"ବସନ୍ତ କୁମାରୀ ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୪୯ କ ଧାଡ଼ି: ୪୯ କ ଧାଡ଼ି:


ବସନ୍ତ କୁମାରୀଙ୍କ ରଚିତ ଅନ୍ୟ କେତୋଟି ଉପନ୍ୟାସ:-
ବସନ୍ତ କୁମାରୀଙ୍କ ରଚିତ ଅନ୍ୟ କେତୋଟି ଉପନ୍ୟାସ:-
* ସୁରମା (([[କଳାହାଣ୍ଡି]] ବ୍ରଜମୋହନ ସାହିତ୍ୟ ସମିତିର ୧୯୪୮ ମସିହା ଉପନ୍ୟାସ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ)
* ଝଡ଼ (([[କଳାହାଣ୍ଡି]] ବ୍ରଜମୋହନ ସାହିତ୍ୟ ସମିତିର ୧୯୪୮ ମସିହା ଉପନ୍ୟାସ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ)
* ସୁରମା
* ନଦୀର ନାମ ରୂପମତୀ<ref>{{cite book |last1=ଦେବୀ |first1=ବସନ୍ତ କୁମାରୀ |title=ନଦୀର ନାମ ରୂପମତୀ |date=2001 |publisher=ଫ୍ରେଣ୍ଡ୍‍‍‍‍ସ ପବ୍ଲିଶର୍ସ ` |location=କଟକ |isbn=81-7401-368-7 |edition=ପ୍ରଥମ |url=https://www.ritikart.com/Nadira-Nama-Rupamati-By-Basanta-Kumari-Debi-id-2969609.html |accessdate=20 January 2019}}</ref>



୧୮:୦୫, ୨୦ ଜାନୁଆରୀ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ବସନ୍ତ କୁମାରୀ ଦେବୀ
ଜନ୍ମ ଓ ଜନ୍ମସ୍ଥାନ(1931-03-12)ମାର୍ଚ୍ଚ ୧୨, ୧୯୩୧
ପାର୍ବତୀପୁର, ଆନ୍ଧ୍ର ପ୍ରଦେଶ
ମୃତ୍ୟୁ୧୪ ମଇ ୧୯୯୮(1998-05-14) (ବୟସ ୬୭)
ବୃତ୍ତିଗାଳ୍ପିକା, ଅନୁବାଦିକା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିଆରତି (ଉପନ୍ୟାସ)[୧]
ଶତାବ୍ଦୀର ପ୍ରତିଧ୍ୱନି (ଗଳ୍ପ ସଂକଳନ)[୨]
ସମ୍ପର୍କୀୟପଣ୍ଡିତ ସତ୍ୟନାରାୟଣ ରାଜଗୁରୁ (ପିଉସା)

ବସନ୍ତ କୁମାରୀ ଦେବୀ ଜଣେ ବିଂଶ ଶତବ୍ଦୀର ଦ୍ୱିତୀୟାର୍ଦ୍ଧ ସମୟର ଜଣେ ଓଡ଼ିଆ ଲେଖିକା ଥିଲେ ।

ଆଦ୍ୟ ଜୀବନ

ବସନ୍ତ କୁମାରୀ ଦେବୀ ଓଡ଼ିଆ ବିଛିନ୍ନାଂଚଳ ପାର୍ବତୀପୁର (ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ବିଜୟନଗର ଜିଲ୍ଲାରେ) ୧୯୩୧ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଂକର ପିଉସା ଥିଲେ ଐତିହାସିକ ତଥା ସାହିତିକ୍ୟ ପଣ୍ଡିତ ସତ୍ୟନାରାୟଣ ରାଜଗୁରୁ । ଏହି ପିଉସାଂକ ଉତ୍ସାହ ଓ ପ୍ରେରଣାରେ ଅନୁପ୍ରାଣିତ ହୋଇ ନିଜର ସାହିତ୍ୟ ଜୀବନ ଆରମ୍ଭ କରିଥିଲେ ବୋଲି ବସନ୍ତ କୁମାରୀ ନିଜର ପ୍ରଥମ ଉପନ୍ୟାସର ମୁଖବଂଧରେ ଲେଖିଛନ୍ତି[୩] । ଏହି ମୁଖବଂଧରୁ ମଧ୍ୟ ଜଣାଯାଏ ଯେ ସେ ମାତ୍ର ପଂଦର ବର୍ଷ ବୟସରୁ (୧୯୪୬ରୁ) ସାହିତ୍ୟ ସୃଷ୍ଟି ଆରମ୍ଭ କରିଥିଲେ ।

ସାହିତ୍ୟ କୃତି

ବସନ୍ତ କୁମାରୀଙ୍କ ପ୍ରଥମ ଗଳ୍ପ "ମାତୃ ସ୍ନେହ" ସେତେବେଳର ବିଶିଷ୍ଟ ସାହିତ୍ୟ ପତ୍ରିକା "ସହକାର"ରେ ୧୯୪୭ ମସିହାରେ [୪]। ଏହି ପତ୍ରିକାରେ ତାଙ୍କ ନାମ ଶ୍ରୀମତୀ ବସନ୍ତଲତା ଦେବୀ ବୋଲି ଉଲ୍ଲେଖ ହୋଇଛି ।

ତାଙ୍କର ପ୍ରଥମ ଉପନ୍ୟାସ ""ଆରତି" ପ୍ରକାଶିତ ହୋଇଥିଲା ଜେତେବେଳେ ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା । ସେତେବେଳର ସାମାଜିକ ପରିସ୍ଥିତି ଓ ନାରୀର ଅବସ୍ଥା ଏହି ଉପନ୍ୟାସରେ ପ୍ରତିଫଳିତ ହୋଇଥିଲା ।

ବସନ୍ତ କୁମାରୀଙ୍କ ରଚିତ ଅନ୍ୟ କେତୋଟି ଉପନ୍ୟାସ:-

  • ଝଡ଼ ((କଳାହାଣ୍ଡି ବ୍ରଜମୋହନ ସାହିତ୍ୟ ସମିତିର ୧୯୪୮ ମସିହା ଉପନ୍ୟାସ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ)
  • ସୁରମା
  • ନଦୀର ନାମ ରୂପମତୀ[୫]


ଆଧାର

  1. ଦେବୀ, ବସନ୍ତ କୁମାରୀ (1949). ଆରତି (ପ୍ରଥମ ed.). କଟକ: କଟକ ବୁକ୍ ଏମ୍ପୋରିୟମ. Retrieved 20 January 2019.
  2. ବାରିକ, ଡକ୍ଟର କବିତା (2018). ଓଡ଼ିଆ ଲେଖିକାଙ୍କ ଗଳ୍ପ (ପ୍ରଥମ ed.). ବସନ୍ତକୁଞ, ନୂଆ ଦିଲ୍ଲୀ- ୧୧୦୦୭୦: National Book Trust of India. pp. ୩୯୮, ୩୯୯. ISBN 978-81-237-8196-9.{{cite book}}: CS1 maint: location (link)
  3. ଦେବୀ, ବସନ୍ତ କୁମାରୀ (1949). ଆରତି (ଉପନ୍ୟାସ) (ପ୍ରଥମ ed.). କଟକ ଓଡି‌ଶା: କଟକ ବୁକ୍ ଏମ୍ପୋରିୟମ. p. i. Retrieved 20 January 2019.
  4. ଦେବୀ, ବସନ୍ତ ଲତା (1947). କର, ବାଳକୃଷ୍ନ (ed.). "ମାତୃସ୍ନେହ (ଗଳ୍ପ)". ସହକାର ଓଡ଼ିଆ ପତ୍ରିକା (in Odia). କଟକ: ସମବାୟ ସେବକ ସମିତି. 25 (6): ୨୮୦, ୩୨୬. Retrieved 20 January 2019.{{cite journal}}: CS1 maint: unrecognized language (link)
  5. ଦେବୀ, ବସନ୍ତ କୁମାରୀ (2001). ନଦୀର ନାମ ରୂପମତୀ (ପ୍ରଥମ ed.). କଟକ: ଫ୍ରେଣ୍ଡ୍‍‍‍‍ସ ପବ୍ଲିଶର୍ସ `. ISBN 81-7401-368-7. Retrieved 20 January 2019.