"ସବ୍ୟସାଚୀ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ବ/ୱ ଫଳା ବଦଳ
Edited wrong information
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୪ କ ଧାଡ଼ି: ୧୪ କ ଧାଡ଼ି:
| height = {{convert|5|ft|11|in|m}}
| height = {{convert|5|ft|11|in|m}}
|parents = ସୁରେନ୍ଦ୍ର ପ୍ରସାଦ ମିଶ୍ର<br>ସୁଷମା ମିଶ୍ର
|parents = ସୁରେନ୍ଦ୍ର ପ୍ରସାଦ ମିଶ୍ର<br>ସୁଷମା ମିଶ୍ର
| spouse = ସୀମା
| relatives = ସୌମ୍ୟକାନ୍ତ ମିଶ୍ର(ଭାଇ)
| relatives = ସୌମ୍ୟକାନ୍ତ ମିଶ୍ର(ଭାଇ)
| education = ଯନ୍ତ୍ରଶାସ୍ତ୍ର ସ୍ନାତକ
| education = ଯନ୍ତ୍ରଶାସ୍ତ୍ର ସ୍ନାତକ
୨୪ କ ଧାଡ଼ି: ୨୩ କ ଧାଡ଼ି:

'''ସବ୍ୟସାଚୀ ମିଶ୍ର''' ଜଣେ ଜଣାଶୁଣା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର ଅଭିନେତା । ସେ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।<ref>https://timesofindia.indiatimes.com/entertainment/telugu/movies/news/meet-sabyasachi-mishra-the-half-telugu-odia-superstar/articleshow/57186332.cms</ref> ଅଭିନୟ ବ୍ୟତିତ ସେ ଏକାଧିକ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟନ ମଧ୍ୟ କରିଛନ୍ତି ।<ref>http://www.newindianexpress.com/states/odisha/2018/jul/13/sabyasachi-turns-singer-yet-again-1842846.html</ref>

== ପ୍ରାରମ୍ଭିକ ଜୀବନ ==
== ପ୍ରାରମ୍ଭିକ ଜୀବନ ==
'''ସବ୍ୟସାଚୀ''' [[ଓଡ଼ିଶା]]ର [[ଭୁବନେଶ୍ୱର]]ଠାରେ ୧୯୮୪ ମସିହା ଅକ୍ଟୋବର୦୬ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ।
'''ସବ୍ୟସାଚୀ''' [[ଓଡ଼ିଶା]]ର [[ଭୁବନେଶ୍ୱର]]ଠାରେ ୧୯୮୪ ମସିହା ଅକ୍ଟୋବର୦୬ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ।

୧୩:୨୦, ୨୫ ଅଗଷ୍ଟ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ସବ୍ୟସାଚୀ ମିଶ୍ର
Born (1984-10-06) ୬ ଅକ୍ଟୋବର ୧୯୮୪ (ବୟସ ୩୯)
Nationality ଭାରତୀୟ
Educationଯନ୍ତ୍ରଶାସ୍ତ୍ର ସ୍ନାତକ
Alma materସିଲିକନ ଇନଷ୍ଟିଚୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ସରକାରୀ ବାଳକ ବିଦ୍ୟାଳୟ ୟୁନିଟ-୧, ଭୁବନେଶ୍ୱର[୧]
Occupationଓଡ଼ିଆ କଥାଚିତ୍ର ଅଭିନେତା
Years active୨୦୦୭-ଏବେଯାଏଁ
Known forଓଡ଼ିଆ କଥାଚିତ୍ର ଅଭିନେତା
Height5 ft 11 in (1.80 m)
Parent(s)ସୁରେନ୍ଦ୍ର ପ୍ରସାଦ ମିଶ୍ର
ସୁଷମା ମିଶ୍ର
Relativesସୌମ୍ୟକାନ୍ତ ମିଶ୍ର(ଭାଇ)

ସବ୍ୟସାଚୀ ମିଶ୍ର ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତା । ସେ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।[୨] ଅଭିନୟ ବ୍ୟତିତ ସେ ଏକାଧିକ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟନ ମଧ୍ୟ କରିଛନ୍ତି ।[୩]

ପ୍ରାରମ୍ଭିକ ଜୀବନ

ସବ୍ୟସାଚୀ ଓଡ଼ିଶାର ଭୁବନେଶ୍ୱରଠାରେ ୧୯୮୪ ମସିହା ଅକ୍ଟୋବର୦୬ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ।

ସିନେମା ଜୀବନ

୨୦୦୭ ମସିହାରେ ପାଗଳ ପ୍ରେମୀ କଥାଚିତ୍ରରୁ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିବା ସବ୍ୟସାଚୀ,[୪] ବର୍ତ୍ତମାନ ସୁଦ୍ଧା ୩୫ଟିରୁ ଅଧିକ ଓଡ଼ିଆ କଥାଚିତ୍ର, ତେଲୁଗୁ କଥାଚିତ୍ର ଓ ୧୦୦ରୁ ଅଧିକ ଆଲବମରେ ଅଭିନୟ କରିସାରିଛନ୍ତି ।[୫] ଏଥିସ‌ହିତ ସେ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।[୬]

ଅଭିନୀତ ଓଡ଼ିଆ କଥାଚିତ୍ର

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ଛାତିରେ ଲେଖିଛି ତୋରି ନାଁ ୨୦୧୧ ସଞ୍ଜୟ ନାୟକ
ଡ୍ରିମ୍ ଗାର୍ଲ ୨୦୦୯ ଅଶୋକ ପତି
ମୁଁ ସପନର ସୌଦାଗର ୨୦୦୮ ସଞ୍ଜୟ ନାୟକ
ପାଗଳ ପ୍ରେମୀ ୨୦୦୭ ହର ପଟ୍ଟନାୟକ
ପିଲାଟା ବିଗିଡିଗଲା ୨୦୧୫ ବସନ୍ତ ସାହୁ

ପୁରସ୍କାର

ଆଧାର

  1. https://www.telegraphindia.com/1100804/jsp/orissa/story_12766558.jsp
  2. https://timesofindia.indiatimes.com/entertainment/telugu/movies/news/meet-sabyasachi-mishra-the-half-telugu-odia-superstar/articleshow/57186332.cms
  3. http://www.newindianexpress.com/states/odisha/2018/jul/13/sabyasachi-turns-singer-yet-again-1842846.html
  4. Sampad, Shilpi (2012). "Hara conquers cancer, directs life". telegraphindia.com. Retrieved 21 January 2013. Actor Sabyasachi, who was inducted into the Odia moviedom by Patnaik in Pagala Premi in 2007
  5. "ମୋ ଅନୁଭୂତି". No. ମେଟ୍ରୋ ମିଜାଜ ୦୯/୦୮/୨୦୧୮ପୃଷ୍ଠା ୮. Retrieved 9 August 2018.
  6. "ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ". ଧରିତ୍ରୀ (in Odia). ଓଡ଼ିଶା. 18 October 2018. p. 8. Archived from the original on 23 October 2018. Retrieved 23 October 2018.{{cite news}}: CS1 maint: unrecognized language (link)

ଅଧିକ ତଥ୍ୟ