"ଆପୋଲୋ-୫ (ଚନ୍ଦ୍ର ଅଭିଯାନ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ସାଧାରଣ ବନାନ ସୁଧାର
ଟିକେNo edit summary
୧ କ ଧାଡ଼ି: ୧ କ ଧାଡ଼ି:
{{ଛୋଟ|Apollo 5}}
{{ଛୋଟ|Apollo 5}}
ଆପୋଲୋ-୫(ଚନ୍ଦ୍ର ଅଭିଯାନ) (LM-1 ଭାବେ ମଧ୍ୟ ନାମିତ) ଆପୋଲୋ ଅଭିଯାନ ଶୃଙ୍ଖଳାରେ ପ୍ରଥମ ମାନବ ରହିତ ଅଭିଯାନ ଯାହା ଲୁନାର ମଡ୍ୟୁଲର ପରୀକ୍ଷଣ ପାଇଁ ଉଦ୍ଦିଷ୍ଟ ଥିଲା । ଏହାବାଦ ଏହି ପରୀକ୍ଷଣରେ ରକେଟଯାନର ଆରୋହଣ, ଅବତରଣ ପ୍ରକ୍ରିୟା ସହ ପୁନଃ ସଂଚାଳନ ପ୍ରକ୍ରିୟାର ମୂଲ୍ୟାୟନ କରିବା
ଆପୋଲୋ-୫(ଚନ୍ଦ୍ର ଅଭିଯାନ) (LM-1 ଭାବେ ମଧ୍ୟ ନାମିତ) ଆପୋଲୋ ଅଭିଯାନ ଶୃଙ୍ଖଳାରେ ପ୍ରଥମ ମାନବ ରହିତ ଅଭିଯାନ ଯାହା ଲୁନାର ମଡ୍ୟୁଲର ପରୀକ୍ଷଣ ପାଇଁ ଉଦ୍ଦିଷ୍ଟ ଥିଲା । ଏତତବ୍ୟତ୍ତିତ ଏହି ଅଭିଯାନ ଦ୍ୱାରା ରକେଟଯାନର ଆରୋହଣ, ଅବତରଣ ପ୍ରକ୍ରିୟା ସହ ପୁନଃ ସଂଚାଳନ ପ୍ରକ୍ରିୟାର ମୂଲ୍ୟାୟନ କରିବା ଅନ୍ୟତମ ଉଦ୍ଦେଶ୍ୟ ଥିଲା।

== ଅଭିଯାନ ସଂପର୍କରେ ==
== ଅଭିଯାନ ସଂପର୍କରେ ==
ଆପୋଲୋ-୫ରେ ବ୍ୟବହୃତ ରକେଟ ଯାନ ଥିଲା ଏକ ସାଟର୍ଣ୍ଣ-ଆଇବି ମୋଡେଲ ଯାହାକି ସାଧାରଣଭାବେ ସାଟର୍ଣ୍ଣ-ଭି ଯାନଠାରୁ କ୍ଷୁଦ୍ରତର । ତେବେ ଅପୋଲୋ-୧ରେ ବ୍ୟବହୃତ ସାଟର୍ଣ୍ଣ-ଆଇବି ଅନ୍ତରୀକ୍ଷଯାନର ମୂଳ ମୋଡେଲ ଯାହିକି ଦୁର୍ଘଟଣା ପରେ ବି ଅକ୍ଷତ ଅବସ୍ଥାରେ ଥିଲା, ତାହା ପୁନରୁଦ୍ଧାର କରାଯାଇ ଏହି ଅଭିଯାନ ପାଇଁ ବ୍ୟବହୃତ ହୋଇଥିଲା ।<ref>{{cite web |url=http://www.nasm.si.edu/research/arch/findaids/bellcomm/bci_sec_21.html |title=Apollo Program |year=2001 |work=National Air and Space Museum |series=Bellcomm, Inc Technical Library Collection |publisher=[[Smithsonian Institution]] |location=Washington, D.C. |page=Subseries III.D.3. |nopp=y |id=Accession No. XXXX-0093 |accessdate=June 15, 2019}}</ref>

ଜାନୁଆରୀ ୨୨ ୧୯୬୮ ଦିନ ସୂର୍ଯ୍ୟାସ୍ତ ପୂର୍ବରୁ ଆପୋଲୋ ଅଭିଯାନର ଉଡାଣ ଆରମ୍ଭ । ପ୍ରଥମ ତଥା ଦ୍ୱତୀୟ ସ୍ତର ଉଡାଣରେ ସାଟର୍ଣ୍ଣ-ଆଇବି ଯାନର କର୍ଯ୍ୟକାରିତା ସଂପୂର୍ଣ୍ଣ ଠିକ ଠାକ ଥିଲା । ଉଡାଣ ଆରମ୍ଭର ଦ୍ୱତୀୟ ସ୍ତରରେ ୮୮.୩ ମିନିଟରେ ମହାକାଶଯାନଟି ପୃଥିବୀର କକ୍ଷ ପଥରେ (163 x 222 km) ସ୍ଥାପିତ ହୋଇପାରିଥିଲା । ସମୁଦୟ ୧୧ ଘଣ୍ଟା ୧୦ ମିନିଟର ଉଡାଣ ପରେ ପରୀକ୍ଷଣ ସମାପ୍ତ କରିଦିଆଗଲା । ଅବରୋହଣ କ୍ରମରେ ଯାନଟି ଫେବୃଆରୀ ୧୨ ତାରିଖ ଦିନ ପ୍ରଶାନ୍ତ ମହାସାଗରରେ ପତିତ ହେଲା ।<ref>{{Cite book|title=Escaping the Bonds of Earth: The Fifties and the Sixties|last=Evans|first=Ben|publisher=Springer|year=2010|isbn=9780387790930|location=|pages=435}}</ref>
ଜାନୁଆରୀ ୨୨ ୧୯୬୮ ଦିନ ସୂର୍ଯ୍ୟାସ୍ତ ପୂର୍ବରୁ ଆପୋଲୋ ଅଭିଯାନର ଉଡାଣ ଆରମ୍ଭ । ପ୍ରଥମ ତଥା ଦ୍ୱତୀୟ ସ୍ତର ଉଡାଣରେ ସାଟର୍ଣ୍ଣ-ଆଇବି ଯାନର କର୍ଯ୍ୟକାରିତା ସଂପୂର୍ଣ୍ଣ ଠିକ ଠାକ ଥିଲା । ଉଡାଣ ଆରମ୍ଭର ଦ୍ୱତୀୟ ସ୍ତରରେ ୮୮.୩ ମିନିଟରେ ମହାକାଶଯାନଟି ପୃଥିବୀର କକ୍ଷ ପଥରେ (୧୬୩ x ୨୨୨ କିମି) ସ୍ଥାପିତ ହୋଇପାରିଥିଲା । ସମୁଦାୟ ୧୧ ଘଣ୍ଟା ୧୦ ମିନିଟର ଉଡାଣ ପରେ ପରୀକ୍ଷଣ ସମାପ୍ତ କରିଦିଆଗଲା । ଅବରୋହଣ କ୍ରମରେ ଯାନଟି ଫେବୃଆରୀ ୧୨ ତାରିଖ ଦିନ ପ୍ରଶାନ୍ତ ମହାସାଗରରେ ଅବତରଣ କରିଥିଲା ।<ref>{{Cite book|title=Escaping the Bonds of Earth: The Fifties and the Sixties|last=Evans|first=Ben|publisher=Springer|year=2010|isbn=9780387790930|location=|pages=435}}</ref>

== ଆଧାର ==
== ଆଧାର ==

୦୭:୫୬, ୨୨ ସେପ୍ଟେମ୍ବର ୨୦୧୯ ଅନୁସାରେ କରାଯାଇଥିବା ବଦଳ

ଆପୋଲୋ-୫(ଚନ୍ଦ୍ର ଅଭିଯାନ) (LM-1 ଭାବେ ମଧ୍ୟ ନାମିତ) ଆପୋଲୋ ଅଭିଯାନ ଶୃଙ୍ଖଳାରେ ପ୍ରଥମ ମାନବ ରହିତ ଅଭିଯାନ ଯାହା ଲୁନାର ମଡ୍ୟୁଲର ପରୀକ୍ଷଣ ପାଇଁ ଉଦ୍ଦିଷ୍ଟ ଥିଲା । ଏତତବ୍ୟତ୍ତିତ ଏହି ଅଭିଯାନ ଦ୍ୱାରା ରକେଟଯାନର ଆରୋହଣ, ଅବତରଣ ପ୍ରକ୍ରିୟା ସହ ପୁନଃ ସଂଚାଳନ ପ୍ରକ୍ରିୟାର ମୂଲ୍ୟାୟନ କରିବା ଅନ୍ୟତମ ଉଦ୍ଦେଶ୍ୟ ଥିଲା।

ଅଭିଯାନ ସଂପର୍କରେ

ଆପୋଲୋ-୫ରେ ବ୍ୟବହୃତ ରକେଟ ଯାନ ଥିଲା ଏକ ସାଟର୍ଣ୍ଣ-ଆଇବି ମୋଡେଲ ଯାହାକି ସାଧାରଣଭାବେ ସାଟର୍ଣ୍ଣ-ଭି ଯାନଠାରୁ କ୍ଷୁଦ୍ରତର । ତେବେ ଅପୋଲୋ-୧ରେ ବ୍ୟବହୃତ ସାଟର୍ଣ୍ଣ-ଆଇବି ଅନ୍ତରୀକ୍ଷଯାନର ମୂଳ ମୋଡେଲ ଯାହିକି ଦୁର୍ଘଟଣା ପରେ ବି ଅକ୍ଷତ ଅବସ୍ଥାରେ ଥିଲା, ତାହା ପୁନରୁଦ୍ଧାର କରାଯାଇ ଏହି ଅଭିଯାନ ପାଇଁ ବ୍ୟବହୃତ ହୋଇଥିଲା ।[୧]

ଜାନୁଆରୀ ୨୨ ୧୯୬୮ ଦିନ ସୂର୍ଯ୍ୟାସ୍ତ ପୂର୍ବରୁ ଆପୋଲୋ ଅଭିଯାନର ଉଡାଣ ଆରମ୍ଭ । ପ୍ରଥମ ତଥା ଦ୍ୱତୀୟ ସ୍ତର ଉଡାଣରେ ସାଟର୍ଣ୍ଣ-ଆଇବି ଯାନର କର୍ଯ୍ୟକାରିତା ସଂପୂର୍ଣ୍ଣ ଠିକ ଠାକ ଥିଲା । ଉଡାଣ ଆରମ୍ଭର ଦ୍ୱତୀୟ ସ୍ତରରେ ୮୮.୩ ମିନିଟରେ ମହାକାଶଯାନଟି ପୃଥିବୀର କକ୍ଷ ପଥରେ (୧୬୩ x ୨୨୨ କିମି) ସ୍ଥାପିତ ହୋଇପାରିଥିଲା । ସମୁଦାୟ ୧୧ ଘଣ୍ଟା ୧୦ ମିନିଟର ଉଡାଣ ପରେ ପରୀକ୍ଷଣ ସମାପ୍ତ କରିଦିଆଗଲା । ଅବରୋହଣ କ୍ରମରେ ଯାନଟି ଫେବୃଆରୀ ୧୨ ତାରିଖ ଦିନ ପ୍ରଶାନ୍ତ ମହାସାଗରରେ ଅବତରଣ କରିଥିଲା ।[୨]

ଆଧାର

  1. "Apollo Program". National Air and Space Museum. Bellcomm, Inc Technical Library Collection. Washington, D.C.: Smithsonian Institution. 2001. Subseries III.D.3. Accession No. XXXX-0093. Retrieved June 15, 2019. {{cite web}}: Unknown parameter |nopp= ignored (|no-pp= suggested) (help)
  2. Evans, Ben (2010). Escaping the Bonds of Earth: The Fifties and the Sixties. Springer. p. 435. ISBN 9780387790930.