"ଟାର୍ଗେଟ୍" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ fixing errors |
ଟିକେ fixing error |
||
୬ କ ଧାଡ଼ି: | ୬ କ ଧାଡ଼ି: | ||
| alt = |
| alt = |
||
| caption = |
| caption = |
||
| director = |
| director = [[ଏସ୍ କେ ମୁରଲୀଧରନ୍]] |
||
| producer = |
| producer = [[ନିରଞ୍ଜନ ରଣା]] |
||
| writer = [[ଦେବୀଦତ୍ତ ମହାନ୍ତି]] |
| writer = [[ଦେବୀଦତ୍ତ ମହାନ୍ତି]] |
||
| screenplay = |
| screenplay = [[ଏସ୍ କେ ମୁରଲୀଧରନ୍]] |
||
| story = |
| story = [[ଗୀତାଞ୍ଜଳୀ ରଣା]] |
||
| based on = |
| based on = |
||
| narrator = |
| narrator = |
||
| starring = |
| starring = [[ଝିଲିକ୍ ଭଟ୍ଟାଚାର୍ଯ୍ୟ]], [[ଅମ୍ଳାନ]], [[ମିହିର ଦାସ]], [[ମୀନକେତନ]], [[ନମ୍ରତା ଦାସ]], [[ଅପରାଜିତା ମହାନ୍ତି]], [[ପିଙ୍କି ପ୍ରଧାନ]], [[ମହାଶ୍ୱେତା ରାୟ]] |
||
| music = |
| music = [[ଅଭିଜିତ ମଜୁମଦାର]], [[ରବି ନାରାୟଣ ନନ୍ଦ]] |
||
| cinematography = |
| cinematography = [[ରବିନ୍ଦ୍ର ବେହେରା]] |
||
| editing = |
| editing = [[ମାନସ ରଞ୍ଜନ ପାତ୍ର]] |
||
| studio = |
| studio = |
||
| distributor = |
| distributor = |
||
| released = |
| released = ୧୨ ଅପ୍ରେଲ୍ ୨୦୧୩ |
||
| runtime = |
| runtime = |
||
| country = {{flag|ଭାରତ}} |
| country = {{flag|ଭାରତ}} |
||
| language = [[ଓଡ଼ିଆ ଭାଷା|ଓଡ଼ିଆ]] |
| language = [[ଓଡ଼ିଆ ଭାଷା|ଓଡ଼ିଆ]] |
||
| budget = |
| budget = |
||
| gross = |
| gross = |
||
}} |
}} |
୨୨:୩୩, ୭ ଜାନୁଆରୀ ୨୦୧୯ ଅନୁସାରେ କରାଯାଇଥିବା ବଦଳ
ଟାର୍ଗେଟ | |
---|---|
ନିର୍ଦ୍ଦେଶକ | ଏସ୍ କେ ମୁରଲୀଧରନ୍ |
ପ୍ରଯୋଜକ | ନିରଞ୍ଜନ ରଣା |
ସଂଳାପ | ଦେବୀଦତ୍ତ ମହାନ୍ତି |
ଚିତ୍ରନାଟ୍ୟ | ଏସ୍ କେ ମୁରଲୀଧରନ୍ |
କାହାଣୀ | ଗୀତାଞ୍ଜଳୀ ରଣା |
କଳାକାର | ଝିଲିକ୍ ଭଟ୍ଟାଚାର୍ଯ୍ୟ, ଅମ୍ଳାନ, ମିହିର ଦାସ, ମୀନକେତନ, ନମ୍ରତା ଦାସ, ଅପରାଜିତା ମହାନ୍ତି, ପିଙ୍କି ପ୍ରଧାନ, ମହାଶ୍ୱେତା ରାୟ |
ସଙ୍ଗୀତ | ଅଭିଜିତ ମଜୁମଦାର, ରବି ନାରାୟଣ ନନ୍ଦ |
ଚିତ୍ରଗ୍ରହଣ | ରବିନ୍ଦ୍ର ବେହେରା |
ସମ୍ପାଦକ | ମାନସ ରଞ୍ଜନ ପାତ୍ର |
ମୁକ୍ତିଲାଭ ତାରିଖ | ୧୨ ଅପ୍ରେଲ୍ ୨୦୧୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏସ୍ କେ ମୁରଲୀଧରନ୍ଙ୍କ ନିର୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଟାର୍ଗେଟ ୨୦୧୩ ମସିହାରେ ମୁକ୍ତିଲାଭ କରିଥିଲା । ଓଡ଼ିଆ ଚଲଚ୍ଚିତ୍ରର ଜଣାଶୁଣା ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଳାନ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଭୂମିକାରେ ପାଦ ରଖିଥିଲେ ।[୧] ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବଙ୍ଗୀୟ ନାୟିକା ଝିଲିକ୍ ଭଟ୍ଟାଚାର୍ଯ୍ୟ । ଅଭିଜିତ ମଜୁମଦାର ଏବଂ ରବି ନାରାୟଣ ନନ୍ଦ ଉଭୟ ସଂଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ । ପ୍ରଥମ ଥର ପାଇଁ ଅପରାଜିତା ମହାନ୍ତି ଏବଂ ମହାଶ୍ୱେତା ରାୟ ଏକା ସଙ୍ଗରେ ଗୋଟିଏ ଚଳଚ୍ଚିତ୍ରରେ କାମ କରଥିଲେ ।[୧] ମାଆ ତାରିଣୀ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ଏହି ଚଳଚ୍ଚିତ୍ରଟି ନିର୍ମାଣ କରିଥିଲା ।[୨]
ଅଭିନୟ
ଏସ୍ କେ ମୁରଲୀଧରନ୍ଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଓଡ଼ିଆ କଥାଚିତ୍ର ଜଗତର ଦୁଇ ଜଣାଶୁଣା ଅଭିନେତ୍ରୀ ଅପରାଜିତା ମହାନ୍ତି ଏବଂ ମହାଶ୍ୱେତା ରାୟ ଏକାଠି ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ମାଧ୍ୟମରେ ଅମ୍ଳାନ ଏବଂ ଝିଲିକ୍ ଓଡ଼ିଆ ଚଳଚ୍ଚିତ୍ର ଜଗରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ।
ଟାର୍ଗେଟରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:
- ଝିଲିକ୍ ଭଟ୍ଟାଚାର୍ଯ୍ୟ[୩]- ସ୍ନେହା
- ଅମ୍ଳାନ ଦାସ- ବିବେକ
- ମିହିର ଦାସ
- ମୀନକେତନ- ନୁରୁ ଭାଇ
- ନମ୍ରତା ଦାସ- ନୁରୁ ଭାଇର ପତ୍ନୀ
- ସୁବାଶିଷ ଶର୍ମା- ସ୍ନେହାର ସାଙ୍ଗ
- ହାଡ଼ୁ- ଓକିଲ
- ଅପରାଜିତା ମହାନ୍ତି- ବିବେକର ମାଆ
- ପିଙ୍କି ପ୍ରଧାନ- ଏସ୍.ପି.
- ମହାଶ୍ୱେତା ରାୟ
ଗୀତ ଓ ସଙ୍ଗୀତ
ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏବଂ ରବି ନାରାୟଣ ନନ୍ଦ ଥିଲେ ।
ଗୀତ
- ଏଇକି ସେ ପ୍ରେମ
- କିଏ ଛୁଇଁଲା
- ପଁ ପଁ ପଁ
- ଟାର୍ଗେଟ୍
- ଟେନସନ୍ କାଇଁ ଲେବୁ
- ତୁମେ ମୋ ନୟନ ତାରା
ଆଧାର
- ↑ ୧.୦ ୧.୧ "Target oriya movie mahurat". Incredible Odisha. Retrieved 23 August 2016.
- ↑ "Amlan's debut released allover odisha". Odia Live. 12 April 2013. Retrieved 23 August 2016.
- ↑ "ସବ୍ୟସାଚୀଙ୍କ ସହ କେବେ ଝିଲିକ୍". sambad.in. 11 May 2018. Retrieved 6 June 2018.
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ଟାର୍ଗେଟ୍