"ବସନ୍ତ କୁମାରୀ ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୬୫ କ ଧାଡ଼ି: ୬୫ କ ଧାଡ଼ି:
=== '''ଅନୁବାଦ''' ===
=== '''ଅନୁବାଦ''' ===
* ବିନ୍ଦୁର ପୁଅ - ୧୯୮୦(ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ମୂଳ ବଙ୍ଗଳା ଉପନ୍ୟାସର ଓଡ଼ିଆ ଅନୁବାଦ)<ref>{{cite book|title=Indian Literature|url=https://books.google.com/books?id=F29jAAAAMAAJ|year=1981|publisher=Sähitya Akademi.}}</ref>
* ବିନ୍ଦୁର ପୁଅ - ୧୯୮୦(ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ମୂଳ ବଙ୍ଗଳା ଉପନ୍ୟାସର ଓଡ଼ିଆ ଅନୁବାଦ)<ref>{{cite book|title=Indian Literature|url=https://books.google.com/books?id=F29jAAAAMAAJ|year=1981|publisher=Sähitya Akademi.}}</ref>
* ଗଣଦେବତା
* ପଂଚଗ୍ରାମ


== ସମ୍ମାନ ଓ ପୁରସ୍କାର ==
== ସମ୍ମାନ ଓ ପୁରସ୍କାର ==

୨୩:୦୩, ୨୧ ଜାନୁଆରୀ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ବସନ୍ତ କୁମାରୀ ଦେବୀ
ଜନ୍ମ ଓ ଜନ୍ମସ୍ଥାନ(1931-03-12)୧୨ ମାର୍ଚ୍ଚ ୧୯୩୧
ପାର୍ବତୀପୁରମ, ଆନ୍ଧ୍ରପ୍ରଦେଶ
ମୃତ୍ୟୁ୧୪ ମଇ ୧୯୯୮(1998-05-14) (ବୟସ ୬୭)
ବୃତ୍ତିଗାଳ୍ପିକା, ଅନୁବାଦିକା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିଆରତି (ଉପନ୍ୟାସ)[୧]
ଶତାବ୍ଦୀର ପ୍ରତିଧ୍ୱନି (ଗଳ୍ପ ସଂକଳନ)[୨]
ସମ୍ପର୍କୀୟପଣ୍ଡିତ ସତ୍ୟନାରାୟଣ ରାଜଗୁରୁ (ପିଉସା)

ବସନ୍ତ କୁମାରୀ ଦେବୀ(୧୨ ମାର୍ଚ୍ଚ ୧୯୩୧- ୧୪ ମଇ ୧୯୯୮) ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ସମୟର ଜଣେ ଓଡ଼ିଆ ଲେଖିକା ଓ ଅନୁବାଦିକା ଥିଲେ ।

ଆଦ୍ୟ ଜୀବନ

ବସନ୍ତ କୁମାରୀ ଦେବୀ ଓଡ଼ିଆ ବିଛିନ୍ନାଞ୍ଚଳ ପାର୍ବତୀପୁରମରେ ୧୯୩୧ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିଉସା ଥିଲେ ଐତିହାସିକ ତଥା ସାହିତ୍ୟିକ ପଣ୍ଡିତ ସତ୍ୟନାରାୟଣ ରାଜଗୁରୁ । ଏହି ପିଉସାଙ୍କ ଉତ୍ସାହ ଓ ପ୍ରେରଣାରେ ଅନୁପ୍ରାଣିତ ହୋଇ ନିଜର ସାହିତ୍ୟ ଜୀବନ ଆରମ୍ଭ କରିଥିଲେ ବୋଲି ବସନ୍ତ କୁମାରୀ ନିଜର ପ୍ରଥମ ଉପନ୍ୟାସର ମୁଖବନ୍ଧରେ ଲେଖିଛନ୍ତି[୩] । ଏହି ମୁଖବନ୍ଧରୁ ମଧ୍ୟ ଜଣାଯାଏ ଯେ ସେ ମାତ୍ର ପନ୍ଦର ବର୍ଷ ବୟସରୁ (୧୯୪୬ରୁ) ସାହିତ୍ୟ ସୃଷ୍ଟି ଆରମ୍ଭ କରିଥିଲେ ।

ସାହିତ୍ୟ କୃତି

ବସନ୍ତ କୁମାରୀଙ୍କ ପ୍ରଥମ ଗଳ୍ପ "ମାତୃ ସ୍ନେହ" ସେତେବେଳର ବିଶିଷ୍ଟ ସାହିତ୍ୟ ପତ୍ରିକା "ସହକାର"ରେ ୧୯୪୭ ମସିହାରେ [୪]। ଏହି ପତ୍ରିକାରେ ତାଙ୍କ ନାମ ଶ୍ରୀମତୀ ବସନ୍ତଲତା ଦେବୀ ବୋଲି ଉଲ୍ଲେଖ ହୋଇଛି ।

ତାଙ୍କର ପ୍ରଥମ ଉପନ୍ୟାସ ""ଆରତି" ପ୍ରକାଶିତ ହୋଇଥିଲା ଯେତେବେଳେ ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା । ସେତେବେଳର ସାମାଜିକ ପରିସ୍ଥିତି ଓ ନାରୀର ଅବସ୍ଥା ଏହି ଉପନ୍ୟାସରେ ପ୍ରତିଫଳିତ ହୋଇଥିଲା ।

ବସନ୍ତ କୁମାରୀଙ୍କ ରଚିତ ଅନ୍ୟ କେତୋଟି ଉପନ୍ୟାସ:-

  • ଝଡ଼ (କଳାହାଣ୍ଡି ବ୍ରଜମୋହନ ସାହିତ୍ୟ ସମିତିର ୧୯୪୮ ମସିହା ଉପନ୍ୟାସ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ)
  • ସୁରମା
  • ନଦୀର ନାମ ରୂପମତୀ[୫]
  • ନଷ୍ଟ ନୀଡ଼ର ବିହଙ୍ଗୀ[୬]

ଗଳ୍ପ ସଂକଳନ

  • ବୃନ୍ତଚ୍ୟୁତ ଓ ଅନ୍ୟାନ୍ୟ ଗଳ୍ପ[୭] - ପ୍ରକାଶକ ସର୍ବେଶ୍ୱର ଦାଶ -୨୦୦୨ - ଭୁବନେଶ୍ୱର
  • ନାସ୍ତିକ ଓ ଅ‍ନ୍ୟାନ୍ୟ ଗଳ୍ପ
  • ରାତ୍ରିର ତପସ୍ୟା
  • ଶତାବ୍ଦୀର ପ୍ରତିଧ୍ୱନି
  • ଉଛ୍ୱାସ

ଶିଶୁ ସାହିତ୍ୟ

  • କାହାଣୀ ପେଡ଼ି[୮]

ଅନୁବାଦ

  • ବିନ୍ଦୁର ପୁଅ - ୧୯୮୦(ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ମୂଳ ବଙ୍ଗଳା ଉପନ୍ୟାସର ଓଡ଼ିଆ ଅନୁବାଦ)[୯]
  • ଗଣଦେବତା
  • ପଂଚଗ୍ରାମ

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର(ଅନୁବାଦ) - ୧୯୮୯[୧୦]

ଆଧାର

  1. ଦେବୀ, ବସନ୍ତ କୁମାରୀ (1949). ଆରତି (ପ୍ରଥମ ed.). କଟକ: କଟକ ବୁକ୍ ଏମ୍ପୋରିୟମ. Retrieved 20 January 2019.
  2. ବାରିକ, ଡକ୍ଟର କବିତା (2018). ଓଡ଼ିଆ ଲେଖିକାଙ୍କ ଗଳ୍ପ (ପ୍ରଥମ ed.). ବସନ୍ତକୁଞ, ନୂଆ ଦିଲ୍ଲୀ- ୧୧୦୦୭୦: National Book Trust of India. pp. ୩୯୮, ୩୯୯. ISBN 978-81-237-8196-9.{{cite book}}: CS1 maint: location (link)
  3. ଦେବୀ, ବସନ୍ତ କୁମାରୀ (1949). ଆରତି (ଉପନ୍ୟାସ) (ପ୍ରଥମ ed.). କଟକ ଓଡି‌ଶା: କଟକ ବୁକ୍ ଏମ୍ପୋରିୟମ. p. i. Retrieved 20 January 2019.
  4. ଦେବୀ, ବସନ୍ତ ଲତା (1947). କର, ବାଳକୃଷ୍ନ (ed.). "ମାତୃସ୍ନେହ (ଗଳ୍ପ)". ସହକାର ଓଡ଼ିଆ ପତ୍ରିକା (in Odia). କଟକ: ସମବାୟ ସେବକ ସମିତି. 25 (6): ୨୮୦, ୩୨୬. Retrieved 20 January 2019.{{cite journal}}: CS1 maint: unrecognized language (link)
  5. ଦେବୀ, ବସନ୍ତ କୁମାରୀ (2001). ନଦୀର ନାମ ରୂପମତୀ (ପ୍ରଥମ ed.). କଟକ: ଫ୍ରେଣ୍ଡ୍‍‍‍‍ସ ପବ୍ଲିଶର୍ସ `. ISBN 81-7401-368-7. Retrieved 20 January 2019.
  6. "ନଷ୍ଟ ନୀଡ଼ର ବିହଙ୍ଗୀ". Odisha EStore. ବିଦ୍ୟାପୁରୀ କଟକ.
  7. "ବସନ୍ତ କୁମାରୀ ଦେବୀ - ପୁସ୍ତକ ସଂଗ୍ରହ". opac.nationallibrary.gov.in. National Library of India- Ministry of Culture Government of India. Retrieved 20 January 2019.
  8. ଦେବୀ, ବସନ୍ତ କୁମାରୀ (1963). କାହାଣୀ ପେଡ଼ି (in Odia) (ପ୍ରଥମ ed.). ପୁରୀ: ବସନ୍ତ କୁମାରୀ ଦେବୀ. Retrieved 20 January 2019.{{cite book}}: CS1 maint: unrecognized language (link)
  9. Indian Literature. Sähitya Akademi. 1981.
  10. The Indian P.E.N. P.E.N. All-India Centre. 1990.