"ସବୁଜ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Aliva Sahoo (ଆଲୋଚନା | ଅବଦାନ) ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit |
Aliva Sahoo (ଆଲୋଚନା | ଅବଦାନ) ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit |
||
୬୪ କ ଧାଡ଼ି: | ୬୪ କ ଧାଡ଼ି: | ||
|} |
|} |
||
==ବିଜ୍ଞାନ== |
|||
===ଜୈବ ବିଜ୍ଞାନ=== |
===ଜୈବ ବିଜ୍ଞାନ=== |
||
ସବୁଜ ରଙ୍ଗ ଏକ ସାଧାରଣତଃ ସମସ୍ତ ପ୍ରାକୃତିକ ସମ୍ବନ୍ଧୀୟ ଜିନିଷରେ ଦେଖାଯାଏ , କାରଣ ଏହି ରଙ୍ଗରେ କ୍ଲୋରୋଫିଲ ନାମକ ଏକ ଜଟିଳ ରସାୟନ ପଦାର୍ଥ ରହିଅଛି । ପ୍ରକାଶର ଲମ୍ବା ତରଙ୍ଗ ଲାଲ ଏବଂ ଛୋଟ ତରଙ୍ଗ ନୀଳ କୁ ତରଙ୍ଗ ଦୈର୍ଘ୍ୟ ତୁଳନାରେ ଅଧିକ କୁଶଳତା ରେ ଅବଶୋଷିତ କରିଥାଏ ଯାହା ମାନବ ଆଖିକୁ ସବୁଜ ଦେଖା ଯାଇଥାଏ , ଏଥିପାଇଁ ଗଛ ଦ୍ୱାରା ପରିଲିଖିତ ପ୍ରକାଶ ସବୁଜ ରଙ୍ଗର ସମୃଦ୍ଧ ହୋଇଥାଏ।<ref>{{cite web | title = If the sun's light peaks in the green, why do plants prefer to reflect green light (giving them their green color)? And in particular why do they prefer to absorb red light and with that not efficiently utilizing the sun's radiation?| website = University of Santa Barbara Science Line| publisher = The Regents of the University of California| date = 2015| url = http://scienceline.ucsb.edu/getkey.php?key=500| doi = | accessdate = September 4, 2015 }}</ref> କ୍ଲୋରୋଫିଲ ସବୁଜ ପ୍ରକାଶ ର ଖରାପ ରୂପରୁ ଅବଶୋଷିତ କରିଥାଏ , କାରଣ ଏହା ପ୍ରଥମ ଥର ମହାସାଗରରେ ରହୁଥିବା ଜୀବ ମାନଙ୍କ ମଧ୍ୟରୁ ଉତ୍ପନ୍ନ ହୋଇଥିଲା , ଯେଉଁଥିରେ ବାଇଗେଣୀ "ହେଲୋବ୍ୟାକ୍ଟେରିଆ" ପ୍ରଥମରୁ ହିଁ ପ୍ରକାଶ ର ଶୋଷଣ କରିଥିଲା । ପରେ ପ୍ରକାଶ ନିଷ୍କର୍ଷଣ ଉପରେ ଭାରି ହେଉଥିବା ନୂତନ ଜୀବ ମାନଙ୍କୁ ହେଲୋବ୍ୟାକ୍ଟେରିଆ ଦ୍ୱାରା ଉପଯୋଗ କରାଯାଇ ନଥିଲା, ବରଂ ସ୍ପେକ୍ଟ୍ରମ ର ସେହି ଅଂଶ ର ଶୋଷଣ କରିବା ପାଇଁ ବଛା ଯାଇଥିଲା ।<ref>Goldsworthy, A. (December 10, 1987). [https://books.google.com/books?id=vtI9MPk3oVkC&pg=PA52&dq=Andrew+Goldsworthy&hl=en&ei=cIiITM2fDoW6jAfk-PjhCA&sa=X&oi=book_result&ct=result&resnum=2&ved=0CDQQ6AEwAQ#v=onepage&q=why%20trees%20are%20green&f=false Why trees are green]. New Scientist, 116 (1880) 48–52.</ref> |

୧୨:୩୫, ୧୨ ଅକ୍ଟୋବର ୨୦୧୯ ଅନୁସାରେ କରାଯାଇଥିବା ବଦଳ
ସବୁଜ ଏକ ରଙ୍ଗ ଅଟେ । ଏହା ଇନ୍ଦ୍ରଧନୁ ରଙ୍ଗ ମଧ୍ୟରୁ ଗୋଟିଏ ଅଟେ । ଏହା ଇନ୍ଦ୍ରଧନୁ ର ହଳଦିଆ ଏବଂ ନୀଳ ରଙ୍ଗ ମଝିରେ ରହିଥାଏ । ଏହି ରଙ୍ଗ ହଳଦିଆ ଏବଂ ନୀଳ ରଙ୍ଗର ମିଶ୍ରଣ ରେ ତିଆରି କରାଯାଇପାରେ ।
ସାଧାରଣତଃ ଗଛ ପତ୍ରର ରଙ୍ଗ ସବୁଜ ହୋଇଥାଏ । ଏହା ଏଥିପାଇଁ ହୋଇଥାଏ କାରଣ, ପତ୍ରରେ ଏକ ରସାୟନ ରହିଥାଏ ଯାହାକୁ "କ୍ଲୋରୋଫିଲ" କୁହାଯାଏ, ଯାହାର ରଙ୍ଗ ସବୁଜ ହୋଇଥାଏ ।
ସବୁଜର ଅର୍ଥ
- ସବୁଜ ରଙ୍ଗର ବ୍ୟବହାର "ଇର୍ଷା" ସହିତ ସମ୍ବନ୍ଧିତ ରଙ୍ଗ ରୂପେ କରାଯାଇଥାଏ । "ଗ୍ରୀନ-ଆଇ-ମୋନଷ୍ଟର" ବାକ୍ୟାଂଶ ର ଅର୍ଥ ହେଉଛି ଏକ ଈର୍ଷାଲୁ ବ୍ୟକ୍ତି।
- ସବୁଜ ରଙ୍ଗ, ପ୍ରକୃତିର ରଙ୍ଗ ଅଟେ । "ଗ୍ରୀନ ଥମ୍ବ" (Green Thumb) ର ଅର୍ଥ, ତୁମେ ବଗିଚା କାମ କରିବାରେ ସକ୍ଷମ ଅଟ । [୧][୨]
- ସବୁଜ ରଙ୍ଗ "ବିଷ" ସହିତ ସମ୍ବନ୍ଧିତ ରଙ୍ଗ ଅଟେ । "ପ୍ୟାରିସ ଗ୍ରୀନ" ଏକ ଅତ୍ୟଧିକ ବିଷଯୁକ୍ତ ତତ୍ତ୍ୱ ଅଟେ ।
- ସବୁଜ ରଙ୍ଗ ଇସ୍ଲାମିକ ଧର୍ମର ଏକ ରଙ୍ଗ ଅଟେ ।
ରଙ୍ଗର ତୁଳନା
Name | Color | HEX Code | Red | Green | Blue | Hue | Sat | Lum |
---|---|---|---|---|---|---|---|---|
Green | #008000 | 0 | 128 | 0 | 120° | 100% | 50% | |
Teal | #008080 | 0 | 128 | 128 | 180° | 100% | 50% | |
Blue | #0000FF | 0 | 0 | 255 | 240° | 100% | 100% | |
Ultramarine (Electric Ultramarine) | #3F00FF | 63 | 0 | 255 | 255° | 100% | 100% |
ଜୈବ ବିଜ୍ଞାନ
ସବୁଜ ରଙ୍ଗ ଏକ ସାଧାରଣତଃ ସମସ୍ତ ପ୍ରାକୃତିକ ସମ୍ବନ୍ଧୀୟ ଜିନିଷରେ ଦେଖାଯାଏ , କାରଣ ଏହି ରଙ୍ଗରେ କ୍ଲୋରୋଫିଲ ନାମକ ଏକ ଜଟିଳ ରସାୟନ ପଦାର୍ଥ ରହିଅଛି । ପ୍ରକାଶର ଲମ୍ବା ତରଙ୍ଗ ଲାଲ ଏବଂ ଛୋଟ ତରଙ୍ଗ ନୀଳ କୁ ତରଙ୍ଗ ଦୈର୍ଘ୍ୟ ତୁଳନାରେ ଅଧିକ କୁଶଳତା ରେ ଅବଶୋଷିତ କରିଥାଏ ଯାହା ମାନବ ଆଖିକୁ ସବୁଜ ଦେଖା ଯାଇଥାଏ , ଏଥିପାଇଁ ଗଛ ଦ୍ୱାରା ପରିଲିଖିତ ପ୍ରକାଶ ସବୁଜ ରଙ୍ଗର ସମୃଦ୍ଧ ହୋଇଥାଏ।[୩] କ୍ଲୋରୋଫିଲ ସବୁଜ ପ୍ରକାଶ ର ଖରାପ ରୂପରୁ ଅବଶୋଷିତ କରିଥାଏ , କାରଣ ଏହା ପ୍ରଥମ ଥର ମହାସାଗରରେ ରହୁଥିବା ଜୀବ ମାନଙ୍କ ମଧ୍ୟରୁ ଉତ୍ପନ୍ନ ହୋଇଥିଲା , ଯେଉଁଥିରେ ବାଇଗେଣୀ "ହେଲୋବ୍ୟାକ୍ଟେରିଆ" ପ୍ରଥମରୁ ହିଁ ପ୍ରକାଶ ର ଶୋଷଣ କରିଥିଲା । ପରେ ପ୍ରକାଶ ନିଷ୍କର୍ଷଣ ଉପରେ ଭାରି ହେଉଥିବା ନୂତନ ଜୀବ ମାନଙ୍କୁ ହେଲୋବ୍ୟାକ୍ଟେରିଆ ଦ୍ୱାରା ଉପଯୋଗ କରାଯାଇ ନଥିଲା, ବରଂ ସ୍ପେକ୍ଟ୍ରମ ର ସେହି ଅଂଶ ର ଶୋଷଣ କରିବା ପାଇଁ ବଛା ଯାଇଥିଲା ।[୪]
ଆଧାର
- ↑ "Green thumb definition". Dictionary.com. Retrieved 1 May 2015.
- ↑ "Green thumb". Merriam-Webster's Learners Dictionary.
- ↑ "If the sun's light peaks in the green, why do plants prefer to reflect green light (giving them their green color)? And in particular why do they prefer to absorb red light and with that not efficiently utilizing the sun's radiation?". University of Santa Barbara Science Line. The Regents of the University of California. 2015. Retrieved September 4, 2015.
- ↑ Goldsworthy, A. (December 10, 1987). Why trees are green. New Scientist, 116 (1880) 48–52.