"ରାମଚନ୍ଦ୍ର ହାଁସଦା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
୩୭ କ ଧାଡ଼ି: ୩୭ କ ଧାଡ଼ି:
[[ଶ୍ରେଣୀ:ଓଡ଼ିଶା ବିଧାନ ସଭା ସଭ୍ୟ]]
[[ଶ୍ରେଣୀ:ଓଡ଼ିଶା ବିଧାନ ସଭା ସଭ୍ୟ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଓଡ଼ିଆ ଲୋକ]]

୨୨:୧୪, ୨୧ ଜାନୁଆରୀ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ରାମ ଚନ୍ଦ୍ର ହାଁସଦା
ସଦସ୍ୟ: ୧୬ଶ ଲୋକ ସଭା
Assumed office
୨୦୧୪
ପୂର୍ବ ଅଧିକାରୀଲକ୍ଷ୍ମଣ ଟୁଡୁ
ନିର୍ବାଚନ ମଣ୍ଡଳୀମୟୂରଭଞ୍ଜ
ବିଧାୟକ: ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପର ଅଧିକାରୀଭାଦବ ହାଁସଦା
ନିର୍ବାଚନ ମଣ୍ଡଳୀସାରସକଣା
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି
ପେଷାରାଜନୀତିଜ୍ଞ

ରାମଚନ୍ଦ୍ର ହାଁସଦା ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୨୦୧୪ ମସିହାରେ ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସେ ଜୁନ ୨୦୧୨ରେ ଅନ୍ୟ ତିନିଜଣ ବିଧାୟକଙ୍କ ସହ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୨][୩] ସେ ପୂର୍ବରୁ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଥିଲେ । ୪ ନଭେମ୍ବର ୨୦୧୪ରେ ରାମଚନ୍ଦ୍ର ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ।[୪][୫] ସେ ଗିରଫ ହେବାପରେ ଝାରପଡ଼ା ଜେଲରେ ଥିଲେ ।[୬]

ଆଧାର

  1. "Constituencywise Trends". Election Commission of India. Retrieved 18 May 2014.
  2. "Many defectors emerge victorious in State". The Pioneer. Retrieved 18 May 2014.
  3. "All 4 NCP MLAs join BJD along with their general secretary". Zee News. Retrieved 18 May 2014.
  4. "Odisha chit fund scam: CBI arrests BJD MP, 2 former MLAs". India Today.
  5. "ସାଂସଦ ରାମଚନ୍ଦ୍ର ହାଂସଦା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି". Sambad. 8 October 2017. Retrieved 21 January 2019.
  6. "ମୁକୁଳିବେ ହାଂସଦା, ଜାମିନ ମଞ୍ଜୁର କଲେ ସୁପ୍ରିମକୋର୍ଟ". Dharitri.com (in ଇଂରାଜୀ). Retrieved 21 January 2019.