"ଧଉଳି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Psubhashish (ଆଲୋଚନା | ଅବଦାନ) ଟିକେ removed Category:ବୁଦ୍ଧ ଧର୍ମ; added Category:ବୌଦ୍ଧ ଧର୍ମ using HotCat |
Psubhashish (ଆଲୋଚନା | ଅବଦାନ) ଟିକେ added Category:ଓଡ଼ିଶା ଇତିହାସ using HotCat |
||
୩୩ କ ଧାଡ଼ି: | ୩୩ କ ଧାଡ଼ି: | ||
[[ବିଭାଗ:ବୌଦ୍ଧ ଧର୍ମ]] |
[[ବିଭାଗ:ବୌଦ୍ଧ ଧର୍ମ]] |
||
[[ବିଭାଗ:ଓଡ଼ିଶାର ବୌଦ୍ଧ ବିହାର]] |
[[ବିଭାଗ:ଓଡ଼ିଶାର ବୌଦ୍ଧ ବିହାର]] |
||
[[ବିଭାଗ:ଓଡ଼ିଶା ଇତିହାସ]] |
|||
[[en:Dhauli]] |
[[en:Dhauli]] |
||
[[pl:Dhauli]] |
[[pl:Dhauli]] |
୧୮:୦୫, ୧୮ ମଇ ୨୦୧୧ ଅନୁସାରେ କରାଯାଇଥିବା ବଦଳ
ଧଉଳି ପାହାଡ ଦୟା ନଇ କୂଳରେ ଅଛି । ଏହା ରାଜଧାନୀ ଭୁବନେଶ୍ୱର ଠାରୁ ୮ କିମି ଦୁରରେ ଅଛି । ଏହି ପାହାଡର ପଥର ଉପରେ ଓଡ଼ିଆ ଭାଷାରେ ଅଶୋକଙ୍କ ଶିଳାଲେଖ ଅଛି । ଏହା ହେଉଛି ସେହି ଜାଗା ଯେଉଁଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା ।
ଇତିହାସ
ଏଠାରେ ଥିବା ୬କ ଶିଳାଲେଖର ଅଶୋକ ପୁରା ପୃଥିବୀର ମଙ୍ଗଳ ପାଇଁ ସେ ହାତକୁ ନେଇଥିବା ସବୁ କାମ ଉପରେ ଲେଖାଯାଇଛି । ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏହି ଶିଳାଲେଖ ଉପରେ ଅଛି ତାହା ତାହା ଅନେକ ଦିନ ଆଗରୁ ତିଆରି କରାଯାଇଥିବା ଓଡ଼ିଶାର ବ୍ଔଧ କୀର୍ତ୍ତି । ଏହାର ବିଶେଷତା ହେଉଛି, ଏହି ହାତୀ ବୁଦ୍ଧଙ୍କ ଶିଷ୍ୟମାନଙ୍କ ପାଇଁ ଖୋଦ ବୁଦ୍ଧଙ୍କୁ ହିଁ ସୂଚାଏ । ଅଶୋକ ଏହି ଜାଗାରେ କଳିଙ୍ଗ ଯୁଦ୍ଧ ଲଢିବା ପରେ ହଜାର ହଜାର ଲୋକଙ୍କ ମରଣ ତାଙ୍କୁ ଶାନ୍ତି ଆଡକୁ ବାଟଦେଖାଇଥିଲା ବୋଲି ବିଶ୍ଵାସ କରାଯାଏ । ତେବେ ଏହା ଏବେ ବି ଏକ ସବୁ ଗବେଷକ ମାନଙ୍କ ଦେଇ ଗ୍ରହଣ କରାଯାଇନାହିଁ, କିଛି ଗବେଷକ ଅଶୋକଙ୍କ ସମୟରେ ହୋଇଥିବା କଳିଙ୍ଗ ଯୁଦ୍ଧ ତାଙ୍କୁ ପ୍ରଭାବିତ କରିନଥିଲା ବୋଲି ଯୁକ୍ତି ବାଢନ୍ତି । [୧]କଳିଙ୍ଗ ଯୁଦ୍ଧ ଓ ଅଶୋକଙ୍କ ଉପରେ ତାହାର ପ୍ରଭାବ । ସେ ବୌଧ ଧରମକରେ ନିଜକୁ ବଦଳାଇପବା ପରେ ଅନେକ ବ୍ଔଧ ସ୍ତୁପ, ସ୍ତମ୍ଭ ଗଢାଇଥିଲେ [୨] । ସାଧରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ଜାପାନ ବୁଦ୍ଧ ସଙ୍ଘ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ ଉପରେ ଏକ ଶାନ୍ତି ସ୍ତୁପ ତୋଳାଯାଇଛି ୧୯୭୦ରେ ଯାହା ଗବେଷକ ମାନଙ୍କ ପାଇଁ ଏକ ବିଶେଷ ଜାଗା ।
ଓଡ଼ିଶାରେ ଥିବା ବାକି ବୌଧ କୀର୍ତି:
- ବୌଧ ଜିଲାରେ ଅନେକ ଜାଗାରେ ବୌଧ କୀରତିମାନ ଅଛି, ବିଶ୍ଵାସ କରାଯାଏ ଯେ ବୁଦ୍ଧଙ୍କ ନାଆଁରୁ ବୌଧ/ବଉଦ ଏହି ଜିଲାର ନାଆଁ ଦିଆଯାଇଛି ।
- ଖଣ୍ଡଗିରି, ଭୁବନେଶ୍ୱର
- ଉଦୟଗିରି, ଭୁବନେଶ୍ୱର
- ରତନଗିରି, ଯାଜପୁର
- ଲଳିତଗିରି, ଯାଜପୁର
- ଜଉଗଡ, ଗଞ୍ଜାମରେ ଥିବା ଅଶୋକଙ୍କ ଶିଳାଲେଖ
ବୌଧ ଧରମର ଶ୍ରେଣୀବିଭାଗ
- ଥେରବାଦ
- ମହାଯାନ
- ବଜ୍ରଯାନ
- ସହଜଯାନ
ଦ୍ରଷ୍ଟବ୍ୟ
ବାହାର ଲିଙ୍କ
http://www.dhauli.net/ ଧଉଳି, ଓଡ଼ିଶା