"ଛାୟାପଥ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Aliva Sahoo (ଆଲୋଚନା | ଅବଦାନ) "file:NGC 4414 (NASA-med).jpg|right| 200px|thumb|ଛାୟାପଥ ବ୍ରହ୍ମାଣ୍ଡର ସବୁଠାର..." ନାଆଁରେ ପୃଷ୍ଠାଟିଏ ତିଆରିକଲେ |
Aliva Sahoo (ଆଲୋଚନା | ଅବଦାନ) No edit summary |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
[[file:NGC 4414 (NASA-med).jpg|right| 200px|thumb|ଛାୟାପଥ ବ୍ରହ୍ମାଣ୍ଡର ସବୁଠାରୁ ବଡ ଖଗୋଲୀୟ ବସ୍ତୁ ଅଟେ । ଏନଜୀସୀ ୪୪୧୪ ଏକ ୫୫,୦୦୦ ପ୍ରକାଶ ବର୍ଷ ବ୍ୟାସର ଛାୟାପଥ ଅଟେ ]] |
[[file:NGC 4414 (NASA-med).jpg|right| 200px|thumb|ଛାୟାପଥ ବ୍ରହ୍ମାଣ୍ଡର ସବୁଠାରୁ ବଡ ଖଗୋଲୀୟ ବସ୍ତୁ ଅଟେ । ଏନଜୀସୀ ୪୪୧୪ ଏକ ୫୫,୦୦୦ ପ୍ରକାଶ ବର୍ଷ ବ୍ୟାସର ଛାୟାପଥ ଅଟେ ]] |
||
'''ଛାୟାପଥ''' (English: Galaxy), ଅସଂଖ୍ୟ ତାରାର ସମୂହ ଅଟେ ଯାହା ସ୍ୱଚ୍ଛ ଓ ଅନ୍ଧାର ରାତିରେ ଆକାଶ ମଝିରେ ଗତିକରୁଥିବା ଅର୍ଦ୍ଧଚକ୍ର ଋପେ ଏବଂ ଝିଲମିଲ ମେଖଳା ସମାନ ଦେଖାଯାଇଥାଏ । ଏହି ମେଖଳା ବସ୍ତୁତଃ ଏକ ପୂର୍ଣ୍ଣଚକ୍ରର ଅଙ୍ଗ ଅଟେ ଯାହାର ଦିଗବଳୟ ତଳ ଭାଗ ଦେଖାଯାଏ ନାହିଁ । [[ଭାରତ]]ରେ ଏହି ଛାୟାପଥକୁ ମନ୍ଦାକିନୀ, ସ୍ୱର୍ଣ୍ଣଗଙ୍ଗା, ସ୍ୱର୍ନଦୀ, ସୁରନଦୀ,ଆକାଶନଦୀ, ଦେବନଦୀ, ନାଗବୀଥୀ, ହରିତାଳୀ ଇତ୍ୟାଦି ମଧ୍ୟ କୁହାଯାଏ । |
|||
[[ପୃଥିବୀ]] ଓ [[ସୂର୍ଯ୍ୟ]] ଯେପରି ଛାୟାପଥରେ ଅବସ୍ଥିତ ଅଛନ୍ତି, ରାତିରେ ଆମ୍ଭେମାନେ ଖାଲି ଆଖିରେ ସେହି ଛାୟାପଥର ତାରା ମାନଙ୍କୁ ଦେଖିପାରୁ । ଏବେ ପର୍ଯ୍ୟନ୍ତ ବ୍ରହ୍ମାଣ୍ଡର ଯେତିକି ଭାଗ ଜଣା ପଡିଛି ସେଥିମଧ୍ୟରୁ ପାଖାପାଖି ଏହିପରି ୧୯ ଆରବ ଛାୟାପଥ ରହିବାର ଅନୁମାନ ରହିଛି । ବ୍ରହ୍ମାଣ୍ଡର ବିଷ୍ଫୋଟ ସିଦ୍ଧାନ୍ତ (ବିଗ ବଙ୍ଗ ଥିୟୋରୀ ଅଫ ୟୁନିଭର୍ସ) ଅନୁଶାରେ ସମସ୍ତ ଛାୟାପଥ ନିଜ-ନିଜ ଠାରୁ ତିବ୍ର ଭାବେ ଦୂରକୁ ନିଜ ସ୍ଥାନ ବଦଳାଇ ଦେଉଛି । |
|||
ବ୍ରହ୍ମାଣ୍ଡରେ ଶହେ ଆରବ ଛାୟାପଥର ଅସ୍ତିତ୍ତ୍ୱ ରହିଛି , ଯାହା ବଡ ମାତ୍ରାରେ ତାରା, ଗ୍ୟାସ ଓ ଖଗୋଲୀୟ ଧୂଳୀକୁ ସାଉଣ୍ଟି ରଖିଛି । ଛାୟାପଥ ନିଜ ଜୀବନ ଏକଲକ୍ଷ ବର୍ଷ ପୂର୍ବେ ପ୍ରାରମ୍ଭ କରିଥିଲା ଏବଂ ଧିରେ ଧିରେ ନିଜର ବର୍ତ୍ତମାନ ସ୍ୱରୂପକୁ ପ୍ରାପ୍ତ କରିଥିଲା । ପ୍ରତ୍ୟେକ ଛାୟାପଥ ତାରା ମାନଙ୍କୁ ସାଉଣ୍ଟି ରଖିଛି । ଗୁରୁତ୍ୱାକର୍ଷଣ ତାରା ମାନଙ୍କୁ ଏକା ସହିତ ବାନ୍ଧି ରଖିଥାଏ ଏବଂ ଏହିପ୍ରକାରେ ସେମାନଙ୍କ ଛାୟାପଥ ଏକାସହିତ ମିଶି ତାରା ଗୁଚ୍ଛରେ ରହିଥାଏ । |
୨୦:୨୨, ୨୩ ଅକ୍ଟୋବର ୨୦୧୯ ଅନୁସାରେ କରାଯାଇଥିବା ବଦଳ
ଛାୟାପଥ (English: Galaxy), ଅସଂଖ୍ୟ ତାରାର ସମୂହ ଅଟେ ଯାହା ସ୍ୱଚ୍ଛ ଓ ଅନ୍ଧାର ରାତିରେ ଆକାଶ ମଝିରେ ଗତିକରୁଥିବା ଅର୍ଦ୍ଧଚକ୍ର ଋପେ ଏବଂ ଝିଲମିଲ ମେଖଳା ସମାନ ଦେଖାଯାଇଥାଏ । ଏହି ମେଖଳା ବସ୍ତୁତଃ ଏକ ପୂର୍ଣ୍ଣଚକ୍ରର ଅଙ୍ଗ ଅଟେ ଯାହାର ଦିଗବଳୟ ତଳ ଭାଗ ଦେଖାଯାଏ ନାହିଁ । ଭାରତରେ ଏହି ଛାୟାପଥକୁ ମନ୍ଦାକିନୀ, ସ୍ୱର୍ଣ୍ଣଗଙ୍ଗା, ସ୍ୱର୍ନଦୀ, ସୁରନଦୀ,ଆକାଶନଦୀ, ଦେବନଦୀ, ନାଗବୀଥୀ, ହରିତାଳୀ ଇତ୍ୟାଦି ମଧ୍ୟ କୁହାଯାଏ ।
ପୃଥିବୀ ଓ ସୂର୍ଯ୍ୟ ଯେପରି ଛାୟାପଥରେ ଅବସ୍ଥିତ ଅଛନ୍ତି, ରାତିରେ ଆମ୍ଭେମାନେ ଖାଲି ଆଖିରେ ସେହି ଛାୟାପଥର ତାରା ମାନଙ୍କୁ ଦେଖିପାରୁ । ଏବେ ପର୍ଯ୍ୟନ୍ତ ବ୍ରହ୍ମାଣ୍ଡର ଯେତିକି ଭାଗ ଜଣା ପଡିଛି ସେଥିମଧ୍ୟରୁ ପାଖାପାଖି ଏହିପରି ୧୯ ଆରବ ଛାୟାପଥ ରହିବାର ଅନୁମାନ ରହିଛି । ବ୍ରହ୍ମାଣ୍ଡର ବିଷ୍ଫୋଟ ସିଦ୍ଧାନ୍ତ (ବିଗ ବଙ୍ଗ ଥିୟୋରୀ ଅଫ ୟୁନିଭର୍ସ) ଅନୁଶାରେ ସମସ୍ତ ଛାୟାପଥ ନିଜ-ନିଜ ଠାରୁ ତିବ୍ର ଭାବେ ଦୂରକୁ ନିଜ ସ୍ଥାନ ବଦଳାଇ ଦେଉଛି ।
ବ୍ରହ୍ମାଣ୍ଡରେ ଶହେ ଆରବ ଛାୟାପଥର ଅସ୍ତିତ୍ତ୍ୱ ରହିଛି , ଯାହା ବଡ ମାତ୍ରାରେ ତାରା, ଗ୍ୟାସ ଓ ଖଗୋଲୀୟ ଧୂଳୀକୁ ସାଉଣ୍ଟି ରଖିଛି । ଛାୟାପଥ ନିଜ ଜୀବନ ଏକଲକ୍ଷ ବର୍ଷ ପୂର୍ବେ ପ୍ରାରମ୍ଭ କରିଥିଲା ଏବଂ ଧିରେ ଧିରେ ନିଜର ବର୍ତ୍ତମାନ ସ୍ୱରୂପକୁ ପ୍ରାପ୍ତ କରିଥିଲା । ପ୍ରତ୍ୟେକ ଛାୟାପଥ ତାରା ମାନଙ୍କୁ ସାଉଣ୍ଟି ରଖିଛି । ଗୁରୁତ୍ୱାକର୍ଷଣ ତାରା ମାନଙ୍କୁ ଏକା ସହିତ ବାନ୍ଧି ରଖିଥାଏ ଏବଂ ଏହିପ୍ରକାରେ ସେମାନଙ୍କ ଛାୟାପଥ ଏକାସହିତ ମିଶି ତାରା ଗୁଚ୍ଛରେ ରହିଥାଏ ।