"ପ୍ରଶାନ୍ତ ନନ୍ଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେNo edit summary
ଟ୍ୟାଗ: 2017 source edit
୧ କ ଧାଡ଼ି: ୧ କ ଧାଡ଼ି:
{{ଛୋଟ|Prasanta Nanda}}
{{ଛୋଟ|Prashanta Nanda}}
{{Infobox person
{{Infobox person
| name = ପ୍ରଶାନ୍ତ ନନ୍ଦ
| name = ପ୍ରଶାନ୍ତ ନନ୍ଦ

୦୧:୦୫, ୩୦ ଅପ୍ରେଲ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ପ୍ରଶାନ୍ତ ନନ୍ଦ
Born (1947-05-02) ୨ ମଇ ୧୯୪୭ (ବୟସ ୭୬)
କଟକ
Educationସ୍ନାତକୋତ୍ତର., ଏଲ.ଏଲ.ବି.
Occupation(s)ଅଭିନେତା, ନିର୍ଦ୍ଦେଶକ
Years active୧୯୬୦-ଏବେଯାଏଁ
Spouseଅନୁପମା ନନ୍ଦ
Parentଜଗନ୍ନାଥ ନନ୍ଦ[୧]
Awardsଜୟଦେବ ପୁରସ୍କାର, ୧୯୯୮

ପ୍ରଶାନ୍ତ ନନ୍ଦ (ଜନ୍ମ ୨ ମଇ ୧୯୪୭)[୨] ଓଡ଼ିଶାର ଜଣେ କଥାଚିତ୍ର ଅଭିନେତା, ନିର୍ଦ୍ଦେଶକ, କାହାଣୀକାର, ଗୀତିକାର, ପ୍ରଚ୍ଛଦପଟ ଗାୟକ, ରାଜନେତା । ସେ ଜଣେ ରାଜନେତା ଭାବରେ ମଧ୍ୟ ସକ୍ରୀୟ ଓ ଓଡ଼ିଶାର ଶିକ୍ଷାମନ୍ତ୍ରୀ ଭାବରେ ମଧ୍ୟ କାମ କରିଛନ୍ତି ।[୩][୪]

ଫିଲ୍ମରେ ଭୂମିକା

ପ୍ରଶାନ୍ତ ନନ୍ଦ, ସ୍କୁଲରେ ପଢ଼ିବା ବେଳଠୁଁ ଆକାଶବାଣୀ ଶିଶୁସଂସାର କାର୍ଯ୍ୟକ୍ରମରେ ଭାଗନେଉଥିଲେ । ମଞ୍ଚରେ ଶିଶୁକଳାକାର ଭାବରେ ମଧ୍ୟ ଅଭିନୟ କରୁଥିଲେ । ଗୋଟିଏ ଡ୍ରାମାରେ ଅଭିନୟ ଦେଖି, ଧୀର ବିଶ୍ୱାଳକବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ତାଙ୍କୁ ଦସ୍ୟୁ ରତ୍ନାକର କଥାଚିତ୍ରରେ ଅଭିନୟ କରିବାର ସୁଯୋଗ ଦେଇଥିଲେ ।[୫] ସେ ଏଯାବତ ୪୦ଟି ଚଳଚ୍ଚିତ୍ରରେ ଅଭିନୟ କରିବା ସହ, ୨୪ଟି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି ।

ନିର୍ଦ୍ଦେଶକ ଭାବରେ

ସାହିତ୍ୟ ସର୍ଜନା

ରାଜନୀତି ଓ ଅଭିନୟ ବ୍ୟତିତ ପ୍ରଶାନ୍ତ ସାହିତ୍ୟରେ ମଧ୍ୟ ସକ୍ରୀୟ । ବିଭିନ୍ନ ଖବରକାଗଜରେ ସ୍ତମ୍ଭ ଲେଖିବା ବ୍ୟତିତ ତାଙ୍କର ୪ଟି ଉପନ୍ୟାସ ଓ ୩ଟି ଗଳ୍ପ ସଂକଳନ ମଧ୍ୟ ପ୍ରକାଶିତ ହୋଇସାରିଛି ।

ଉପନ୍ୟାସ

  • ଅନୁସ୍ରବ
  • ପଲସା
  • କଳିଙ୍ଗ ଧାତା
  • ତ୍ରିକନ୍ୟା

ଗଳ୍ପ ସଂକଳନ

  • ଅକ୍ଷୟ ଅବକ୍ଷୟ
  • ଅଥଚ ଆମେ
  • ଓଲଟ ପାଲଟ[୭]

ପୁରସ୍କାର ଓ ସମ୍ମାନ

  • ଜୟଦେବ ପୁରସ୍କାର, ୧୯୮୮
  • ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
    • ଶ୍ରେଷ୍ଠ ନିର୍ଦ୍ଦେଶକ, ୨୦୧୧, (ଥୁକୁଲ୍ କଥାଚିତ୍ର) [୮]
    • ଶ୍ରେଷ୍ଠ ନିର୍ଦ୍ଦେଶକ, ୨୦୦୪, ଓମ ଶାନ୍ତି ଓମ
    • ଶ୍ରେଷ୍ଠ ନିର୍ଦ୍ଦେଶକ, ୧୯୮୦, ମା ଓ ମମତା
    • ଶ୍ରେଷ୍ଠ ଅଭିନେତା, ୧୯୭୮, ଗୌରୀ
    • ଶ୍ରେଷ୍ଠ ଅଭିନେତା, ୧୯୭୫, ମନ ଆକାଶ
    • ଶ୍ରେଷ୍ଠ ଅଭିନେତା, ୧୯୭୪, ମମତା
  • ବାଇସ୍କୋପ ପୁରସ୍କାର, ୨୦୦୫ [୯]
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ- ୨୦୧୪[୧୦]
  • ବିଗ୍ ବସ୍ ସମ୍ମାନ - ୨୦୧୬[୧୧]
  • ଓଡ଼ିଶା ଫିଲ୍ମଫେଆର ପୁରସ୍କାର, ୨୦୧୫ (ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ)[୧୨]

ଆଧାର

  1. http://www.naveenpatnaik.com/Profile-of-Shri-Prashanta-Nanda-of-BEGUNIA-constituency-116.html
  2. "Shri Prashanta Nanda". OdishaAssembly. Retrieved 3 February 2015.
  3. "Actor Prashanta new BJP vice-president". The Hindu. Chennai, India. March 13, 2007.
  4. http://www.orissauncensored.com/InterviewDetail.asp?id=1&nw=1
  5. ନଜର୍, ନିତିଦିନ: ସୁବର୍ଣ୍ଣ ସ୍ମୃତି (୧୨), accessdate: May 19, 2016
  6. http://www.bollywoodhungama.com/movies/cast/5585/index.html
  7. ସମ୍ବାଦ ୨୫/୦୯/୨୦୧୬ ରବିବାର ସଂସ୍କରଣ ପୃଷ୍ଠା ୬ http://www.sambadepaper.com/Details.aspx?id=289384&boxid=594463. Retrieved 26 September 2016. {{cite news}}: Missing or empty |title= (help)
  8. "OdiaSite.Com". odiasite.com. Retrieved 16 November 2012. Veteran Actor and Director Prashanta Nanda has been adjudged the Best Director and Best Story Teller for the film 'Thukul'.
  9. "The Hindu : Other States / Orissa News : FitFat-2008 award for Uttam Mohanty". hindu.com. 2008. Retrieved 21 January 2013. actor, director and producer Prashant Nanda received the award in 2005
  10. "୪ଜଣ ପାଇବେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ". ଧରିତ୍ରୀ. Retrieved 8 March 2017.
  11. ଧରିତ୍ରୀ ୦୪/୦୧/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧ http://www.dharitri.com/Bhubaneswar/040116/p11.htm. Retrieved 4 January 2016. {{cite news}}: Missing or empty |title= (help)
  12. "Prashant Nanda conferred with lifetime achievement award". No. 14 February 2016. Odisha Sun Times. Retrieved 7 January 2017.

ଅଧିକ ତଥ୍ୟ