"ଲସ ଏଞ୍ଜଲେସ ଲେକର୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
"thumb|200px|right" ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି: ୧ କ ଧାଡ଼ି:
[[File:Los Angeles Lakers logo.svg|thumb|200px|right]]
[[File:Los Angeles Lakers logo.svg|thumb|200px|right]]

'''ଲସ ଏଞ୍ଜଲେସ ଲେକର୍ସ''', ଲସ ଏଙ୍ଗଲେସ ସ୍ଥିତ ଏକ ଆମେରିକାର ପେଶାଗତ ବାସ୍କେଟବଲ ଟୀମ ଅଟେ । ପାସିଫିକ ଡିଭିଜନରେ ଲୀଗର ପଶ୍ଚୀମ ସମ୍ମୀଳନର ସଦସ୍ୟ ଋପେ ନ୍ୟାସନାଲ ବାସ୍କେଟବଲ ଆସୋସିଏସନ (ଏଏନବୀଏ) ରେ ଲେକର୍ସ ପ୍ରତିସ୍ପର୍ଦ୍ଧା କରିଥାନ୍ତି । ଲେକର୍ସ ଷ୍ଟେପଲ ସେଣ୍ଟରରେ ନିଜର ଘରୋଇ ଖେଳ ଖେଳୀ ଥା'ନ୍ତି । ଦି ଲେକର୍ସ ଏଏନବୀଏର ଇତିହାସରେ ସବୁଠାରୁ ସଫଳ ଟୀମ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ ଏବଂ ୧୬ଟି ଏନବୀଏ ଚ୍ୟାମ୍ପିଆନଶୀପ ଜିତି ସାରିଛନ୍ତି ଯାହା ବୋଷ୍ଟନ କେଲଟିକ୍ସ ପରେ ଦ୍ୱିତୀୟ ସ୍ଥାନରେ ରହିଛି ।

ଫ୍ରାଞ୍ଚାଇଜର ଆରମ୍ଭ ୧୯୪୭ ମସିହାରେ ଏକ ବିବାଦିତ ଟୀମ, ନ୍ୟାସନାଲ ବାସ୍କେଟବଲ ଲୀଗ (ଏନବୀଏଲ)ର ଡେଟ୍ରୋଇଟ ଗେମର କ୍ରୟ ସହିତ ହୋଇଥିଲା । ନୂତନ ଟୀମ ମିନିୟାପୋଲିସରେ ଖେଳିବା ଆରମ୍ଭ କରିଦେଇଥିଲେ ଏବଂ ପରେ ନିଜକୁ ମିନିୟାପୋଲିସ ଲେକର୍ସ କହିଥିଲେ । [१०]

୧୫:୨୪, ୨୨ ନଭେମ୍ବର ୨୦୧୯ ଅନୁସାରେ କରାଯାଇଥିବା ବଦଳ

ଲସ ଏଞ୍ଜଲେସ ଲେକର୍ସ, ଲସ ଏଙ୍ଗଲେସ ସ୍ଥିତ ଏକ ଆମେରିକାର ପେଶାଗତ ବାସ୍କେଟବଲ ଟୀମ ଅଟେ । ପାସିଫିକ ଡିଭିଜନରେ ଲୀଗର ପଶ୍ଚୀମ ସମ୍ମୀଳନର ସଦସ୍ୟ ଋପେ ନ୍ୟାସନାଲ ବାସ୍କେଟବଲ ଆସୋସିଏସନ (ଏଏନବୀଏ) ରେ ଲେକର୍ସ ପ୍ରତିସ୍ପର୍ଦ୍ଧା କରିଥାନ୍ତି । ଲେକର୍ସ ଷ୍ଟେପଲ ସେଣ୍ଟରରେ ନିଜର ଘରୋଇ ଖେଳ ଖେଳୀ ଥା'ନ୍ତି । ଦି ଲେକର୍ସ ଏଏନବୀଏର ଇତିହାସରେ ସବୁଠାରୁ ସଫଳ ଟୀମ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ ଏବଂ ୧୬ଟି ଏନବୀଏ ଚ୍ୟାମ୍ପିଆନଶୀପ ଜିତି ସାରିଛନ୍ତି ଯାହା ବୋଷ୍ଟନ କେଲଟିକ୍ସ ପରେ ଦ୍ୱିତୀୟ ସ୍ଥାନରେ ରହିଛି ।