"ରସାୟନ ବିଜ୍ଞାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ସଠିକ ଆଇଏସବିଏନ ଛାଞ୍ଚ ବ୍ୟବହାର
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩ କ ଧାଡ଼ି: ୩ କ ଧାଡ଼ି:


[[ରସାୟନ ବିଜ୍ଞାନ]] ହେଉଛି ଭୌତିକ [[ବିଜ୍ଞାନ]]ର ଏକ ଶାଖା । ଏଠାରେ ପଦାର୍ଥର ସଙ୍ଘଟନ, ସଂରଚନା, ଗୁଣ, ଆଉ ରାସାୟନିକ ପ୍ରତିକ୍ରିୟା [[ସମୟ]]ରେ
[[ରସାୟନ ବିଜ୍ଞାନ]] ହେଉଛି ଭୌତିକ [[ବିଜ୍ଞାନ]]ର ଏକ ଶାଖା । ଏଠାରେ ପଦାର୍ଥର ସଙ୍ଘଟନ, ସଂରଚନା, ଗୁଣ, ଆଉ ରାସାୟନିକ ପ୍ରତିକ୍ରିୟା [[ସମୟ]]ରେ
ହେଉଥିବା ପରିବର୍ତ୍ତନର ଅଧ୍ୟୟନ କରାଯାଏ। ରସାୟନ ବିଜ୍ଞାନ ଦ୍ଵାରା ଆମେ ଜାଣିପାରୁ ଥିବା ଦୃଷ୍ଟିକୋଣ ମଧ୍ୟରୁ ମୁଖ୍ୟ ହେଉଛି [[ଉଦ୍ଭିଦ ବିଜ୍ଞାନ]], ଆଗ୍ନେୟଗିରି ରୁ ଉତ୍କ୍ଷିପ୍ତ ହଉଥିବା ପଥର ବା ଆଗ୍ନେୟ ପଥର ର ଗଠନ [[ଭୂବିଜ୍ଞାନ ]],କିପରି ବାୟୁମଣ୍ଡଳୀୟ ଓଜୋନ ର ନିର୍ମାଣ ହୁଏ ଏବଂ କିପରି ବାୟୁମଣ୍ଡଳ କୁ ଦୂଷିତ କରୁଥିବା ପଦାର୍ଥ ନଷ୍ଟ ହୁଏ [[ପରିବେଶ ବିଜ୍ଞାନ]], ଚନ୍ଦ୍ର ପୃଷ୍ଠ ରେ ମୃତ୍ତିକା ର ଗୁଣଧର୍ମ ବିଷୟରେ (ଗ୍ରହ ନକ୍ଷତ୍ର ସମ୍ପର୍କୀୟ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ),କିପରି ଔଷଧ କାମ କରେ(ଔଷଧ ତତ୍ତ୍ବ, ଭେଷଜ ବିଜ୍ଞାନ ) ଇତ୍ୟାଦି ।
ହେଉଥିବା ପରିବର୍ତ୍ତନର ଅଧ୍ୟୟନ କରାଯାଏ।

== ଆଧାର ==
== ଆଧାର ==
{{ଆଧାର}}
{{ଆଧାର}}

୦୦:୪୨, ୩ ଅଗଷ୍ଟ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ରସାୟନ ହେଉଛି ପଦାର୍ଥର ଗଠନ, ସଞ୍ଜୁକ୍ତି, ଧର୍ମ ଏବଂ ରାସାୟନିକପ୍ରକ୍ରିୟା ସମୟରେ ପଦାର୍ଥର ପରିବର୍ତନର ସଙ୍କ୍ରାନ୍ତ ବିଜ୍ଞାନ

ରସାୟନ ବିଜ୍ଞାନ ହେଉଛି ଭୌତିକ ବିଜ୍ଞାନର ଏକ ଶାଖା । ଏଠାରେ ପଦାର୍ଥର ସଙ୍ଘଟନ, ସଂରଚନା, ଗୁଣ, ଆଉ ରାସାୟନିକ ପ୍ରତିକ୍ରିୟା ସମୟରେ ହେଉଥିବା ପରିବର୍ତ୍ତନର ଅଧ୍ୟୟନ କରାଯାଏ। ରସାୟନ ବିଜ୍ଞାନ ଦ୍ଵାରା ଆମେ ଜାଣିପାରୁ ଥିବା ଦୃଷ୍ଟିକୋଣ ମଧ୍ୟରୁ ମୁଖ୍ୟ ହେଉଛି ଉଦ୍ଭିଦ ବିଜ୍ଞାନ, ଆଗ୍ନେୟଗିରି ରୁ ଉତ୍କ୍ଷିପ୍ତ ହଉଥିବା ପଥର ବା ଆଗ୍ନେୟ ପଥର ର ଗଠନ ଭୂବିଜ୍ଞାନ ,କିପରି ବାୟୁମଣ୍ଡଳୀୟ ଓଜୋନ ର ନିର୍ମାଣ ହୁଏ ଏବଂ କିପରି ବାୟୁମଣ୍ଡଳ କୁ ଦୂଷିତ କରୁଥିବା ପଦାର୍ଥ ନଷ୍ଟ ହୁଏ ପରିବେଶ ବିଜ୍ଞାନ, ଚନ୍ଦ୍ର ପୃଷ୍ଠ ରେ ମୃତ୍ତିକା ର ଗୁଣଧର୍ମ ବିଷୟରେ (ଗ୍ରହ ନକ୍ଷତ୍ର ସମ୍ପର୍କୀୟ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ),କିପରି ଔଷଧ କାମ କରେ(ଔଷଧ ତତ୍ତ୍ବ, ଭେଷଜ ବିଜ୍ଞାନ ) ଇତ୍ୟାଦି ।

ଆଧାର

ଅଧିକ ପଢ଼ିବେ

Popular reading
  • Atkins, P.W. Galileo's Finger (Oxford University Press) ISBN 0-19-860941-8
  • Atkins, P.W. Atkins' Molecules (Cambridge University Press) ISBN 0-521-82397-8
  • Kean, Sam. The Disappearing Spoon - and other true tales from the Periodic Table (Black Swan) London, 2010 ISBN 978-0-552-77750-6
  • Levi, Primo The Periodic Table (Penguin Books) [1975] translated from the Italian by Raymond Rosenthal (1984) ISBN 978-0-14-139944-7
  • Stwertka, A. A Guide to the Elements (Oxford University Press) ISBN 0-19-515027-9
Introductory undergraduate text books
Advanced undergraduate-level or graduate text books
  • Atkins, P.W. Physical Chemistry (Oxford University Press) ISBN 0-19-879285-9
  • Atkins, P.W. et al. Molecular Quantum Mechanics (Oxford University Press)
  • McWeeny, R. Coulson's Valence (Oxford Science Publications) ISBN 0-19-855144-4
  • Pauling, L. The Nature of the chemical bond (Cornell University Press) ISBN 0-8014-0333-2
  • Pauling, L., and Wilson, E. B. Introduction to Quantum Mechanics with Applications to Chemistry (Dover Publications) ISBN 0-486-64871-0
  • Smart and Moore Solid State Chemistry: An Introduction (Chapman and Hall) ISBN 0-412-40040-5
  • Stephenson, G. Mathematical Methods for Science Students (Longman) ISBN 0-582-44416-0