"ମିଶାଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
 
୩ କ ଧାଡ଼ି: ୩ କ ଧାଡ଼ି:
'''ଯୋଗ''' ଯାହାକି ପ୍ରାୟତଃ ଯୁକ୍ତ ଚିହ୍ନଦ୍ୱାରା ଲେଖାଯାଏ, [[ଗଣିତ]]<nowiki/>ର ଚାରୋଟି ମୌଳିକ କ୍ରିୟା ମଧ୍ୟରୁ ଗୋଟିଏ; ଅନ୍ୟଗୁଡ଼ିକ ହେଲା ବିୟୋଗ, [[ଗୁଣନ]] ଏବଂ [[ହରଣ (ଗଣିତ)|ହରଣ]] । ଦୁଇଟି ସଂଖ୍ୟାକୁ ମିଶାଇଲେ ତାହାର ମିଶାଣ ଫଳକୁ ହିଁ ଯୋଗ କୁହାଯାଏ । <ref name="nios">{{cite book|title=ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା|publisher=National Institute of Open Schooling|page=12|pages=|url=http://mooc.nios.ac.in/mooc/pluginfile.php?file=/13875/course/summary/504%20Unit%20-%205%20A%20FINAL.pdf}}</ref>ଯେପରିକି ଡାହାଣପଟ ଛବିରେ ଦୁଇଟି ଏବଂ ତିନୋଟି ସେଉ ଅଛି, ସବୁ ସେଓକୁ ମିଶାଇଲେ ସମୁଦାୟ ପାଞ୍ଚଟି ସେଉ ହେବ । ଯେପରିକି ଗାଣିତିକ ଭାଷାରେ '''୩ + ୨ = ୫'''

==ମିଶାଣ ପ୍ରକ୍ରିୟାର ଗାଣିତିକ ଧର୍ମ ==
==ମିଶାଣ ପ୍ରକ୍ରିୟାର ଗାଣିତିକ ଧର୍ମ ==
* ମିଶାଣ ପ୍ରକ୍ରିୟାରେ ଶୁନ ବା ୦ ହେଉଛି ଏପରି ଏକ ସଂଖ୍ୟା ଏହାକୁ ଯୋଗ କରିବାଦ୍ବାରା ମୂଳ ସଂଖ୍ୟାର ମୂଲ୍ୟରେ ପରିବର୍ତ୍ତନ ହୁଏ ନାହିଁ । ତେଣୂ ଶୁନ (୦)କୁ '''ଯୋଗାତ୍ମକ ଅଭେଦ''' ମଧ୍ୟ କୁହାଯାଏ ।
* ମିଶାଣ ପ୍ରକ୍ରିୟାରେ ଶୁନ ବା ୦ ହେଉଛି ଏପରି ଏକ ସଂଖ୍ୟା ଏହାକୁ ଯୋଗ କରିବାଦ୍ୱାରା ମୂଳ ସଂଖ୍ୟାର ମୂଲ୍ୟରେ ପରିବର୍ତ୍ତନ ହୁଏ ନାହିଁ । ତେଣୂ ଶୁନ (୦)କୁ '''ଯୋଗାତ୍ମକ ଅଭେଦ''' ମଧ୍ୟ କୁହାଯାଏ ।
* ପରିମେୟ ସଂଖ୍ୟାରେ ଯୋଗ ସଂବୃତ୍ତି ନିୟମ ପାଳନ କରେ ।
* ପରିମେୟ ସଂଖ୍ୟାରେ ଯୋଗ ସଂବୃତ୍ତି ନିୟମ ପାଳନ କରେ ।
ଅର୍ଥାତ : ଗାଣିତିକ ସଂକେତରେ- '''କ''' ଓ '''ଖ''' ପରିମେୟ ହେଲେ '''କ + ଖ''' ମଧ୍ୟ ପରିମେୟ ହେବ ।
ଅର୍ଥାତ : ଗାଣିତିକ ସଂକେତରେ- '''କ''' ଓ '''ଖ''' ପରିମେୟ ହେଲେ '''କ + ଖ''' ମଧ୍ୟ ପରିମେୟ ହେବ ।

୦୧:୫୬, ୧୬ ଡିସେମ୍ବର ୨୦୧୮ ହୋଇଥିବା ରିଭିଜନ

୩ + ୨ = ୫ with ସେଉ, ପାଠ ବହିରେ ଦେଖିବାକୁ ମିଳେ। 

ଯୋଗ ଯାହାକି ପ୍ରାୟତଃ ଯୁକ୍ତ ଚିହ୍ନଦ୍ୱାରା ଲେଖାଯାଏ, ଗଣିତର ଚାରୋଟି ମୌଳିକ କ୍ରିୟା ମଧ୍ୟରୁ ଗୋଟିଏ; ଅନ୍ୟଗୁଡ଼ିକ ହେଲା ବିୟୋଗ, ଗୁଣନ ଏବଂ ହରଣ । ଦୁଇଟି ସଂଖ୍ୟାକୁ ମିଶାଇଲେ ତାହାର ମିଶାଣ ଫଳକୁ ହିଁ ଯୋଗ କୁହାଯାଏ । [୧]ଯେପରିକି ଡାହାଣପଟ ଛବିରେ ଦୁଇଟି ଏବଂ ତିନୋଟି ସେଉ ଅଛି, ସବୁ ସେଓକୁ ମିଶାଇଲେ ସମୁଦାୟ ପାଞ୍ଚଟି ସେଉ ହେବ । ଯେପରିକି ଗାଣିତିକ ଭାଷାରେ ୩ + ୨ = ୫

ମିଶାଣ ପ୍ରକ୍ରିୟାର ଗାଣିତିକ ଧର୍ମ[ସମ୍ପାଦନା]

  • ମିଶାଣ ପ୍ରକ୍ରିୟାରେ ଶୁନ ବା ୦ ହେଉଛି ଏପରି ଏକ ସଂଖ୍ୟା ଏହାକୁ ଯୋଗ କରିବାଦ୍ୱାରା ମୂଳ ସଂଖ୍ୟାର ମୂଲ୍ୟରେ ପରିବର୍ତ୍ତନ ହୁଏ ନାହିଁ । ତେଣୂ ଶୁନ (୦)କୁ ଯୋଗାତ୍ମକ ଅଭେଦ ମଧ୍ୟ କୁହାଯାଏ ।
  • ପରିମେୟ ସଂଖ୍ୟାରେ ଯୋଗ ସଂବୃତ୍ତି ନିୟମ ପାଳନ କରେ ।

ଅର୍ଥାତ : ଗାଣିତିକ ସଂକେତରେ- ପରିମେୟ ହେଲେ କ + ଖ ମଧ୍ୟ ପରିମେୟ ହେବ ।

  • ପରିମେୟ ସଂଖ୍ୟାରେ ଯୋଗ କ୍ରମ ବିନିମୟୀ ନିୟମ ପାଳନ କରେ ।

ଅର୍ଥାତ : ଗାଣିତିକ ସଂକେତରେ- + = + ହେବ ।

  • ପରିମେୟ ସଂଖ୍ୟାରେ ଯୋଗ ସହଯୋଗୀ ନିୟମ ପାଳନ କରେ ।

ଅର୍ଥାତ : ଗାଣିତିକ ସଂକେତରେ- + (+ ) = ( + ) + ହେବ ।

Notes[ସମ୍ପାଦନା]

Footnotes[ସମ୍ପାଦନା]

  1. ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା (PDF). National Institute of Open Schooling. p. 12.