"ସବୁଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Advanced mobile edit
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Advanced mobile edit
୧୧ କ ଧାଡ଼ି: ୧୧ କ ଧାଡ଼ି:


==ରଙ୍ଗର ତୁଳନା==
==ରଙ୍ଗର ତୁଳନା==
{| class="wikitable sortable" style="width:100%"
|-
!Name
!width=100|Color
!HEX Code
!Red
!Green
!Blue
!Hue
!Sat
!Lum
|-
|Green
|style = "background-color: #008000; color: #ffffff"|
|#008000
|0
|128
|0
|120°
|100%
|50%
|-
|Teal
|style = "background-color: #008080; color: #ffffff"|
|#008080
|0
|128
|128
|180°
|100%
|50%
|-
|Blue
|style = "background-color: #0000ff;color: #ffffff"|
|#0000FF
|0
|0
|255
|240°
|100%
|100%
|-
|Ultramarine (Electric Ultramarine)
|style = "background-color: #3f00ff; color: #ffffff"|
|#3F00FF
|63
|0
|255
|255°
|100%
|100%
|}


[[ଶ୍ରେଣୀ:Project Tiger 2019]]
[[ଶ୍ରେଣୀ:Project Tiger 2019]]

୧୧:୪୨, ୧୨ ଅକ୍ଟୋବର ୨୦୧୯ ଅନୁସାରେ କରାଯାଇଥିବା ବଦଳ

The emblem of the Australian Greens. The party won 10% in the 2016 elections for the Australian Senate.
The emblem of the Australian Greens. The party won 10% in the 2016 elections for the Australian Senate.

ସବୁଜ ଏକ ରଙ୍ଗ ଅଟେ । ଏହା ଇନ୍ଦ୍ରଧନୁ ରଙ୍ଗ ମଧ୍ୟରୁ ଗୋଟିଏ ଅଟେ । ଏହା ଇନ୍ଦ୍ରଧନୁ ର ହଳଦିଆ ଏବଂ ନୀଳ ରଙ୍ଗ ମଝିରେ ରହିଥାଏ । ଏହି ରଙ୍ଗ ହଳଦିଆ ଏବଂ ନୀଳ ରଙ୍ଗର ମିଶ୍ରଣ ରେ ତିଆରି କରାଯାଇପାରେ ।

ସାଧାରଣତଃ ଗଛ ପତ୍ରର ରଙ୍ଗ ସବୁଜ ହୋଇଥାଏ । ଏହା ଏଥିପାଇଁ ହୋଇଥାଏ କାରଣ, ପତ୍ରରେ ଏକ ରସାୟନ ରହିଥାଏ ଯାହାକୁ "କ୍ଲୋରୋଫିଲ" କୁହାଯାଏ, ଯାହାର ରଙ୍ଗ ସବୁଜ ହୋଇଥାଏ ।

ସବୁଜର ଅର୍ଥ

  1. ସବୁଜ ରଙ୍ଗର ବ୍ୟବହାର "ଇର୍ଷା" ସହିତ ସମ୍ବନ୍ଧିତ ରଙ୍ଗ ରୂପେ କରାଯାଇଥାଏ । "ଗ୍ରୀନ-ଆଇ-ମୋନଷ୍ଟର" ବାକ୍ୟାଂଶ ର ଅର୍ଥ ହେଉଛି ଏକ ଈର୍ଷାଲୁ ବ୍ୟକ୍ତି।
  2. ସବୁଜ ରଙ୍ଗ, ପ୍ରକୃତିର ରଙ୍ଗ ଅଟେ । "ଗ୍ରୀନ ଥମ୍ବ" (Green Thumb) ର ଅର୍ଥ, ତୁମେ ବଗିଚା କାମ କରିବାରେ ସକ୍ଷମ ଅଟ । [୧][୨]
  3. ସବୁଜ ରଙ୍ଗ "ବିଷ" ସହିତ ସମ୍ବନ୍ଧିତ ରଙ୍ଗ ଅଟେ । "ପ୍ୟାରିସ ଗ୍ରୀନ" ଏକ ଅତ୍ୟଧିକ ବିଷଯୁକ୍ତ ତତ୍ତ୍ୱ ଅଟେ ।
  4. ସବୁଜ ରଙ୍ଗ ଇସ୍ଲାମିକ ଧର୍ମର ଏକ ରଙ୍ଗ ଅଟେ ।

ରଙ୍ଗର ତୁଳନା

Name Color HEX Code Red Green Blue Hue Sat Lum
Green #008000 0 128 0 120° 100% 50%
Teal #008080 0 128 128 180° 100% 50%
Blue #0000FF 0 0 255 240° 100% 100%
Ultramarine (Electric Ultramarine) #3F00FF 63 0 255 255° 100% 100%
  1. "Green thumb definition". Dictionary.com. Retrieved 1 May 2015.
  2. "Green thumb". Merriam-Webster's Learners Dictionary.