"ରାମଚନ୍ଦ୍ର ହାଁସଦା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ସାଧାରଣ ବନାନ ସୁଧାର
୨୮ କ ଧାଡ଼ି: ୨୮ କ ଧାଡ଼ି:
}}
}}


'''ରାମଚନ୍ଦ୍ର ହାଁସଦା''' ଜଣେ [[ଭାରତ|ଭାରତୀୟ]] ରାଜନୀତିଜ୍ଞ । ସେ [[୨୦୧୪ ଭାରତୀୟ ସାଧାରଣ ନିର୍ବାଚନ|୨୦୧୪ ମସିହା]]<nowiki/>ରେ [[ମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[ଭାରତର ସଂସଦ]]<nowiki/>ର ତଳ ସଦନ [[ଲୋକ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref>{{Cite web|url=http://eciresults.nic.in/statewiseS18.htm?st=S18|title=Constituencywise Trends|publisher=Election Commission of India|access-date=18 May 2014}}</ref> ସେ ଜୁନ ୨୦୧୨ରେ ଅନ୍ୟ ତିନିଜଣ ବିଧାୟକଙ୍କ ସହ [[ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି]] ଛାଡ଼ି [[ବିଜୁ ଜନତା ଦଳ]]<nowiki/>ରେ ଯୋଗ ଦେଇଥିଲେ ।<ref>{{Cite web|url=http://www.dailypioneer.com/state-editions/bhubaneswar/many-defectors-emerge-victorious-in-state.html|title=Many defectors emerge victorious in State|publisher=The Pioneer|access-date=18 May 2014}}</ref><ref>{{Cite web|url=http://zeenews.india.com/news/odisha/all-4-ncp-mlas-join-bjd-along-with-their-general-secretary_780005.html|title=All 4 NCP MLAs join BJD along with their general secretary|publisher=Zee News|access-date=18 May 2014}}</ref> ସେ ପୂର୍ବରୁ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଥିଲେ । ୪ ନଭେମ୍ବର ୨୦୧୪ରେ ରାମଚନ୍ଦ୍ର ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ।<ref>{{Cite web|url=http://indiatoday.intoday.in/story/odisha-chit-fund-scam-cbi-arrests-bjd-mp-ram-chandra-hansdah/1/399087.html|title=Odisha chit fund scam: CBI arrests BJD MP, 2 former MLAs|website=India Today}}</ref><ref>{{cite news |title=ସାଂସଦ ରାମଚନ୍ଦ୍ର ହାଂସଦା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି |url=http://sambad.in/state/mp-ramchandra-hansda-admitted-to-hospital-7153/ |accessdate=21 January 2019 |work=Sambad |date=8 October 2017}}</ref> ସେ ଗିରଫ ହେବାପରେ ଝାରପଡ଼ା ଜେଲରେ ଥିଲେ ।<ref>{{cite news |title=ମୁକୁଳିବେ ହାଂସଦା, ଜାମିନ ମଞ୍ଜୁର କଲେ ସୁପ୍ରିମକୋର୍ଟ |url=http://www.dharitri.com/main/news/51940 |accessdate=21 January 2019 |work=Dharitri.com |language=en}}</ref>
'''ରାମଚନ୍ଦ୍ର ହାଁସଦା''' ଜଣେ [[ଭାରତ|ଭାରତୀୟ]] ରାଜନୀତିଜ୍ଞ । ସେ [[୨୦୧୪ ଭାରତୀୟ ସାଧାରଣ ନିର୍ବାଚନ|୨୦୧୪ ମସିହା]]<nowiki/>ରେ [[ମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[ଭାରତର ସଂସଦ]]<nowiki/>ର ତଳ ସଦନ [[ଲୋକ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref>{{Cite web|url=http://eciresults.nic.in/statewiseS18.htm?st=S18|title=Constituencywise Trends|publisher=Election Commission of India|access-date=18 May 2014}}</ref> ସେ ଜୁନ ୨୦୧୨ରେ ଅନ୍ୟ ତିନିଜଣ ବିଧାୟକଙ୍କ ସହ [[ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି]] ଛାଡ଼ି [[ବିଜୁ ଜନତା ଦଳ]]<nowiki/>ରେ ଯୋଗ ଦେଇଥିଲେ ।<ref>{{Cite web|url=http://www.dailypioneer.com/state-editions/bhubaneswar/many-defectors-emerge-victorious-in-state.html|title=Many defectors emerge victorious in State|publisher=The Pioneer|access-date=18 May 2014}}</ref><ref>{{Cite web|url=http://zeenews.india.com/news/odisha/all-4-ncp-mlas-join-bjd-along-with-their-general-secretary_780005.html|title=All 4 NCP MLAs join BJD along with their general secretary|publisher=Zee News|access-date=18 May 2014}}</ref> ସେ ପୂର୍ବରୁ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଥିଲେ । ୪ ନଭେମ୍ବର ୨୦୧୪ରେ ରାମଚନ୍ଦ୍ର ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇଦ୍ୱାରା ଗିରଫ ହୋଇଥିଲେ ।<ref>{{Cite web|url=http://indiatoday.intoday.in/story/odisha-chit-fund-scam-cbi-arrests-bjd-mp-ram-chandra-hansdah/1/399087.html|title=Odisha chit fund scam: CBI arrests BJD MP, 2 former MLAs|website=India Today}}</ref><ref>{{cite news |title=ସାଂସଦ ରାମଚନ୍ଦ୍ର ହାଂସଦା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି |url=http://sambad.in/state/mp-ramchandra-hansda-admitted-to-hospital-7153/ |accessdate=21 January 2019 |work=Sambad |date=8 October 2017}}</ref> ସେ ଗିରଫ ହେବାପରେ ଝାରପଡ଼ା ଜେଲରେ ଥିଲେ ।<ref>{{cite news |title=ମୁକୁଳିବେ ହାଂସଦା, ଜାମିନ ମଞ୍ଜୁର କଲେ ସୁପ୍ରିମକୋର୍ଟ |url=http://www.dharitri.com/main/news/51940 |accessdate=21 January 2019 |work=Dharitri.com |language=en}}</ref>


== ଆଧାର ==
== ଆଧାର ==

୧୩:୩୪, ୧୯ ମାର୍ଚ୍ଚ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ରାମ ଚନ୍ଦ୍ର ହାଁସଦା
ସଦସ୍ୟ: ୧୬ଶ ଲୋକ ସଭା
Assumed office
୨୦୧୪
ପୂର୍ବ ଅଧିକାରୀଲକ୍ଷ୍ମଣ ଟୁଡୁ
ନିର୍ବାଚନ ମଣ୍ଡଳୀମୟୂରଭଞ୍ଜ
ବିଧାୟକ: ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପର ଅଧିକାରୀଭାଦବ ହାଁସଦା
ନିର୍ବାଚନ ମଣ୍ଡଳୀସାରସକଣା
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି
ପେଷାରାଜନୀତିଜ୍ଞ

ରାମଚନ୍ଦ୍ର ହାଁସଦା ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୨୦୧୪ ମସିହାରେ ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସେ ଜୁନ ୨୦୧୨ରେ ଅନ୍ୟ ତିନିଜଣ ବିଧାୟକଙ୍କ ସହ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୨][୩] ସେ ପୂର୍ବରୁ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଥିଲେ । ୪ ନଭେମ୍ବର ୨୦୧୪ରେ ରାମଚନ୍ଦ୍ର ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇଦ୍ୱାରା ଗିରଫ ହୋଇଥିଲେ ।[୪][୫] ସେ ଗିରଫ ହେବାପରେ ଝାରପଡ଼ା ଜେଲରେ ଥିଲେ ।[୬]

ଆଧାର

  1. "Constituencywise Trends". Election Commission of India. Retrieved 18 May 2014.
  2. "Many defectors emerge victorious in State". The Pioneer. Retrieved 18 May 2014.
  3. "All 4 NCP MLAs join BJD along with their general secretary". Zee News. Retrieved 18 May 2014.
  4. "Odisha chit fund scam: CBI arrests BJD MP, 2 former MLAs". India Today.
  5. "ସାଂସଦ ରାମଚନ୍ଦ୍ର ହାଂସଦା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି". Sambad. 8 October 2017. Retrieved 21 January 2019.
  6. "ମୁକୁଳିବେ ହାଂସଦା, ଜାମିନ ମଞ୍ଜୁର କଲେ ସୁପ୍ରିମକୋର୍ଟ". Dharitri.com (in ଇଂରାଜୀ). Retrieved 21 January 2019.