"ସବୁଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ removed Category:Project Tiger 2019 using HotCat
ଟିକେ Regular Character Changes
୧ କ ଧାଡ଼ି: ୧ କ ଧାଡ଼ି:
[[File:Leavessnipedale.jpg|thumb|right|The word ''green'' has the same Germanic root as the words for ''grass'' and ''grow'']]
[[File:Leavessnipedale.jpg|thumb|right|The word ''green'' has the same Germanic root as the words for ''grass'' and ''grow'']]
'''ସବୁଜ''' ଏକ ରଙ୍ଗ ଅଟେ । ଏହା ଇନ୍ଦ୍ରଧନୁ ରଙ୍ଗ ମଧ୍ୟରୁ ଗୋଟିଏ ଅଟେ । ଏହା ଇନ୍ଦ୍ରଧନୁ ର ହଳଦିଆ ଏବଂ ନୀଳ ରଙ୍ଗ ମଝିରେ ରହିଥାଏ । ଏହି ରଙ୍ଗ ହଳଦିଆ ଏବଂ ନୀଳ ରଙ୍ଗର ମିଶ୍ରଣ ରେ ତିଆରି କରାଯାଇପାରେ ।ସାଧାରଣତଃ ଗଛ ପତ୍ରର ରଙ୍ଗ ସବୁଜ ହୋଇଥାଏ । ଏହା ଏଥିପାଇଁ ହୋଇଥାଏ କାରଣ, ପତ୍ରରେ ଏକ ରସାୟନ ରହିଥାଏ ଯାହାକୁ "କ୍ଲୋରୋଫିଲ" କୁହାଯାଏ, ଯାହାର ରଙ୍ଗ ସବୁଜ ହୋଇଥାଏ ।
'''ସବୁଜ''' ଏକ ରଙ୍ଗ ଅଟେ । ଏହା ଇନ୍ଦ୍ରଧନୁ ରଙ୍ଗ ମଧ୍ୟରୁ ଗୋଟିଏ ଅଟେ । ଏହା ଇନ୍ଦ୍ରଧନୁର ହଳଦିଆ ଏବଂ ନୀଳ ରଙ୍ଗ ମଝିରେ ରହିଥାଏ । ଏହି ରଙ୍ଗ ହଳଦିଆ ଏବଂ ନୀଳ ରଙ୍ଗର ମିଶ୍ରଣରେ ତିଆରି କରାଯାଇପାରେ ।ସାଧାରଣତଃ ଗଛ ପତ୍ରର ରଙ୍ଗ ସବୁଜ ହୋଇଥାଏ । ଏହା ଏଥିପାଇଁ ହୋଇଥାଏ କାରଣ, ପତ୍ରରେ ଏକ ରସାୟନ ରହିଥାଏ ଯାହାକୁ "କ୍ଲୋରୋଫିଲ" କୁହାଯାଏ, ଯାହାର ରଙ୍ଗ ସବୁଜ ହୋଇଥାଏ ।


ସବୁଜ ଦୃଶ୍ୟମାନ ସ୍ପେକ୍ଟ୍ରମ ରେ ନୀଳ ଏବଂ ହଳଦିଆ ରଙ୍ଗ ର ମଧ୍ୟ ବର୍ତ୍ତି ରଙ୍ଗ ଅଟେ । ଏହାର ପ୍ରକାଶ ଦ୍ୱାରା ବିକଶିତ ହୋଇଥାଏ ଯେଉଁଥିରେ ପାଖା ପାଖି ୪୯୫-୫୭୦ ଏନ.ଏମ ର ପ୍ରମୁଖ ତରଙ୍ଗ ଦୈର୍ଘ୍ୟ ହୋଇଥାଏ । ଚିତ୍ରକଳା ଏବଂ ରଙ୍ଗ ମୁଦ୍ରଣ ରେ ବ୍ୟବହାର କରାଯାଉଥିବା ଖରାପ ରଙ୍ଗ ପ୍ରଣାଳୀ ଗୁଡିକରେ ଏହି ହଳଦିଆ ଏବଂ ନୀଳର ସଂଯୋଜନା ଦ୍ୱାରା ତିଆରି ହୋଇଛି । ଟେଲିଭିଜନ ଏବଂ କମ୍ପୁଟର ସ୍କିନରେ ବ୍ୟବହାର କରାଯାଉଥିବା RGB ରଙ୍ଗ ମଡେଲ ରେ, ଏହା ଲାଲ ଓ ନୀଳ ରଙ୍ଗ ସହିତ ଏଡିଟିବ ପ୍ରାଇମେରୀ ରଙ୍ଗ ମଧ୍ୟରୁ ଗୋଟେ ଅଟେ , ଯାହା ଅନ୍ୟ ସମସ୍ତ ରଙ୍ଗକୁ ତିଆରି କରିବା ପାଇଁ ବିଭିନ୍ନ ସଂଯୋଜନ ରେ ମିଶ୍ରଣ କରାଯାଏ ।
ସବୁଜ ଦୃଶ୍ୟମାନ ସ୍ପେକ୍ଟ୍ରମରେ ନୀଳ ଏବଂ ହଳଦିଆ ରଙ୍ଗର ମଧ୍ୟ ବର୍ତ୍ତି ରଙ୍ଗ ଅଟେ । ଏହାର ପ୍ରକାଶଦ୍ୱାରା ବିକଶିତ ହୋଇଥାଏ ଯେଉଁଥିରେ ପାଖା ପାଖି ୪୯୫-୫୭୦ ଏନ.ଏମର ପ୍ରମୁଖ ତରଙ୍ଗ ଦୈର୍ଘ୍ୟ ହୋଇଥାଏ । ଚିତ୍ରକଳା ଏବଂ ରଙ୍ଗ ମୁଦ୍ରଣରେ ବ୍ୟବହାର କରାଯାଉଥିବା ଖରାପ ରଙ୍ଗ ପ୍ରଣାଳୀ ଗୁଡିକରେ ଏହି ହଳଦିଆ ଏବଂ ନୀଳର ସଂଯୋଜନାଦ୍ୱାରା ତିଆରି ହୋଇଛି । ଟେଲିଭିଜନ ଏବଂ କମ୍ପୁଟର ସ୍କିନରେ ବ୍ୟବହାର କରାଯାଉଥିବା RGB ରଙ୍ଗ ମଡେଲ ରେ, ଏହା ଲାଲ ଓ ନୀଳ ରଙ୍ଗ ସହିତ ଏଡିଟିବ ପ୍ରାଇମେରୀ ରଙ୍ଗ ମଧ୍ୟରୁ ଗୋଟେ ଅଟେ , ଯାହା ଅନ୍ୟ ସମସ୍ତ ରଙ୍ଗକୁ ତିଆରି କରିବା ପାଇଁ ବିଭିନ୍ନ ସଂଯୋଜନରେ ମିଶ୍ରଣ କରାଯାଏ ।


==ସବୁଜର ଅର୍ଥ ଓ ତାତ୍ପର୍ଯ୍ୟ==
==ସବୁଜର ଅର୍ଥ ଓ ତାତ୍ପର୍ଯ୍ୟ==
ସବୁଜ ଶବ୍ଦ "ମଧ୍ୟ ଇଂରାଜୀ" ଓ "ପୁରାତନ ଇଂରାଜୀ" "ଗ୍ରେନ"ରୁ ଆସିଛି , ଯାହା ଜର୍ମାନ ଶବ୍ଦ "ଗ୍ରୁଏନ" (grün) ପରି ଅଟେ ।<ref>''Webster's New World Dictionary of the American Language'', The World Publishing Company, New York, 1964.</ref> ପୁରୁଣା ଇଂରାଜୀ ତାରିଖ ca.AD 700ରେ ଏହି ରଙ୍ଗ ଶବ୍ଦ ରୂପେ ପ୍ରଥମ ଥର ରେକର୍ଡ କରାଯାଇଥିଲା ।<ref>Maerz and Paul (1930). ''A Dictionary of Color'' New York: McGraw-Hill p. 196</ref> ଉପଯୁକ୍ତ ଭାଷା (ଜର୍ମାନୀ, ରୋମ, ଗ୍ରୀକ) ରେ ସବୁଜ ପାଇଁ ପୁରୁଣା ଶବ୍ଦ ଅଟେ, ଯାହା ସତେଜ ଅଙ୍କୁରିତ ପାରିବ ପରି ଶବ୍ଦ ପାଇଁ ତିଆରି ହୋଇଛି । ହୁଏତ, ତୁଳନାତ୍ମକ ଭାଷା ବିଜ୍ଞାନ ସ୍ପଷ୍ଟ କରିଥାଏ କି, ଏହି ଶବ୍ଦ ପ୍ରାୟ ସହଶ୍ର ଶତାବ୍ଦୀରୁ ସ୍ୱତନ୍ତ୍ର ରୂପେ ଗଢ଼ା ଯାଇଥିଲା ଏବଂ କୋୖଣସି ଚିହ୍ନା ଯୋଗ୍ୟ ୟୁରୋପୀୟ ଶବ୍ଦ "ଗ୍ରୀନ" ପାଇଁ ଏକଳ ରହି ନାହାନ୍ତି ।ଉଦାହରଣ ସ୍ୱରୂପ: ସ୍ଲାବ ( zelen) "ସଂସ୍କୃତ" ସବୁଜ, ହଳଦିଆ, ଗେରୁଆ, ସୁନେଲି ସହିତ ରହିଛି ।<ref>{{cite web|url=http://starling.rinet.ru/cgi-bin/response.cgi?single=1&basename=/data/ie/vasmer&text_number=++4332&root=config |title=Vasmer's dictionary of Slavic etymology |publisher=Starling.rinet.ru |accessdate=April 5, 2012}}</ref> (meadow) ପାଇଁ ଏକ ମଙ୍ଗଲୀୟ ଶବ୍ଦ ତୁଳନାରେ "ତୁର୍କୀ ଭାଷା"ରେ '' jaš'l '' ସବୁଜ କିମ୍ବା ହଳଦିଆ ସବୁଜ ରହିଛି ।<ref>{{cite web|url=http://starling.rinet.ru/cgi-bin/response.cgi?root=config&morpho=0&basename=%5Cdata%5Calt%5Cturcet&first=1&off=&text_proto=&method_proto=substring&ic_proto=on&text_meaning=&method_meaning=substring&ic_meaning=on&text_rusmean=&method_rusmean=substring&ic_rusmean=on&text_atu=&method_atu=substring&ic_atu=on&text_krh=&method_krh=substring&ic_krh=on&text_trk=&method_trk=substring&ic_trk=on&text_tat=&method_tat=substring&ic_tat=on&text_chg=&method_chg=substring&ic_chg=on&text_uzb=&method_uzb=substring&ic_uzb=on&text_uig=&method_uig=substring&ic_uig=on&text_sjg=&method_sjg=substring&ic_sjg=on&text_azb=&method_azb=substring&ic_azb=on&text_trm=&method_trm=substring&ic_trm=on&text_hak=&method_hak=substring&ic_hak=on&text_shr=&method_shr=substring&ic_shr=on&text_alt=&method_alt=substring&ic_alt=on&text_khal=&method_khal=substring&ic_khal=on&text_chv=&method_chv=substring&ic_chv=on&text_jak=&method_jak=substring&ic_jak=on&text_dolg=&method_dolg=substring&ic_dolg=on&text_tuv=&method_tuv=substring&ic_tuv=on&text_tof=&method_tof=substring&ic_tof=on&text_krg=&method_krg=substring&ic_krg=on&text_kaz=&method_kaz=substring&ic_kaz=on&text_nogx=&method_nogx=substring&ic_nogx=on&text_bas=&method_bas=substring&ic_bas=on&text_blkx=&method_blkx=substring&ic_blkx=on&text_gagx=&method_gagx=substring&ic_gagx=on&text_krmx=&method_krmx=substring&ic_krmx=on&text_klpx=&method_klpx=substring&ic_klpx=on&text_sal=&method_sal=substring&ic_sal=on&text_qum=&method_qum=substring&ic_qum=on&text_reference=&method_reference=substring&ic_reference=on&text_any=green&method_any=substring&sort=proto&ic_any=on |title=Sergei Starostin, Turkic etymology |publisher=Starling.rinet.ru |accessdate=April 5, 2012}}</ref>
ସବୁଜ ଶବ୍ଦ "ମଧ୍ୟ ଇଂରାଜୀ" ଓ "ପୁରାତନ ଇଂରାଜୀ" "ଗ୍ରେନ"ରୁ ଆସିଛି , ଯାହା ଜର୍ମାନ ଶବ୍ଦ "ଗ୍ରୁଏନ" (grün) ପରି ଅଟେ ।<ref>''Webster's New World Dictionary of the American Language'', The World Publishing Company, New York, 1964.</ref> ପୁରୁଣା ଇଂରାଜୀ ତାରିଖ ca.AD 700ରେ ଏହି ରଙ୍ଗ ଶବ୍ଦ ରୂପେ ପ୍ରଥମ ଥର ରେକର୍ଡ କରାଯାଇଥିଲା ।<ref>Maerz and Paul (1930). ''A Dictionary of Color'' New York: McGraw-Hill p. 196</ref> ଉପଯୁକ୍ତ ଭାଷା (ଜର୍ମାନୀ, ରୋମ, ଗ୍ରୀକ)ରେ ସବୁଜ ପାଇଁ ପୁରୁଣା ଶବ୍ଦ ଅଟେ, ଯାହା ସତେଜ ଅଙ୍କୁରିତ ପାରିବ ପରି ଶବ୍ଦ ପାଇଁ ତିଆରି ହୋଇଛି । ହୁଏତ, ତୁଳନାତ୍ମକ ଭାଷା ବିଜ୍ଞାନ ସ୍ପଷ୍ଟ କରିଥାଏ କି, ଏହି ଶବ୍ଦ ପ୍ରାୟ ସହଶ୍ର ଶତାବ୍ଦୀରୁ ସ୍ୱତନ୍ତ୍ର ରୂପେ ଗଢ଼ା ଯାଇଥିଲା ଏବଂ କୋୖଣସି ଚିହ୍ନା ଯୋଗ୍ୟ ୟୁରୋପୀୟ ଶବ୍ଦ "ଗ୍ରୀନ" ପାଇଁ ଏକଳ ରହି ନାହାନ୍ତି ।ଉଦାହରଣ ସ୍ୱରୂପ: ସ୍ଲାବ ( zelen) "ସଂସ୍କୃତ" ସବୁଜ, ହଳଦିଆ, ଗେରୁଆ, ସୁନେଲି ସହିତ ରହିଛି ।<ref>{{cite web|url=http://starling.rinet.ru/cgi-bin/response.cgi?single=1&basename=/data/ie/vasmer&text_number=++4332&root=config |title=Vasmer's dictionary of Slavic etymology |publisher=Starling.rinet.ru |accessdate=April 5, 2012}}</ref> (meadow) ପାଇଁ ଏକ ମଙ୍ଗଲୀୟ ଶବ୍ଦ ତୁଳନାରେ "ତୁର୍କୀ ଭାଷା"ରେ '' jaš'l '' ସବୁଜ କିମ୍ବା ହଳଦିଆ ସବୁଜ ରହିଛି ।<ref>{{cite web|url=http://starling.rinet.ru/cgi-bin/response.cgi?root=config&morpho=0&basename=%5Cdata%5Calt%5Cturcet&first=1&off=&text_proto=&method_proto=substring&ic_proto=on&text_meaning=&method_meaning=substring&ic_meaning=on&text_rusmean=&method_rusmean=substring&ic_rusmean=on&text_atu=&method_atu=substring&ic_atu=on&text_krh=&method_krh=substring&ic_krh=on&text_trk=&method_trk=substring&ic_trk=on&text_tat=&method_tat=substring&ic_tat=on&text_chg=&method_chg=substring&ic_chg=on&text_uzb=&method_uzb=substring&ic_uzb=on&text_uig=&method_uig=substring&ic_uig=on&text_sjg=&method_sjg=substring&ic_sjg=on&text_azb=&method_azb=substring&ic_azb=on&text_trm=&method_trm=substring&ic_trm=on&text_hak=&method_hak=substring&ic_hak=on&text_shr=&method_shr=substring&ic_shr=on&text_alt=&method_alt=substring&ic_alt=on&text_khal=&method_khal=substring&ic_khal=on&text_chv=&method_chv=substring&ic_chv=on&text_jak=&method_jak=substring&ic_jak=on&text_dolg=&method_dolg=substring&ic_dolg=on&text_tuv=&method_tuv=substring&ic_tuv=on&text_tof=&method_tof=substring&ic_tof=on&text_krg=&method_krg=substring&ic_krg=on&text_kaz=&method_kaz=substring&ic_kaz=on&text_nogx=&method_nogx=substring&ic_nogx=on&text_bas=&method_bas=substring&ic_bas=on&text_blkx=&method_blkx=substring&ic_blkx=on&text_gagx=&method_gagx=substring&ic_gagx=on&text_krmx=&method_krmx=substring&ic_krmx=on&text_klpx=&method_klpx=substring&ic_klpx=on&text_sal=&method_sal=substring&ic_sal=on&text_qum=&method_qum=substring&ic_qum=on&text_reference=&method_reference=substring&ic_reference=on&text_any=green&method_any=substring&sort=proto&ic_any=on |title=Sergei Starostin, Turkic etymology |publisher=Starling.rinet.ru |accessdate=April 5, 2012}}</ref>


# ସବୁଜ ରଙ୍ଗର ବ୍ୟବହାର "ଇର୍ଷା" ସହିତ ସମ୍ବନ୍ଧିତ ରଙ୍ଗ ରୂପେ କରାଯାଇଥାଏ । "ଗ୍ରୀନ-ଆଇ-ମୋନଷ୍ଟର" ବାକ୍ୟାଂଶ ର ଅର୍ଥ ହେଉଛି ଏକ ଈର୍ଷାଲୁ ବ୍ୟକ୍ତି।
# ସବୁଜ ରଙ୍ଗର ବ୍ୟବହାର "ଇର୍ଷା" ସହିତ ସମ୍ବନ୍ଧିତ ରଙ୍ଗ ରୂପେ କରାଯାଇଥାଏ । "ଗ୍ରୀନ-ଆଇ-ମୋନଷ୍ଟର" ବାକ୍ୟାଂଶର ଅର୍ଥ ହେଉଛି ଏକ ଈର୍ଷାଲୁ ବ୍ୟକ୍ତି।
# ସବୁଜ ରଙ୍ଗ, ପ୍ରକୃତିର ରଙ୍ଗ ଅଟେ । "ଗ୍ରୀନ ଥମ୍ବ" (Green Thumb) ର ଅର୍ଥ, ତୁମେ ବଗିଚା କାମ କରିବାରେ ସକ୍ଷମ ଅଟ । <ref>{{cite web|title=Green thumb definition|url=http://www.dictionary.com/browse/green-thumb|publisher=Dictionary.com|accessdate=1 May 2015}}</ref><ref>{{cite web|url=http://www.learnersdictionary.com/definition/green%20thumb|title=Green thumb|publisher=Merriam-Webster's Learners Dictionary}}</ref>
# ସବୁଜ ରଙ୍ଗ, ପ୍ରକୃତିର ରଙ୍ଗ ଅଟେ । "ଗ୍ରୀନ ଥମ୍ବ" (Green Thumb)ର ଅର୍ଥ, ତୁମେ ବଗିଚା କାମ କରିବାରେ ସକ୍ଷମ ଅଟ । <ref>{{cite web|title=Green thumb definition|url=http://www.dictionary.com/browse/green-thumb|publisher=Dictionary.com|accessdate=1 May 2015}}</ref><ref>{{cite web|url=http://www.learnersdictionary.com/definition/green%20thumb|title=Green thumb|publisher=Merriam-Webster's Learners Dictionary}}</ref>
# ସବୁଜ ରଙ୍ଗ "ବିଷ" ସହିତ ସମ୍ବନ୍ଧିତ ରଙ୍ଗ ଅଟେ । "ପ୍ୟାରିସ ଗ୍ରୀନ" ଏକ ଅତ୍ୟଧିକ ବିଷଯୁକ୍ତ ତତ୍ତ୍ୱ ଅଟେ ।
# ସବୁଜ ରଙ୍ଗ "ବିଷ" ସହିତ ସମ୍ବନ୍ଧିତ ରଙ୍ଗ ଅଟେ । "ପ୍ୟାରିସ ଗ୍ରୀନ" ଏକ ଅତ୍ୟଧିକ ବିଷଯୁକ୍ତ ତତ୍ତ୍ୱ ଅଟେ ।
# ସବୁଜ ରଙ୍ଗ ଇସ୍ଲାମିକ ଧର୍ମର ଏକ ରଙ୍ଗ ଅଟେ ।
# ସବୁଜ ରଙ୍ଗ ଇସ୍ଲାମିକ ଧର୍ମର ଏକ ରଙ୍ଗ ଅଟେ ।
୬୮ କ ଧାଡ଼ି: ୬୮ କ ଧାଡ଼ି:


==ଜୈବ ବିଜ୍ଞାନ==
==ଜୈବ ବିଜ୍ଞାନ==
ସବୁଜ ରଙ୍ଗ ଏକ ସାଧାରଣତଃ ସମସ୍ତ ପ୍ରାକୃତିକ ସମ୍ବନ୍ଧୀୟ ଜିନିଷରେ ଦେଖାଯାଏ , କାରଣ ଏହି ରଙ୍ଗରେ କ୍ଲୋରୋଫିଲ ନାମକ ଏକ ଜଟିଳ ରସାୟନ ପଦାର୍ଥ ରହିଅଛି । ପ୍ରକାଶର ଲମ୍ବା ତରଙ୍ଗ ଲାଲ ଏବଂ ଛୋଟ ତରଙ୍ଗ ନୀଳ କୁ ତରଙ୍ଗ ଦୈର୍ଘ୍ୟ ତୁଳନାରେ ଅଧିକ କୁଶଳତା ରେ ଅବଶୋଷିତ କରିଥାଏ ଯାହା ମାନବ ଆଖିକୁ ସବୁଜ ଦେଖା ଯାଇଥାଏ , ଏଥିପାଇଁ ଗଛ ଦ୍ୱାରା ପରିଲିଖିତ ପ୍ରକାଶ ସବୁଜ ରଙ୍ଗର ସମୃଦ୍ଧ ହୋଇଥାଏ।<ref>{{cite web | title = If the sun's light peaks in the green, why do plants prefer to reflect green light (giving them their green color)? And in particular why do they prefer to absorb red light and with that not efficiently utilizing the sun's radiation?| website = University of Santa Barbara Science Line| publisher = The Regents of the University of California| date = 2015| url = http://scienceline.ucsb.edu/getkey.php?key=500| doi = | accessdate = September 4, 2015 }}</ref> କ୍ଲୋରୋଫିଲ ସବୁଜ ପ୍ରକାଶ ର ଖରାପ ରୂପରୁ ଅବଶୋଷିତ କରିଥାଏ , କାରଣ ଏହା ପ୍ରଥମ ଥର ମହାସାଗରରେ ରହୁଥିବା ଜୀବ ମାନଙ୍କ ମଧ୍ୟରୁ ଉତ୍ପନ୍ନ ହୋଇଥିଲା , ଯେଉଁଥିରେ ବାଇଗେଣୀ "ହେଲୋବ୍ୟାକ୍ଟେରିଆ" ପ୍ରଥମରୁ ହିଁ ପ୍ରକାଶ ର ଶୋଷଣ କରିଥିଲା । ପରେ ପ୍ରକାଶ ନିଷ୍କର୍ଷଣ ଉପରେ ଭାରି ହେଉଥିବା ନୂତନ ଜୀବ ମାନଙ୍କୁ ହେଲୋବ୍ୟାକ୍ଟେରିଆ ଦ୍ୱାରା ଉପଯୋଗ କରାଯାଇ ନଥିଲା, ବରଂ ସ୍ପେକ୍ଟ୍ରମ ର ସେହି ଅଂଶ ର ଶୋଷଣ କରିବା ପାଇଁ ବଛା ଯାଇଥିଲା ।<ref>Goldsworthy, A. (December 10, 1987). [https://books.google.com/books?id=vtI9MPk3oVkC&pg=PA52&dq=Andrew+Goldsworthy&hl=en&ei=cIiITM2fDoW6jAfk-PjhCA&sa=X&oi=book_result&ct=result&resnum=2&ved=0CDQQ6AEwAQ#v=onepage&q=why%20trees%20are%20green&f=false Why trees are green]. New Scientist, 116 (1880) 48–52.</ref>
ସବୁଜ ରଙ୍ଗ ଏକ ସାଧାରଣତଃ ସମସ୍ତ ପ୍ରାକୃତିକ ସମ୍ବନ୍ଧୀୟ ଜିନିଷରେ ଦେଖାଯାଏ , କାରଣ ଏହି ରଙ୍ଗରେ କ୍ଲୋରୋଫିଲ ନାମକ ଏକ ଜଟିଳ ରସାୟନ ପଦାର୍ଥ ରହିଅଛି । ପ୍ରକାଶର ଲମ୍ବା ତରଙ୍ଗ ଲାଲ ଏବଂ ଛୋଟ ତରଙ୍ଗ ନୀଳକୁ ତରଙ୍ଗ ଦୈର୍ଘ୍ୟ ତୁଳନାରେ ଅଧିକ କୁଶଳତାରେ ଅବଶୋଷିତ କରିଥାଏ ଯାହା ମାନବ ଆଖିକୁ ସବୁଜ ଦେଖା ଯାଇଥାଏ , ଏଥିପାଇଁ ଗଛଦ୍ୱାରା ପରିଲିଖିତ ପ୍ରକାଶ ସବୁଜ ରଙ୍ଗର ସମୃଦ୍ଧ ହୋଇଥାଏ।<ref>{{cite web | title = If the sun's light peaks in the green, why do plants prefer to reflect green light (giving them their green color)? And in particular why do they prefer to absorb red light and with that not efficiently utilizing the sun's radiation?| website = University of Santa Barbara Science Line| publisher = The Regents of the University of California| date = 2015| url = http://scienceline.ucsb.edu/getkey.php?key=500| doi = | accessdate = September 4, 2015 }}</ref> କ୍ଲୋରୋଫିଲ ସବୁଜ ପ୍ରକାଶର ଖରାପ ରୂପରୁ ଅବଶୋଷିତ କରିଥାଏ , କାରଣ ଏହା ପ୍ରଥମ ଥର ମହାସାଗରରେ ରହୁଥିବା ଜୀବ ମାନଙ୍କ ମଧ୍ୟରୁ ଉତ୍ପନ୍ନ ହୋଇଥିଲା , ଯେଉଁଥିରେ ବାଇଗେଣୀ "ହେଲୋବ୍ୟାକ୍ଟେରିଆ" ପ୍ରଥମରୁ ହିଁ ପ୍ରକାଶର ଶୋଷଣ କରିଥିଲା । ପରେ ପ୍ରକାଶ ନିଷ୍କର୍ଷଣ ଉପରେ ଭାରି ହେଉଥିବା ନୂତନ ଜୀବ ମାନଙ୍କୁ ହେଲୋବ୍ୟାକ୍ଟେରିଆଦ୍ୱାରା ଉପଯୋଗ କରାଯାଇ ନଥିଲା, ବରଂ ସ୍ପେକ୍ଟ୍ରମର ସେହି ଅଂଶର ଶୋଷଣ କରିବା ପାଇଁ ବଛା ଯାଇଥିଲା ।<ref>Goldsworthy, A. (December 10, 1987). [https://books.google.com/books?id=vtI9MPk3oVkC&pg=PA52&dq=Andrew+Goldsworthy&hl=en&ei=cIiITM2fDoW6jAfk-PjhCA&sa=X&oi=book_result&ct=result&resnum=2&ved=0CDQQ6AEwAQ#v=onepage&q=why%20trees%20are%20green&f=false Why trees are green]. New Scientist, 116 (1880) 48–52.</ref>


==ଆଧାର==
==ଆଧାର==

୦୭:୫୬, ୪ ନଭେମ୍ବର ୨୦୧୯ ଅନୁସାରେ କରାଯାଇଥିବା ବଦଳ

The word green has the same Germanic root as the words for grass and grow

ସବୁଜ ଏକ ରଙ୍ଗ ଅଟେ । ଏହା ଇନ୍ଦ୍ରଧନୁ ରଙ୍ଗ ମଧ୍ୟରୁ ଗୋଟିଏ ଅଟେ । ଏହା ଇନ୍ଦ୍ରଧନୁର ହଳଦିଆ ଏବଂ ନୀଳ ରଙ୍ଗ ମଝିରେ ରହିଥାଏ । ଏହି ରଙ୍ଗ ହଳଦିଆ ଏବଂ ନୀଳ ରଙ୍ଗର ମିଶ୍ରଣରେ ତିଆରି କରାଯାଇପାରେ ।ସାଧାରଣତଃ ଗଛ ପତ୍ରର ରଙ୍ଗ ସବୁଜ ହୋଇଥାଏ । ଏହା ଏଥିପାଇଁ ହୋଇଥାଏ କାରଣ, ପତ୍ରରେ ଏକ ରସାୟନ ରହିଥାଏ ଯାହାକୁ "କ୍ଲୋରୋଫିଲ" କୁହାଯାଏ, ଯାହାର ରଙ୍ଗ ସବୁଜ ହୋଇଥାଏ ।

ସବୁଜ ଦୃଶ୍ୟମାନ ସ୍ପେକ୍ଟ୍ରମରେ ନୀଳ ଏବଂ ହଳଦିଆ ରଙ୍ଗର ମଧ୍ୟ ବର୍ତ୍ତି ରଙ୍ଗ ଅଟେ । ଏହାର ପ୍ରକାଶଦ୍ୱାରା ବିକଶିତ ହୋଇଥାଏ ଯେଉଁଥିରେ ପାଖା ପାଖି ୪୯୫-୫୭୦ ଏନ.ଏମର ପ୍ରମୁଖ ତରଙ୍ଗ ଦୈର୍ଘ୍ୟ ହୋଇଥାଏ । ଚିତ୍ରକଳା ଏବଂ ରଙ୍ଗ ମୁଦ୍ରଣରେ ବ୍ୟବହାର କରାଯାଉଥିବା ଖରାପ ରଙ୍ଗ ପ୍ରଣାଳୀ ଗୁଡିକରେ ଏହି ହଳଦିଆ ଏବଂ ନୀଳର ସଂଯୋଜନାଦ୍ୱାରା ତିଆରି ହୋଇଛି । ଟେଲିଭିଜନ ଏବଂ କମ୍ପୁଟର ସ୍କିନରେ ବ୍ୟବହାର କରାଯାଉଥିବା RGB ରଙ୍ଗ ମଡେଲ ରେ, ଏହା ଲାଲ ଓ ନୀଳ ରଙ୍ଗ ସହିତ ଏଡିଟିବ ପ୍ରାଇମେରୀ ରଙ୍ଗ ମଧ୍ୟରୁ ଗୋଟେ ଅଟେ , ଯାହା ଅନ୍ୟ ସମସ୍ତ ରଙ୍ଗକୁ ତିଆରି କରିବା ପାଇଁ ବିଭିନ୍ନ ସଂଯୋଜନରେ ମିଶ୍ରଣ କରାଯାଏ ।

ସବୁଜର ଅର୍ଥ ଓ ତାତ୍ପର୍ଯ୍ୟ

ସବୁଜ ଶବ୍ଦ "ମଧ୍ୟ ଇଂରାଜୀ" ଓ "ପୁରାତନ ଇଂରାଜୀ" "ଗ୍ରେନ"ରୁ ଆସିଛି , ଯାହା ଜର୍ମାନ ଶବ୍ଦ "ଗ୍ରୁଏନ" (grün) ପରି ଅଟେ ।[୧] ପୁରୁଣା ଇଂରାଜୀ ତାରିଖ ca.AD 700ରେ ଏହି ରଙ୍ଗ ଶବ୍ଦ ରୂପେ ପ୍ରଥମ ଥର ରେକର୍ଡ କରାଯାଇଥିଲା ।[୨] ଉପଯୁକ୍ତ ଭାଷା (ଜର୍ମାନୀ, ରୋମ, ଗ୍ରୀକ)ରେ ସବୁଜ ପାଇଁ ପୁରୁଣା ଶବ୍ଦ ଅଟେ, ଯାହା ସତେଜ ଅଙ୍କୁରିତ ପାରିବ ପରି ଶବ୍ଦ ପାଇଁ ତିଆରି ହୋଇଛି । ହୁଏତ, ତୁଳନାତ୍ମକ ଭାଷା ବିଜ୍ଞାନ ସ୍ପଷ୍ଟ କରିଥାଏ କି, ଏହି ଶବ୍ଦ ପ୍ରାୟ ସହଶ୍ର ଶତାବ୍ଦୀରୁ ସ୍ୱତନ୍ତ୍ର ରୂପେ ଗଢ଼ା ଯାଇଥିଲା ଏବଂ କୋୖଣସି ଚିହ୍ନା ଯୋଗ୍ୟ ୟୁରୋପୀୟ ଶବ୍ଦ "ଗ୍ରୀନ" ପାଇଁ ଏକଳ ରହି ନାହାନ୍ତି ।ଉଦାହରଣ ସ୍ୱରୂପ: ସ୍ଲାବ ( zelen) "ସଂସ୍କୃତ" ସବୁଜ, ହଳଦିଆ, ଗେରୁଆ, ସୁନେଲି ସହିତ ରହିଛି ।[୩] (meadow) ପାଇଁ ଏକ ମଙ୍ଗଲୀୟ ଶବ୍ଦ ତୁଳନାରେ "ତୁର୍କୀ ଭାଷା"ରେ jaš'l ସବୁଜ କିମ୍ବା ହଳଦିଆ ସବୁଜ ରହିଛି ।[୪]

  1. ସବୁଜ ରଙ୍ଗର ବ୍ୟବହାର "ଇର୍ଷା" ସହିତ ସମ୍ବନ୍ଧିତ ରଙ୍ଗ ରୂପେ କରାଯାଇଥାଏ । "ଗ୍ରୀନ-ଆଇ-ମୋନଷ୍ଟର" ବାକ୍ୟାଂଶର ଅର୍ଥ ହେଉଛି ଏକ ଈର୍ଷାଲୁ ବ୍ୟକ୍ତି।
  2. ସବୁଜ ରଙ୍ଗ, ପ୍ରକୃତିର ରଙ୍ଗ ଅଟେ । "ଗ୍ରୀନ ଥମ୍ବ" (Green Thumb)ର ଅର୍ଥ, ତୁମେ ବଗିଚା କାମ କରିବାରେ ସକ୍ଷମ ଅଟ । [୫][୬]
  3. ସବୁଜ ରଙ୍ଗ "ବିଷ" ସହିତ ସମ୍ବନ୍ଧିତ ରଙ୍ଗ ଅଟେ । "ପ୍ୟାରିସ ଗ୍ରୀନ" ଏକ ଅତ୍ୟଧିକ ବିଷଯୁକ୍ତ ତତ୍ତ୍ୱ ଅଟେ ।
  4. ସବୁଜ ରଙ୍ଗ ଇସ୍ଲାମିକ ଧର୍ମର ଏକ ରଙ୍ଗ ଅଟେ ।

ରଙ୍ଗର ତୁଳନା

Name Color HEX Code Red Green Blue Hue Sat Lum
Green #008000 0 128 0 120° 100% 50%
Teal #008080 0 128 128 180° 100% 50%
Blue #0000FF 0 0 255 240° 100% 100%
Ultramarine (Electric Ultramarine) #3F00FF 63 0 255 255° 100% 100%


ଜୈବ ବିଜ୍ଞାନ

ସବୁଜ ରଙ୍ଗ ଏକ ସାଧାରଣତଃ ସମସ୍ତ ପ୍ରାକୃତିକ ସମ୍ବନ୍ଧୀୟ ଜିନିଷରେ ଦେଖାଯାଏ , କାରଣ ଏହି ରଙ୍ଗରେ କ୍ଲୋରୋଫିଲ ନାମକ ଏକ ଜଟିଳ ରସାୟନ ପଦାର୍ଥ ରହିଅଛି । ପ୍ରକାଶର ଲମ୍ବା ତରଙ୍ଗ ଲାଲ ଏବଂ ଛୋଟ ତରଙ୍ଗ ନୀଳକୁ ତରଙ୍ଗ ଦୈର୍ଘ୍ୟ ତୁଳନାରେ ଅଧିକ କୁଶଳତାରେ ଅବଶୋଷିତ କରିଥାଏ ଯାହା ମାନବ ଆଖିକୁ ସବୁଜ ଦେଖା ଯାଇଥାଏ , ଏଥିପାଇଁ ଗଛଦ୍ୱାରା ପରିଲିଖିତ ପ୍ରକାଶ ସବୁଜ ରଙ୍ଗର ସମୃଦ୍ଧ ହୋଇଥାଏ।[୭] କ୍ଲୋରୋଫିଲ ସବୁଜ ପ୍ରକାଶର ଖରାପ ରୂପରୁ ଅବଶୋଷିତ କରିଥାଏ , କାରଣ ଏହା ପ୍ରଥମ ଥର ମହାସାଗରରେ ରହୁଥିବା ଜୀବ ମାନଙ୍କ ମଧ୍ୟରୁ ଉତ୍ପନ୍ନ ହୋଇଥିଲା , ଯେଉଁଥିରେ ବାଇଗେଣୀ "ହେଲୋବ୍ୟାକ୍ଟେରିଆ" ପ୍ରଥମରୁ ହିଁ ପ୍ରକାଶର ଶୋଷଣ କରିଥିଲା । ପରେ ପ୍ରକାଶ ନିଷ୍କର୍ଷଣ ଉପରେ ଭାରି ହେଉଥିବା ନୂତନ ଜୀବ ମାନଙ୍କୁ ହେଲୋବ୍ୟାକ୍ଟେରିଆଦ୍ୱାରା ଉପଯୋଗ କରାଯାଇ ନଥିଲା, ବରଂ ସ୍ପେକ୍ଟ୍ରମର ସେହି ଅଂଶର ଶୋଷଣ କରିବା ପାଇଁ ବଛା ଯାଇଥିଲା ।[୮]

ଆଧାର

  1. Webster's New World Dictionary of the American Language, The World Publishing Company, New York, 1964.
  2. Maerz and Paul (1930). A Dictionary of Color New York: McGraw-Hill p. 196
  3. "Vasmer's dictionary of Slavic etymology". Starling.rinet.ru. Retrieved April 5, 2012.
  4. "Sergei Starostin, Turkic etymology". Starling.rinet.ru. Retrieved April 5, 2012.
  5. "Green thumb definition". Dictionary.com. Retrieved 1 May 2015.
  6. "Green thumb". Merriam-Webster's Learners Dictionary.
  7. "If the sun's light peaks in the green, why do plants prefer to reflect green light (giving them their green color)? And in particular why do they prefer to absorb red light and with that not efficiently utilizing the sun's radiation?". University of Santa Barbara Science Line. The Regents of the University of California. 2015. Retrieved September 4, 2015.
  8. Goldsworthy, A. (December 10, 1987). Why trees are green. New Scientist, 116 (1880) 48–52.