"ନବୀନ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Soumendrak (ଆଲୋଚନା | ଅବଦାନ) ଟିକେ ଛବି ++ |
Soumendrak (ଆଲୋଚନା | ଅବଦାନ) ଟିକେ ୫ |
||
୩୨ କ ଧାଡ଼ି: | ୩୨ କ ଧାଡ଼ି: | ||
}} |
}} |
||
'''ନବୀନ ପଟ୍ଟନାୟକ''' (୧୬ ଅକ୍ଟୋବର ୧୯୪୬) [[ଓଡ଼ିଶା]]ର ମୂଖ୍ୟମନ୍ତ୍ରୀ ଓ [[ବିଜୁ ଜନତା ଦଳ]]ର ମୁଖ୍ୟ । ସେ କ୍ରମାଗତ ଭାବେ |
'''ନବୀନ ପଟ୍ଟନାୟକ''' (୧୬ ଅକ୍ଟୋବର ୧୯୪୬) [[ଓଡ଼ିଶା]]ର ମୂଖ୍ୟମନ୍ତ୍ରୀ ଓ [[ବିଜୁ ଜନତା ଦଳ]]ର ମୁଖ୍ୟ । ସେ କ୍ରମାଗତ ଭାବେ ପଞ୍ଚମ ଥର ନିର୍ବାଚିତ ହୋଇ ଓଡ଼ିଶାର ମୂଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଉଛନ୍ତି ।<ref>{{Cite web|url=https://timesofindia.indiatimes.com/videos/news/naveen-patnaik-takes-oath-as-cm-of-odisha-for-5th-consecutive-term/videoshow/69553746.cms|title=Naveen Patnaik takes oath as CM of Odisha for 5th consecutive term {{!}} News - Times of India Videos|website=The Times of India|language=en|access-date=2019-05-30}}</ref> |
||
[[ଫାଇଲ:Opening_Ceremony_Hockey_World_Cup_2018_(68).jpg|thumb|[[୨୦୧୮ ପୁରୁଷ ହକି ବିଶ୍ୱକପ|୨୦୧୮ ପୁରୁଷ ହକି ବିଶ୍ଵକପ]] ଉଦଘାଟନ ସମାରୋହରେ ନବୀନ ]] |
[[ଫାଇଲ:Opening_Ceremony_Hockey_World_Cup_2018_(68).jpg|thumb|[[୨୦୧୮ ପୁରୁଷ ହକି ବିଶ୍ୱକପ|୨୦୧୮ ପୁରୁଷ ହକି ବିଶ୍ଵକପ]] ଉଦଘାଟନ ସମାରୋହରେ ନବୀନ ]] |
||
୨୦:୧୧, ୩୦ ମଇ ୨୦୧୯ ଅନୁସାରେ କରାଯାଇଥିବା ବଦଳ
ନବୀନ ପଟ୍ଟନାୟକ | |
---|---|
ମୁଖ୍ୟମନ୍ତ୍ରୀ, ଓଡ଼ିଶା | |
ନିର୍ବାଚନ ମଣ୍ଡଳୀ | ହିଞ୍ଜିଳି[୧] |
କାର୍ଯ୍ୟକାଳ ୫ ମାର୍ଚ୍ଚ ୨୦୦୦ – ଏପର୍ଯ୍ୟନ୍ତ | |
ପୂର୍ବ ଅଧିକାରୀ | ହେମାନନ୍ଦ ବିଶ୍ୱାଳ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | କଟକ, ଓଡ଼ିଶା, ଭାରତ | ୧୬ ଅକ୍ଟୋବର ୧୯୪୬
ଜାତୀୟତା | ଭାରତ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ବୃତ୍ତି | ରାଜନୀତି |
ୱେବସାଇଟ | Official website ଓଡ଼ିଶାର ମୁଖ୍ୟମନ୍ତ୍ରୀ |
21 May, 2010 ସୁଦ୍ଧା ଆଧାର: [୧] |
ନବୀନ ପଟ୍ଟନାୟକ (୧୬ ଅକ୍ଟୋବର ୧୯୪୬) ଓଡ଼ିଶାର ମୂଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳର ମୁଖ୍ୟ । ସେ କ୍ରମାଗତ ଭାବେ ପଞ୍ଚମ ଥର ନିର୍ବାଚିତ ହୋଇ ଓଡ଼ିଶାର ମୂଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଉଛନ୍ତି ।[୨]
ଜୀବନ
ନବୀନ ପଟ୍ଟନାୟକ କଟକଠାରେ ପିତା ବିଜୁ ପଟ୍ଟନାୟକ ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ଭାବରେ କଟକଠାରେ ଜନ୍ମ ନେଇଥିଲେ । ସେ ଡେରାଡୁନର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ତାହା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୀ ରୋକି ମଲ୍ଲ ମହାବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ସେ ଜଣେ ଅବିବାହିତ ପୁରୁଷ । ସେ ବିଦ୍ୟାଳୟରେ ପଢୁଥିବାବେଳେ ଗୋଲରକ୍ଷକଭାବେ ହକି ଖେଳୁଥିଲେ ।[୩] ନବୀନ ପଟ୍ଟନାୟକ ଯୁବକ ବେଳରେ ଥିଲେ ଜଣେ ଲେଖକ ଏବଂ ଯୁବା ଅବସ୍ଥା ସେ ଓଡ଼ିଶା ଓ ରାଜନୀତି ଠାରୁ ଦୂରରେ ଥାଇ କଟାଇଥିଲେ କିନ୍ତୁ ତାଙ୍କ ପିତା ସ୍ୱର୍ଗତ ବିଜୁ ବାବୁଙ୍କ ଦେହାନ୍ତ ପରେ ସେ ୧୯୯୭ରେ ରାଜନୀତି ଭିତରକୁ ପ୍ରବେଶ କରିଥିଲେ । ଏହାର ୧ ବର୍ଷ ପରେ ସେ ବିଜୁ ଜନତା ଦଳର ସ୍ଥାପନ କରିଥିଲେ ।
ରାଜନୀତିକ ଜୀବନ
କଲେଜ ଜୀବନରେ ନବୀନ ରାଜନୀତିଠୁ ଦୂରରେ ଥିଲେ । ବିଜୁ ପଟ୍ଟନାୟକଙ୍କ ତିରୋଧାନ ପରେ ସେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ । ଏହାର ବର୍ଷକ ଭିତରେ ସେ ଜନତା ଦଳକୁ ବିଜୁବାବୁଙ୍କ ନାମରେ ବିଜୁ ଜନତା ଦଳ ଭାବରେ ତିଆରି କରିଥିଲେ ।
ଲେଖକ ଜୀବନ
ନବୀନଙ୍କ ଲିଖିତ ତିନୋଟି ବହି ହେଲା:
ପୁରସ୍କାର ଏବଂ ସମ୍ମାନ
ପୁରସ୍କାର
- ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ନବୀନଙ୍କୁ ହକି ଖେଳର ପ୍ରଚାର ଓ ପ୍ରସାର ନିମନ୍ତେ ଅବଦାନ ପାଇଁ "ଏଫ.ଆଇ.ଏଚ. ସଭାପତି ପୁରସ୍କାର" ପ୍ରଦାନ କରାଯଇଛି ।[୪]
ଆଧାର
- ↑ "Naveen Patnaik wins from Hinjili in Orissa : Orissa, News - India Today". indiatoday.intoday.in. 2009. Retrieved 30 December 2012.
Naveen Patnaik has won from the Hinjili Assembly constituency
- ↑ "Naveen Patnaik takes oath as CM of Odisha for 5th consecutive term | News - Times of India Videos". The Times of India (in ଇଂରାଜୀ). Retrieved 2019-05-30.
- ↑ http://www.samajalive.in/naveen-pattnaik-3-in-kbc/41816.html
- ↑ http://www.samajalive.in/naveen-pattnaik-4/46587.html
ଅଧିକ ତଥ୍ୟ
- Articles with ISNI identifiers
- Pages with authority control identifiers needing attention
- Articles with VIAF identifiers
- Articles with BIBSYS identifiers
- Articles with BNF identifiers
- Articles with BNFdata identifiers
- Articles with GND identifiers
- Articles with J9U identifiers
- Articles with LCCN identifiers
- Articles with NLA identifiers
- Articles with NTA identifiers
- Articles with SUDOC identifiers
- ୧୯୪୬ ଜନ୍ମ
- ଜୀବିତ ବ୍ୟକ୍ତି
- ଓଡ଼ିଶାର ମୁଖ୍ୟମନ୍ତ୍ରୀ
- ଭାରତୀୟ ନେତା