"ବ୍ୟୋମକେଶ ତ୍ରିପାଠୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୨୧ କ ଧାଡ଼ି: ୨୧ କ ଧାଡ଼ି:
| citizenship =
| citizenship =
|education = ସ୍ନାତକ(ବିଜ୍ଞାନ),
|education = ସ୍ନାତକ(ବିଜ୍ଞାନ),
| alma_mater = [[ରେଭେନ୍ସା ମହାବିଦ୍ୟାଳୟ]], କଲିକତା ବିଶ୍ବବିଦ୍ୟାଳୟ
| alma_mater = [[ରେଭେନ୍ସା ମହାବିଦ୍ୟାଳୟ]], କଲିକତା ବିଶ୍ୱବିଦ୍ୟାଳୟ
| occupation =
| occupation =
| years_active =
| years_active =
୪୮ କ ଧାଡ଼ି: ୪୮ କ ଧାଡ଼ି:
* ଏକ ଦୁଇ ତିନି - ୧୯୫୯
* ଏକ ଦୁଇ ତିନି - ୧୯୫୯
* କଂସା କବାଟ
* କଂସା କବାଟ
* ସିଂହ ଦ୍ବାର
* ସିଂହ ଦ୍ୱାର
* ତୋଳା କନିଆ
* ତୋଳା କନିଆ
* ସୁନା ଫରୁଆ
* ସୁନା ଫରୁଆ

୦୦:୫୨, ୧୬ ଡିସେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ

ବ୍ୟୋମକେଶ ତ୍ରିପାଠୀ
Born(1929-01-19)୧୯ ଜାନୁଆରୀ ୧୯୨୯


[୧]
Died୧୦ ମଇ ୧୯୯୭(1997-05-10) (ବୟସ ୬୮)
Cause of deathହୃଦ ଘାତ
Educationସ୍ନାତକ(ବିଜ୍ଞାନ),
Alma materରେଭେନ୍ସା ମହାବିଦ୍ୟାଳୟ, କଲିକତା ବିଶ୍ୱବିଦ୍ୟାଳୟ
Known forନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ
Parent(s)ଗୋବିନ୍ଦ ତ୍ରିପାଠୀ, ସତୀ ଦେବୀ
Awardsଜୟଦେବ ପୁରସ୍କାର

ବ୍ୟୋମକେଶ ତ୍ରିପାଠୀ (୧୯ ଜାନୁଆରୀ ୧୯୨୯ - ୧୦ ମଇ ୧୯୯୭), ଜଣେ ଓଡ଼ିଆ ନାଟ୍ୟକାର[୨], ଅଭିନେତା[୩] ଓ ନିର୍ଦ୍ଦେଶକ ଥିଲେ। ସେ ପ୍ରାୟ ୨୮ଟି ଓଡ଼ିଆ ନାଟକ ରଚନା କରିଛନ୍ତି ଏବଂ ପ୍ରାୟ ୭୧ଟି ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ଅବା ଅଭିନୟ କରିଛନ୍ତି । ସେ ଅନ୍ନପୂର୍ଣ୍ଣା ଥିଏଟର ସହ ଜଡ଼ିତ ରହିଥିଲେ । ନାଟକ ବ୍ୟତିତ, ସେ ପ୍ରାୟ ୨୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।[୪]

ଅଭିନୀତ ନାଟକ

  • ଏକ ଦୁଇ ତିନି - ୧୯୫୯
  • କଂସା କବାଟ
  • ସିଂହ ଦ୍ୱାର
  • ତୋଳା କନିଆ
  • ସୁନା ଫରୁଆ

ଅଭିନୀତ କଥାଚିତ୍ର

ପୁରସ୍କାର ଓ ସମ୍ମାନ

ଆଧାର

  1. Amaresh Datta (1988). Encyclopaedia of Indian Literature: devraj to jyoti. Sahitya Akademi. pp. 1093–. ISBN 978-81-260-1194-0.
  2. Contemporary Indian Literature. S.L. Shastry. 1972.
  3. Natya: Theatre Arts Journal. Bharatiya Natya Sangh. 1966.
  4. http://www.financialexpress.com/old/ie/daily/19970511/13150573.html
  5. http://orissa.gov.in/e-magazine/orissaannualreference/ORA-2011/pdf/114.pdf

ଅଧିକ ତଥ୍ୟ