"ଛାୟାପଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟିକେ Regular Character Changes
୯ କ ଧାଡ଼ି: ୯ କ ଧାଡ଼ି:


== ଛାୟାପଥର ପ୍ରକାର==
== ଛାୟାପଥର ପ୍ରକାର==
ଅଧିକାଂଶ ଛାୟାପଥର କେନ୍ଦ୍ର ତାରା ମାନଙ୍କଦ୍ୱାରା ଘେରି ହୋଇଥିବା ଗୋଲାକାର ଭାଗ ଅଟେ ଯାହାକୁ ନାଭିକ କୁହାଯାଏ ଏବଂ ଏହି ନାଭିକ ନିଜ ଚାରିପଟେ ଏକ ତଳିୟ ଗୋଲାକାର ଡିସ୍କ ଦ୍ୱାରା ଯୋଡ଼ିହୋଇ ରହିଥାଏ । ଖଗୋଲ ବିଜ୍ଞାନୀ ମାନେ ଛାୟାପଥକୁ ନିଜ ଆକାରର ଆଧାରରେ ମୁଖ୍ୟରୂପେ ତିନୋଟି ଭାଗରେ ବିଭାଜିତ କରିଥାନ୍ତି ଯଥା: ସର୍ପିଲ ଛାୟାପଥ, ଦୀର୍ଘବୃତ୍ତୀୟ ଛାୟାପଥ ତଥା ଅନିୟମିତତା ଛାୟାପଥ । ସମସ୍ତ ଆକାଶ ଗଙ୍ଗା ବ୍ରହ୍ମାଣ୍ଡ ଭିତରେ ଉପସ୍ଥିତ ରହିଛନ୍ତି । ଅବଲୋକନିୟ ବ୍ରହ୍ମାଣ୍ଡରେ 2 ଟ୍ରେଲିୟନ (10<sup>12</sup>) ଆକାଶ ଗଙ୍ଗା ରହିଛନ୍ତି <ref name="NYT-20161017">{{cite news |last=Fountain |first=Henry |title=Two Trillion Galaxies, at the Very Least |url=https://www.nytimes.com/2016/10/18/science/two-trillion-galaxies-at-the-very-least.html |date=17 October 2016 |work=[[The New York Times]] |accessdate=17 October 2016 }}</ref> ଏବଂ ଅନୁମାନିତ (1 × 10<sup>24</sup>) ତାରା ରହିଛନ୍ତି ।<ref name="ESA-2019">{{cite web |author=Staff |title=How Many Stars Are There In The Universe? |url=https://www.esa.int/Our_Activities/Space_Science/Herschel/How_many_stars_are_there_in_the_Universe |date=2019 |work=[[European Space Agency]] |accessdate=21 September 2019 }}</ref><ref>{{Cite journal|title=The Structure of the Universe|doi=10.1007/978-1-4614-8730-2_10}}</ref> "ସର୍ପିଲ ଛାୟାପଥ" ଡିସ୍କ ଆକାରର ହୋଇଥାଏ, ଯାହାର ମଝିଭାଗ ଦୃଶ୍ୟମାନ ହୋଇଥାଏ । ଏହାର ମଝିଭାଗରୁ ଚମକ ଯୁକ୍ତ ସର୍ପିଲ ବାହାରି ରହିଥାଏ । ଏହି ଛାୟାପଥରେ ସ୍ଥିତ ତାରାମାନେ ଅପେକ୍ଷାକୃତ କମ ଆୟୁଷ ବିଶିଷ୍ଟ ହୋଇଥାନ୍ତି । ଆମର "ଆକାଶ ଗଙ୍ଗା" (ମିଲ୍କି ୱେ) ଏହାର ଅନ୍ତର୍ଗତରେ ଆସିଥାଏ । "ଦୀର୍ଘ ବୃତ୍ତୀୟ ଛାୟାପଥ" ମୁଖ୍ୟତଃ ଚକ୍ରାକାର କିମ୍ବା ଗୋଲାକାର ହୋଇଥାଏ । ଏହି ଛାୟାପଥ ଗୁଡିକର କେନ୍ଦ୍ର ସର୍ବାଧିକ ଚମକ ଯୁକ୍ତ ହୋଇଥାଏ ଓ ପରିଧି ଆଡକୁ ଚମକ କମ ହୋଇଥାଏ । ଏହି ଛାୟାପଥରେ ସ୍ଥିତ ତାରା ମାନ ଅପେକ୍ଷାକୃତ ଅଧିକ ଆୟୁଷ ବିଶିଷ୍ଟ ହୋଇଥାଏ । "ଅନିୟମିତ ଛାୟାପଥ"ର କୌଣସି ନିଶ୍ଚିତ ଆକାର ରହି ନଥାଏ । ଏମାନଙ୍କ ଆକାରରେ ପରିବର୍ତ୍ତନ ହୋଇଥାଏ । କମ ଗୁରୁତ୍ତ୍ୱ ଶକ୍ତି କାରଣରୁ ଏମାନଙ୍କ ମଧ୍ୟରେ ଏହିପରି ହୋଇଥାଏ ।
ଅଧିକାଂଶ ଛାୟାପଥର କେନ୍ଦ୍ର ତାରା ମାନଙ୍କଦ୍ୱାରା ଘେରି ହୋଇଥିବା ଗୋଲାକାର ଭାଗ ଅଟେ ଯାହାକୁ ନାଭିକ କୁହାଯାଏ ଏବଂ ଏହି ନାଭିକ ନିଜ ଚାରିପଟେ ଏକ ତଳିୟ ଗୋଲାକାର ଡିସ୍କଦ୍ୱାରା ଯୋଡ଼ିହୋଇ ରହିଥାଏ । ଖଗୋଲ ବିଜ୍ଞାନୀ ମାନେ ଛାୟାପଥକୁ ନିଜ ଆକାରର ଆଧାରରେ ମୁଖ୍ୟରୂପେ ତିନୋଟି ଭାଗରେ ବିଭାଜିତ କରିଥାନ୍ତି ଯଥା: ସର୍ପିଲ ଛାୟାପଥ, ଦୀର୍ଘବୃତ୍ତୀୟ ଛାୟାପଥ ତଥା ଅନିୟମିତତା ଛାୟାପଥ । ସମସ୍ତ ଆକାଶ ଗଙ୍ଗା ବ୍ରହ୍ମାଣ୍ଡ ଭିତରେ ଉପସ୍ଥିତ ରହିଛନ୍ତି । ଅବଲୋକନିୟ ବ୍ରହ୍ମାଣ୍ଡରେ 2 ଟ୍ରେଲିୟନ (10<sup>12</sup>) ଆକାଶ ଗଙ୍ଗା ରହିଛନ୍ତି <ref name="NYT-20161017">{{cite news |last=Fountain |first=Henry |title=Two Trillion Galaxies, at the Very Least |url=https://www.nytimes.com/2016/10/18/science/two-trillion-galaxies-at-the-very-least.html |date=17 October 2016 |work=[[The New York Times]] |accessdate=17 October 2016 }}</ref> ଏବଂ ଅନୁମାନିତ (1 × 10<sup>24</sup>) ତାରା ରହିଛନ୍ତି ।<ref name="ESA-2019">{{cite web |author=Staff |title=How Many Stars Are There In The Universe? |url=https://www.esa.int/Our_Activities/Space_Science/Herschel/How_many_stars_are_there_in_the_Universe |date=2019 |work=[[European Space Agency]] |accessdate=21 September 2019 }}</ref><ref>{{Cite journal|title=The Structure of the Universe|doi=10.1007/978-1-4614-8730-2_10}}</ref> "ସର୍ପିଲ ଛାୟାପଥ" ଡିସ୍କ ଆକାରର ହୋଇଥାଏ, ଯାହାର ମଝିଭାଗ ଦୃଶ୍ୟମାନ ହୋଇଥାଏ । ଏହାର ମଝିଭାଗରୁ ଚମକ ଯୁକ୍ତ ସର୍ପିଲ ବାହାରି ରହିଥାଏ । ଏହି ଛାୟାପଥରେ ସ୍ଥିତ ତାରାମାନେ ଅପେକ୍ଷାକୃତ କମ ଆୟୁଷ ବିଶିଷ୍ଟ ହୋଇଥାନ୍ତି । ଆମର "ଆକାଶ ଗଙ୍ଗା" (ମିଲ୍କି ୱେ) ଏହାର ଅନ୍ତର୍ଗତରେ ଆସିଥାଏ । "ଦୀର୍ଘ ବୃତ୍ତୀୟ ଛାୟାପଥ" ମୁଖ୍ୟତଃ ଚକ୍ରାକାର କିମ୍ବା ଗୋଲାକାର ହୋଇଥାଏ । ଏହି ଛାୟାପଥ ଗୁଡିକର କେନ୍ଦ୍ର ସର୍ବାଧିକ ଚମକ ଯୁକ୍ତ ହୋଇଥାଏ ଓ ପରିଧି ଆଡକୁ ଚମକ କମ ହୋଇଥାଏ । ଏହି ଛାୟାପଥରେ ସ୍ଥିତ ତାରା ମାନ ଅପେକ୍ଷାକୃତ ଅଧିକ ଆୟୁଷ ବିଶିଷ୍ଟ ହୋଇଥାଏ । "ଅନିୟମିତ ଛାୟାପଥ"ର କୌଣସି ନିଶ୍ଚିତ ଆକାର ରହି ନଥାଏ । ଏମାନଙ୍କ ଆକାରରେ ପରିବର୍ତ୍ତନ ହୋଇଥାଏ । କମ ଗୁରୁତ୍ତ୍ୱ ଶକ୍ତି କାରଣରୁ ଏମାନଙ୍କ ମଧ୍ୟରେ ଏହିପରି ହୋଇଥାଏ ।


ଖଗୋଲୀୟ ସାହିତ୍ୟରେ କ୍ୟାପିଟାଲ G ସହିତ ଛାୟାପଥ ଶବ୍ଦର ବ୍ୟବହାର ଆକାଶ ଗଙ୍ଗା, ମିଲ୍କି ୱେ ପାଇଁ କରାଯାଏ । ମିଲ୍କି ୱେ ଶବ୍ଦ ପ୍ରଥମ ଥର ଇଂରାଜୀ ଭାଷାରେ (Chaucer)ର ଏକ କବିତାରେ ସାମ୍ନାକୁ ଆସିଥିଲା ।
ଖଗୋଲୀୟ ସାହିତ୍ୟରେ କ୍ୟାପିଟାଲ G ସହିତ ଛାୟାପଥ ଶବ୍ଦର ବ୍ୟବହାର ଆକାଶ ଗଙ୍ଗା, ମିଲ୍କି ୱେ ପାଇଁ କରାଯାଏ । ମିଲ୍କି ୱେ ଶବ୍ଦ ପ୍ରଥମ ଥର ଇଂରାଜୀ ଭାଷାରେ (Chaucer)ର ଏକ କବିତାରେ ସାମ୍ନାକୁ ଆସିଥିଲା ।

୦୦:୧୦, ୫ ଡିସେମ୍ବର ୨୦୧୯ ଅନୁସାରେ କରାଯାଇଥିବା ବଦଳ

ଛାୟାପଥ ବ୍ରହ୍ମାଣ୍ଡର ସବୁଠାରୁ ବଡ ଖଗୋଲୀୟ ବସ୍ତୁ ଅଟେ । ଏନଜୀସୀ ୪୪୧୪ ଏକ ୫୫,୦୦୦ ପ୍ରକାଶ ବର୍ଷ ବ୍ୟାସର ଛାୟାପଥ ଅଟେ

ଛାୟାପଥ (English: Galaxy), ଅସଂଖ୍ୟ ତାରାର ସମୂହ ଅଟେ ଯାହା ସ୍ୱଚ୍ଛ ଓ ଅନ୍ଧାର ରାତିରେ ଆକାଶ ମଝିରେ ଗତିକରୁଥିବା ଅର୍ଦ୍ଧଚକ୍ର ଋପେ ଏବଂ ଝିଲମିଲ ମେଖଳା ସମାନ ଦେଖାଯାଇଥାଏ । ଏହି ମେଖଳା ବସ୍ତୁତଃ ଏକ ପୂର୍ଣ୍ଣଚକ୍ରର ଅଙ୍ଗ ଅଟେ ଯାହାର ଦିଗବଳୟ ତଳ ଭାଗ ଦେଖାଯାଏ ନାହିଁ । ଭାରତରେ ଏହି ଛାୟାପଥକୁ ମନ୍ଦାକିନୀ, ସ୍ୱର୍ଣ୍ଣଗଙ୍ଗା, ସ୍ୱର୍ନଦୀ, ସୁରନଦୀ, ଆକାଶନଦୀ, ଦେବନଦୀ, ନାଗବୀଥୀ, ହରିତାଳୀ ଇତ୍ୟାଦି ମଧ୍ୟ କୁହାଯାଏ । ଗୁରୁତ୍ୱାକର୍ଷଣ ସାମାନ୍ୟ ବ୍ରହ୍ମାଣ୍ଡ ବିରୋଧରେ ଆକାଶ ଗଙ୍ଗା ମାନଙ୍କୁ ଏକାସଙ୍ଗେ ରଖିଥାଏ ।[୧]

ପୃଥିବୀସୂର୍ଯ୍ୟ ଯେପରି ଛାୟାପଥରେ ଅବସ୍ଥିତ ଅଛନ୍ତି, ରାତିରେ ଆମ୍ଭେମାନେ ଖାଲି ଆଖିରେ ସେହି ଛାୟାପଥର ତାରା ମାନଙ୍କୁ ଦେଖିପାରୁ । ଏବେ ପର୍ଯ୍ୟନ୍ତ ବ୍ରହ୍ମାଣ୍ଡର ଯେତିକି ଭାଗ ଜଣା ପଡିଛି ସେଥିମଧ୍ୟରୁ ପାଖାପାଖି ଏହିପରି ୧୯ ଆରବ ଛାୟାପଥ ରହିବାର ଅନୁମାନ ରହିଛି । ବ୍ରହ୍ମାଣ୍ଡର ବିଷ୍ଫୋଟ ସିଦ୍ଧାନ୍ତ (ବିଗ ବଙ୍ଗ ଥିୟୋରୀ ଅଫ ୟୁନିଭର୍ସ) ଅନୁଶାରେ ସମସ୍ତ ଛାୟାପଥ ନିଜ-ନିଜ ଠାରୁ ତିବ୍ର ଭାବେ ଦୂରକୁ ନିଜ ସ୍ଥାନ ବଦଳାଇ ଦେଉଛି ।

ବ୍ରହ୍ମାଣ୍ଡରେ ଶହେ ଆରବ ଛାୟାପଥର ଅସ୍ତିତ୍ତ୍ୱ ରହିଛି , ଯାହା ବଡ ମାତ୍ରାରେ ତାରା, ଗ୍ୟାସ ଓ ଖଗୋଲୀୟ ଧୂଳୀକୁ ସାଉଣ୍ଟି ରଖିଛି । [୨][୩][୧] ଛାୟାପଥ ନିଜ ଜୀବନ ଏକଲକ୍ଷ ବର୍ଷ ପୂର୍ବେ ପ୍ରାରମ୍ଭ କରିଥିଲା ଏବଂ ଧିରେ ଧିରେ ନିଜର ବର୍ତ୍ତମାନ ସ୍ୱରୂପକୁ ପ୍ରାପ୍ତ କରିଥିଲା । ପ୍ରତ୍ୟେକ ଛାୟାପଥ ତାରା ମାନଙ୍କୁ ସାଉଣ୍ଟି ରଖିଛି । ଏହା ମୁଖ୍ୟତଃ ଗୁରୁତ୍ୱାକର୍ଷଣ ତାରା ମାନଙ୍କୁ ଏକା ସହିତ ବାନ୍ଧି ରଖିଥାଏ ଏବଂ ଏହିପ୍ରକାରେ ସେମାନଙ୍କ ଛାୟାପଥ ଏକାସହିତ ମିଶି ତାରା ଗୁଚ୍ଛରେ ରହିଥାଏ ।

ପ୍ରାରମ୍ଭରେ ଖଗୋଲୀୟ ଶାସ୍ତ୍ରୀ ମାନଙ୍କ ଧାରଣା ଥିଲା ଯେ, ବ୍ରହ୍ମାଣ୍ଡରେ ନୂତନ ଛାୟାପଥର ଜନ୍ମ ସମ୍ଭବତଃ ପୁରୂଣା ଛାୟାପଥର ବିଷ୍ଫୋଟର ଫଳସ୍ୱରୂପ ହୋଇଥାଏ । କିନ୍ତୁ ୟାର୍କ ବିଶ୍ୱବିଦ୍ୟାଳୟର ଖଗୋଲୀୟ ଶାସ୍ତ୍ରୀ- ଡଃ॰ସୀ.ଆର. ପ୍ୟୁଟର୍ନ ଏବଂ ଡଃ॰ଏ.ଈ ରାଇଟ, ଛାୟାପଥର ଚାରୋଟି ସମୂହକୁ ଅନ୍ତରକ୍ରୀୟାର ଅଧ୍ୟୟନ କରି ଏହି ଧାରଣାର ଖଣ୍ଡନ କରିଛନ୍ତି । ସେମାନେ ମତ ଦେଇଥିଲେ ଯେ, ଛାୟାପଥ ମଝିରେ ଏହି ପ୍ରକାର ବିଷ୍ଫୋଟକ ଅନ୍ତର କ୍ରୀଆ ରହି ନଥାଏ ଯାହା ନୂତନ ଛାୟାପଥକୁ ଜନ୍ମ ଦେଇପାରେ ।

ଛାୟାପଥର ପ୍ରକାର

ଅଧିକାଂଶ ଛାୟାପଥର କେନ୍ଦ୍ର ତାରା ମାନଙ୍କଦ୍ୱାରା ଘେରି ହୋଇଥିବା ଗୋଲାକାର ଭାଗ ଅଟେ ଯାହାକୁ ନାଭିକ କୁହାଯାଏ ଏବଂ ଏହି ନାଭିକ ନିଜ ଚାରିପଟେ ଏକ ତଳିୟ ଗୋଲାକାର ଡିସ୍କଦ୍ୱାରା ଯୋଡ଼ିହୋଇ ରହିଥାଏ । ଖଗୋଲ ବିଜ୍ଞାନୀ ମାନେ ଛାୟାପଥକୁ ନିଜ ଆକାରର ଆଧାରରେ ମୁଖ୍ୟରୂପେ ତିନୋଟି ଭାଗରେ ବିଭାଜିତ କରିଥାନ୍ତି ଯଥା: ସର୍ପିଲ ଛାୟାପଥ, ଦୀର୍ଘବୃତ୍ତୀୟ ଛାୟାପଥ ତଥା ଅନିୟମିତତା ଛାୟାପଥ । ସମସ୍ତ ଆକାଶ ଗଙ୍ଗା ବ୍ରହ୍ମାଣ୍ଡ ଭିତରେ ଉପସ୍ଥିତ ରହିଛନ୍ତି । ଅବଲୋକନିୟ ବ୍ରହ୍ମାଣ୍ଡରେ 2 ଟ୍ରେଲିୟନ (1012) ଆକାଶ ଗଙ୍ଗା ରହିଛନ୍ତି [୪] ଏବଂ ଅନୁମାନିତ (1 × 1024) ତାରା ରହିଛନ୍ତି ।[୫][୬] "ସର୍ପିଲ ଛାୟାପଥ" ଡିସ୍କ ଆକାରର ହୋଇଥାଏ, ଯାହାର ମଝିଭାଗ ଦୃଶ୍ୟମାନ ହୋଇଥାଏ । ଏହାର ମଝିଭାଗରୁ ଚମକ ଯୁକ୍ତ ସର୍ପିଲ ବାହାରି ରହିଥାଏ । ଏହି ଛାୟାପଥରେ ସ୍ଥିତ ତାରାମାନେ ଅପେକ୍ଷାକୃତ କମ ଆୟୁଷ ବିଶିଷ୍ଟ ହୋଇଥାନ୍ତି । ଆମର "ଆକାଶ ଗଙ୍ଗା" (ମିଲ୍କି ୱେ) ଏହାର ଅନ୍ତର୍ଗତରେ ଆସିଥାଏ । "ଦୀର୍ଘ ବୃତ୍ତୀୟ ଛାୟାପଥ" ମୁଖ୍ୟତଃ ଚକ୍ରାକାର କିମ୍ବା ଗୋଲାକାର ହୋଇଥାଏ । ଏହି ଛାୟାପଥ ଗୁଡିକର କେନ୍ଦ୍ର ସର୍ବାଧିକ ଚମକ ଯୁକ୍ତ ହୋଇଥାଏ ଓ ପରିଧି ଆଡକୁ ଚମକ କମ ହୋଇଥାଏ । ଏହି ଛାୟାପଥରେ ସ୍ଥିତ ତାରା ମାନ ଅପେକ୍ଷାକୃତ ଅଧିକ ଆୟୁଷ ବିଶିଷ୍ଟ ହୋଇଥାଏ । "ଅନିୟମିତ ଛାୟାପଥ"ର କୌଣସି ନିଶ୍ଚିତ ଆକାର ରହି ନଥାଏ । ଏମାନଙ୍କ ଆକାରରେ ପରିବର୍ତ୍ତନ ହୋଇଥାଏ । କମ ଗୁରୁତ୍ତ୍ୱ ଶକ୍ତି କାରଣରୁ ଏମାନଙ୍କ ମଧ୍ୟରେ ଏହିପରି ହୋଇଥାଏ ।

ଖଗୋଲୀୟ ସାହିତ୍ୟରେ କ୍ୟାପିଟାଲ G ସହିତ ଛାୟାପଥ ଶବ୍ଦର ବ୍ୟବହାର ଆକାଶ ଗଙ୍ଗା, ମିଲ୍କି ୱେ ପାଇଁ କରାଯାଏ । ମିଲ୍କି ୱେ ଶବ୍ଦ ପ୍ରଥମ ଥର ଇଂରାଜୀ ଭାଷାରେ (Chaucer)ର ଏକ କବିତାରେ ସାମ୍ନାକୁ ଆସିଥିଲା ।

"See yonder, lo, the Galaxyë
 Which men clepeth the Milky Wey,
 For hit is whyt".[୭]
ମିଲ୍କି ୱେ ଉପଗ୍ରହ ଆକାଶ ଗଙ୍ଗାର ବାମ ପାର୍ଶ୍ୱରେ ଦେଖା ଯାଉଛି

ଆଧାର

  1. ୧.୦ ୧.୧ Cox, Brian & Cohen, Andrew 2011. Wonders of the Universe. HarperCollins. p. 24. ISBN 9780007395828.{{cite book}}: CS1 maint: multiple names: authors list (link) CS1 maint: numeric names: authors list (link)
  2. Sparke L.S. & Gallagher III J.S. 2000. Galaxies in the Universe: an introduction. Cambridge: Cambridge University Press. ISBN 0521671868.
  3. Hupp E; Roy S. & Watzke M. 2006.[୧]
  4. Fountain, Henry (17 October 2016). "Two Trillion Galaxies, at the Very Least". The New York Times. Retrieved 17 October 2016.
  5. Staff (2019). "How Many Stars Are There In The Universe?". European Space Agency. Retrieved 21 September 2019.
  6. "The Structure of the Universe". doi:10.1007/978-1-4614-8730-2_10. {{cite journal}}: Cite journal requires |journal= (help)
  7. Geoffrey Chaucer. The House of Fame, ~1380."Online Etymology Dictionary". Retrieved 2007-01-03.