"ଶୈଳେନ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଶୈଳେନ ମହାପାତ୍ର ଆରମ୍ଭ କରାଗଲା
 
୩୫ କ ଧାଡ଼ି: ୩୫ କ ଧାଡ଼ି:
== ଆଧାର ==
== ଆଧାର ==
{{ଆଧାର}}
{{ଆଧାର}}

[[ଶ୍ରେଣୀ:୧୯୨୩ ଜନ୍ମ]]

୨୧:୦୪, ୨୫ ଅପ୍ରେଲ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ଶୈଳେନ ମହାପାତ୍ର
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀଚିନ୍ତାମଣି ଜେନା
ପର ଅଧିକାରୀପର୍ଶୁରାମ ପାଣିଗ୍ରାହୀ
ନିର୍ବାଚନ ମଣ୍ଡଳୀଶିମୂଳିଆ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1923-05-20)୨୦ ମଇ ୧୯୨୩
ମୃତ୍ୟୁ୨୧ ସେପ୍ଟେମ୍ବର ୧୯୮୧(1981-09-21) (ବୟସ ୫୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସୁରମା ମହାପାତ୍ର
ସନ୍ତାନ୪ ପୁଅ, ୩ ଝିଅ
ବାପା/ବୋଉଜଗମୋହନ ମହାପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଶୈଳେନ ମହାପାତ୍ର (୨୦ ମଇ ୧୯୨୩ - ୨୧ ସେପ୍ଟେମ୍ବର ୧୯୮୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଆଧାର

  1. "Late Sailen Mohapatra". odishaassembly.nic.in. Odisha Assembly. Retrieved 25 April 2019. {{cite web}}: Cite has empty unknown parameter: |dead-url= (help)