"ଲକ୍ଷ୍ମୀ ନାରାୟଣ ଭଞ୍ଜ ଦେଓ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୫୬ କ ଧାଡ଼ି: ୫୬ କ ଧାଡ଼ି:
[[ଶ୍ରେଣୀ:ଓଡ଼ିଆ ଲୋକ]]
[[ଶ୍ରେଣୀ:ଓଡ଼ିଆ ଲୋକ]]
[[ଶ୍ରେଣୀ:କେନ୍ଦୁଝର ଜିଲ୍ଲାର ଲୋକ]]
[[ଶ୍ରେଣୀ:କେନ୍ଦୁଝର ଜିଲ୍ଲାର ଲୋକ]]
[[ଶ୍ରେଣୀ:୧ମ ଓଡ଼ିଶା ବିଧାନ ସଭାର ସଭ୍ୟ]]

୨୩:୪୬, ୧୫ ଜୁଲାଇ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ଲକ୍ଷ୍ମୀ ନାରାୟଣ ଭଞ୍ଜ ଦେଓ‌
ବିଧାୟକ: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୪୬ – ୧୯୫୨
ନିର୍ବାଚନ ମଣ୍ଡଳୀକେନ୍ଦୁଝର
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀଜନାର୍ଦନ ଭଞ୍ଜ ଦେଓ, କୃଷ୍ଣ ଚନ୍ଦ୍ର ମହାପାତ୍ର‌
ନିର୍ବାଚନ ମଣ୍ଡଳୀକେନ୍ଦୁଝର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1912-07-25)ଜୁଲାଇ ୨୫, ୧୯୧୨
ମୃତ୍ୟୁ୯ ଜୁଲାଇ ୧୯୮୬(1986-07-09) (ବୟସ ୭୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱାଧୀନ
ଜୀବନ ସାଥୀଏ. ସାଉ ପ୍ରେମଲତିକା ରାଜେ
ସନ୍ତାନ୧ ପୁଅ, ୩ ଝିଅ
ବାପା/ବୋଉରାଜା ଗୋବିନ୍ଦ ନାରାୟଣ ଭଞ୍ଜ ଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

ଲକ୍ଷ୍ମୀ ନାରାୟଣ ଭଞ୍ଜ ଦେଓ‌ (ଜନ୍ମ: ୨୫ ଜୁଲାଇ ୧୯୧୨ - ୯ ଜୁଲାଇ ୧୯୮୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସ୍ୱାଧୀନତା ପୂର୍ବରୁ ଏବଂ ପରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ କାର୍ଯ୍ୟ କରିଥିଲେ । ୧୯୪୬ ମସିହାରେ ପରାଧୀନ ଭାରତରେ ୨ୟ ଓଡ଼ିଶା ବିଧାନ ସଭାକୁ ଏବଂ ସ୍ୱାଧୀନତା ପରେ ୧୯୫୨ ମସିହାର ୧ମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କେନ୍ଦୁଝର ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଆଧାର

  1. "Late Laxmi Narayan Bhanj Deo". odishaassembly.nic.in. Odisha Assembly. Retrieved 15 July 2019. {{cite web}}: Cite has empty unknown parameter: |dead-url= (help)