"କିଙ୍ଗ କଙ୍ଗ (୨୦୦୫ ଫିଲ୍ମ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୫୧ କ ଧାଡ଼ି: ୫୧ କ ଧାଡ଼ି:
==ଅଭିନେତା ବର୍ଗ==
==ଅଭିନେତା ବର୍ଗ==
ୱାଟ୍ସ, ବ୍ଲାକ ଓ ବ୍ରାଡୀ ନିଜ-ନିଜ ଭୂମିକା ପାଇଁ ଅଧିକ ଖୁସି ଥିଲେ ଯେଉଁଥିରେ କୌଣସି ଅନ୍ୟ ଅଭିନେତା ମାନଙ୍କୁ ଗ୍ରହଣୀୟ କରାଯାଇ ନଥିଲା । ନିଜ-ନିଜର ଭୂମିକାର ପ୍ରସ୍ତୁତିରେ, ୱାଟ୍ସ ମୂଖ୍ୟ ଏନ ଡାରୋ ଓ ଫେ ୱରେଙ୍କ ସହିତ ଦେଖା ହୋଇଥିଲେ ।<ref name=fi>{{cite news|author=Ian Spelling |url=http://www.scifi.com/sfw/issue452/interview.html |title=Peter Jackson proves with King Kong that the director, not the beast, is the true eighth wonder of the world |work=[[Science Fiction Weekly]] |date=December 2005 |accessdate=2009-06-01 |url-status=dead |archiveurl=https://web.archive.org/web/20060619091002/http://www.scifi.com/sfw/issue452/interview.html |archivedate=June 19, 2006}}</ref> ଜ୍ୟାକ୍ସନ ଚାହୁଁଥିଲେ କି, ୱରେ ଏକ କ୍ୟାମିଓ ଉପସ୍ଥିତି ବନାନ୍ତୁ ଓ ସମ୍ବାଦର ଅନ୍ତିମ ପଂକ୍ତିରେ କୁହନ୍ତୁ ; କିନ୍ତୁ ୯୬ ବର୍ଷ ବୟସରେ ପ୍ରୀ-ପ୍ରଡକ୍ସନ ଅନୁଶାରେ ତାଙ୍କର ମୃତ୍ୟୁ ହୋଇଗଲା । ବ୍ଲାକଙ୍କୁ ୨୦୦୦ ମସିହାର ଫିଲ୍ମ "ହାଇ ଫିଡେଲିଟୀ"ରେ ତାଙ୍କର ପ୍ରଦର୍ଶନର ଆଧାରରେ "କାର୍ଲ ଡେହ୍ନମ" ଋପେ ନିଆ ଯାଇଥିଲା, ଯିଏ ଜ୍ୟାକ୍ସନଙ୍କୁ ପ୍ରଭାବିତ କରିଥିଲେ ।<ref name=Ray>{{cite book | author = Paul A. Woods | title = Peter Jackson: From Gore to Mordor | publisher = Plexus Books | year = 2005 | isbn = 0-85965-356-0 | pages = 176–187 | chapter = Kong Cometh! | location = London}}</ref> ପ୍ରେରଣା ପାଇଁ ବ୍ଲାକ, ପି.ଟି. ବରନମ <ref>{{cite news | author = Liane Bornin | url = http://www.ew.com/ew/article/0,,702507,00.html | title = King' of the World | work = [[Entertainment Weekly]] | date = 2004-09-27 | accessdate = 2009-05-29}}</ref>ଏବଂ ଓରସନ ୱାଲେସର ଅଧ୍ୟୟନ କରିଥିଲେ । ଖୋପଡି ଦ୍ୱୀପରେ ମୂଳ ଅତିରିକ୍ତ କଳାକାର ଏକ ମିଶ୍ରଣ ଦ୍ୱାରା ଚିତ୍ରିତ କରା ଜାଇଥିଲା । ଏସିଆ, ଆଫ୍ରିକା, ମାଓରୀର ଅଭିନେତା ମାନେ ଲଗାତାର ରଞ୍ଜକତା ପ୍ରାପ୍ତ କରିବା ପାଇଁ କଳା ମେକପ ସହିତ ଛିଟିକା କରିଥିଲେ ।

==ଧ୍ୱନୀ==

==ଆଧାର==

୦୯:୫୪, ୨୧ ନଭେମ୍ବର ୨୦୧୯ ଅନୁସାରେ କରାଯାଇଥିବା ବଦଳ

କିଙ୍ଗ କଙ୍ଗ
The billboard at the Odeon Leicester Square premiere.
ନିର୍ଦ୍ଦେଶକପୀଟର ଜ୍ୟାକ୍ସନ
ପ୍ରଯୋଜକ
  • ଜାନ ବ୍ଲେଙ୍କିନ
  • କାରୋଲୀନେ କୁନିଙ୍ଘମ
  • ଫ୍ରାନ ୱାଲଶ
  • ପୀଟର ଜ୍ୟକ୍ସନ
ଚିତ୍ରନାଟ୍ୟ
  • ଫ୍ରାନ ୱାଲଶ
  • ଫିଲିପ୍ପା ବୱେନ୍ସ
  • ପୀଟର ଜ୍ୟାକ୍ସନ
କଳାକାର
  • ନାଓମି ୱାଟ୍ଟସ
  • ଜ୍ୟାକ ବ୍ଲାକ
  • ଆଡ୍ରେନ ବ୍ରୋଡୀ
  • ଥୋମାସ କ୍ରେଟ୍ସଚାମନ୍ନ
  • କୋଲିନ ହାଙ୍କ୍ସ
  • ଜାମୀ ବେଲ
  • ଏଭାନ ପାର୍କେ
  • ଲୋବୋ ଛାନ
  • କ୍ୟାଲେ ଚାନ୍ଦଲେର
  • ଆଣ୍ଡୀ ସେରକିସ
ସଙ୍ଗୀତଜେମ୍ସ ନ୍ୟୁଟନ ହୋୱାର୍ଡ
ଚିତ୍ରଗ୍ରହଣଆଣ୍ଡ୍ର୍ୟୁ ଲେସନୀ
ସମ୍ପାଦକଜ୍ୟାମୀ ସେଲକିର୍କ
Production
company
ୱିଙ୍ଗନଟ ଫିଲ୍ମ
ବିତରକୟୁନିଭର୍ସାଲ ଷ୍ଟୁଡିଓ
କଥାଚିତ୍ରର ସମୟ
187 ମିନିଟ[୧]
ଦେଶ
  • New Zealand
  • United States
ଭାଷାଇଂଗ୍ରାଜୀ
ଖର୍ଚ୍ଚ$207 million
ମୋଟ ଆୟ$550.5 million

କିଙ୍ଗ କଙ୍ଗ ୨୦୦୫ ମସିହାର ଏକ ମହାକାବ୍ୟ ମୋନଷ୍ଟର ଆଡଭେଞ୍ଜର ଫିଲ୍ମ ଅଟେ । ଏହି ଫିଲ୍ମ ଟିକୁ ପୀଟର ଜ୍ୟାକ୍ସନ ଲେଖିବା ସହିତ ନିର୍ମାଣ ଓ ନିର୍ଦ୍ଦେଶିତ କରିଥିଲେ । ଏହି ଶୀର୍ଷକର ୧୯୩୩ ମସିହା ଫିଲ୍ମର ଦ୍ୱିତୀୟ ରିମିକ ଏକ ମହତ୍ତ୍ୱାକାଂକ୍ଷୀ ଫିଲ୍ମ ନିର୍ମାତାଙ୍କ କାହାଣୀ ଥିଲା, ଯାହା ଏକ ରହସ୍ୟମୟ ଖପୁରୀ ଦ୍ୱୀପର ଯାତ୍ରା କରିବା ପାଇଁ ନିଜ କଳାକାର ଓ ଭଡାରେ ଥିବା ଜାହାଜ ଚାଳକ ଦଳ ମାନଙ୍କୁ ଅସହାୟ କରିଥିଲା । ସେ, ସେହି ଦ୍ୱୀପରେ ରହୁଥିବା ବିଚିତ୍ର ଜୀବ ସହିତ ଏକ ବିଶାଳ କାୟ "ଗରିଲା" (ଆଫ୍ରିକାର ବିଶାଳ ଶକ୍ତିଶାଳୀ ବାନର)କୁ କଙ୍ଗ ନାମରେ ଜାଣିଛନ୍ତି , ଯାହାକୁ ସେ ନ୍ୟୁୟୋର୍କ ସହର ନେଇଆସନ୍ତି ।

କିଙ୍ଗ କଙ୍ଗର ଫିଲ୍ମାଙ୍କନ ସେପ୍ଟେମ୍ବର ୨୦୦୪ ମସିହାରୁ ୨୦୦୫ ମସିହା ପର୍ଯ୍ୟନ୍ତ ନ୍ୟୁଜଲ୍ୟାଣ୍ଡରେ ହୋଇଥିଲା । ଏହି ପ୍ରୋଜେକ୍ଟର ବଜେଟ ଆରମ୍ଭରୁ $ 150 ମିଲିୟନରୁ ତତ୍କାଳୀନ ରେକର୍ଡ ବ୍ରେକିଙ୍ଗ $ 207 ମିଲିୟନ ପର୍ଯ୍ୟନ୍ତ ବଢିଗଲା । ଏହା ଜର୍ମାନୀ ଓ ସଂଯୁକ୍ତ ରାଜ୍ୟ ଆମେରିକାରେ ୧୪ ଡିସେମ୍ବର ୨୦୦୫ ମସିହାରେ ଉପସ୍ଥାପନା କରାଯାଇ ଥିଲା ଏବଂ ଏହି ଫିଲ୍ମ $ 50.1 ମିଲିୟନର ଉତ୍ପାଦନ ଆରମ୍ଭ କରିଥିଲା । କିଙ୍ଗ କଙ୍ଗ ଘରୋଇ ଓ ସମଗ୍ର ଦୁନିଆରେ ରୋଜଗାର କରିଥିଲା, ଯାହା ଅନ୍ତତଃ $ 550 ମିଲିୟନ ପର୍ଯ୍ୟନ୍ତ ବଢିଯାଇ ଥିଲା । [୨] ସେହି ସମୟରେ ୟୁନିଭର୍ସାଲ ପିକ୍ଚର୍ସର ଇତିହାସରେ ଚତୁର୍ଥ ସବୁଠାରୁ ଅଧିକ ରୋଜଗାର କରିଥିବା ଓ ୨୦୦୫ ମସିହାର ପଞ୍ଚମ ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ହୋଇଗଲା । ଏହା ନିଜ ଘରୋଇ ଭିଡିଓ ରିଲିଜରେ ଡିଭିଡିର ବିକ୍ରୀରେ $ 100 ମିଲିୟନର ଉତ୍ପାଦନ କରିଥିଲା [୩]

ଅଭିନେତା ବର୍ଗ

ୱାଟ୍ସ, ବ୍ଲାକ ଓ ବ୍ରାଡୀ ନିଜ-ନିଜ ଭୂମିକା ପାଇଁ ଅଧିକ ଖୁସି ଥିଲେ ଯେଉଁଥିରେ କୌଣସି ଅନ୍ୟ ଅଭିନେତା ମାନଙ୍କୁ ଗ୍ରହଣୀୟ କରାଯାଇ ନଥିଲା । ନିଜ-ନିଜର ଭୂମିକାର ପ୍ରସ୍ତୁତିରେ, ୱାଟ୍ସ ମୂଖ୍ୟ ଏନ ଡାରୋ ଓ ଫେ ୱରେଙ୍କ ସହିତ ଦେଖା ହୋଇଥିଲେ ।[୪] ଜ୍ୟାକ୍ସନ ଚାହୁଁଥିଲେ କି, ୱରେ ଏକ କ୍ୟାମିଓ ଉପସ୍ଥିତି ବନାନ୍ତୁ ଓ ସମ୍ବାଦର ଅନ୍ତିମ ପଂକ୍ତିରେ କୁହନ୍ତୁ ; କିନ୍ତୁ ୯୬ ବର୍ଷ ବୟସରେ ପ୍ରୀ-ପ୍ରଡକ୍ସନ ଅନୁଶାରେ ତାଙ୍କର ମୃତ୍ୟୁ ହୋଇଗଲା । ବ୍ଲାକଙ୍କୁ ୨୦୦୦ ମସିହାର ଫିଲ୍ମ "ହାଇ ଫିଡେଲିଟୀ"ରେ ତାଙ୍କର ପ୍ରଦର୍ଶନର ଆଧାରରେ "କାର୍ଲ ଡେହ୍ନମ" ଋପେ ନିଆ ଯାଇଥିଲା, ଯିଏ ଜ୍ୟାକ୍ସନଙ୍କୁ ପ୍ରଭାବିତ କରିଥିଲେ ।[୫] ପ୍ରେରଣା ପାଇଁ ବ୍ଲାକ, ପି.ଟି. ବରନମ [୬]ଏବଂ ଓରସନ ୱାଲେସର ଅଧ୍ୟୟନ କରିଥିଲେ । ଖୋପଡି ଦ୍ୱୀପରେ ମୂଳ ଅତିରିକ୍ତ କଳାକାର ଏକ ମିଶ୍ରଣ ଦ୍ୱାରା ଚିତ୍ରିତ କରା ଜାଇଥିଲା । ଏସିଆ, ଆଫ୍ରିକା, ମାଓରୀର ଅଭିନେତା ମାନେ ଲଗାତାର ରଞ୍ଜକତା ପ୍ରାପ୍ତ କରିବା ପାଇଁ କଳା ମେକପ ସହିତ ଛିଟିକା କରିଥିଲେ ।

ଧ୍ୱନୀ

ଆଧାର

  1. "KING KONG (12A)". British Board of Film Classification. Retrieved November 8, 2014.
  2. "King Kong". BoxOfficeMojo.com. Retrieved 2006-10-12.
  3. "King Kong – DVD sales". BlogCritics.org. Archived from the original on October 14, 2007. Retrieved 2007-03-04.
  4. Ian Spelling (December 2005). "Peter Jackson proves with King Kong that the director, not the beast, is the true eighth wonder of the world". Science Fiction Weekly. Archived from the original on June 19, 2006. Retrieved 2009-06-01.
  5. Paul A. Woods (2005). "Kong Cometh!". Peter Jackson: From Gore to Mordor. London: Plexus Books. pp. 176–187. ISBN 0-85965-356-0.
  6. Liane Bornin (2004-09-27). "King' of the World". Entertainment Weekly. Retrieved 2009-05-29.