"ସହକାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଏହା ନୂଆ ତଥ୍ୟ ଅଟେ ।
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
 
ସଜାଣି, ଆଧାର
 
୧ କ ଧାଡ଼ି: ୧ କ ଧାଡ଼ି:
{{ଛୋଟ|Sahakara}}
ସହକାର ପତ୍ରିକାର ପ୍ରକାଶ କାଳ ହେଉଛି ୧୯୧୯ । ଏହି ପତ୍ରିକାର ପ୍ରତିଷ୍ଠାତା ସଂପାଦକ ହେଲେ ଲକ୍ଷ୍ମୀନାରାୟଣ ସାହୁ । ଯଦିଓ ପରବର୍ତ୍ତୀ କାଳରେ (୧୯୨୯ ଦଶମଭାଗ) ଠାରୁ ଏହା ସଂପାଦକ ଭାର ସମ୍ଭାଳିଥଲେ ବାଳକୃଷ୍ଣ କର । ଏଥିସକାଶେ କିଛି କିଛି ବହିରେ ଦେଇଛି ଯେ, ସହକାର ପତ୍ରିକାର ସଂପାଦକ ବାଳକୃଷ୍ଣ କର ।
{{Infobox newspaper
| name = ସହକାର‌
| logo =
| image =
| caption =
| type =
| format =
| owners =
| founder = [[ଲକ୍ଷ୍ମୀନାରାୟଣ ସାହୁ]]
| publisher =
| editor =
| chiefeditor =
| assoceditor =
| maneditor =
| newseditor =
| managingeditordesign =
| campuseditor =
| campuschief =
| opeditor =
| sportseditor =
| photoeditor =
| staff =
| foundation = ୧୯୧୯
| political =
| language = [[ଓଡ଼ିଆ ଭାଷା|ଓଡ଼ିଆ]]
| ceased publication =
| headquarters =
| circulation =
| sister newspapers =
| ISSN =
| oclc =
| website =
| free =
}}
'''ସହକାର''' ଏକ [[ଓଡ଼ିଆ ଭାଷା|ଓଡ଼ିଆ]]<ref>{{cite book|title=Contemporary Indian Literature|url=https://books.google.com/books?id=3lcZAAAAIAAJ|year=1966|publisher=S.L. Shastry}}</ref> ମାସିକ ପତ୍ରିକା ।<ref name="Panda1992">{{cite book|author=Snehalata Panda|title=Women and Social Change in India|url=https://books.google.com/books?id=rikqAAAAYAAJ|year=1992|publisher=Ashish Publishing House|isbn=978-81-7024-423-3}}</ref> ଏହାର ପ୍ରକାଶନ ୧୯୧୯ ମସିହାରୁ ଆରମ୍ଭ ହୋଇଥିଲା ।<ref name="(India)">{{cite book|author=Orissa (India)|title=Orissa District Gazetteers: Sambalpur|url=https://books.google.com/books?id=XTduAAAAMAAJ|publisher=Superintendent, Orissa Government Press}}</ref> ଏହି ପତ୍ରିକାଟି ସମବାୟ ସେବକ ସମିତି ତରଫରୁ ପ୍ରକାଶିତ ହେଉଥିଲା ଓ ଏହାର ପ୍ରତିଷ୍ଠାତା ସଂପାଦକ ଥିଲେ [[ଲକ୍ଷ୍ମୀନାରାୟଣ ସାହୁ]] ।<ref name="Mohanty1979">{{cite book|author=Balaram Mohanty|title=Introducing Orissa|url=https://books.google.com/books?id=DZgdAAAAMAAJ|year=1979|publisher=Konarka Prakasani}}</ref> ଏହା କୋ-ଅପରେଟିଭ୍ (କୃଷି ସମ୍ବନ୍ଧୀୟ) ଆନ୍ଦୋଳନର ମୁଖପତ୍ର ରୂପେ ପ୍ରକାଶ ପାଉଥିଲା । ପରବର୍ତ୍ତୀ କାଳରେ ଅଲେଖ ପ୍ରସାଦ ଦାସ, ବାଳକୃଷ୍ଣ କର, [[ଗୋଦାବରୀଶ ମହାପାତ୍ର]], [[ଅନ୍ନପୂର୍ଣ୍ଣା ମହାରଣା]]<ref>{{cite web |title=ମିଶ୍ର ରାଗ |url=https://odishasambad.in/radhanath-banam-annapurna/ |website=odishasambad.in |publisher=odisha sambad |accessdate=18 October 2019}}</ref> ଓ [[କାଳିନ୍ଦୀ ଚରଣ ପାଣିଗ୍ରାହୀ]] ଆଦି ଏହାର ସମ୍ପାଦନା ଦାୟିତ୍ୱରେ ରହିଥିଲେ । ୧୯୨୯ରେ ବାଳକୃଷ୍ଣ କରଙ୍କ ସମ୍ପାଦନାରେ ଏହା ଏକ ସାହିତ୍ୟ ପତ୍ରିକାର ରୂପ ନେଇଥିଲା ।<ref>{{cite web |title=ସହକାର ସୂଚୀ |url=https://odiabibhaba.in/patrika/sahakara/ |website=odiabibhaba.in |publisher=ସୃଜନିକା |accessdate=18 October 2019}}</ref>



ଏହି ପତ୍ରିକାଟି ସମବାୟ ସେବକ ସମିତି ତରଫରୁ ପ୍ରକାଶିତ ହେଉଥିଲା । ଏହା କୋ-ଅପରେଟିଭ୍ (କୃଷି ସମ୍ବନ୍ଧୀୟ) ଆନ୍ଦୋଳନର ମୁଖପତ୍ର ରୂପେ ପ୍ରକାଶ ପାଉଥିଲା ।
== ଆଧାର ==
{{ଆଧାର}}

{{ଓଡ଼ିଆ ଖବରକାଗଜ}}

[[ଶ୍ରେଣୀ:ଓଡ଼ିଆ ସମ୍ବାଦପତ୍ର]]

୧୧:୦୨, ୧୮ ଅକ୍ଟୋବର ୨୦୧୯ ହୋଇଥିବା ରିଭିଜନ

ସହକାର‌
ପ୍ରତିଷ୍ଠାତାଲକ୍ଷ୍ମୀନାରାୟଣ ସାହୁ
ପ୍ରତିଷ୍ଠିତ୧୯୧୯
ଭାଷାଓଡ଼ିଆ

ସହକାର ଏକ ଓଡ଼ିଆ[୧] ମାସିକ ପତ୍ରିକା ।[୨] ଏହାର ପ୍ରକାଶନ ୧୯୧୯ ମସିହାରୁ ଆରମ୍ଭ ହୋଇଥିଲା ।[୩] ଏହି ପତ୍ରିକାଟି ସମବାୟ ସେବକ ସମିତି ତରଫରୁ ପ୍ରକାଶିତ ହେଉଥିଲା ଓ ଏହାର ପ୍ରତିଷ୍ଠାତା ସଂପାଦକ ଥିଲେ ଲକ୍ଷ୍ମୀନାରାୟଣ ସାହୁ[୪] ଏହା କୋ-ଅପରେଟିଭ୍ (କୃଷି ସମ୍ବନ୍ଧୀୟ) ଆନ୍ଦୋଳନର ମୁଖପତ୍ର ରୂପେ ପ୍ରକାଶ ପାଉଥିଲା । ପରବର୍ତ୍ତୀ କାଳରେ ଅଲେଖ ପ୍ରସାଦ ଦାସ, ବାଳକୃଷ୍ଣ କର, ଗୋଦାବରୀଶ ମହାପାତ୍ର, ଅନ୍ନପୂର୍ଣ୍ଣା ମହାରଣା[୫]କାଳିନ୍ଦୀ ଚରଣ ପାଣିଗ୍ରାହୀ ଆଦି ଏହାର ସମ୍ପାଦନା ଦାୟିତ୍ୱରେ ରହିଥିଲେ । ୧୯୨୯ରେ ବାଳକୃଷ୍ଣ କରଙ୍କ ସମ୍ପାଦନାରେ ଏହା ଏକ ସାହିତ୍ୟ ପତ୍ରିକାର ରୂପ ନେଇଥିଲା ।[୬]


ଆଧାର[ସମ୍ପାଦନା]

  1. Contemporary Indian Literature. S.L. Shastry. 1966.
  2. Snehalata Panda (1992). Women and Social Change in India. Ashish Publishing House. ISBN 978-81-7024-423-3.
  3. Orissa (India). Orissa District Gazetteers: Sambalpur. Superintendent, Orissa Government Press.
  4. Balaram Mohanty (1979). Introducing Orissa. Konarka Prakasani.
  5. "ମିଶ୍ର ରାଗ". odishasambad.in. odisha sambad. Retrieved 18 October 2019.
  6. "ସହକାର ସୂଚୀ". odiabibhaba.in. ସୃଜନିକା. Retrieved 18 October 2019.