"ଲସ ଏଞ୍ଜଲେସ ଲେକର୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୧ କ ଧାଡ଼ି: ୧ କ ଧାଡ଼ି:
[[File:Los Angeles Lakers logo.svg|thumb|200px|right]]
[[File:Los Angeles Lakers logo.svg|thumb|200px|right]]


'''ଲସ ଏଞ୍ଜଲେସ ଲେକର୍ସ''', ଲସ ଏଞ୍ଜଲେସ ସ୍ଥିତ ଏକ ଆମେରିକାର ପେଶାଦାର ବାସ୍କେଟବଲ ଖେଳର ଦଳ ଅଟେ । ପାସିଫିକ ଡିଭିଜନରେ ଲୀଗର ପଶ୍ଚୀମ ସମ୍ମୀଳନର ସଦସ୍ୟ ଋପେ ନ୍ୟାସନାଲ ବାସ୍କେଟବଲ ଆସୋସିଏସନ (ଏନ.ବି..)ର ପ୍ରତିଯୋଗିତାରେ ଲେକର୍ସ ଖେଳ ଆରମ୍ଭ କରିଥିଲେ । ଲେକର୍ସ ଷ୍ଟେପଲ ସେଣ୍ଟରରେ ନିଜର ନିୟମିତ ଅଭ୍ଯାସ ଜାରି ରଖିଥା'ନ୍ତି । ଦି ଲେକର୍ସ ଏନ.ବି..ର ଇତିହାସରେ ସବୁଠାରୁ ସଫଳ ଟୀମ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ ଏବଂ ୧୬ଟି ଏନ.ବି. ଚ୍ୟାମ୍ପିଆନଶୀପ ଜିତି ସାରିଛନ୍ତି ଯାହା ବୋଷ୍ଟନ କେଲଟିକ୍ସ ପରେ ଦ୍ୱିତୀୟ ସ୍ଥାନରେ ରହିଛି ।
'''ଲସ ଏଞ୍ଜଲେସ ଲେକର୍ସ''', ଲସ ଏଞ୍ଜଲେସ ସ୍ଥିତ ଏକ ଆମେରିକାର ପେଶାଦାର ବାସ୍କେଟବଲ ଖେଳର ଦଳ ଅଟେ । ପାସିଫିକ ଡିଭିଜନରେ ଲୀଗର ପଶ୍ଚୀମ ସମ୍ମୀଳନର ସଦସ୍ୟ ଋପେ ନ୍ୟାସନାଲ ବାସ୍କେଟବଲ ଆସୋସିଏସନ (ଏନ.ବି.ଏଲ.)ର ପ୍ରତିଯୋଗିତାରେ ଲେକର୍ସ ଖେଳ ଆରମ୍ଭ କରିଥିଲେ । ଲେକର୍ସ ଷ୍ଟେପଲ ସେଣ୍ଟରରେ ନିଜର ନିୟମିତ ଅଭ୍ଯାସ ଜାରି ରଖିଥା'ନ୍ତି । ଦି ଲେକର୍ସ ଏନ.ବି.ଏଲ.ର ଇତିହାସରେ ସବୁଠାରୁ ସଫଳ ଟୀମ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ ଏବଂ ୧୬ଟି ଏନ.ବି.ଏଲ ଚ୍ୟାମ୍ପିଆନଶୀପ ଜିତି ସାରିଛନ୍ତି ଯାହା ବୋଷ୍ଟନ କେଲଟିକ୍ସ ପରେ ଦ୍ୱିତୀୟ ସ୍ଥାନରେ ରହିଛି ।


ଫ୍ରାଞ୍ଚାଇଜର ଆରମ୍ଭ ୧୯୪୭ ମସିହାରେ ଏକ ବିବାଦୀୟ ଦଳ, ନ୍ୟାସନାଲ ବାସ୍କେଟବଲ ଲୀଗ (ଏନ.ବି.ଏଲ.)ର ଡେଟ୍ରୋଇଟ ଗେମର କ୍ରୟ ସହିତ ହୋଇଥିଲା । ନୂଆ ଦଳ ମିନିୟାପୋଲିସରେ ଖେଳିବା ଆରମ୍ଭ କରିଦେଇଥିଲେ ଏବଂ ପରେ ନିଜକୁ ମିନିୟାପୋଲିସ ଲେକର୍ସ ଭାବରେ ନାମିତ କରିଥିଲେ ।<ref name="The Nicknames">Reavis, Tracey in Sacchare (ed) (2000). p. 95</ref> ପ୍ରାରମ୍ଭରେ ଏନ.ବି.ଏ ର ଜଣେ ସଦସ୍ୟ ଲେବର୍ସ , ପ୍ରତିଦ୍ୱନ୍ଦୀ "ବାସ୍କେଟ ବଲ ଆସୋସିଏସନ ଅଫ ଆମେରିକା"ରେ ସାମିଲ ହେବା ପୂର୍ବରୁ 1948 ମସିହା ଏନ.ବି. ଚ୍ୟମ୍ପିଅନସିପ ଜିତିଥିଲେ, ଯେଉଁଠାରେ ସେ ଷ୍ଟାର "ଜର୍ଜ ମିକାନ"ଙ୍କ ନେତୃତ୍ୱରେ ପରବର୍ତ୍ତୀ 6ଟି ଚ୍ୟମ୍ପିଅନସିପ ମଧ୍ୟରୁ ପାଞ୍ଚୋଟି ଗୋଟି ଜିତିବେ ।<ref name="Mike">{{cite web|last=Barreiro|first=Dan|title=George Mikan: The First Icon|url=http://www.nba.com/history/players/mikan_icon_050602.html|work=From the Official NBA Encyclopedia, Third Edition|publisher=NBA.com|accessdate=November 20, 2010|archive-url=https://www.webcitation.org/68hNdMo7U?url=http://www.nba.com/history/players/mikan_icon_050602.html|archive-date=June 26, 2012|url-status=dead}}</ref> ଲେକର୍ସ, ଏନ.ବି.ଏର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଜିତିବାର ରେକର୍ଡ ବନେଇଥିଲେ । 33ଟି ଗେମ, ଯାହା 1971-72 ସିଜିନ ଅନୁସାରେ ସେଟ କରାଯାଇଥିଲା । <ref>{{cite web|title=All-Time Longest Win Streaks in NBA History|url=https://www.nba.com/2013/history/03/14/all-time-longest-win-streaks-in-nba-history/|publisher=NBA Media Ventures, LLC|website=NBA.com|date=March 14, 2013|access-date=March 17, 2019|archive-url=https://web.archive.org/web/20180218084016/http://www.nba.com/2013/history/03/14/all-time-longest-win-streaks-in-nba-history/|archive-date=February 18, 2018|url-status=dead}}</ref>
ଫ୍ରାଞ୍ଚାଇଜର ଆରମ୍ଭ ୧୯୪୭ ମସିହାରେ ଏକ ବିବାଦୀୟ ଦଳ, ନ୍ୟାସନାଲ ବାସ୍କେଟବଲ ଲୀଗ (ଏନ.ବି.ଏଲ.)ର ଡେଟ୍ରୋଇଟ ଗେମର କ୍ରୟ ସହିତ ହୋଇଥିଲା । ନୂଆ ଦଳ ମିନିୟାପୋଲିସରେ ଖେଳିବା ଆରମ୍ଭ କରିଦେଇଥିଲେ ଏବଂ ପରେ ନିଜକୁ ମିନିୟାପୋଲିସ ଲେକର୍ସ ଭାବରେ ନାମିତ କରିଥିଲେ ।<ref name="The Nicknames">Reavis, Tracey in Sacchare (ed) (2000). p. 95</ref> ପ୍ରାରମ୍ଭରେ ଏନ.ବି.ଏ ର ଜଣେ ସଦସ୍ୟ ଲେବର୍ସ , ପ୍ରତିଦ୍ୱନ୍ଦୀ "ବାସ୍କେଟ ବଲ ଆସୋସିଏସନ ଅଫ ଆମେରିକା"ରେ ସାମିଲ ହେବା ପୂର୍ବରୁ 1948 ମସିହା ଏନ.ବି.ଏଲ ଚ୍ୟମ୍ପିଅନସିପ ଜିତିଥିଲେ, ଯେଉଁଠାରେ ସେ ଷ୍ଟାର "ଜର୍ଜ ମିକାନ"ଙ୍କ ନେତୃତ୍ୱରେ ପରବର୍ତ୍ତୀ 6ଟି ଚ୍ୟମ୍ପିଅନସିପ ମଧ୍ୟରୁ ପାଞ୍ଚୋଟି ଗୋଟି ଜିତିବେ ।<ref name="Mike">{{cite web|last=Barreiro|first=Dan|title=George Mikan: The First Icon|url=http://www.nba.com/history/players/mikan_icon_050602.html|work=From the Official NBA Encyclopedia, Third Edition|publisher=NBA.com|accessdate=November 20, 2010|archive-url=https://www.webcitation.org/68hNdMo7U?url=http://www.nba.com/history/players/mikan_icon_050602.html|archive-date=June 26, 2012|url-status=dead}}</ref> ଲେକର୍ସ, ଏନ.ବି.ଏଲର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଜିତିବାର ରେକର୍ଡ ବନେଇଥିଲେ । 33ଟି ଗେମ, ଯାହା 1971-72 ସିଜିନ ଅନୁସାରେ ସେଟ କରାଯାଇଥିଲା । <ref>{{cite web|title=All-Time Longest Win Streaks in NBA History|url=https://www.nba.com/2013/history/03/14/all-time-longest-win-streaks-in-nba-history/|publisher=NBA Media Ventures, LLC|website=NBA.com|date=March 14, 2013|access-date=March 17, 2019|archive-url=https://web.archive.org/web/20180218084016/http://www.nba.com/2013/history/03/14/all-time-longest-win-streaks-in-nba-history/|archive-date=February 18, 2018|url-status=dead}}</ref>

==1947-1958: ଆରମ୍ଭ ଓ ମିନିୟାପୋଲିସ ରାଜବଂଶ==
ଲେକର୍ସ ଫ୍ରେଞ୍ଚାଇଜର ଆରମ୍ଭ 1947 ମସିହାରେ ହୋଇଥିଲା, ଯେତେବେଳେ ମିନେସୋଟାର ବେନ ବର୍ଜର ଓ ମୋରିସ ଚାଲଫେନ , ନ୍ୟାସନାଲ ବାସ୍କେଟ ବଲ ଲିଗ ( ଏନ.ବି.ଏଲ )ର ଡେସ୍କ୍ରାଇବ୍ଡ ରତ୍ନ <ref>{{cite web|url=http://nbahoopsonline.com/teams/LosAngelesLakers/History/DetroitGems/|title=Detroit Gems|first=NBA Hoops|last=Online|publisher=}}</ref> କୁ ରତ୍ନ ର ମାଲିକ ମୋର୍ଯ୍ୟ ବିଷ୍ଟେନ ଙ୍କ ଠାରୁ $ 15,000 ମୂଲ୍ୟରେ କିଣିଥିଲେ ।.<ref>Lazenby, p. 19.</ref> ମିନିୟାପୋଲିସର ଖେଳ ଲେଖକ "ସିଡ ହାର୍ଟମ୍ୟାନ", ଅଂଶବଣ୍ଟନ ସାହାଯ୍ୟ ରେ ପରଦା ପଛରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭେଇଥିଲେ ଏବଂ ପରେ ଟିମରେ ସାମିଲ ହୋଇଗଲେ । ମିନେସୋଟା ର ଉପନାମ ଦ୍ୱାରା ପ୍ରେରିତ, "10,000 ହ୍ରଦର ଭୂମୀ", ଟିମ ନିଜକୁ ଲେକର୍ସ ର ନାମ ଦେଇଥିଲେ । <ref>{{cite web|title=1956–57 Minneapolis Lakers Roster and Statistics|url=https://www.basketball-reference.com/teams/MNL/1957.html|publisher=basketball-reference.com|accessdate=November 10, 2010}}</ref>


==ଆଧାର==
==ଆଧାର==

୨୦:୨୭, ୬ ଡିସେମ୍ବର ୨୦୧୯ ଅନୁସାରେ କରାଯାଇଥିବା ବଦଳ

ଲସ ଏଞ୍ଜଲେସ ଲେକର୍ସ, ଲସ ଏଞ୍ଜଲେସ ସ୍ଥିତ ଏକ ଆମେରିକାର ପେଶାଦାର ବାସ୍କେଟବଲ ଖେଳର ଦଳ ଅଟେ । ପାସିଫିକ ଡିଭିଜନରେ ଲୀଗର ପଶ୍ଚୀମ ସମ୍ମୀଳନର ସଦସ୍ୟ ଋପେ ନ୍ୟାସନାଲ ବାସ୍କେଟବଲ ଆସୋସିଏସନ (ଏନ.ବି.ଏଲ.)ର ପ୍ରତିଯୋଗିତାରେ ଲେକର୍ସ ଖେଳ ଆରମ୍ଭ କରିଥିଲେ । ଲେକର୍ସ ଷ୍ଟେପଲ ସେଣ୍ଟରରେ ନିଜର ନିୟମିତ ଅଭ୍ଯାସ ଜାରି ରଖିଥା'ନ୍ତି । ଦି ଲେକର୍ସ ଏନ.ବି.ଏଲ.ର ଇତିହାସରେ ସବୁଠାରୁ ସଫଳ ଟୀମ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ ଏବଂ ୧୬ଟି ଏନ.ବି.ଏଲ ଚ୍ୟାମ୍ପିଆନଶୀପ ଜିତି ସାରିଛନ୍ତି ଯାହା ବୋଷ୍ଟନ କେଲଟିକ୍ସ ପରେ ଦ୍ୱିତୀୟ ସ୍ଥାନରେ ରହିଛି ।

ଫ୍ରାଞ୍ଚାଇଜର ଆରମ୍ଭ ୧୯୪୭ ମସିହାରେ ଏକ ବିବାଦୀୟ ଦଳ, ନ୍ୟାସନାଲ ବାସ୍କେଟବଲ ଲୀଗ (ଏନ.ବି.ଏଲ.)ର ଡେଟ୍ରୋଇଟ ଗେମର କ୍ରୟ ସହିତ ହୋଇଥିଲା । ନୂଆ ଦଳ ମିନିୟାପୋଲିସରେ ଖେଳିବା ଆରମ୍ଭ କରିଦେଇଥିଲେ ଏବଂ ପରେ ନିଜକୁ ମିନିୟାପୋଲିସ ଲେକର୍ସ ଭାବରେ ନାମିତ କରିଥିଲେ ।[୧] ପ୍ରାରମ୍ଭରେ ଏନ.ବି.ଏ ର ଜଣେ ସଦସ୍ୟ ଲେବର୍ସ , ପ୍ରତିଦ୍ୱନ୍ଦୀ "ବାସ୍କେଟ ବଲ ଆସୋସିଏସନ ଅଫ ଆମେରିକା"ରେ ସାମିଲ ହେବା ପୂର୍ବରୁ 1948 ମସିହା ଏନ.ବି.ଏଲ ଚ୍ୟମ୍ପିଅନସିପ ଜିତିଥିଲେ, ଯେଉଁଠାରେ ସେ ଷ୍ଟାର "ଜର୍ଜ ମିକାନ"ଙ୍କ ନେତୃତ୍ୱରେ ପରବର୍ତ୍ତୀ 6ଟି ଚ୍ୟମ୍ପିଅନସିପ ମଧ୍ୟରୁ ପାଞ୍ଚୋଟି ଗୋଟି ଜିତିବେ ।[୨] ଲେକର୍ସ, ଏନ.ବି.ଏଲର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଜିତିବାର ରେକର୍ଡ ବନେଇଥିଲେ । 33ଟି ଗେମ, ଯାହା 1971-72 ସିଜିନ ଅନୁସାରେ ସେଟ କରାଯାଇଥିଲା । [୩]

1947-1958: ଆରମ୍ଭ ଓ ମିନିୟାପୋଲିସ ରାଜବଂଶ

ଲେକର୍ସ ଫ୍ରେଞ୍ଚାଇଜର ଆରମ୍ଭ 1947 ମସିହାରେ ହୋଇଥିଲା, ଯେତେବେଳେ ମିନେସୋଟାର ବେନ ବର୍ଜର ଓ ମୋରିସ ଚାଲଫେନ , ନ୍ୟାସନାଲ ବାସ୍କେଟ ବଲ ଲିଗ ( ଏନ.ବି.ଏଲ )ର ଡେସ୍କ୍ରାଇବ୍ଡ ରତ୍ନ [୪] କୁ ରତ୍ନ ର ମାଲିକ ମୋର୍ଯ୍ୟ ବିଷ୍ଟେନ ଙ୍କ ଠାରୁ $ 15,000 ମୂଲ୍ୟରେ କିଣିଥିଲେ ।.[୫] ମିନିୟାପୋଲିସର ଖେଳ ଲେଖକ "ସିଡ ହାର୍ଟମ୍ୟାନ", ଅଂଶବଣ୍ଟନ ସାହାଯ୍ୟ ରେ ପରଦା ପଛରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭେଇଥିଲେ ଏବଂ ପରେ ଟିମରେ ସାମିଲ ହୋଇଗଲେ । ମିନେସୋଟା ର ଉପନାମ ଦ୍ୱାରା ପ୍ରେରିତ, "10,000 ହ୍ରଦର ଭୂମୀ", ଟିମ ନିଜକୁ ଲେକର୍ସ ର ନାମ ଦେଇଥିଲେ । [୬]

ଆଧାର

  1. Reavis, Tracey in Sacchare (ed) (2000). p. 95
  2. Barreiro, Dan. "George Mikan: The First Icon". From the Official NBA Encyclopedia, Third Edition. NBA.com. Archived from the original on June 26, 2012. Retrieved November 20, 2010.
  3. "All-Time Longest Win Streaks in NBA History". NBA.com. NBA Media Ventures, LLC. March 14, 2013. Archived from the original on February 18, 2018. Retrieved March 17, 2019.
  4. Online, NBA Hoops. "Detroit Gems".
  5. Lazenby, p. 19.
  6. "1956–57 Minneapolis Lakers Roster and Statistics". basketball-reference.com. Retrieved November 10, 2010.