗାଇବ ।[୧୧] ସେହି ଦିନରୁ ଏହି ଭଳି ଶରଣାର୍ଥୀମାନଙ୍କ ବାବଦରେ ଖବର ପ୍ରକାଶ ପାଇଆସୁଥିଲା ।[୧୨][୧୩] ୨୦୧୫ରେ ସରକାର ଏଭଳି ଶରଣାର୍ଥୀମାନଙ୍କୁ ସେମାନଙ୍କ ଯାତାୟତ ନଥି ଓ ଦୀର୍ଘମିଆଦି ଭିସା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବା ଆରମ୍ଭ କରିଥିଲା ।[୧୪] ଇଣ୍ଟେଲିଜେନ୍ସ ବ୍ୟୁରୋ ଅନୁସାରେ ପ୍ରାୟ ସମସ୍ତ ହିନ୍ଦୁ କିମ୍ବା ଶିଖ ଧର୍ମାବଲମ୍ବୀ ଥିବା ୩୦,୦୦୦ ଶରଣାର୍ଥୀ ଏହି ନିୟମ ସଂଶୋଧନୀ ଦ୍ୱାରା ଉପକୃତ ହୋଇଛନ୍ତି ବା ହେବେ ।[୧୫]

ଭାରତର ଧର୍ମନିରପେକ୍ଷ ସମ୍ବିଧାନ ଓ ତା'ର ୧୪ତମ ଧାରାର ଉଲ୍ଲଂଘନ କରୁଥିବାରୁ ଏହି ସଂଶୋଧନୀ ନିୟମ ଭାରତ ଓ ବିଦେଶରେ ସମାଲୋଚିତ ହୋଇଛି ।[୧୬][୧୭][୧୮] ଏହାର ବିଲକୁ ବିରୋଧ କରି ଏକ ଆବେଦନ ୧,୦୦୦ ଜଣ ବୈଜ୍ଞାନିକ ଓ ଶିକ୍ଷାର୍ଥୀଙ୍କ ଦ୍ୱାରା ଦସ୍ତଖତ ହୋଇଥିଲା ।[୧୯] ଏହି ନିୟମ ଯୁକ୍ତରାଷ୍ଟ୍ର ଆମେରିକାର ଆନ୍ତର୍ଜାତୀୟ ଧର୍ମଗତ ସ୍ୱାଧୀନତା କମିଶନ ଦ୍ୱାରା ସମାଲୋଚିତ ହୋଇଥିଲା ।[୨୦][୨୧] ଏହି ନିୟମର କେତେକ ସମାଲୋଚନାକାରୀଙ୍କ ମତରେ ନିୟମଟି ଧର୍ମଗତ ବୈଷମ୍ୟକୁ ଆଇନଗତ କରିଥାଏ ।[୨][୨୨][୭]

ଆଇନଟି ପାରିତ ହେବା ପରେ ଭାରତରେ ବଡ଼ ଧରଣର ଧାରଣା ଆରମ୍ଭ ହୋଇଥିଲା ।[୨୧] ମୁସଲିମ ଓ ଧର୍ମନିରପେକ୍ଷ ଦଳଗୁଡ଼ିକ ଧର୍ମଗତ ବୈଷମ୍ୟକୁ ବିରୋଧ କରି ଆନ୍ଦୋଳନ କରିଥିଲେ । ଆସାମ ଓ ଅନ୍ୟାନ୍ୟ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଅଣ-ମୁସଲିମ ବେଆଇନ ଶରଣାର୍ଥୀ ସେମାନଙ୍କ ଅଞ୍ଚଳକୁ ଆସିବା ଭୟରେ ଆନ୍ଦୋଳନ କରିଥିଲେ ।[୧୫]

ଟୀକା

  1. ଧର୍ମଗତ ଅତ୍ୟାଚାରର ଆବଶ୍ୟକତା ପରୋକ୍ଷ ଭାବେ ୨୦୧୫ରେ ପାରିତ ନିର୍ଦ୍ଦଶାବଳୀର ଆଧାରରେ ଏହି ନିୟମରେ ଦର୍ଶିତ ।[୮] ଅଧିକାଂଶ ଖବର ଏହି ଆବଶ୍ୟକତାଟି ଛାଡ଼ିଯାଇଛନ୍ତି ।[୯]

ଆଧାର

  1. "The Citizenship (Amendment) Act, 2019" (PDF). The Gazette of India. 12 December 2019. Retrieved 14 December 2019.
  2. ୨.୦ ୨.୧ ୨.୨ Citizenship Amendment Bill: India's new 'anti-Muslim' law explained, BBC News, 11 December 2019.
  3. Helen Regan, Swati Gupta and Omar Khan, "India passes controversial citizenship bill that excludes Muslims," CNN News.
  4. Sigal Samuel, "India just redefined its citizenship criteria to exclude Muslims, "Vox.
  5. Sam Gringlas, "India Passes Controversial Citizenship Bill That Would Exclude Muslims", NPR
  6. India's Parliament passes contentious citizenship bill excluding Muslims, Japan Times
  7. ୭.୦ ୭.୧ "Indian citizenship law discriminatory to Muslims passed". The Guardian. 11 December 2019.
  8. Shrutisgar Yamunan, The Citizenship Bill rests on shaky legal grounds. Here’s why, Scroll.in, 6 December 2019. 'Though the bill does not seem to have the term “minority communities” and the criteria of “religious persecution” directly, it refers to the rules under the Foreigners Act amended in 2015 and 2016, which clearly mention these terms.'
  9. Question & Answer: Citizenship amendment law explained, The Indian Express, 14 December 2019. "Although [Amit] Shah referred to non-Muslim religions as persecuted minorities, the law avoids using the word persecution in its text."
  10. "The Citizenship (Amendment) Bill, 2019" (PDF). PRS India. Retrieved 11 December 2019.
  11. "BJP offer of 'natural home' for Hindu refugees triggers debate". Hindustan Times. 9 April 2014.
  12. Why Pakistani Hindus leave their homes for India, BBC News, 28 October 2015.
  13. Shreyasee Raj, Safe But Betrayed: Pakistani Hindu Refugees in India, The Diplomat, 22 January 2019.
  14. Shoaib Daniyal, Four myths about the Citizenship Bill – from fighting religious persecution to helping NRC-excluded, Scroll.in, 8 December 2019.
  15. ୧୫.୦ ୧୫.୧ Saha, Abhishek (20 January 2019). "Explained: Why Assam, Northeast are angry". The Indian Express. Archived from the original on 18 January 2019. From its records, the IB gave a count of 31,313 (25,447 Hindus, 5,807 Sikhs, 55 Christians, 2 Buddhists and 2 Parsis) who have been given Long Term Visas on their claim of religious persecution in the three countries.
  16. Citizenship Amendment Bill: India's new 'anti-Muslim' law explained, BBC News, 11 December 2019. "Opponents of the bill say it is exclusionary and violates the secular principles enshrined in the constitution. They say faith cannot be made a condition of citizenship."
  17. Sumit Ganguly, Secularism Is Dying in India, Foreign Policy, 11 December 2019.
  18. Nobel Winner Ramakrishnan Slams Amit Shah’s Argument, Condemns CAB, The Quint, 13 December 2019.
  19. India will become unconstitutional ethnocracy: Over 1,000 scholars, scientists seek withdrawal of Citizenship Bill, India Today
  20. "Federal US commission seeks sanctions against Amit Shah if CAB passed in Parliament"
  21. ୨୧.୦ ୨୧.୧ Sigal Samuel, "India just redefined its citizenship criteria to exclude Muslims, "Vox, 12 December 2019.
  22. Will Citizenship Amendment Bill legalise religious discrimination, The Times of India, 11 December 2019.

ଅଧିକ ପଠନ

ବାହାର ତଥ୍ୟ