"ସୁବର୍ଣ୍ଣପୁର ଜିଲ୍ଲା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
ଟିକେ ବ/ୱ ଫଳା ବଦଳ |
||
୬୦ କ ଧାଡ଼ି: | ୬୦ କ ଧାଡ଼ି: | ||
}} |
}} |
||
'''ସୁବର୍ଣ୍ଣପୁର ଜିଲ୍ଲା''' ବା '''ସୋନପୁର ଜିଲ୍ଲା''' [[ଓଡ଼ିଶା]]ର ଏକ ପ୍ରଶାସନିକ ଜିଲ୍ଲା । [[ସୁବର୍ଣ୍ଣପୁର]] ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୁବର୍ଣ୍ଣପୁର ଜିଲ୍ଲା ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ଗଠନ ହେଇଥିଲା । ତା ପୂର୍ବରୁ [[ବଲାଙ୍ଗିର ଜିଲ୍ଲା]]ରେ ମିଶିକି ଥିଲା । ଏହି ଜିଲ୍ଲାକୁ ସୋନପୁର ଜିଲ୍ଲା ମଧ୍ୟ କୁହାଯାଏ । ଏହି ଜିଲ୍ଲାର ଉତ୍ତରରେ [[ସମ୍ବଲପୁର ଜିଲ୍ଲା]] ଅବସ୍ଥିତ ଏବଂ ଦକ୍ଷିଣ ଓ ଦକ୍ଷିଣ-ପୂର୍ବରେ [[ବୌଦ୍ଧ ଜିଲ୍ଲା]] ଅବସ୍ଥିତ ଏବଂ ପଂଶ୍ଚିମରେ ବଲାଙ୍ଗିର ଜିଲ୍ଲା ଅବସ୍ଥିତ । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା |
'''ସୁବର୍ଣ୍ଣପୁର ଜିଲ୍ଲା''' ବା '''ସୋନପୁର ଜିଲ୍ଲା''' [[ଓଡ଼ିଶା]]ର ଏକ ପ୍ରଶାସନିକ ଜିଲ୍ଲା । [[ସୁବର୍ଣ୍ଣପୁର]] ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୁବର୍ଣ୍ଣପୁର ଜିଲ୍ଲା ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ଗଠନ ହେଇଥିଲା । ତା ପୂର୍ବରୁ [[ବଲାଙ୍ଗିର ଜିଲ୍ଲା]]ରେ ମିଶିକି ଥିଲା । ଏହି ଜିଲ୍ଲାକୁ ସୋନପୁର ଜିଲ୍ଲା ମଧ୍ୟ କୁହାଯାଏ । ଏହି ଜିଲ୍ଲାର ଉତ୍ତରରେ [[ସମ୍ବଲପୁର ଜିଲ୍ଲା]] ଅବସ୍ଥିତ ଏବଂ ଦକ୍ଷିଣ ଓ ଦକ୍ଷିଣ-ପୂର୍ବରେ [[ବୌଦ୍ଧ ଜିଲ୍ଲା]] ଅବସ୍ଥିତ ଏବଂ ପଂଶ୍ଚିମରେ ବଲାଙ୍ଗିର ଜିଲ୍ଲା ଅବସ୍ଥିତ । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ୱାସ କରାଯାଏ । ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, ସୋନପୁରର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ । |
||
== ଭୂଗୋଳ == |
== ଭୂଗୋଳ == |
||
୮୭ କ ଧାଡ଼ି: | ୮୭ କ ଧାଡ଼ି: | ||
== ପର୍ଯ୍ୟଟନ ସ୍ଥଳ == |
== ପର୍ଯ୍ୟଟନ ସ୍ଥଳ == |
||
[[ଫାଇଲ:Lankeswari Thakurani Sonepur Subarnapur Odisha.jpg |thumb|150px|alt=Alt text|ଖମ୍ବେଶ୍ୱରୀ ମା ]] |
[[ଫାଇଲ:Lankeswari Thakurani Sonepur Subarnapur Odisha.jpg |thumb|150px|alt=Alt text|ଖମ୍ବେଶ୍ୱରୀ ମା ]] |
||
* |
* ଲଙ୍କେଶ୍ୱରୀ ମନ୍ଦିର: ଲଙ୍କେଶ୍ୱରୀ ଠାକୁରାଣୀ ମନ୍ଦିର ସୋନପୁରର ଏକ ପ୍ରସିଦ୍ଧ ଠାକୁରାଣୀ ମନ୍ଦିର । |
||
* ସୁବର୍ଣ୍ଣମେରୁ ମନ୍ଦିର: ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣ୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଶିବ ମନ୍ଦିର । |
* ସୁବର୍ଣ୍ଣମେରୁ ମନ୍ଦିର: ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣ୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଶିବ ମନ୍ଦିର । |
||
* [[ପାତାଳୀ ଶ୍ରୀକ୍ଷେତ୍ର]], କୋଟସମଲାଏ: କୋଟ ସମଲାଏ: କୋଟସମଲାଏ ପାହାଡ଼ ଉପରେ ଥିବା ଏକ ସୁନ୍ଦର ଜଗନ୍ନାଥ ମନ୍ଦିର । |
* [[ପାତାଳୀ ଶ୍ରୀକ୍ଷେତ୍ର]], କୋଟସମଲାଏ: କୋଟ ସମଲାଏ: କୋଟସମଲାଏ ପାହାଡ଼ ଉପରେ ଥିବା ଏକ ସୁନ୍ଦର ଜଗନ୍ନାଥ ମନ୍ଦିର । |
||
* ମହିମା ପୀଠ, ଖଲିଆପାଲି: ମହିମା ଧର୍ମର ଏକ ମୁଖ୍ୟ କେନ୍ଦ୍ର |
* ମହିମା ପୀଠ, ଖଲିଆପାଲି: ମହିମା ଧର୍ମର ଏକ ମୁଖ୍ୟ କେନ୍ଦ୍ର |
||
* [[ମେଟାକାନୀ]], ଉଲୁଣ୍ଡା |
* [[ମେଟାକାନୀ]], ଉଲୁଣ୍ଡା |
||
* |
* କପିଳେଶ୍ୱର ମନ୍ଦିର, ଚରଦାଠାରେ ଅବସ୍ଥିତ । |
||
* |
*ସୁରେଶ୍ୱରୀ ମନ୍ଦିର – ଏହି ମନ୍ଦିର ସୋନପୁରଠାରେ ଅବସ୍ଥିତ । |
||
* |
* ରାମେଶ୍ୱର ମନ୍ଦିର – ଏହି ମନ୍ଦିର ମଧ୍ୟ ସୋନପୁରଠାରେ ଅବସ୍ଥିତ । |
||
* |
*ଚମ୍ପେଶ୍ୱର ଶିବ ମନ୍ଦିର – ଏହି ମନ୍ଦିର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଳ ଗ୍ରାମରେ ଅବସ୍ଥିତ । |
||
*ପାପକ୍ଷୟ ଏକ ଦର୍ଶନୀୟ ପୀଠ । ଏହା ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଠାରୁ ୩ କି.ମି ଦୂରରେ ମହାନଦୀ କୂଳରେ ଅବସ୍ଥିତ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋହର । |
*ପାପକ୍ଷୟ ଏକ ଦର୍ଶନୀୟ ପୀଠ । ଏହା ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଠାରୁ ୩ କି.ମି ଦୂରରେ ମହାନଦୀ କୂଳରେ ଅବସ୍ଥିତ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋହର । |
||
୧୦୫ କ ଧାଡ଼ି: | ୧୦୫ କ ଧାଡ଼ି: | ||
File:Subarnameru Sonepur Subarnapur district Odisha.jpg||ସୁବର୍ଣ୍ଣମେରୁ ମନ୍ଦିର |
File:Subarnameru Sonepur Subarnapur district Odisha.jpg||ସୁବର୍ଣ୍ଣମେରୁ ମନ୍ଦିର |
||
ଫାଇଲ:Kotsamalae_Sonepur_Patali_Srikhetra_Odisha.jpg|thumb|କୋଟସମଲାଏର [[ପାତାଳୀ ଶ୍ରୀକ୍ଷେତ୍ର]] |
ଫାଇଲ:Kotsamalae_Sonepur_Patali_Srikhetra_Odisha.jpg|thumb|କୋଟସମଲାଏର [[ପାତାଳୀ ଶ୍ରୀକ୍ଷେତ୍ର]] |
||
ଫାଇଲ:Bali_jata_Lankeswari_Temple_Sonepur_Odisha.jpg|thumb|ବଳି ଯାତ, |
ଫାଇଲ:Bali_jata_Lankeswari_Temple_Sonepur_Odisha.jpg|thumb|ବଳି ଯାତ, ଲଙ୍କେଶ୍ୱରୀ ମନ୍ଦିର |
||
ଫାଇଲ:Hanumana Podi Sonepur Subarnapur Odisha.jpg|ଲଙ୍କାପୋଡ଼ି |
ଫାଇଲ:Hanumana Podi Sonepur Subarnapur Odisha.jpg|ଲଙ୍କାପୋଡ଼ି |
||
</gallery> |
</gallery> |
୦୪:୨୫, ୧୬ ଡିସେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ସୁବର୍ଣ୍ଣପୁର | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ବଲାଙ୍ଗୀର |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୨ଟି ଆସନ |
Area | |
• ଜିଲ୍ଲା | 2284.4 km2 (882�0 sq mi) |
Population (୨୦୧୧) | |
• ଜିଲ୍ଲା | ୬୫୨୧୦୭ |
• Density | 279/km2 (720/sq mi) |
• Urban | ୪୯୯୩୨ |
• Rural | ୬୦୨୧୭୫ |
• ୬ ବର୍ଷରୁ କମ ଶିଶୁ | ୭୬୫୩୬ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୬୭ xxx |
ତାର (ଏସ୍.ଟି.ଡ଼ି) | ୦୬x |
ଯାନବାହାନ ପଞ୍ଚୀକରଣ | OD-31 |
ଜିଲ୍ଲାପାଳ | ଦାଶରଥି ଶତପଥୀ |
Website | Official website |
ସୁବର୍ଣ୍ଣପୁର ଜିଲ୍ଲା ବା ସୋନପୁର ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ସୁବର୍ଣ୍ଣପୁର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୁବର୍ଣ୍ଣପୁର ଜିଲ୍ଲା ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ଗଠନ ହେଇଥିଲା । ତା ପୂର୍ବରୁ ବଲାଙ୍ଗିର ଜିଲ୍ଲାରେ ମିଶିକି ଥିଲା । ଏହି ଜିଲ୍ଲାକୁ ସୋନପୁର ଜିଲ୍ଲା ମଧ୍ୟ କୁହାଯାଏ । ଏହି ଜିଲ୍ଲାର ଉତ୍ତରରେ ସମ୍ବଲପୁର ଜିଲ୍ଲା ଅବସ୍ଥିତ ଏବଂ ଦକ୍ଷିଣ ଓ ଦକ୍ଷିଣ-ପୂର୍ବରେ ବୌଦ୍ଧ ଜିଲ୍ଲା ଅବସ୍ଥିତ ଏବଂ ପଂଶ୍ଚିମରେ ବଲାଙ୍ଗିର ଜିଲ୍ଲା ଅବସ୍ଥିତ । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ୱାସ କରାଯାଏ । ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, ସୋନପୁରର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ ।
ଭୂଗୋଳ
ଓଡ଼ିଶାର ପଶ୍ଚିମ ଭାଗରେ ଅବସ୍ଥିତ ସୁବର୍ଣ୍ଣପୁର ଜିଲ୍ଲାର ଆୟତନ ୨,୨୮୪.୪ ବର୍ଗ କିମି [୧]
ମୁଖ୍ୟ ନଦୀ
- ମହାନଦୀ
- ଅଙ୍ଗ
- ତେଲ
- ଶୁକତେଲ
ଜନସଂଖ୍ୟା
୨୦୧୧ ଜନଗଣନା [୨]ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୬,୫୨,୧୦୭ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୬,୦୨,୧୭୫ ଓ ସହରାଞ୍ଚଳରେ ୪୯,୯୩୨ ଲୋକ ବାସ କରନ୍ତି ।[୩]
- ପୁରୁଷ: ୩,୩୨,୮୯୭
- ମହିଳା: ୩,୧୯,୨୧୦
- ଛ ବର୍ଷରୁ କମ: ୭୬,୫୩୬
- ପଢୁଆ ହାର: ୭୪.୪୨%
- ପୁରୁଷ: ୭୮.୪୧%
- ମହିଳା: ୮୪.୭୮%
ପ୍ରଶାସନିକ ବିଭାଗ
- ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ସୋନପୁର ଓ ୨. ବୀରମହରାଜପୁର ।
- ତହସିଲ: (୬): ଉଲୁଣ୍ଡା, ରାମପୁର, ବିନିକା, ବୀରମହାରାଜାପୁର, ତରଭା ଓ ସୋନପୁର
- ବ୍ଳକ: (୬): ଉଲୁଣ୍ଡା, ଡୁଙ୍ଗୁରିପାଲ୍ଲି, ତରଭା, ବିନିକା, ବୀରମହାରାଜାପୁର, ସୋନପୁର
- ଗ୍ରାମ ପଞ୍ଚାୟତ: ୯୬
- ଗ୍ରାମ: ୯୫୯
ପର୍ଯ୍ୟଟନ ସ୍ଥଳ
- ଲଙ୍କେଶ୍ୱରୀ ମନ୍ଦିର: ଲଙ୍କେଶ୍ୱରୀ ଠାକୁରାଣୀ ମନ୍ଦିର ସୋନପୁରର ଏକ ପ୍ରସିଦ୍ଧ ଠାକୁରାଣୀ ମନ୍ଦିର ।
- ସୁବର୍ଣ୍ଣମେରୁ ମନ୍ଦିର: ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣ୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଶିବ ମନ୍ଦିର ।
- ପାତାଳୀ ଶ୍ରୀକ୍ଷେତ୍ର, କୋଟସମଲାଏ: କୋଟ ସମଲାଏ: କୋଟସମଲାଏ ପାହାଡ଼ ଉପରେ ଥିବା ଏକ ସୁନ୍ଦର ଜଗନ୍ନାଥ ମନ୍ଦିର ।
- ମହିମା ପୀଠ, ଖଲିଆପାଲି: ମହିମା ଧର୍ମର ଏକ ମୁଖ୍ୟ କେନ୍ଦ୍ର
- ମେଟାକାନୀ, ଉଲୁଣ୍ଡା
- କପିଳେଶ୍ୱର ମନ୍ଦିର, ଚରଦାଠାରେ ଅବସ୍ଥିତ ।
- ସୁରେଶ୍ୱରୀ ମନ୍ଦିର – ଏହି ମନ୍ଦିର ସୋନପୁରଠାରେ ଅବସ୍ଥିତ ।
- ରାମେଶ୍ୱର ମନ୍ଦିର – ଏହି ମନ୍ଦିର ମଧ୍ୟ ସୋନପୁରଠାରେ ଅବସ୍ଥିତ ।
- ଚମ୍ପେଶ୍ୱର ଶିବ ମନ୍ଦିର – ଏହି ମନ୍ଦିର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଳ ଗ୍ରାମରେ ଅବସ୍ଥିତ ।
- ପାପକ୍ଷୟ ଏକ ଦର୍ଶନୀୟ ପୀଠ । ଏହା ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଠାରୁ ୩ କି.ମି ଦୂରରେ ମହାନଦୀ କୂଳରେ ଅବସ୍ଥିତ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋହର ।
ପର୍ବପର୍ବାଣୀ
- ଲଙ୍କା ପୋଡ଼ି: ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟା ଅବସରରେ ଲଙ୍କା ପୋଡ଼ି ଉତ୍ସବ ପାଳନ କରାଯାଇଥାଏ ।[୪] ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଲଙ୍କା ନାଶ କରିବା ଏଥିରେ ବର୍ଣ୍ଣିତ । ପିଲା ମାନେ ମାଟି ତିଆଅରି ହନୁମାନ ମୁର୍ତ୍ତି ତିଆରି କରି ସେଥିରେ କାଳ୍ପନିକ ଲଙ୍କା ଦହନ କରନ୍ତି ।
ଗ୍ୟାଲେରି
-
ସୁବର୍ଣ୍ଣମେରୁ ମନ୍ଦିର
-
କୋଟସମଲାଏର ପାତାଳୀ ଶ୍ରୀକ୍ଷେତ୍ର
-
ବଳି ଯାତ, ଲଙ୍କେଶ୍ୱରୀ ମନ୍ଦିର
-
ଲଙ୍କାପୋଡ଼ି
ଆଧାର
- ↑ ସୁବର୍ଣ୍ଣପୁର ଜିଲ୍ଲାର ସରକାରୀ ପୃଷ୍ଠା
- ↑ Census 2011: Odisha: Provisional Population Totals
- ↑ Census 2011: Odisha: Rural Urban Distribution
- ↑ "ସୁବର୍ଣ୍ଣପୁରରେ ଲଙ୍କାପୋଡ଼ି ଉତ୍ସବ". ଧରିତ୍ରୀ. Retrieved 2 September 2016.
ଅଧିକ ତଥ୍ୟ
- Official website
- Iconography of the Buddhist Sculpture of Orissa
- Cultural Profile of South Kosal
- Pasayat, C. (1994), "Myth and Reality in Little Tradition: A Study of Dandanata in Orissa" in Man in India, Vol.74, No.4, December 1994, pp. 413–427.
- Pasayat, C. (1998), Tribe, Caste and Folkculture, Jaipur/New Delhi: Rawat Publications.
- Pasayat, C. (2003), Glimpses of Tribal and Folkculture, New Delhi: Anmol Pub. Pvt. Ltd.