"ଗୋବିନ୍ଦୁଡୁ ଅନ୍ଧାରିବଦେଲେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୩୭ କ ଧାଡ଼ି: ୩୭ କ ଧାଡ଼ି:


==ଆଧାର==
==ଆଧାର==

[[ଶ୍ରେଣୀ:ତେଲୁଗୁ କଥାଚିତ୍ର]]

୧୬:୩୫, ୨୦ ନଭେମ୍ବର ୨୦୧୯ ଅନୁସାରେ କରାଯାଇଥିବା ବଦଳ

ଗୋବିନ୍ଦୁଡୁ ଅନ୍ଧାରିବଦେଲେ
ନିର୍ଦ୍ଦେଶକକୃଷ୍ଣ ବାମସୀ
ପ୍ରଯୋଜକବନ୍ଦଲା ଗଣେଷ
ସଂଳାପକୃଷ୍ଣ ବାମସୀ
ପାରଚୁରୀ ବ୍ରଦର୍ସ
କଳାକାରରାମ ଚରଣ
ମୀକା ଶ୍ରୀକାନ୍ତ
କାଜଲ ଅଗ୍ରୱାଲ
କମଳିନୀ ମୁଖାର୍ଜୀ
ସଙ୍ଗୀତଯୁବାନ ଶଙ୍କର ରାଜା
ଚିତ୍ରଗ୍ରହଣସମୀର ରେଡ୍ଡୀ
ସମ୍ପାଦକନବୀନ ନୁଲୀ
Production
company
ପରମେଶ୍ୱର ଆର୍ଟ ପ୍ରଡକ୍ସନ
ମୁକ୍ତିଲାଭ ତାରିଖ
ଛାଞ୍ଚ:Film Date
କଥାଚିତ୍ରର ସମୟ
୧୪୯ ମିନିଟ[୧]
ଦେଶଭାରତ
ଭାଷାତେଲୁଗୁ
ଖର୍ଚ୍ଚIndian Rupee ₹୩୦୦ million (US$୬.୬୬ million)[୨]
ମୋଟ ଆୟIndian Rupee ₹୪୧୬.୫ million (US$୯.୨୫ million)

ଗୋବିନ୍ଦୁଡୁ ଅନ୍ଧାରିବଦେଲେ‌, କୃଷ୍ଣ ବାମସୀଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ୨୦୧୪ ମସିହାର ଭାରତୀୟ ତେଲୁଗୁ ଭାଷାର ଆକ୍ସନ ଡ୍ରାମା ଫିଲ୍ମ ଅଟେ । ପରମେଶ୍ୱର ଆର୍ଟ ପ୍ରଡକ୍ସନ ପାଇଁ ବନ୍ଦଲା ଗଣେଷଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ରାମ ଚରଣ, ଶ୍ରୀକାନ୍ତ, କାଜଲ ଅଗ୍ରୱାଲା ଏବଂ କମଳିନୀ ମୁଖାର୍ଜୀ ମୁଖ୍ୟ ଭୂମୀକାରେ ଅଭିନୟ କରିଛନ୍ତି ଏବଂ ପ୍ରକାଶ ରାଜ, ଜୟସୁଧା ଓ ଆଦର୍ଶ ବାଳକୃଷ୍ଣ ସହାୟକ ଭୂମୀକାରେ ଅଭିନୟ କରିଛନ୍ତି । ଜୁବାନ ଶଙ୍କର ରାଜା ଫିଲ୍ମର ସାଉଣ୍ଡ ଟ୍ରାକ ଓ ସ୍କୋରର ରଚନା କରିଥିଲେ ଓ ସମୀର ରେଡ୍ଡୀ ଛାୟାକାର ଋପେ କାମ କରିଥିଲେ ।

ଫିଲ୍ମର ଆଧିକାରୀକ ଘୋଷଣା ୬ ଫେବୃଆରୀ ୨୦୧୪ ମସିହାରେ ହାଇଦ୍ରାବାଦରେ କରାଯାଇ ଥିଲା । ଏହି ଫିଲ୍ମର ଫଟୋଗ୍ରାଫୀ ସେହି ଦିନରୁ ଆରମ୍ଭ ହୋଇଯାଇଥିଲା ଏବଂ ୨୨ ସେପ୍ଟେମ୍ବର ୨୦୧୪ ମସିହାରେ ସମାପ୍ତ ହୋଇଥିଲା । ଫିଲ୍ମର ଏକ ବଡ ଅଂଶ ଭାରତର ହାଇଦ୍ରାବାଦ, ରାମେଶ୍ୱର, ନାଗରକୋଇଲ, କନ୍ୟାକୁମାରୀ, ପୋଲାଚୀ ଓ କରାଈକୁଡୀରେ ଶୁଟିଙ୍ଗ ହୋଇଥିଲା ଏବଂ ଆହୁରି କିଛି ମହତ୍ତ୍ୱପୂର୍ଣ୍ଣ ଅଂଶ ଲଣ୍ଡନ ଓ ଜାର୍ଡନରେ ଶୁଟିଙ୍ଗ ହୋଇଥିଲା । ଏହି ଫିଲ୍ମ ୨୦୧୪ ମସିହାର ସବୁଠାରୁ ଅଧିକ ରୋଜଗାର କରିଥିବା ତେଲୁଗୁ ଫିଲ୍ମ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ । ଏହାକୁ ହିନ୍ଦୀ, ମାଲାୟଲାମ ଓ ତାମିଲରେ କ୍ରମଶଃ ୟଭାଡୁ-୨, ଏକଲବ୍ୟ ଓ ରାମ ଲୀଳା ଋପେ ପ୍ରସ୍ତୁତ କରାଯାଇଛି ।

ନିର୍ମାଣ

ସେପ୍ଟେମ୍ବର ୨୦୧୦ ମସିହାରେ ଚିରଞ୍ଜିବୀ କୃଷ୍ଣ ବାମସୀଙ୍କୁ ରାମ ଚରଣଙ୍କ ସହିତ ଏକ ଫିଲ୍ମ ତିଆରି କରିବା ପାଇଁ ଆମନ୍ତ୍ରିତ କରିଥିଲେ । ଏକ କାହାଣୀ-କଥନ ସର୍ତ୍ତ ପରେ, ସେ ଆଗକୁ ବଢିବା ପାଇଁ ସହମତ ହୋଇଥିଲେ ।[୩] ଅଗଷ୍ଟ ୨୦୧୩ ମସିହାର ତିନି ବର୍ଷର ଅନ୍ତରାଳ ପରେ, ଏହା ଘୋଷଣା କରାଯାଇଥଲା କି ରାମ ଚରଣ, ଓ କୃଷ୍ଣ ବାମସୀ (ତେଲୁଗୁ ଅଭିନେତା)ଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ବନ୍ଦଲା ଗଣେଶଙ୍କ ଦ୍ୱାରା ନିର୍ମିତ ଫିଲ୍ମରେ ଅଭିନୟ କରିବେ ।[୪]

ଡିସେମ୍ବର ୨୦୧୩ ମସିହାରେ ବନ୍ଦଲା ଗଣେଶ, କୃଷ୍ଣ ବାମସୀ ଓ ଫଟୋଗ୍ରାଫୀର ନିର୍ଦ୍ଦେଶକ ସମୀର ରେଡ୍ଡୀଙ୍କୁ ଶ୍ରୀ ଲକ୍ଷ୍ମୀ ନରସିଂମା ସ୍ୱାମୀ ମନ୍ଦିରରେ ଅନ୍ତର ବେଦୀଙ୍କ ସହିତ ଏକ ସ୍କ୍ରିପ୍ଟ ତିଆରି କରିଥିଲେ ।[୫] ୧୯୮୫ ମସିହାର ତେଲୁଗୁ ଫିଲ୍ମ ପରେ ଏହି ଫିଲ୍ମକୁ ଆରମ୍ଭରେ "ବିଜେତା"ର ଶୀର୍ଷକ ଦିଆଯାଇ ଥିଲା, ଯେଉଁଥିରେ ଚିରଞ୍ଜିବୀ ଓ ଭାନୁପ୍ରୀୟା ପ୍ରମୁଖ ଭୂମିକାରେ ରହିଥିଲେ ।[୬] ମାର୍ଚ୍ଚ ୨୦୧୪ ମସିହାରେ, ଫିଲ୍ମର କଥିତ କାହାଣୀ ଇଣ୍ଟରନେଟରେ ଲିକ ହୋଇ ଯାଇଥିଲା । କାହାଣୀରେ ରାମା ଚରଣେକ ଏନଆରଆଇର ଭୂମିକାରେ ଅଭିନୟ କରିଥିଲେ ଯିଏ ନିଜ ପିତା ଓ ପିତାଙ୍କ ସାନ ଭାଇଙ୍କ ମଧ୍ୟରେ ଥିବା ଫାଟକୁ ସମ୍ପୁର୍ଣ୍ଣ କରିବା ପାଇଁ ନିଜର ପରିବାର ସହିତ ଯାତ୍ରା କରିଛନ୍ତି ।[୭]

୨୭ ମାର୍ଚ୍ଚ ୨୦୧୪ ମସିହାରେ, ଯେତେବେଳେ ଫିଲ୍ମର ପୋଷ୍ଟର ରିଲିଜ କରାଗଲା, ସେତେବେଳେ ଶୀର୍ଷକ "ଗୋବିନ୍ଦୁଡୁ ଅନ୍ଧାରିବଦେଲେ" ଋପେ ପୁଷ୍ଟି କରାଗଲା ।[୮] ଏପ୍ରିଲ ୨୦୧୪ ମସିହାର ମଧ୍ୟରେ, ଯୁବାନ ଶଙ୍କର ରାଜାଙ୍କୁ ଏସ.ଥମନଙ୍କ ପରେ ଫିଲ୍ମର ସଙ୍ଗୀତକାର ଋପେ ସାଇନ କରାଯାଇଥିଲା । ଏହା ପରସ୍ପର ବିରୋଧୀ ପରିୟୋଜନା କାରଣରୁ ବଛା ଯାଇଥିଲା ।[୯] ଏହା ପ୍ରଥମ ଥର ଥିଲା ଯେତେବେଳେ କୃଷ୍ଣ ବାମସୀ, ଯୁବାନ ଶଙ୍କର ରାଜାଙ୍କ ସହିତ ସହଯୋଗ କରିଥିଲେ, ନିର୍ଦ୍ଦେଶକ ପରେ କହିଥିଲେ ଯେ, ସେ ସଙ୍ଗୀତକାରଙ୍କ ସହିତ କାମ କରିବା ପାଇଁ ପାଞ୍ଚ ବର୍ଷ ଅପେକ୍ଷା କରିଥିଲେ ।[୧୦]

ସଙ୍ଗୀତ

ଯୁବାନ ଶଙ୍କର ରାଜା ଏହି ଫିଲ୍ମ ପାଇଁ ସଙ୍ଗୀତ ତିଆରି କରିଥିଲେ, ଯିଏ ବାମସୀଙ୍କ ସହିତ ନିଜର ପ୍ରଥମ ସହଯୋଗକୁ ଚିହ୍ନଟ କରିଥିଲେ; ଏହା ପ୍ରଥମ ଥର ଥିଲା ଯେତେବେଳେ ସେ ଶ୍ରୀକାନ୍ତ ଓ ରାମ ଚରଣଙ୍କ ଦ୍ୱାରା ଅଭିନିତ ଏକ ଫିଲ୍ମର ଶୁଟିଙ୍ଗ କରିଥିଲେ ।[୧୧] ସାଉଣ୍ଡ ଟ୍ରାକ, ଯେଉଁଥିରେ ଛ'ଟି ଗୀତ ରହିଛି ,[୧୨] ୧୫ ସେପ୍ଟେମ୍ବର ୨୦୧୪ ମସିହାରେ ହାଇଦ୍ରାବାଦରେ ଜାରି କରାଯାଇଥିଲା ।[୧୩] ସାଉଣ୍ଡ ଟ୍ରାକକୁ ଆଲୋଚକ ମାନଙ୍କ ଠାରୁ ସକରାତ୍ମକ ସମୀକ୍ଷା ମିଳିଥିଲା ।[୧୪]

ପ୍ରକାଶନ

ଏହି ଫିଲ୍ମ ୧ ଅକ୍ଟୋବର ୨୦୧୪ ମସିହାରେ ରିଲିଜ ହୋଇଥିଲା ।[୧୫] ରାମ ଚରଣ ଅନ୍ୟ କଳାକାର ଓ ଚାଳକ ଦଳର ସଦସ୍ୟ ମାନଙ୍କ ସହିତ ୩୦ ସେପ୍ଟେମ୍ବର ୨୦୧୪ ମସିହାରେ ସଂଯୁକ୍ତ ରାଜ୍ୟ ଆମେରିକାରେ ଫିଲ୍ମର ପ୍ରୀମିୟର ଶୋରେ ଭାଗ ନେଇଥିଲେ ।[୧୬] ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ୭୫୦, କର୍ଣ୍ଣାଟକର ୧୦୦, ତାମିଲନାଡୁର ୫୦, ମହାରାଷ୍ଟ୍ରର ୮୫ ଓ ଉତ୍ତର ଭାରତର ୬୦ଟି ଅଞ୍ଚଳରେ ଏହି ଫିଲ୍ମ ରିଲିଜ ହୋଇଥିଲା । ଏହି ଫିଲ୍ମକୁ ସଂଯୁକ୍ତ ରାଜ୍ୟ ଆମେରିକାରେ ୧୫୪ ଓ ଅନ୍ୟ ଅନ୍ତଃରାଷ୍ଟ୍ରୀୟ ବଜାରରେ ୫୦ଟି ସ୍କ୍ରୀନରେ ରିଲିଜ କରାଯାଇ ଥିଲା ।[୧୭] ଫିଲ୍ମକୁ ମାଲାୟଲାମ ଓ ତାମିଲରେ କ୍ରମଶଃ "ଏକଲବ୍ୟ" ଓ "ରାମ ଲୀଳା"ରେ ଡବିଙ୍ଗ କରାଯାଇଥିଲା ।[୧୮][୧୯]

ଆଧାର

  1. "GAV's run time locked". 123telugu.com. 27 ସେପ୍ଟେମ୍ବର 2014. Archived from the original on 2 ଅକ୍ଟୋବର 2014. Retrieved 28 ସେପ୍ଟେମ୍ବର 2014.
  2. "'Govindudu Andarivadele' mints Rs.12.83 crore on release day". IANS. 3 ଅକ୍ଟୋବର 2014. Archived from the original on 5 ଅକ୍ଟୋବର 2014. Retrieved 1 ଅକ୍ଟୋବର 2014.
  3. "Ram Charan's Next with Krishna Vamsi". IndiaGlitz. 2 ସେପ୍ଟେମ୍ବର 2010. Archived from the original on 2 ଅକ୍ଟୋବର 2014. Retrieved 6 ଜାନୁଆରୀ 2014.
  4. Shekhar (8 ଅଗଷ୍ଟ 2013). "Ram Charan To Share Screen Space With Krishna, Venkatesh". Oneindia Entertainment. Archived from the original on 2 ଅକ୍ଟୋବର 2014. Retrieved 6 ଜାନୁଆରୀ 2014.
  5. {cite web|url=http://www.indiaglitz.com/channels/telugu/article/100978.html |title=Krishna Vamsi's New Script Goes To Antarvedi |publisher=IndiaGlitz |date=11 December 2013 |accessdate=6 January 2014 |archiveurl=https://www.webcitation.org/6T1Zl8snP?url=http://www.indiaglitz.com/channels/telugu/article/100978.html |archivedate=2 October 2014 |url-status=dead |df=dmy-all }}
  6. "Chiru's Super Hit Film Title for Ram Charan's Movie". The Hyderabad Times. 13 ମାର୍ଚ୍ଚ 2014. Archived from the original on 2 ଅକ୍ଟୋବର 2014. Retrieved 13 ମାର୍ଚ୍ଚ 2014.
  7. "Ram Charan, Krishna Vamsi movie story leaked?". The Times of India. 21 ମାର୍ଚ୍ଚ 2014. Archived from the original on 2 ଅକ୍ଟୋବର 2014. Retrieved 25 ମାର୍ଚ୍ଚ 2014.
  8. Pasupulate, Karthik (27 ମାର୍ଚ୍ଚ 2014). "Govindudu Andari Vadele is the title for Ram Charan's next". The Times of India. Archived from the original on 2 ଅକ୍ଟୋବର 2014. Retrieved 27 ମାର୍ଚ୍ଚ 2014.
  9. Krishnamoorthy, Suresh (19 April 2014). "I am looking for fresh music: Krishna Vamsi". The Hindu. Archived from the original on 2 October 2014. Retrieved 2 October 2014.
  10. Krishnamoorthy, Suresh (8 August 2014). "Will the lead pair prove third-time lucky?". The Hindu. Archived from the original on 2 October 2014. Retrieved 2 October 2014.
  11. Krishnamoorthy, Suresh (8 August 2014). "Will the lead pair prove third-time lucky?". The Hindu. Archived from the original on 14 December 2014. Retrieved 8 August 2014.
  12. "GAV audio to be a grand affair". The Times of India. 12 September 2014. Archived from the original on 14 December 2014. Retrieved 12 September 2014.
  13. "Pawan Kalyan will attend GAV's 150th day function : Chiranjeevi". IndiaGlitz. 15 ସେପ୍ଟେମ୍ବର 2014. Archived from the original on 14 ଡିସେମ୍ବର 2014. Retrieved 15 ସେପ୍ଟେମ୍ବର 2014.
  14. "Govindudu Andarivadele torelease Oct 1". The Times of India. 22 September 2014. Archived from the original on 14 December 2014. Retrieved 22 September 2014.
  15. Shekhar (29 May 2014). "Govindudu Andarivadele To Be Ram Charan's Dussehra Treat". Oneindia Entertainment. Archived from the original on 15 December 2014. Retrieved 29 May 2014.
  16. "Ram Charan to attend GAV USA premiere". IndiaGlitz. 23 September 2014. Archived from the original on 15 December 2014. Retrieved 24 September 2014.
  17. Shekhar (29 September 2014). "Govindudu Andarivadele Fails To Beat Aagadu Record?". Oneindia Entertainment. Archived from the original on 15 December 2014. Retrieved 29 September 2014.
  18. "Charan's GAV titled Ekalavya in Malayalam". The Hans India. 27 December 2014. Archived from the original on 3 March 2015. Retrieved 3 March 2015.
  19. "Feb 27th — BW Quickies!". Behindwoods. 27 February 2015. Archived from the original on 3 March 2015. Retrieved 3 March 2015.