"ରାମଚନ୍ଦ୍ର ହାଁସଦା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ସାଧାରଣ ବନାନ ସୁଧାର |
Soumendrak (ଆଲୋଚନା | ଅବଦାନ) ଟିକେ ଲୋକସଭା ନିର୍ବାଚନ ୨୦୧୯ ଟ୍ୟାଗ: 2017 source edit |
||
୭ କ ଧାଡ଼ି: | ୭ କ ଧାଡ଼ି: | ||
| constituency = [[ମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ମୟୂରଭଞ୍ଜ]] |
| constituency = [[ମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ମୟୂରଭଞ୍ଜ]] |
||
| predecessor = [[ଲକ୍ଷ୍ମଣ ଟୁଡୁ]] |
| predecessor = [[ଲକ୍ଷ୍ମଣ ଟୁଡୁ]] |
||
| successor = |
| successor = [[ବିଶ୍ୱେଶ୍ୱର ଟୁଡୁ]] |
||
| termstart = ୨୦୧୪ |
| termstart = ୨୦୧୪ |
||
| termend = ୨୦୧୯ |
|||
| party = [[ବିଜୁ ଜନତା ଦଳ]] |
| party = [[ବିଜୁ ଜନତା ଦଳ]] |
||
| constituency1 = [[ସାରସକଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ସାରସକଣା]] |
| constituency1 = [[ସାରସକଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ସାରସକଣା]] |
୧୬:୨୩, ୧୬ ଜୁନ ୨୦୧୯ ଅନୁସାରେ କରାଯାଇଥିବା ବଦଳ
ରାମ ଚନ୍ଦ୍ର ହାଁସଦା | |
---|---|
ସଦସ୍ୟ: ୧୬ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୧୪ – ୨୦୧୯ | |
ପୂର୍ବ ଅଧିକାରୀ | ଲକ୍ଷ୍ମଣ ଟୁଡୁ |
ପର ଅଧିକାରୀ | ବିଶ୍ୱେଶ୍ୱର ଟୁଡୁ |
ନିର୍ବାଚନ ମଣ୍ଡଳୀ | ମୟୂରଭଞ୍ଜ |
ବିଧାୟକ: ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପର ଅଧିକାରୀ | ଭାଦବ ହାଁସଦା |
ନିର୍ବାଚନ ମଣ୍ଡଳୀ | ସାରସକଣା |
ବ୍ୟକ୍ତିଗତ ସବିଶେଷ | |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି |
ପେଷା | ରାଜନୀତିଜ୍ଞ |
ରାମଚନ୍ଦ୍ର ହାଁସଦା ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୨୦୧୪ ମସିହାରେ ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସେ ଜୁନ ୨୦୧୨ରେ ଅନ୍ୟ ତିନିଜଣ ବିଧାୟକଙ୍କ ସହ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୨][୩] ସେ ପୂର୍ବରୁ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଥିଲେ । ୪ ନଭେମ୍ବର ୨୦୧୪ରେ ରାମଚନ୍ଦ୍ର ନବଦିଗନ୍ତ ଚିଟ୍ଫଣ୍ଡ ଠକେଇ ମାମଲାରେ ସିବିଆଇଦ୍ୱାରା ଗିରଫ ହୋଇଥିଲେ ।[୪][୫] ସେ ଗିରଫ ହେବାପରେ ଝାରପଡ଼ା ଜେଲରେ ଥିଲେ ।[୬]
ଆଧାର
- ↑ "Constituencywise Trends". Election Commission of India. Retrieved 18 May 2014.
- ↑ "Many defectors emerge victorious in State". The Pioneer. Retrieved 18 May 2014.
- ↑ "All 4 NCP MLAs join BJD along with their general secretary". Zee News. Retrieved 18 May 2014.
- ↑ "Odisha chit fund scam: CBI arrests BJD MP, 2 former MLAs". India Today.
- ↑ "ସାଂସଦ ରାମଚନ୍ଦ୍ର ହାଂସଦା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି". Sambad. 8 October 2017. Retrieved 21 January 2019.
- ↑ "ମୁକୁଳିବେ ହାଂସଦା, ଜାମିନ ମଞ୍ଜୁର କଲେ ସୁପ୍ରିମକୋର୍ଟ". Dharitri.com (in ଇଂରାଜୀ). Retrieved 21 January 2019.