"ସୈରାଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
୨୪ କ ଧାଡ଼ି: ୨୪ କ ଧାଡ଼ି:


==ଧ୍ୱନୀ==
==ଧ୍ୱନୀ==
ସୈରାଟ ଫିଲ୍ମର ଗୀତ ଓ ପୃଷ୍ଠଭୂମୀ ସ୍କୋର ଅଜୟ-ଅତୁଲଙ୍କ ଜୋଡୀ ମାଧ୍ୟମରେ ତିଆରି କରାଯାଇଥିଲା, ଯେଉଁମାନେ ୨୦୧୩ ମସିହାରେ ଫନଡ୍ରାଏରେ ମଞ୍ଜୁଲାଙ୍କ ସହିତ କାମ କରିଥିଲେ । <ref name=times>{{cite news|url=http://timesofindia.indiatimes.com/entertainment/marathi/music/Fandry-Ajay-Atul-Nagraj-Manjule-Singham-Bol-Bachchan/articleshow/29811613.cms|title=Ajay-Atul compose theme song for Fandry|work=The Times of India|date=23 February 2014|access-date=2 April 2016|last=Bhanage|first=Mihir|archive-url=https://web.archive.org/web/20140430140446/http://timesofindia.indiatimes.com/entertainment/marathi/music/Fandry-Ajay-Atul-Nagraj-Manjule-Singham-Bol-Bachchan/articleshow/29811613.cms|archive-date=30 April 2014|url-status=live}}</ref> ସାଉଣ୍ଡଟ୍ରାକରେ ହଲିଉଡ, କାଲିଫର୍ନିଆରେ ସୋନୀ ସ୍କୋରୀଙ୍ଗ ଷ୍ଟେଜରେ ପଶ୍ଚିମ ସଙ୍ଗୀତ ସାମିଲ ରହିଛି ଯାହା ପ୍ରଥମରୁ ଏକ ଭାରତୀୟ ଫିଲ୍ମ ପାଇଁ ସ୍ୱୀକୃତୀ ପ୍ରାପ୍ତ ହୋଇଛି ।<ref name="Pawar">{{cite news|last=Pawar|first=Yogesh|title='Sairat' first Indian film to record music at Hollywood|url=http://www.dnaindia.com/india/report-sairat-first-indian-film-to-record-music-at-hollywood-2194518|access-date=27 April 2016|work=Daily News and Analysis|date=27 March 2016|archive-url=https://web.archive.org/web/20160502045335/http://www.dnaindia.com/india/report-sairat-first-indian-film-to-record-music-at-hollywood-2194518|archive-date=2 May 2016|url-status=live}}</ref> ଚାରୋଟି ଗୀତ ଆଲବମରେ ଅଜୟ-ଅତୁଲ ଓ ମଞ୍ଜୁଲାଙ୍କ ସହିତ, ଅଜୟ ଗୋଗାବଳେ, ଶ୍ରେୟା ଘୋଷେଲ ଓ ଚୀନ୍ମୟୀଙ୍କ ଦ୍ୱାରା ଗୀତ ପ୍ରଦର୍ଶନ କରାଯାଇଥିଲା । <ref name=itune>{{cite web|url=https://itunes.apple.com/in/album/sairat-original-motion-picture-soundtrack-ep/1119575075|title=Sairat (Original Motion Picture Soundtrack) - EP|publisher=iTunes|access-date=23 July 2018|archive-url=https://web.archive.org/web/20180723152351/https://itunes.apple.com/in/album/sairat-original-motion-picture-soundtrack-ep/1119575075|archive-date=23 July 2018|url-status=live}}</ref> ଏହା ୧୭ ଫେବୃଯାରୀ ୨୦୧୬ ମସିହାରେ ଜୀ ମ୍ୟୁଜିକ କମ୍ପାନୀର ପୃଷ୍ଠଭୂମୀରେ ଜାରି କରାଯାଇଥିଲା ।

==ଆଧାର==

୧୧:୫୮, ୨୧ ନଭେମ୍ବର ୨୦୧୯ ଅନୁସାରେ କରାଯାଇଥିବା ବଦଳ

ସୈରାଟ
ନିର୍ଦ୍ଦେଶକନାଗରାଜ ମଞ୍ଜୁଲେ
ପ୍ରଯୋଜକନିତ୍ତିନ କେନି
ନିଥିଲ ସାନେ
ନାଗରାଜ ମଞ୍ଜୁଲେ
କାହାଣୀନାଗରାଜ ମଞ୍ଜୁଲେ
କଳାକାରରିଙ୍କୁ ରାଜଗୁରୁ
ଆକାଶ ଥୋସାର
ସଙ୍ଗୀତଅଜୟ-ଅତୁଲ
ଚିତ୍ରଗ୍ରହଣସୁଧାକର ରେଡ୍ଡୀ ୟାକ୍କାନ୍ତି
ସମ୍ପାଦକକୁତୁବ ଇନାମଦାର
Production
company
ଇସେଲ ଭିଜନ ପ୍ରଡକ୍ସନ
ଆଟପଟ ପ୍ରଡକ୍ସନ
ଜୀ ଷ୍ଟୁଡିଓ
ମୁକ୍ତିଲାଭ ତାରିଖ
2016
କଥାଚିତ୍ରର ସମୟ
174 ମିନିଟ
ଦେଶଭାରତ
ଭାଷାମରାଠୀ
ଖର୍ଚ୍ଚIndian Rupee ₹ 4 crore[୧]
ମୋଟ ଆୟIndian Rupee ₹110 crore[୨]

ସୈରାଟ ନାଗରାଜ ମଞ୍ଜୁଲେଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଏସେଲ ଭିଜନ ପ୍ରଡକ୍ସନ ଓ ଜୀ ଷ୍ଟୁଡିଓ ସହିତ ନିଜର ବ୍ୟାନର ଏଆଟପଟ ପ୍ରଡକ୍ସନ ଅନୁଶାରେ ନିର୍ମିତ ୨୦୧୬ ମସିହାର ଭାରତୀୟ ମରାଠୀ ଭାଷାର ଏକ ରୋମାଞ୍ଚକ ଫିଲ୍ମ ଅଟେ । ରିଙ୍କୁ ରାଜଗୁରୁ ଓ ଆକାଶ ଠୋସର, ନିଜ ଫିଲ୍ମରେ ଅଭିନୟ କରିଥିଲେ । ଏହି ଫିଲ୍ମ ମୁଖ୍ୟତଃ ଦୁଇ ଯୁବକ-ଯୁବତୀଙ୍କ କାହାଣୀ ଅଟେ; ଯିଏ ଭିନ୍ନ-ଭିନ୍ନ ଜାତୀର ଅଟନ୍ତି, ଦୁହେଁ ଦୁହିଁଙ୍କ ଭଲ ପାଇବାରେ ପଡିଯାନ୍ତି ଯାହାଦ୍ୱାରା ସେମାନଙ୍କ ପରିବାର ମଧ୍ୟରେ ସଂଘର୍ଷ ଶୃଷ୍ଟି ହୋଇଯାଏ ।

ସୈରାଟର ପ୍ରିମୀୟର ୬୬ତମ ବର୍ଲୀନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିବାଲରେ ହୋଇଥିଲା, ଯେଉଁଠାରେ ଏହାକୁ ସାମାଜିକ ସ୍ତରରେ ଅଭିନନ୍ଦନ ମିଳିଥିଲା । ଏହାକୁ ୨୯ ଏପ୍ତିଲ ୨୦୧୬ ମସିହାରେ ମହାରାଷ୍ଟ୍ର ଓ ଭାରତର ବହୁ ସ୍ଥାନରେ ରିଲିଜ କରା ଯାଇଥିଲା । ଏହି ଫିଲ୍ମକୁ ଆଲୋଚକ ମାନଙ୍କ ଠାରୁ ସକରାତ୍ମକ ସମୀକ୍ଷା ମିଳିଥିଲା ଏବଂ ବକ୍ସ ଅଫିସରେ ସଫଳତା ଲାଭ କରିଥିଲା । ଏହା ସବୁଠାରୁ ଅଧିକ ସଫଳତା କମେଇଥିବା ମରାଠୀ ଫିଲ୍ମ ହୋଇଗଲା । ରାଜଗୁରୁଙ୍କୁ ୬୩ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମାଧ୍ୟମରେ ବିଶେଷ ଉଲ୍ଲେଖ ପ୍ରାପ୍ତ ହୋଇଥିଲା । ସୈରାଟକୁ ୨୦୧୭ ମସିହାର ଫିଲ୍ମ ଫେୟାର ମରାଠୀ ପୁରସ୍କାର ରେ ୧୧ଟି ପୁରସ୍କାର ମିଳିଥିଲା । ଏହି ପୁରସ୍କାର ମଧ୍ୟରେ ସର୍ବଶ୍ରେଷ୍ଠ ଫିଲ୍ମ, ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ (ମଞ୍ଜୁଲେ), ସର୍ବଶ୍ରେଷ୍ଠ ଅଭିନେତ୍ରୀ (ରାଜଗୁରୁ) ଓ ସର୍ବଶ୍ରେଷ୍ଠ ସଙ୍ଗୀତ ଆଲବମ ସାମିଲ ରହିଛି । ରାଜଗୁରୁ ଓ ଥୋସର, ବେଷ୍ଟ ଡେବ୍ୟୁ ମହିଳା ଓ ପୁରୁଷ ବର୍ଗରେ ପୁରସ୍କୃତ ହୋଇଥିଲେ । ଏହି ଫିଲ୍ମକୁ ବହୁ ଭାଷାରେ ରୀମେକ କର୍ୟାଇଥିଲା: ହିନ୍ଦୀରେ "ଧଡକ (୨୦୧୮)", ବଙ୍ଗାଳୀରେ "ନୂର ଜାହାଁ (୨୦୧୮)", କନ୍ନଡ ରେ "ମନସୁ ମଲ୍ଲୀଗ (୨୦୧୭)", ଓଡିଆ ରେ "ଲେଲା ଓ ଲେଲା (୨୦୧୭)" ଓ ପଞ୍ଜାବୀ ରେ "ଚନ୍ନା ମେରେୟା (୨୦୧୭)" ।

ଧ୍ୱନୀ

ସୈରାଟ ଫିଲ୍ମର ଗୀତ ଓ ପୃଷ୍ଠଭୂମୀ ସ୍କୋର ଅଜୟ-ଅତୁଲଙ୍କ ଜୋଡୀ ମାଧ୍ୟମରେ ତିଆରି କରାଯାଇଥିଲା, ଯେଉଁମାନେ ୨୦୧୩ ମସିହାରେ ଫନଡ୍ରାଏରେ ମଞ୍ଜୁଲାଙ୍କ ସହିତ କାମ କରିଥିଲେ । [୩] ସାଉଣ୍ଡଟ୍ରାକରେ ହଲିଉଡ, କାଲିଫର୍ନିଆରେ ସୋନୀ ସ୍କୋରୀଙ୍ଗ ଷ୍ଟେଜରେ ପଶ୍ଚିମ ସଙ୍ଗୀତ ସାମିଲ ରହିଛି ଯାହା ପ୍ରଥମରୁ ଏକ ଭାରତୀୟ ଫିଲ୍ମ ପାଇଁ ସ୍ୱୀକୃତୀ ପ୍ରାପ୍ତ ହୋଇଛି ।[୪] ଚାରୋଟି ଗୀତ ଆଲବମରେ ଅଜୟ-ଅତୁଲ ଓ ମଞ୍ଜୁଲାଙ୍କ ସହିତ, ଅଜୟ ଗୋଗାବଳେ, ଶ୍ରେୟା ଘୋଷେଲ ଓ ଚୀନ୍ମୟୀଙ୍କ ଦ୍ୱାରା ଗୀତ ପ୍ରଦର୍ଶନ କରାଯାଇଥିଲା । [୫] ଏହା ୧୭ ଫେବୃଯାରୀ ୨୦୧୬ ମସିହାରେ ଜୀ ମ୍ୟୁଜିକ କମ୍ପାନୀର ପୃଷ୍ଠଭୂମୀରେ ଜାରି କରାଯାଇଥିଲା ।

ଆଧାର

  1. "Sairat: Why a doomed love story has become India's sleeper hit". BBC News. 7 June 2016. Archived from the original on 22 July 2018. Retrieved 21 July 2018.
  2. Verma, Smitha (22 April 2018). "Made in Marathi". The Financial Express. Archived from the original on 22 April 2018. Retrieved 25 July 2018.
  3. Bhanage, Mihir (23 February 2014). "Ajay-Atul compose theme song for Fandry". The Times of India. Archived from the original on 30 April 2014. Retrieved 2 April 2016.
  4. Pawar, Yogesh (27 March 2016). "'Sairat' first Indian film to record music at Hollywood". Daily News and Analysis. Archived from the original on 2 May 2016. Retrieved 27 April 2016.
  5. "Sairat (Original Motion Picture Soundtrack) - EP". iTunes. Archived from the original on 23 July 2018. Retrieved 23 July 2018.