"ସର୍ବପଲ୍ଲୀ ରାଧାକୃଷ୍ଣନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୨୧ କ ଧାଡ଼ି: ୨୧ କ ଧାଡ଼ି:
|death_date = {{death date and age|1975|4|17|1888|9|5|df=y}}
|death_date = {{death date and age|1975|4|17|1888|9|5|df=y}}
|death_place = [[ଚେନ୍ନାଇ]], ଭାରତ
|death_place = [[ଚେନ୍ନାଇ]], ଭାରତ
|party = [[Independent (politician)|ସ୍ବାଧୀନ]]
|party = [[Independent (politician)|ସ୍ୱାଧୀନ]]
|spouse = ଶିବକାମୁ
|spouse = ଶିବକାମୁ
|children = ୫ ଝିଅ<br /> ୧ ପୁଅ
|children = ୫ ଝିଅ<br /> ୧ ପୁଅ
|alma_mater = ମାଡ୍ରାସ ବିଶ୍ବବିଦ୍ୟାଳୟ
|alma_mater = ମାଡ୍ରାସ ବିଶ୍ୱବିଦ୍ୟାଳୟ
|profession = [[ଦାର୍ଶନିକ]]<br />ପ୍ରାଧ୍ୟାପକ
|profession = [[ଦାର୍ଶନିକ]]<br />ପ୍ରାଧ୍ୟାପକ
|religion = [[ହିନ୍ଦୁ]]
|religion = [[ହିନ୍ଦୁ]]
୩୩ କ ଧାଡ଼ି: ୩୩ କ ଧାଡ଼ି:
== ଜୀବନୀ ==
== ଜୀବନୀ ==
=== ବାଲ୍ୟ ଜୀବନ ===
=== ବାଲ୍ୟ ଜୀବନ ===
ତାମିଲନାଡୁ ରାଜ୍ୟର ଚେନ୍ନାଇ ନଗରଠାରୁ ପ୍ରାୟ ୪୦ କି.ମି. ଦୂରରେ ଅବସ୍ଥିତ ତିରୁତ୍ତାଣି ଗ୍ରାମରେ ୧୮୮୮ ସେପ୍ଟେମ୍ବର ୫ ତାରିଖ ଦିନ ସେ ଜନ୍ମ ଗ୍ରହଣ କରିଥଲେ । ତାଙ୍କ ପିତାଙ୍କ ନାମ ବୀରସ୍ବାମୀ ଓ ମାତା ସୀତାମ୍ମା । ରାଧାକୃଷ୍ଣନ୍‌ଙ୍କର ବାଲ୍ୟ ଜୀବନର ଅଧିକାଂଶ ସମୟ ତିରୁତ୍ତାଣି ଓ ତିରୁପତିଠାରେ କଟିଥିଲା । ତିରୁତ୍ତାଣିର ପ୍ରାଇମେରି ବୋର୍ଡ ଉଚ୍ଚ ବିଦ୍ୟାଳୟରେ ତାଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା । ପିତା ସ୍ଥାନୀୟ ଜମିଦାରଙ୍କ ପାଖରେ ଅଧସ୍ତନ କର୍ମଚାରୀ ଭାବେ କାମ କରିବା ସହ ସାମୟିକ ଶିକ୍ଷକତା କରି ତାଙ୍କର ପାଞ୍ଚଗୋଟି ସନ୍ତାନକୁ ବଢାଇଥିଲେ । ତାଙ୍କର ପୂର୍ବଜମାନେ ସର୍ବପଲ୍ଲୀ ଗ୍ରାମରେ ବସବାସ କରୁଥଲେ । ଦକ୍ଷିଣ ଭାରତର କେତେକ କୁଳାଚାର ଅନୁସାରେ ଗ୍ରାମର ନାମ ବା ଗୋତ୍ର ସାଙ୍ଗିଆ ପରି ପ୍ରତି ଗ୍ରାମବାସୀଙ୍କ ନାମର ପ୍ରାରମ୍ଭରେ ରହେ । ସେହି ନିୟମରେ ତାଙ୍କର ନାମ ହେଲା ସର୍ବପଲ୍ଲୀ ରାଧାକୃଷ୍ଣନ୍ । ଡକୃରେଟ୍ (ବିଦ୍ୟାବାରିଧୂ ଡିଗ୍ରୀ ସହ ସମାନ) ଉପାଧଟି ସେ “ The Ethics of Vedants" ନିବନ୍ଧ ଲେଖି ଅର୍ଜନ କରିଥଲେ । ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ ୧୯୨୬ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଯାତ୍ରା କରି ଚିକାଗୋ (ସିକାଗୋ)ଠାରେ ହସ୍କେଲ୍ ବକ୍ତୃତାମାଳା ପ୍ରଦାନ କରିଥଲେ । ଜଟିଳ ତଥ୍ୟର ସରଳ ତର୍ଜମା, ଶୁଦ୍ଧ ଇଂରାଜୀ ଓ ସାବଲୀଳ ଢଙ୍ଗରେ କଥାବସ୍ତୁର ଉପସ୍ଥାପନ ଥଲା ତାଙ୍କ ବକ୍ତବ୍ୟର ବିଶେଷତ୍ବ । ଭାରତ ପ୍ରତ୍ୟାବର୍ତ୍ତନ କରି ସେ ୧୯୩୧-୩୬ ଯାଏଁ ଆନ୍ଧ୍ର ପ୍ରଦେଶ ବିଶ୍ବବିଦ୍ୟାଳୟର କୁଳପତି ହେଲେ ।
ତାମିଲନାଡୁ ରାଜ୍ୟର ଚେନ୍ନାଇ ନଗରଠାରୁ ପ୍ରାୟ ୪୦ କି.ମି. ଦୂରରେ ଅବସ୍ଥିତ ତିରୁତ୍ତାଣି ଗ୍ରାମରେ ୧୮୮୮ ସେପ୍ଟେମ୍ବର ୫ ତାରିଖ ଦିନ ସେ ଜନ୍ମ ଗ୍ରହଣ କରିଥଲେ । ତାଙ୍କ ପିତାଙ୍କ ନାମ ବୀରସ୍ୱାମୀ ଓ ମାତା ସୀତାମ୍ମା । ରାଧାକୃଷ୍ଣନ୍‌ଙ୍କର ବାଲ୍ୟ ଜୀବନର ଅଧିକାଂଶ ସମୟ ତିରୁତ୍ତାଣି ଓ ତିରୁପତିଠାରେ କଟିଥିଲା । ତିରୁତ୍ତାଣିର ପ୍ରାଇମେରି ବୋର୍ଡ ଉଚ୍ଚ ବିଦ୍ୟାଳୟରେ ତାଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା । ପିତା ସ୍ଥାନୀୟ ଜମିଦାରଙ୍କ ପାଖରେ ଅଧସ୍ତନ କର୍ମଚାରୀ ଭାବେ କାମ କରିବା ସହ ସାମୟିକ ଶିକ୍ଷକତା କରି ତାଙ୍କର ପାଞ୍ଚଗୋଟି ସନ୍ତାନକୁ ବଢାଇଥିଲେ । ତାଙ୍କର ପୂର୍ବଜମାନେ ସର୍ବପଲ୍ଲୀ ଗ୍ରାମରେ ବସବାସ କରୁଥଲେ । ଦକ୍ଷିଣ ଭାରତର କେତେକ କୁଳାଚାର ଅନୁସାରେ ଗ୍ରାମର ନାମ ବା ଗୋତ୍ର ସାଙ୍ଗିଆ ପରି ପ୍ରତି ଗ୍ରାମବାସୀଙ୍କ ନାମର ପ୍ରାରମ୍ଭରେ ରହେ । ସେହି ନିୟମରେ ତାଙ୍କର ନାମ ହେଲା ସର୍ବପଲ୍ଲୀ ରାଧାକୃଷ୍ଣନ୍ । ଡକୃରେଟ୍ (ବିଦ୍ୟାବାରିଧୂ ଡିଗ୍ରୀ ସହ ସମାନ) ଉପାଧଟି ସେ “ The Ethics of Vedants" ନିବନ୍ଧ ଲେଖି ଅର୍ଜନ କରିଥଲେ । ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ ୧୯୨୬ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଯାତ୍ରା କରି ଚିକାଗୋ (ସିକାଗୋ)ଠାରେ ହସ୍କେଲ୍ ବକ୍ତୃତାମାଳା ପ୍ରଦାନ କରିଥଲେ । ଜଟିଳ ତଥ୍ୟର ସରଳ ତର୍ଜମା, ଶୁଦ୍ଧ ଇଂରାଜୀ ଓ ସାବଲୀଳ ଢଙ୍ଗରେ କଥାବସ୍ତୁର ଉପସ୍ଥାପନ ଥଲା ତାଙ୍କ ବକ୍ତବ୍ୟର ବିଶେଷତ୍ୱ । ଭାରତ ପ୍ରତ୍ୟାବର୍ତ୍ତନ କରି ସେ ୧୯୩୧-୩୬ ଯାଏଁ ଆନ୍ଧ୍ର ପ୍ରଦେଶ ବିଶ୍ୱବିଦ୍ୟାଳୟର କୁଳପତି ହେଲେ ।

=== ଶିକ୍ଷା ===
=== ଶିକ୍ଷା ===
ରାଧାକୃଷ୍ଣନ୍ ଥିଲେ ଖୁବ୍ ମେଧାବୀ, ଶ୍ରଦ୍ଧାଶୀଳ ଓ ଅଧୟନରତ ବିଦ୍ୟାର୍ଥୀ । ତାଙ୍କର ସ୍କୁଲ କଲେଜର ପାଠପଢା ଥଲା ମିଶନାରୀ ଶିକ୍ଷାନୁଷ୍ଠାନମାନଙ୍କରେ । ୧୯୦୯ ଖ୍ରୀ.ଅରେ ମାନ୍ଦ୍ରାଜ ବିଶ୍ବବିଦ୍ୟାଳତରୁ ଦର୍ଶନଶାସ୍ତ୍ରରେ ଏମ୍.ଏ. ପାଶ୍ କରି ସେ ପ୍ରେସିଡେନ୍ସି କଲେଜ, ମାନ୍ଦ୍ରାଜ୍ (ବର୍ତ୍ତମାନର ଚେନ୍ନାଇ)ରେ ଅଧାପକ ଭାବେ କାମ କଲେ । ୧୯୧୭ ଖ୍ରୀ.ଅ.ପର୍ଯ୍ୟନ୍ତ ପ୍ରେସିଡେନ୍ସି କଲେଜରେ ଅଧାପନା କରିବାପରେ ମହୀଶୁର ରାଜ୍ୟର ଦେୱାନ୍ (ଭାରତରତ୍ନ) ବିଶ୍ବେଶ୍ବରାୟ ମୋକ୍ଷଗୁଣ୍ଡମଙ୍କ ଅନୁରୋଧକ୍ରମେ ସେ ମହୀଶୁର ବିଶ୍ବବିଦ୍ୟାଳୟରେ ଯୋଗଦେଲେ । ତା'ପରେ ମହାରାଜା କଲେଜ୍, ମହୀଶୁରରେ ଯୋଗଦେଲେ । କଲିକତା ବିଶ୍ବବିଦ୍ୟାଳୟର କୁଳପତି ସାର୍- ଆଶୁତୋଷ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ ସେ ସେଇ ବିଶ୍ବବିଦ୍ୟାଳୟର ଏକ ବିଶିଷ୍ଟ ଆସନ KING GEORGE V Chair of Mental & Moral Science ଅଳଂକୃତ କରିଥଲେ ।
ରାଧାକୃଷ୍ଣନ୍ ଥିଲେ ଖୁବ୍ ମେଧାବୀ, ଶ୍ରଦ୍ଧାଶୀଳ ଓ ଅଧୟନରତ ବିଦ୍ୟାର୍ଥୀ । ତାଙ୍କର ସ୍କୁଲ କଲେଜର ପାଠପଢା ଥଲା ମିଶନାରୀ ଶିକ୍ଷାନୁଷ୍ଠାନମାନଙ୍କରେ । ୧୯୦୯ ଖ୍ରୀ.ଅରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳତରୁ ଦର୍ଶନଶାସ୍ତ୍ରରେ ଏମ୍.ଏ. ପାଶ୍ କରି ସେ ପ୍ରେସିଡେନ୍ସି କଲେଜ, ମାନ୍ଦ୍ରାଜ୍ (ବର୍ତ୍ତମାନର ଚେନ୍ନାଇ)ରେ ଅଧାପକ ଭାବେ କାମ କଲେ । ୧୯୧୭ ଖ୍ରୀ.ଅ.ପର୍ଯ୍ୟନ୍ତ ପ୍ରେସିଡେନ୍ସି କଲେଜରେ ଅଧାପନା କରିବାପରେ ମହୀଶୁର ରାଜ୍ୟର ଦେୱାନ୍ (ଭାରତରତ୍ନ) ବିଶ୍ୱେଶ୍ୱରାୟ ମୋକ୍ଷଗୁଣ୍ଡମଙ୍କ ଅନୁରୋଧକ୍ରମେ ସେ ମହୀଶୁର ବିଶ୍ୱବିଦ୍ୟାଳୟରେ ଯୋଗଦେଲେ । ତା'ପରେ ମହାରାଜା କଲେଜ୍, ମହୀଶୁରରେ ଯୋଗଦେଲେ । କଲିକତା ବିଶ୍ୱବିଦ୍ୟାଳୟର କୁଳପତି ସାର୍- ଆଶୁତୋଷ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ ସେ ସେଇ ବିଶ୍ୱବିଦ୍ୟାଳୟର ଏକ ବିଶିଷ୍ଟ ଆସନ KING GEORGE V Chair of Mental & Moral Science ଅଳଂକୃତ କରିଥଲେ ।

=== ବୈବାହିକ ଜୀବନ ===
=== ବୈବାହିକ ଜୀବନ ===
୪୨ କ ଧାଡ଼ି: ୪୨ କ ଧାଡ଼ି:

=== ରାଜନୈତିକ ଜୀବନ ===
=== ରାଜନୈତିକ ଜୀବନ ===
୧୯୪୯ରେ ଭାରତର ରାଷ୍ଟ୍ରଦୂତ ଭାବେ ସୋଭିଏତ୍ ଋଷ୍ ଯାଇଥିଲେ । ତତ୍କାଳୀନ ରଷ ରାଷ୍ଟ୍ରପତି ଷ୍ଟାଲିନ୍‌ଙ୍କୁ ସେ ନିଜର ପ୍ରଜ୍ଞା ବଳରେ ମୁଗ୍ଧ କରାଇ ଥିଲେ । ଆଲ୍‌ଜେରିଆ ଦେଶ ସ୍ବାଧୀନ ବେଳେ ଉପୁଜିଥିବା ସମସ୍ୟା ସମାଧାନ ନିମନ୍ତେ ସେ କଷ୍ଟ ସ୍ୱୀକାର କରିଥଲେ । ୧୯୫୨ରୁ ୧୯୬୨ ଯାଏଁ ଦୁଇଥର ଆମର ଉପରାଷ୍ଟ୍ରପତି ଭାବେ ଦାୟିତ୍ବ ତୁଲାଇଥଲେ । ସନ ୧୯୬୨–୬୭ ଯାଏ ସେ ହେଲେ ଦେଶର ମହାମାନ୍ୟ ରାଷ୍ଟ୍ରପତି । ତାଙ୍କ ପ୍ରଜ୍ଞାର ମହକ କ୍ରମେ ଦିଗ ବିଦିଗକୁ ପରିବ୍ୟାପ୍ତ ହେଲା । ସେ '''League of Nations' Committee for Intellectual Co-operation'''ର ପରାମର୍ଶଦାତା ରୂପେ ନିଯୁକ୍ତି ପାଇଲେ । ସନ ୧୯୩୯ ମସିହା ପର୍ଯ୍ୟନ୍ତ ଏହା ଜାରି ରହିଲା । ସନ ୧୯୪୬ ମସିହାରେ ତାଙ୍କର ଆମେରିକା ଗସ୍ତ ଥିଲା ବେଶ ଗୁରୁତ୍ବ ପୂର୍ଣ୍ଣ । ସେଇ ଅବସରରେ ସେ ହାଭାର୍ଡ, ୟେଲ୍, ଲସଏଞ୍ଜେଲସ୍, ମିଚିଗାନ୍, କରନେଲ୍ ପ୍ରଭୃତିର ଶିକ୍ଷାୟତନରେ ବକ୍ତୃତା ଦେଇଥଲେ । ଭାରତର ପ୍ରତିନିଧ ଭାବେ ସେ UNEscoର ତିନିଗୋଟି ଅଧୁବେଶନରେ ଯୋଗ ଦେଇଥଲେ । ଆମ ଦେଶ ସ୍ବାଧୀନ (୧୯୪୭) ହେବା ପରେ ବିଶ୍ବବିଦ୍ୟାଳୟ ଶିକ୍ଷା ଆୟୋଗ (୧୯୪୭–୪୯) ବସିଲା । ଏହାର ଅଧକ୍ଷ ହେଲେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ । ଏଇ କମିଶନ– ରିପୋର୍ଟ ଶିକ୍ଷା ସମସ୍ୟା ସମାଧାନରେ ନବଦିଗନ୍ତର ସୂଚନା ଦିଏ ।
୧୯୪୯ରେ ଭାରତର ରାଷ୍ଟ୍ରଦୂତ ଭାବେ ସୋଭିଏତ୍ ଋଷ୍ ଯାଇଥିଲେ । ତତ୍କାଳୀନ ରଷ ରାଷ୍ଟ୍ରପତି ଷ୍ଟାଲିନ୍‌ଙ୍କୁ ସେ ନିଜର ପ୍ରଜ୍ଞା ବଳରେ ମୁଗ୍ଧ କରାଇ ଥିଲେ । ଆଲ୍‌ଜେରିଆ ଦେଶ ସ୍ୱାଧୀନ ବେଳେ ଉପୁଜିଥିବା ସମସ୍ୟା ସମାଧାନ ନିମନ୍ତେ ସେ କଷ୍ଟ ସ୍ୱୀକାର କରିଥଲେ । ୧୯୫୨ରୁ ୧୯୬୨ ଯାଏଁ ଦୁଇଥର ଆମର ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥଲେ । ସନ ୧୯୬୨–୬୭ ଯାଏ ସେ ହେଲେ ଦେଶର ମହାମାନ୍ୟ ରାଷ୍ଟ୍ରପତି । ତାଙ୍କ ପ୍ରଜ୍ଞାର ମହକ କ୍ରମେ ଦିଗ ବିଦିଗକୁ ପରିବ୍ୟାପ୍ତ ହେଲା । ସେ '''League of Nations' Committee for Intellectual Co-operation'''ର ପରାମର୍ଶଦାତା ରୂପେ ନିଯୁକ୍ତି ପାଇଲେ । ସନ ୧୯୩୯ ମସିହା ପର୍ଯ୍ୟନ୍ତ ଏହା ଜାରି ରହିଲା । ସନ ୧୯୪୬ ମସିହାରେ ତାଙ୍କର ଆମେରିକା ଗସ୍ତ ଥିଲା ବେଶ ଗୁରୁତ୍ୱ ପୂର୍ଣ୍ଣ । ସେଇ ଅବସରରେ ସେ ହାଭାର୍ଡ, ୟେଲ୍, ଲସଏଞ୍ଜେଲସ୍, ମିଚିଗାନ୍, କରନେଲ୍ ପ୍ରଭୃତିର ଶିକ୍ଷାୟତନରେ ବକ୍ତୃତା ଦେଇଥଲେ । ଭାରତର ପ୍ରତିନିଧ ଭାବେ ସେ UNEscoର ତିନିଗୋଟି ଅଧୁବେଶନରେ ଯୋଗ ଦେଇଥଲେ । ଆମ ଦେଶ ସ୍ୱାଧୀନ (୧୯୪୭) ହେବା ପରେ ବିଶ୍ୱବିଦ୍ୟାଳୟ ଶିକ୍ଷା ଆୟୋଗ (୧୯୪୭–୪୯) ବସିଲା । ଏହାର ଅଧକ୍ଷ ହେଲେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ । ଏଇ କମିଶନ– ରିପୋର୍ଟ ଶିକ୍ଷା ସମସ୍ୟା ସମାଧାନରେ ନବଦିଗନ୍ତର ସୂଚନା ଦିଏ ।

== ଦର୍ଶନ ==
== ଦର୍ଶନ ==
"The Ethics of Vedants" ନିବନ୍ଧଟି ତତ୍କାଳୀନ ଯୁଗର ବିଶିଷ୍ଟ ଦାର୍ଶନିକ A.G Hoggଙ୍କଦ୍ବାରା ଉଚ୍ଚ ପ୍ରଶଂସିତ ହେଇଥଲା । ସେ ୧୯୨୬ ମସିହାରେ ଇଂଲଣ୍ଡ ଯାଇ ମାଞ୍ଚେଷ୍ଟର କଲେଜରେ ଅପଟନ୍ ବକ୍ତୃତାମାଳା (Upton Lectures) ପ୍ରଦାନ କରିଥିଲେ । ତାଙ୍କ ବକ୍ତବ୍ୟର କଥାବସ୍ତୁକୁ ନେଇ ''''HINDU VIEW OF LIFE'''' ନାମକ ପୁସ୍ତକ ପ୍ରଣୟନ କରାଗଲା । [[ଭାରତୀୟ ଦର୍ଶନ କଂଗ୍ରେସ]] ପ୍ରତିଷ୍ଠାରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣବିଶ୍ବକବି ରବୀନ୍ଦ୍ରନାଥ ଠାକୁର ହୋଇଥଲେ ଏହାର ପ୍ରଥମ ସଭାପତି । ଆନ୍ତର୍ଜାତିକ ଦର୍ଶନ କଂଗ୍ରେସରେ ରାଧାକୃଷ୍ଣନ୍ ଭାରତର ପ୍ରତିନିଧିତ୍ବ କରିଥିଲେ । ଶ୍ରୀମଦ୍ ଭଗବତ୍ ଗୀତାର ଜ୍ଞାନ-କର୍ମଭକ୍ତିତତ୍ତ୍ବ ସହ ବୌଦ୍ଧ ମତର ନୈମିତ୍ରୀବାଣୀ ପ୍ରଖ୍ୟାପନ ରାଧାକୃଷ୍ଣନ୍‌ଙ୍କ ବାଗ୍ମୀ ଜୀବନକୁ କରିଥଲା ଉତ୍ସାହପ୍ରଦ । ରାଧାକୃଷ୍ଣନ୍ ଥିଲେ ଗୋଷ୍ଠୀ, ଦଳ ବା ସମ୍ପ୍ରଦାୟର ବହୁ ଉର୍ଦ୍ଧରେ । ସଂକୀର୍ଣ୍ଣତାରୁ ସମ୍ପୂର୍ଣ୍ଣମୁକ୍ତ । ତାଙ୍କର ଉଲ୍ଲେଖନୀୟ କୃତିତ୍ବକୁ ଗଣନା କରି ବିଶ୍ବର ଶ୍ରେଷ୍ଠ ନାଗରିକ ଭାବେ ତାଙ୍କୁ ବିବେଚନା କରାଯାଇ ପାରେ ।
"The Ethics of Vedants" ନିବନ୍ଧଟି ତତ୍କାଳୀନ ଯୁଗର ବିଶିଷ୍ଟ ଦାର୍ଶନିକ A.G Hoggଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହେଇଥଲା । ସେ ୧୯୨୬ ମସିହାରେ ଇଂଲଣ୍ଡ ଯାଇ ମାଞ୍ଚେଷ୍ଟର କଲେଜରେ ଅପଟନ୍ ବକ୍ତୃତାମାଳା (Upton Lectures) ପ୍ରଦାନ କରିଥିଲେ । ତାଙ୍କ ବକ୍ତବ୍ୟର କଥାବସ୍ତୁକୁ ନେଇ ''''HINDU VIEW OF LIFE'''' ନାମକ ପୁସ୍ତକ ପ୍ରଣୟନ କରାଗଲା । [[ଭାରତୀୟ ଦର୍ଶନ କଂଗ୍ରେସ]] ପ୍ରତିଷ୍ଠାରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ହୋଇଥଲେ ଏହାର ପ୍ରଥମ ସଭାପତି । ଆନ୍ତର୍ଜାତିକ ଦର୍ଶନ କଂଗ୍ରେସରେ ରାଧାକୃଷ୍ଣନ୍ ଭାରତର ପ୍ରତିନିଧିତ୍ୱ କରିଥିଲେ । ଶ୍ରୀମଦ୍ ଭଗବତ୍ ଗୀତାର ଜ୍ଞାନ-କର୍ମଭକ୍ତିତତ୍ତ୍ୱ ସହ ବୌଦ୍ଧ ମତର ନୈମିତ୍ରୀବାଣୀ ପ୍ରଖ୍ୟାପନ ରାଧାକୃଷ୍ଣନ୍‌ଙ୍କ ବାଗ୍ମୀ ଜୀବନକୁ କରିଥଲା ଉତ୍ସାହପ୍ରଦ । ରାଧାକୃଷ୍ଣନ୍ ଥିଲେ ଗୋଷ୍ଠୀ, ଦଳ ବା ସମ୍ପ୍ରଦାୟର ବହୁ ଉର୍ଦ୍ଧରେ । ସଂକୀର୍ଣ୍ଣତାରୁ ସମ୍ପୂର୍ଣ୍ଣମୁକ୍ତ । ତାଙ୍କର ଉଲ୍ଲେଖନୀୟ କୃତିତ୍ୱକୁ ଗଣନା କରି ବିଶ୍ୱର ଶ୍ରେଷ୍ଠ ନାଗରିକ ଭାବେ ତାଙ୍କୁ ବିବେଚନା କରାଯାଇ ପାରେ ।

== ପୁରସ୍କାର ଓ ସମ୍ମାନ ==
== ପୁରସ୍କାର ଓ ସମ୍ମାନ ==
* ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର [[ଭାରତ ରତ୍ନ]] ୧୯୬୮ରେ ତାଙ୍କୁ ପ୍ରଦତ୍ତ ହୋଇଥଲା । <ref name=wonderfulinfo>{{cite web|title=Dr. Sarvepalli Radhakrishnan – Biography|url=http://www.wonderfulinfo.net/dr-sarvepalli-radhakrishnan-biography/|accessdate=10 September 2015}}</ref>

* ଏଥପୂର୍ବରୁ ୧୯୬୪ରେ ଭଟିକାନ୍ସର ପୋପ୍ ମହାମାନ୍ୟ ପର୍ଲି ମହାଶୟ ସ୍ବୟଂ ବମ୍ବେ (ମୁମ୍ବାଇ) ଆସି ରାଧାକୃଷ୍ଣନ୍‌ଙ୍କୁ ସମ୍ମାନରେ ଭୂଷିତ କରିଥଲେ ।
* ଏଥପୂର୍ବରୁ ୧୯୬୪ରେ ଭଟିକାନ୍ସର ପୋପ୍ ମହାମାନ୍ୟ ପର୍ଲି ମହାଶୟ ସ୍ୱୟଂ ବମ୍ବେ (ମୁମ୍ବାଇ) ଆସି ରାଧାକୃଷ୍ଣନ୍‌ଙ୍କୁ ସମ୍ମାନରେ ଭୂଷିତ କରିଥଲେ ।
* ଡକୃର ରାଧାକୃଷ୍ଣନ୍ କେନ୍ଦ୍ର ସାହିତ୍ୟ ଅକାଦମୀର ଥିଲେ ପ୍ରଥମ ଫେଲେ। (୧୯୬୬ ମସିହା) ।
* ଡକୃର ରାଧାକୃଷ୍ଣନ୍ କେନ୍ଦ୍ର ସାହିତ୍ୟ ଅକାଦମୀର ଥିଲେ ପ୍ରଥମ ଫେଲେ। (୧୯୬୬ ମସିହା) ।
* ଭାରତୀୟ ବିଦ୍ୟା ଭବନ ତରଫରୁ ତାଙ୍କୁ ବ୍ରହ୍ମବିଦ୍ୟା ଭାସ୍କର ଉପାଧୁ ପ୍ରଦତ୍ତ ହୋଇଥଲା ।
* ଭାରତୀୟ ବିଦ୍ୟା ଭବନ ତରଫରୁ ତାଙ୍କୁ ବ୍ରହ୍ମବିଦ୍ୟା ଭାସ୍କର ଉପାଧୁ ପ୍ରଦତ୍ତ ହୋଇଥଲା ।
* ଇଂଲଣ୍ଡର ରାଣୀଙ୍କଠାରୁ "Order of Merit " ଉପାଧି
* ଇଂଲଣ୍ଡର ରାଣୀଙ୍କଠାରୁ "Order of Merit " ଉପାଧି
* ପେନ୍‌ସିଲଭାନିଆ ବିଶ୍ବବିଦ୍ୟାଳୟରୁ "Doctor of Law" ସମ୍ମାନ
* ପେନ୍‌ସିଲଭାନିଆ ବିଶ୍ୱବିଦ୍ୟାଳୟରୁ "Doctor of Law" ସମ୍ମାନ
* ମଙ୍ଗୋଲିଆ ସରକାରଙ୍କଠାରୁ ଜ୍ଞାନଗୁରୁ ସମ୍ମାନ
* ମଙ୍ଗୋଲିଆ ସରକାରଙ୍କଠାରୁ ଜ୍ଞାନଗୁରୁ ସମ୍ମାନ
* Templeton Foundation ତରଫରୁ Templeton Award (1975)
* Templeton Foundation ତରଫରୁ Templeton Award (1975)

୦୪:୦୨, ୧୬ ଡିସେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ

ସର୍ବପଲ୍ଲୀ ରାଧାକୃଷ୍ଣନ
ଭାରତର ୨ୟ ରାଷ୍ଟ୍ରପତି
କାର୍ଯ୍ୟକାଳ
୧୩ ମଇ,୧୯୬୨ – ୧୩ ମଇ,୧୯୬୭
ପ୍ରଧାନ ମନ୍ତ୍ରୀଜବାହରଲାଲ ନେହେରୁ
ଗୁଲଜାରିଲାଲ ନନ୍ଦା (କାର୍ୟକାରୀ)
ଲାଲ ବାହାଦୁର ଶାସ୍ତ୍ରୀ
ଗୁଲଜାରିଲାଲ ନନ୍ଦା (କାର୍ୟକାରୀ)
ଇନ୍ଦିରା ଗାନ୍ଧୀ
Vice Presidentଜାକିର ହୁସେନ
ପୂର୍ବ ଅଧିକାରୀରାଜେନ୍ଦ୍ର ପ୍ରସାଦ
ପର ଅଧିକାରୀଜାକିର ହୁସେନ
ଭାରତର ପ୍ରଥମ ଉପ-ରାଷ୍ଟ୍ରପତି
କାର୍ଯ୍ୟକାଳ
୧୩ ମଇ,୧୯୫୨ – ୧୨ ମଇ,୧୯୬୨
ରାଷ୍ଟ୍ରପତିରାଜେନ୍ଦ୍ର ପ୍ରସାଦ
ପର ଅଧିକାରୀଜାକିର ହୁସେନ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1888-09-05)୫ ସେପ୍ଟେମ୍ବର ୧୮୮୮
ତିରୁଟ୍ଟନି, ଭାରତ
ମୃତ୍ୟୁ୧୭ ଅପ୍ରେଲ ୧୯୭୫(1975-04-17) (ବୟସ ୮୬)
ଚେନ୍ନାଇ, ଭାରତ
ରାଜନୀତିକ ଦଳସ୍ୱାଧୀନ
ଜୀବନ ସାଥୀଶିବକାମୁ
ସନ୍ତାନ୫ ଝିଅ
୧ ପୁଅ
ଶିକ୍ଷାନୁଷ୍ଠାନମାଡ୍ରାସ ବିଶ୍ୱବିଦ୍ୟାଳୟ
ପେଷାଦାର୍ଶନିକ
ପ୍ରାଧ୍ୟାପକ

ଆମ ଦେଶରେ ସର୍ବତ୍ର ସେପ୍ଟେମ୍ବର ୫ ତାରିଖରେ ଗୁରୁଦିବସ ପାଳନ କରାଯାଏ । ଏଇ ଦିନଟି ହେଲା ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କର ଜନ୍ମତିଥ୍ । ଜଣେ ପ୍ରଜ୍ଞାଦୀପ୍ତ ଦାର୍ଶନିକ, କୁଶଳୀ ରାଷ୍ଟ୍ରନୀତିଜ୍ଞ ତଥା ଆଦର୍ଶ ଶିକ୍ଷକ ଭାବରେ ସେ ଦେଶ ବିଦେଶରେ ପରିଚିତ ।[୧]

ଜୀବନୀ

ବାଲ୍ୟ ଜୀବନ

ତାମିଲନାଡୁ ରାଜ୍ୟର ଚେନ୍ନାଇ ନଗରଠାରୁ ପ୍ରାୟ ୪୦ କି.ମି. ଦୂରରେ ଅବସ୍ଥିତ ତିରୁତ୍ତାଣି ଗ୍ରାମରେ ୧୮୮୮ ସେପ୍ଟେମ୍ବର ୫ ତାରିଖ ଦିନ ସେ ଜନ୍ମ ଗ୍ରହଣ କରିଥଲେ । ତାଙ୍କ ପିତାଙ୍କ ନାମ ବୀରସ୍ୱାମୀ ଓ ମାତା ସୀତାମ୍ମା । ରାଧାକୃଷ୍ଣନ୍‌ଙ୍କର ବାଲ୍ୟ ଜୀବନର ଅଧିକାଂଶ ସମୟ ତିରୁତ୍ତାଣି ଓ ତିରୁପତିଠାରେ କଟିଥିଲା । ତିରୁତ୍ତାଣିର ପ୍ରାଇମେରି ବୋର୍ଡ ଉଚ୍ଚ ବିଦ୍ୟାଳୟରେ ତାଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା । ପିତା ସ୍ଥାନୀୟ ଜମିଦାରଙ୍କ ପାଖରେ ଅଧସ୍ତନ କର୍ମଚାରୀ ଭାବେ କାମ କରିବା ସହ ସାମୟିକ ଶିକ୍ଷକତା କରି ତାଙ୍କର ପାଞ୍ଚଗୋଟି ସନ୍ତାନକୁ ବଢାଇଥିଲେ । ତାଙ୍କର ପୂର୍ବଜମାନେ ସର୍ବପଲ୍ଲୀ ଗ୍ରାମରେ ବସବାସ କରୁଥଲେ । ଦକ୍ଷିଣ ଭାରତର କେତେକ କୁଳାଚାର ଅନୁସାରେ ଗ୍ରାମର ନାମ ବା ଗୋତ୍ର ସାଙ୍ଗିଆ ପରି ପ୍ରତି ଗ୍ରାମବାସୀଙ୍କ ନାମର ପ୍ରାରମ୍ଭରେ ରହେ । ସେହି ନିୟମରେ ତାଙ୍କର ନାମ ହେଲା ସର୍ବପଲ୍ଲୀ ରାଧାକୃଷ୍ଣନ୍ । ଡକୃରେଟ୍ (ବିଦ୍ୟାବାରିଧୂ ଡିଗ୍ରୀ ସହ ସମାନ) ଉପାଧଟି ସେ “ The Ethics of Vedants" ନିବନ୍ଧ ଲେଖି ଅର୍ଜନ କରିଥଲେ । ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ ୧୯୨୬ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଯାତ୍ରା କରି ଚିକାଗୋ (ସିକାଗୋ)ଠାରେ ହସ୍କେଲ୍ ବକ୍ତୃତାମାଳା ପ୍ରଦାନ କରିଥଲେ । ଜଟିଳ ତଥ୍ୟର ସରଳ ତର୍ଜମା, ଶୁଦ୍ଧ ଇଂରାଜୀ ଓ ସାବଲୀଳ ଢଙ୍ଗରେ କଥାବସ୍ତୁର ଉପସ୍ଥାପନ ଥଲା ତାଙ୍କ ବକ୍ତବ୍ୟର ବିଶେଷତ୍ୱ । ଭାରତ ପ୍ରତ୍ୟାବର୍ତ୍ତନ କରି ସେ ୧୯୩୧-୩୬ ଯାଏଁ ଆନ୍ଧ୍ର ପ୍ରଦେଶ ବିଶ୍ୱବିଦ୍ୟାଳୟର କୁଳପତି ହେଲେ ।

ଶିକ୍ଷା

ରାଧାକୃଷ୍ଣନ୍ ଥିଲେ ଖୁବ୍ ମେଧାବୀ, ଶ୍ରଦ୍ଧାଶୀଳ ଓ ଅଧୟନରତ ବିଦ୍ୟାର୍ଥୀ । ତାଙ୍କର ସ୍କୁଲ କଲେଜର ପାଠପଢା ଥଲା ମିଶନାରୀ ଶିକ୍ଷାନୁଷ୍ଠାନମାନଙ୍କରେ । ୧୯୦୯ ଖ୍ରୀ.ଅରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳତରୁ ଦର୍ଶନଶାସ୍ତ୍ରରେ ଏମ୍.ଏ. ପାଶ୍ କରି ସେ ପ୍ରେସିଡେନ୍ସି କଲେଜ, ମାନ୍ଦ୍ରାଜ୍ (ବର୍ତ୍ତମାନର ଚେନ୍ନାଇ)ରେ ଅଧାପକ ଭାବେ କାମ କଲେ । ୧୯୧୭ ଖ୍ରୀ.ଅ.ପର୍ଯ୍ୟନ୍ତ ପ୍ରେସିଡେନ୍ସି କଲେଜରେ ଅଧାପନା କରିବାପରେ ମହୀଶୁର ରାଜ୍ୟର ଦେୱାନ୍ (ଭାରତରତ୍ନ) ବିଶ୍ୱେଶ୍ୱରାୟ ମୋକ୍ଷଗୁଣ୍ଡମଙ୍କ ଅନୁରୋଧକ୍ରମେ ସେ ମହୀଶୁର ବିଶ୍ୱବିଦ୍ୟାଳୟରେ ଯୋଗଦେଲେ । ତା'ପରେ ମହାରାଜା କଲେଜ୍, ମହୀଶୁରରେ ଯୋଗଦେଲେ । କଲିକତା ବିଶ୍ୱବିଦ୍ୟାଳୟର କୁଳପତି ସାର୍- ଆଶୁତୋଷ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ ସେ ସେଇ ବିଶ୍ୱବିଦ୍ୟାଳୟର ଏକ ବିଶିଷ୍ଟ ଆସନ KING GEORGE V Chair of Mental & Moral Science ଅଳଂକୃତ କରିଥଲେ ।

ବୈବାହିକ ଜୀବନ

ଭେଲୋରଠାରେ ପଢୁଥିବାବେଳେ, ୧୬ ବର୍ଷ ବୟସରେ, ସେ ଶିବକାମୁଆମ୍ମାଙ୍କୁ ବିବାହ କରିଥିଲେ ।[୨] ୫୦ ବର୍ଷର ବୈବାହିକ ଜୀବନ ବିତାଇବା ପରେ ୧୯୫୬ ମସିହାରେ, ତାଙ୍କ ସହଧର୍ମିଣୀ ୧୯୫୬ ମସିହାରେ ପରଲୋକ ଗମନ କଲେ ।

ରାଜନୈତିକ ଜୀବନ

୧୯୪୯ରେ ଭାରତର ରାଷ୍ଟ୍ରଦୂତ ଭାବେ ସୋଭିଏତ୍ ଋଷ୍ ଯାଇଥିଲେ । ତତ୍କାଳୀନ ରଷ ରାଷ୍ଟ୍ରପତି ଷ୍ଟାଲିନ୍‌ଙ୍କୁ ସେ ନିଜର ପ୍ରଜ୍ଞା ବଳରେ ମୁଗ୍ଧ କରାଇ ଥିଲେ । ଆଲ୍‌ଜେରିଆ ଦେଶ ସ୍ୱାଧୀନ ବେଳେ ଉପୁଜିଥିବା ସମସ୍ୟା ସମାଧାନ ନିମନ୍ତେ ସେ କଷ୍ଟ ସ୍ୱୀକାର କରିଥଲେ । ୧୯୫୨ରୁ ୧୯୬୨ ଯାଏଁ ଦୁଇଥର ଆମର ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥଲେ । ସନ ୧୯୬୨–୬୭ ଯାଏ ସେ ହେଲେ ଦେଶର ମହାମାନ୍ୟ ରାଷ୍ଟ୍ରପତି । ତାଙ୍କ ପ୍ରଜ୍ଞାର ମହକ କ୍ରମେ ଦିଗ ବିଦିଗକୁ ପରିବ୍ୟାପ୍ତ ହେଲା । ସେ League of Nations' Committee for Intellectual Co-operationର ପରାମର୍ଶଦାତା ରୂପେ ନିଯୁକ୍ତି ପାଇଲେ । ସନ ୧୯୩୯ ମସିହା ପର୍ଯ୍ୟନ୍ତ ଏହା ଜାରି ରହିଲା । ସନ ୧୯୪୬ ମସିହାରେ ତାଙ୍କର ଆମେରିକା ଗସ୍ତ ଥିଲା ବେଶ ଗୁରୁତ୍ୱ ପୂର୍ଣ୍ଣ । ସେଇ ଅବସରରେ ସେ ହାଭାର୍ଡ, ୟେଲ୍, ଲସଏଞ୍ଜେଲସ୍, ମିଚିଗାନ୍, କରନେଲ୍ ପ୍ରଭୃତିର ଶିକ୍ଷାୟତନରେ ବକ୍ତୃତା ଦେଇଥଲେ । ଭାରତର ପ୍ରତିନିଧ ଭାବେ ସେ UNEscoର ତିନିଗୋଟି ଅଧୁବେଶନରେ ଯୋଗ ଦେଇଥଲେ । ଆମ ଦେଶ ସ୍ୱାଧୀନ (୧୯୪୭) ହେବା ପରେ ବିଶ୍ୱବିଦ୍ୟାଳୟ ଶିକ୍ଷା ଆୟୋଗ (୧୯୪୭–୪୯) ବସିଲା । ଏହାର ଅଧକ୍ଷ ହେଲେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ । ଏଇ କମିଶନ– ରିପୋର୍ଟ ଶିକ୍ଷା ସମସ୍ୟା ସମାଧାନରେ ନବଦିଗନ୍ତର ସୂଚନା ଦିଏ ।

ଦର୍ଶନ

"The Ethics of Vedants" ନିବନ୍ଧଟି ତତ୍କାଳୀନ ଯୁଗର ବିଶିଷ୍ଟ ଦାର୍ଶନିକ A.G Hoggଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହେଇଥଲା । ସେ ୧୯୨୬ ମସିହାରେ ଇଂଲଣ୍ଡ ଯାଇ ମାଞ୍ଚେଷ୍ଟର କଲେଜରେ ଅପଟନ୍ ବକ୍ତୃତାମାଳା (Upton Lectures) ପ୍ରଦାନ କରିଥିଲେ । ତାଙ୍କ ବକ୍ତବ୍ୟର କଥାବସ୍ତୁକୁ ନେଇ 'HINDU VIEW OF LIFE' ନାମକ ପୁସ୍ତକ ପ୍ରଣୟନ କରାଗଲା । ଭାରତୀୟ ଦର୍ଶନ କଂଗ୍ରେସ ପ୍ରତିଷ୍ଠାରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ହୋଇଥଲେ ଏହାର ପ୍ରଥମ ସଭାପତି । ଆନ୍ତର୍ଜାତିକ ଦର୍ଶନ କଂଗ୍ରେସରେ ରାଧାକୃଷ୍ଣନ୍ ଭାରତର ପ୍ରତିନିଧିତ୍ୱ କରିଥିଲେ । ଶ୍ରୀମଦ୍ ଭଗବତ୍ ଗୀତାର ଜ୍ଞାନ-କର୍ମଭକ୍ତିତତ୍ତ୍ୱ ସହ ବୌଦ୍ଧ ମତର ନୈମିତ୍ରୀବାଣୀ ପ୍ରଖ୍ୟାପନ ରାଧାକୃଷ୍ଣନ୍‌ଙ୍କ ବାଗ୍ମୀ ଜୀବନକୁ କରିଥଲା ଉତ୍ସାହପ୍ରଦ । ରାଧାକୃଷ୍ଣନ୍ ଥିଲେ ଗୋଷ୍ଠୀ, ଦଳ ବା ସମ୍ପ୍ରଦାୟର ବହୁ ଉର୍ଦ୍ଧରେ । ସଂକୀର୍ଣ୍ଣତାରୁ ସମ୍ପୂର୍ଣ୍ଣମୁକ୍ତ । ତାଙ୍କର ଉଲ୍ଲେଖନୀୟ କୃତିତ୍ୱକୁ ଗଣନା କରି ବିଶ୍ୱର ଶ୍ରେଷ୍ଠ ନାଗରିକ ଭାବେ ତାଙ୍କୁ ବିବେଚନା କରାଯାଇ ପାରେ ।

ପୁରସ୍କାର ଓ ସମ୍ମାନ

  • ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର ଭାରତ ରତ୍ନ ୧୯୬୮ରେ ତାଙ୍କୁ ପ୍ରଦତ୍ତ ହୋଇଥଲା । [୩]
  • ଏଥପୂର୍ବରୁ ୧୯୬୪ରେ ଭଟିକାନ୍ସର ପୋପ୍ ମହାମାନ୍ୟ ପର୍ଲି ମହାଶୟ ସ୍ୱୟଂ ବମ୍ବେ (ମୁମ୍ବାଇ) ଆସି ରାଧାକୃଷ୍ଣନ୍‌ଙ୍କୁ ସମ୍ମାନରେ ଭୂଷିତ କରିଥଲେ ।
  • ଡକୃର ରାଧାକୃଷ୍ଣନ୍ କେନ୍ଦ୍ର ସାହିତ୍ୟ ଅକାଦମୀର ଥିଲେ ପ୍ରଥମ ଫେଲେ। (୧୯୬୬ ମସିହା) ।
  • ଭାରତୀୟ ବିଦ୍ୟା ଭବନ ତରଫରୁ ତାଙ୍କୁ ବ୍ରହ୍ମବିଦ୍ୟା ଭାସ୍କର ଉପାଧୁ ପ୍ରଦତ୍ତ ହୋଇଥଲା ।
  • ଇଂଲଣ୍ଡର ରାଣୀଙ୍କଠାରୁ "Order of Merit " ଉପାଧି
  • ପେନ୍‌ସିଲଭାନିଆ ବିଶ୍ୱବିଦ୍ୟାଳୟରୁ "Doctor of Law" ସମ୍ମାନ
  • ମଙ୍ଗୋଲିଆ ସରକାରଙ୍କଠାରୁ ଜ୍ଞାନଗୁରୁ ସମ୍ମାନ
  • Templeton Foundation ତରଫରୁ Templeton Award (1975)

ଏତଦ୍ ବ୍ୟତୀତ ଆନ୍ତର୍ଜାତିକ PEN ସଂସ୍ଥାର ପ୍ରଥମ ସଭାପତି ଥଲେ ଡକ୍ଟର ଏସ୍. ରାଧାକୃଷ୍ଣନ୍ ।

ଗ୍ରନ୍ଥସୂଚୀ

ତାଙ୍କର ରଚନା ଗୁଡିକ ମଧରୁ ତାଙ୍କର ଆତ୍ମଜୀବନୀ My Search for Truth, Indian Philosophy (Vol-1 & 2), Present Crisis in Faith, Religion, Society & recovery of Faith, Our Heritage ଅନ୍ୟତମ । ଗାନ୍ଧୀଙ୍କର ୭୦ତମ ଜୟନ୍ତୀରେ ରାଧାକୃଷ୍ଣନ୍ ମୋହନଦାସଙ୍କ ଜୀବନୀ ଆଧାରିତ ପୁସ୍ତକ ରଚନା କରି ତାଙ୍କୁ ଉପହାର ଦେଇଥଲେ । ଏଥପାଇଁ ସେ ବହୁ ପ୍ରଶଂସାର ଅଧକାରୀ ହେଲେ ।

ଅଧିକ ତଥ୍ୟ

ଆଧାର

  1. Mahapatra, Nirmala Kumari. "ରାଷ୍ଟ୍ରଗୁରୁ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ୍" (PDF). Utkala Prasanga (Sept, 2013): 100–102. Retrieved 6 September 2015.
  2. "Complete biography of Dr. Sarvepalli Radhakrishnan". Retrieved 9 September 2015.
  3. "Dr. Sarvepalli Radhakrishnan – Biography". Retrieved 10 September 2015.