"ଚନ୍ଦ୍ରମୁଖୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୧୯ କ ଧାଡ଼ି: ୧୯ କ ଧାଡ଼ି:
}}
}}

'''ଚନ୍ଦ୍ରମୁଖୀ''' ୨୦୦୫ ମସିହାର ଏକ ଭାରତୀୟ ତାମିଲ ଭାଷାର କମେଡୀ ହରର ଫିଲ୍ମ ଅଟେ । ଏହି ଫିଲ୍ମକୁ ପି.ବାସୁ ଲେଖିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ଏବଂ ଏହାକୁ ଶିବାଜୀ ପ୍ରଡକ୍ସନର ରାମ କୁମାର ଗଣେଶାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ଏହି ଫିଲ୍ମରେ ରଜନୀକାନ୍ତ, ପ୍ରଭୁ, ଜ୍ୟୋତିକା ଓ ନୟନତାରା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ବାସୁଙ୍କ କନ୍ଣଡ ଫିଲ୍ମ ଆପ୍ତାମିତ୍ର (୨୦୦୪)ର ରୀମିକ ଅଟେ, ଯାହା ନିଜେ ମାଲାୟଲାମ ଫିଲ୍ମ ମଣିଚିତ୍ରାଥୁ (୧୯୯୩)ର ରୀମିକ ଅଟେ । ସାଉଣ୍ଡଟ୍ରାକ ଆଲବମ ଓ ବ୍ୟାକଗ୍ରାଉଣ୍ଡ ସ୍କୋରର ରଚନା ବିଦ୍ୱାସାଗର କରିଥିଲେ । ସିନେମେଟୋଗ୍ରାଫୀର ସଞ୍ଚାଳନ ଶେଖର ବି.ଜୋସେଫ କରିଥିଲେ ଏବଂ ଏହାର ସମ୍ପାଦନ ସୁରେଶ ଉର୍ସ କରିଥିଲେ ।
'''ଚନ୍ଦ୍ରମୁଖୀ''' ୨୦୦୫ ମସିହାର ଏକ ଭାରତୀୟ ତାମିଲ ଭାଷାର ହାସ୍ୟରସାତ୍ମକ ଭୟଙ୍କର ଫିଲ୍ମ ଅଟେ । ଏହି ଫିଲ୍ମକୁ ପି.ବାସୁ ଲେଖିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ଏବଂ ଏହାକୁ ଶିବାଜୀ ପ୍ରଡକ୍ସନର ରାମ କୁମାର ଗଣେଶାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ଏହି ଫିଲ୍ମରେ ରଜନୀକାନ୍ତ, ପ୍ରଭୁ, ଜ୍ୟୋତିକା ଓ ନୟନତାରା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ବାସୁଙ୍କ କନ୍ଣଡ ଫିଲ୍ମ ଆପ୍ତାମିତ୍ର (୨୦୦୪)ର ରୀମିକ ଅଟେ, ଯାହା ନିଜେ ମାଲାୟଲାମ ଫିଲ୍ମ ମଣିଚିତ୍ରାଥୁ (୧୯୯୩)ର ରୀମିକ ଅଟେ । ସାଉଣ୍ଡଟ୍ରାକ ଆଲବମ ଓ ବ୍ୟାକଗ୍ରାଉଣ୍ଡ ସ୍କୋରର ରଚନା ବିଦ୍ୱାସାଗର କରିଥିଲେ । ସିନେମେଟୋଗ୍ରାଫୀର ସଞ୍ଚାଳନ ଶେଖର ବି.ଜୋସେଫ କରିଥିଲେ ଏବଂ ଏହାର ସମ୍ପାଦନ ସୁରେଶ ଉର୍ସ କରିଥିଲେ ।

ଏହି ଫିଲ୍ମ{{INR}}190  ମିଲିଅନ ବଜେଟରେ ତିଆରି ହୋଇଥିଲା । ଏହାର ଫଟୋଗ୍ରାଫୀ ୨୪ ଅକ୍ଟୋବର ୨୦୦୪ ମସିହାରେ ଆରମ୍ଭ ହୋଇ ମାର୍ଚ୍ଚ ୨୦୦୫ ମସିହାରେ ଶେଷ ହୋଇଥିଲା । ଏହାକୁ ୧୪ ଏପ୍ରିଲ ୨୦୦୫ ମସିହାରେ ତାମିଲ ନବବର୍ଷର ପୂର୍ବ ସନ୍ଧ୍ୟାରେ ରିଲିଜ କରାଯାଇଥିଲା । ଫିଲ୍ମଟିକୁ ସକରାତ୍ମକ ସମୀକ୍ଷା ମିଳିଥିଲା ଓ ଏହା ବକ୍ସ ଅଫିସରେ ସଫଳତା ଲାଭ କରିଥିଲା । ଏହା ୮୯୦ ଦିନର ନାଟକୀୟ ଦୌଡ ସହିତ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥିବା ଦକ୍ଷୀଣ ଭାରତୀୟ ଫିଲ୍ମ ଥିଲା । ଚନ୍ଦ୍ରମୁଖୀ, ପାଞ୍ଚୋଟି ତାମିଲନାଡୁ ରାଜ୍ୟ ଫିଲ୍ମ ପୁରସ୍କାର, ଚାରୋଟି ଫିଲ୍ମ ପ୍ରସଂଶକ ଆସୋସିଏସନ ପୁରସ୍କାର ଓ ଦୁଇଟି ଫିଲ୍ମ ଫେୟାର ପୁରସ୍କାର ଜିତିଥିଲା । ଜ୍ୟୋତିକା ଓ ବଡିବେଲୁଙ୍କୁ ଫିଲ୍ମରେ ତାଙ୍କର କାମ ପାଇଁ ପ୍ରତ୍ୟେକଙ୍କୁ "କଳୀମ ମଣି ପୁରସ୍କାର"ରେ ସମ୍ମାନିତ କରାଯାଇଥିଲା ।

ଚନ୍ଦ୍ରମୁଖୀକୁ ତେଲୁଗୁ ଭାଷାରେ ଡବିଂ କରାଯାଇଥିଲା ଏବଂ ତା'ସହିତ ତାମିଲ ସଂସ୍କରଣର ସମାନ ଶୀର୍ଷକ ସହିତ ରିଲିଜ କରା ଯାଇଥିଲା । ଏହାକୁ "ଚନ୍ଦ୍ରମୁଖୀର ହୁଂକାର" ଶୀର୍ଷକରେ ଭୋଜପୁରୀ ଭାଷାରେ ଡବିଂ ଓ ରୀଲିଜ କରାଯାଇଥିଲା । ଏହା ଜର୍ମାନରେ ଡବିଂ ହୋଇଥିବା ପ୍ରଥମ ତାମିଲ ଫିଲ୍ମ ହୋଇଗଲା । ଏହା ଜର୍ମାନୀରେ "ଡେର ଜିଷ୍ଟରଜ୍ୟାଗେର" (ଇଂଗ୍ରାଜୀ: ଦି ଘୋଷ୍ଟ ହଣ୍ଟର୍ସ) ଶୀର୍ଷକରେ ଜାରୀ କରାଯାଇଥିଲା । ଏହି ଫିଲ୍ମଟିକୁ ତୁର୍କୀ ଭାଷାରେ ମଧ୍ୟ ଡବିଂ କରାଯାଇଥିଲା । ଚନ୍ଦ୍ରମୁଖୀକୁ ହିନ୍ଦୀ ଭାଷାରେ ଡବିଂ କରାଯାଇଥିଲା ଏବଂ ୨୯ ଫେବୃଆରୀ ୨୦୦୮ ମସିହାରେ ପ୍ରଡକ୍ସନ ହାଉସ ରୟାଲ ଫିଲ୍ମ କମ୍ପାନୀର ମାଲିକ "ଦିଲୀପ ଧନୱାନୀ"ଙ୍କ ଦ୍ୱାରା ରିଲୀଜ କରାଯାଇଥିଲା । ହିନ୍ଦୀ ସଂସ୍କରଣ ନିର୍ମାତା ଏ.ଏମ.ରଥନାମଙ୍କ ସହଯୋଗରେ ଜାରୀ କରାଯାଇଥିଲା ।

==ସଙ୍ଗୀତ==

୧୫:୧୯, ୨୧ ନଭେମ୍ବର ୨୦୧୯ ଅନୁସାରେ କରାଯାଇଥିବା ବଦଳ

ଚନ୍ଦ୍ରମୁଖୀ
ନିର୍ଦ୍ଦେଶକପି.ବାସୁ
ପ୍ରଯୋଜକରାମକୁମାର ଗଣେଶାନ
ପ୍ରଭୁ (ଅଭିନେତା)
ଚିତ୍ରନାଟ୍ୟପି.ବାସୁ
ମୂଳ ଆଧାରମଣିଚିତ୍ରଥାଝୁ 
by ମାଧୁ ମୁତ୍ତମ
କଳାକାରରଜନୀକାନ୍ତ
ପ୍ରଭୁ
ଜ୍ୟୋତିକା
ନୟନତାରା
ସଙ୍ଗୀତବିଦ୍ୟାସାଗର (ସଙ୍ଗୀତ ନିର୍ଦ୍ଦେଶକ)
ଚିତ୍ରଗ୍ରହଣଶେଖର ଭି. ଜୋସେଫ
ସମ୍ପାଦକସୁରେଶ ୟୁର୍ସ
Production
company
ଶିଭାଜୀ ପ୍ରଡକ୍ସନ
ମୁକ୍ତିଲାଭ ତାରିଖ
2005
କଥାଚିତ୍ରର ସମୟ
164 ମିନିଟ
ଦେଶIndia
ଭାଷାTamil
ଖର୍ଚ୍ଚIndian Rupee ₹190 ମିଲିଅନ[୧]

ଚନ୍ଦ୍ରମୁଖୀ ୨୦୦୫ ମସିହାର ଏକ ଭାରତୀୟ ତାମିଲ ଭାଷାର ହାସ୍ୟରସାତ୍ମକ ଭୟଙ୍କର ଫିଲ୍ମ ଅଟେ । ଏହି ଫିଲ୍ମକୁ ପି.ବାସୁ ଲେଖିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ଏବଂ ଏହାକୁ ଶିବାଜୀ ପ୍ରଡକ୍ସନର ରାମ କୁମାର ଗଣେଶାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ଏହି ଫିଲ୍ମରେ ରଜନୀକାନ୍ତ, ପ୍ରଭୁ, ଜ୍ୟୋତିକା ଓ ନୟନତାରା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ବାସୁଙ୍କ କନ୍ଣଡ ଫିଲ୍ମ ଆପ୍ତାମିତ୍ର (୨୦୦୪)ର ରୀମିକ ଅଟେ, ଯାହା ନିଜେ ମାଲାୟଲାମ ଫିଲ୍ମ ମଣିଚିତ୍ରାଥୁ (୧୯୯୩)ର ରୀମିକ ଅଟେ । ସାଉଣ୍ଡଟ୍ରାକ ଆଲବମ ଓ ବ୍ୟାକଗ୍ରାଉଣ୍ଡ ସ୍କୋରର ରଚନା ବିଦ୍ୱାସାଗର କରିଥିଲେ । ସିନେମେଟୋଗ୍ରାଫୀର ସଞ୍ଚାଳନ ଶେଖର ବି.ଜୋସେଫ କରିଥିଲେ ଏବଂ ଏହାର ସମ୍ପାଦନ ସୁରେଶ ଉର୍ସ କରିଥିଲେ ।

ଏହି ଫିଲ୍ମIndian Rupee ₹190  ମିଲିଅନ ବଜେଟରେ ତିଆରି ହୋଇଥିଲା । ଏହାର ଫଟୋଗ୍ରାଫୀ ୨୪ ଅକ୍ଟୋବର ୨୦୦୪ ମସିହାରେ ଆରମ୍ଭ ହୋଇ ମାର୍ଚ୍ଚ ୨୦୦୫ ମସିହାରେ ଶେଷ ହୋଇଥିଲା । ଏହାକୁ ୧୪ ଏପ୍ରିଲ ୨୦୦୫ ମସିହାରେ ତାମିଲ ନବବର୍ଷର ପୂର୍ବ ସନ୍ଧ୍ୟାରେ ରିଲିଜ କରାଯାଇଥିଲା । ଫିଲ୍ମଟିକୁ ସକରାତ୍ମକ ସମୀକ୍ଷା ମିଳିଥିଲା ଓ ଏହା ବକ୍ସ ଅଫିସରେ ସଫଳତା ଲାଭ କରିଥିଲା । ଏହା ୮୯୦ ଦିନର ନାଟକୀୟ ଦୌଡ ସହିତ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥିବା ଦକ୍ଷୀଣ ଭାରତୀୟ ଫିଲ୍ମ ଥିଲା । ଚନ୍ଦ୍ରମୁଖୀ, ପାଞ୍ଚୋଟି ତାମିଲନାଡୁ ରାଜ୍ୟ ଫିଲ୍ମ ପୁରସ୍କାର, ଚାରୋଟି ଫିଲ୍ମ ପ୍ରସଂଶକ ଆସୋସିଏସନ ପୁରସ୍କାର ଓ ଦୁଇଟି ଫିଲ୍ମ ଫେୟାର ପୁରସ୍କାର ଜିତିଥିଲା । ଜ୍ୟୋତିକା ଓ ବଡିବେଲୁଙ୍କୁ ଫିଲ୍ମରେ ତାଙ୍କର କାମ ପାଇଁ ପ୍ରତ୍ୟେକଙ୍କୁ "କଳୀମ ମଣି ପୁରସ୍କାର"ରେ ସମ୍ମାନିତ କରାଯାଇଥିଲା ।

ଚନ୍ଦ୍ରମୁଖୀକୁ ତେଲୁଗୁ ଭାଷାରେ ଡବିଂ କରାଯାଇଥିଲା ଏବଂ ତା'ସହିତ ତାମିଲ ସଂସ୍କରଣର ସମାନ ଶୀର୍ଷକ ସହିତ ରିଲିଜ କରା ଯାଇଥିଲା । ଏହାକୁ "ଚନ୍ଦ୍ରମୁଖୀର ହୁଂକାର" ଶୀର୍ଷକରେ ଭୋଜପୁରୀ ଭାଷାରେ ଡବିଂ ଓ ରୀଲିଜ କରାଯାଇଥିଲା । ଏହା ଜର୍ମାନରେ ଡବିଂ ହୋଇଥିବା ପ୍ରଥମ ତାମିଲ ଫିଲ୍ମ ହୋଇଗଲା । ଏହା ଜର୍ମାନୀରେ "ଡେର ଜିଷ୍ଟରଜ୍ୟାଗେର" (ଇଂଗ୍ରାଜୀ: ଦି ଘୋଷ୍ଟ ହଣ୍ଟର୍ସ) ଶୀର୍ଷକରେ ଜାରୀ କରାଯାଇଥିଲା । ଏହି ଫିଲ୍ମଟିକୁ ତୁର୍କୀ ଭାଷାରେ ମଧ୍ୟ ଡବିଂ କରାଯାଇଥିଲା । ଚନ୍ଦ୍ରମୁଖୀକୁ ହିନ୍ଦୀ ଭାଷାରେ ଡବିଂ କରାଯାଇଥିଲା ଏବଂ ୨୯ ଫେବୃଆରୀ ୨୦୦୮ ମସିହାରେ ପ୍ରଡକ୍ସନ ହାଉସ ରୟାଲ ଫିଲ୍ମ କମ୍ପାନୀର ମାଲିକ "ଦିଲୀପ ଧନୱାନୀ"ଙ୍କ ଦ୍ୱାରା ରିଲୀଜ କରାଯାଇଥିଲା । ହିନ୍ଦୀ ସଂସ୍କରଣ ନିର୍ମାତା ଏ.ଏମ.ରଥନାମଙ୍କ ସହଯୋଗରେ ଜାରୀ କରାଯାଇଥିଲା ।

ସଙ୍ଗୀତ

  1. Ram, Arun (20 June 2005). "Return of the king". India Today. Archived from the original on 25 September 2014. Retrieved 22 September 2014.